Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, May 18, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଆମ ଆଦମି ପାର୍ଟିର ୧୩ କାଉନସିଲରଙ୍କ ...

ମନୋରଞ୍ଜନ
Home ›› ମନୋରଞ୍ଜନ ››ୱାଇନ ଗ୍ଲାସ ଧରି ଫଟୋ ସେୟାର କଲେ କଙ୍ଗନା, କାହିଁକି ଜାଣନ୍ତୁ...

ୱାଇନ ଗ୍ଲାସ ଧରି ଫଟୋ ସେୟାର କଲେ କଙ୍ଗନା, କାହିଁକି ଜାଣନ୍ତୁ...

2021-11-24 17:53:31
16422
Share:
Facebook
Twitter
E-Mail
WhatsApp
Telegram
ୱାଇନ ଗ୍ଲାସ ଧରି ଫଟୋ ସେୟାର କଲେ କଙ୍ଗନା, କାହିଁକି ଜାଣନ୍ତୁ...

କଙ୍ଗନା ରଣାୱତ କୃଷି ଆଇନ ପ୍ରତ୍ୟାହାର ପ୍ରସଙ୍ଗକୁ ନେଇ ଫେସବୁକ ଆକାଉଣ୍ଟରେ ଏକ ବିବାଦୀୟ ପୋଷ୍ଟ କରିଥିଲେ । ଆଉ ଲେଖିଥିଲେ, ଖାଲିସ୍ତାନୀ ଆତଙ୍କବାଦୀ ସରକାରଙ୍କ ହାତ ମୋଡିଛନ୍ତି, କିନ୍ତୁ ସେ ମହିଳା (ଇନ୍ଦିରା ଗାନ୍ଧୀ)ଙ୍କୁ ଭୁଲିବା କଥା ନୁହେଁ ଯିଏ ତାଙ୍କୁ ନିଜ ଜୋତା ତଳେ ଦଳି ଚକଟି ଦେଇଥିଲେ। ତାଙ୍କର ମୃତ୍ୟୁର ଦଶକ ପରେ ଆଜି ବି ତାଙ୍କ ନାଁ ଶୁଣିଲେ ଲୋକେ କମ୍ପି ଯାଉଛନ୍ତି, ଏମାନଙ୍କୁ ସେହିଭଳି ଗୁରୁ ହିଁ ଦରକାର।

ଏହାପରେ ଦେଶର ବିଭିନ୍ନ ସ୍ଥାନରେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି। ମଙ୍ଗଳବାର ଦିନ ଶିଖ ସମ୍ପ୍ରଦାୟ ବିରୋଧରେ ଅପମାନଜନକ ବୟାନ ମାମଲାରେ କଙ୍ଗନାଙ୍କ ବିରୋଧରେ ମହାରାଷ୍ଟ୍ର ପୋଲିସ ଏଫଆଇଆର ରୁଜୁ କରିଛି। ଏନେଇ ବୁଧବାର ଦିନ କଙ୍ଗନା ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ସୂଚନା ଦେଇଥିଲେ ଯେ ତାଙ୍କ ବିରୋଧରେ ଆଜି ମଧ୍ୟ ଏକ ମାମଲା ରୁଜ୍ଜୁ ହୋଇଛି। କିନ୍ତୁ ମୋର କିଛି ଫରକ ପଡ଼େନି। କଙ୍ଗନା ନିଜ ଇନଷ୍ଟା ଷ୍ଟୋରିରେ ନିଜର ଏକ ବୋଲ୍ଡ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ୱାଇନ ଗ୍ଲାସ ଧରିଛନ୍ତି। ଫଟୋ ସହ ସେ ଲେଖିଛନ୍ତି, ଆଉ ଗୋଟିଏ ଦିନ, ଆଉ ଗୋଟିଏ ଏଫଆଇଆର…ଯଦି ସେମାନେ ମୋତେ ଗିରଫ କରିବାକୁ ଆସନ୍ତି…ମୋ ମୁଡ଼ ଏବେ ଘରେ ଏମିତି ଅଛି।

Powered by Froala Editor

Tags kangna

Related articles Odisha News Lens 4.1

  • ଅପରେସନ ସିନ୍ଦୂରର ସଫଳତାକୁ ସ୍ୱୀକାର କଲେ ଶେହବାଜ୍‍ ସରିଫ
    ଦେଶ-ଦେଶାନ୍ତର

    ଅପରେସନ ସିନ୍ଦୂରର ସଫଳତାକୁ ସ୍ୱୀକାର କଲେ ଶେହବାଜ୍‍ ସରିଫ

    14032
    May 17, 2025
  • ବାବା ଭେଙ୍ଗାଙ୍କ ଆଉ ଏକ ଭବିଷ୍ୟବାଣୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମ୍ପର୍କରେ ...
    ଦେଶ-ଦେଶାନ୍ତର

    ବାବା ଭେଙ୍ଗାଙ୍କ ଆଉ ଏକ ଭବିଷ୍ୟବାଣୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମ୍ପର୍କରେ ...

    15487
    May 16, 2025
  • କାଶ୍ମୀର ପ୍ରସଙ୍ଗରେ ଏହା କହିଲେ ଅସଉଦ୍ଦିନ ଓଓ୍ବେସୀ
    ଦେଶ-ଦେଶାନ୍ତର

    କାଶ୍ମୀର ପ୍ରସଙ୍ଗରେ ଏହା କହିଲେ ଅସଉଦ୍ଦିନ ଓଓ୍ବେସୀ

    15228
    May 17, 2025
  • ଏହି ଘରୋଇ ଉପାୟ କଲେ କେଶ ହେବ ମୂଳରୁ ହେବ କଳା
    ବିଶେଷ

    ଏହି ଘରୋଇ ଉପାୟ କଲେ କେଶ ହେବ ମୂଳରୁ ହେବ କଳା

    13859
    May 16, 2025
  • ଆମ ଆଦମି ପାର୍ଟିର ୧୩ କାଉନସିଲରଙ୍କ ଇସ୍ତଫା
    ଦେଶ-ଦେଶାନ୍ତର

    ଆମ ଆଦମି ପାର୍ଟିର ୧୩ କାଉନସିଲରଙ୍କ ଇସ୍ତଫା

    15076
    May 17, 2025
  • ତୁର୍କୀକୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବିକ୍ରି କରିବ ଆମେରିକା
    ଦେଶ-ଦେଶାନ୍ତର

    ତୁର୍କୀକୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବିକ୍ରି କରିବ ଆମେରିକା

    14722
    May 16, 2025
  • ଗୁପ୍ତଚର କାର୍ଯ୍ୟ କରୁଥିଲେ ମହିଳା ୟୁଟ୍ୟୁବର,  ହେଲେ ଗିରଫ
    ଦେଶ-ଦେଶାନ୍ତର

    ଗୁପ୍ତଚର କାର୍ଯ୍ୟ କରୁଥିଲେ ମହିଳା ୟୁଟ୍ୟୁବର, ହେଲେ ଗିରଫ

    14800
    May 17, 2025
  • ୪୮ ଘଣ୍ଟାରେ ୬ ଆତଙ୍କବାଦୀ ନିପାତ
    ଦେଶ-ଦେଶାନ୍ତର

    ୪୮ ଘଣ୍ଟାରେ ୬ ଆତଙ୍କବାଦୀ ନିପାତ

    14196
    May 16, 2025
  • ପାକିସ୍ତାନ ନିକଟରେ ରହିଥିବା ପରମାଣୁ ଅସ୍ତ୍ର ସୁରକ୍ଷିତ ନୁହେଁ: ରାଜନାଥ ସିଂହ
    ଦେଶ-ଦେଶାନ୍ତର

    ପାକିସ୍ତାନ ନିକଟରେ ରହିଥିବା ପରମାଣୁ ଅସ୍ତ୍ର ସୁରକ୍ଷିତ ନୁହେଁ: ରାଜନାଥ ସିଂହ

    13811
    May 16, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଗୁପ୍ତଚର କାର୍ଯ୍ୟ କରୁଥିଲେ ମହିଳା ୟୁଟ୍ୟୁବର, ହେଲେ ଗିରଫ

    14800
    May 17, 2025
  • ଦେଶ-ଦେଶାନ୍ତର

    ଅସ୍ତ୍ରବିରତି ସମୟ ଆଉ ୪ଦିନ ପର୍ଯ୍ୟନ୍ତ ବୃଦ୍ଧି

    14418
    May 16, 2025
  • ବିଶେଷ

    ଏହି ଘରୋଇ ଉପାୟ କଲେ କେଶ ହେବ ମୂଳରୁ ହେବ କଳା

    13859
    May 16, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16604
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16894
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15441
    Apr 03, 2021

ବିଶେଷ

  • ଏହି ଘରୋଇ ଉପାୟ କଲେ କେଶ ହେବ ମୂଳରୁ ହେବ କଳା

    13859
    May 16, 2025
  • ଚା' ବଦଳରେ ସକାଳୁ ପିଅନ୍ତୁ କ୍ୟାଲୋରୀଯୁକ୍ତ ପାନୀୟ

    15067
    May 16, 2025
  • ଖରାଦିନେ ସତେଜ ରଖିବ ଏସବୁ ଡ୍ରିଙ୍କ୍ସ

    15622
    May 15, 2025
  • ଶରୀରରୁ ଝାଳ ବୋହିବା ପଛରେ ଥାଏ ଅନେକ କାରଣ ଜାଣନ୍ତୁ......

    15356
    May 15, 2025
  • ବ୍ରେକ୍‌ଫାଷ୍ଟରେ ସାମିଲ କରନ୍ତୁ ଏହା.....

    15465
    May 14, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16268
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13981
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14775
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15301
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପାକିସ୍ତାନ ନିକଟରେ ରହିଥିବା ପରମାଣୁ ଅସ୍ତ୍ର ସୁରକ୍ଷିତ ନୁହେଁ: ରାଜନାଥ ସିଂହ

    13811
    May 16, 2025
  • ୪୮ ଘଣ୍ଟାରେ ୬ ଆତଙ୍କବାଦୀ ନିପାତ

    14196
    May 16, 2025
  • ଅସ୍ତ୍ରବିରତି ସମୟ ଆଉ ୪ଦିନ ପର୍ଯ୍ୟନ୍ତ ବୃଦ୍ଧି

    14418
    May 16, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In