Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, June 06, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କୋର୍ଟରେ ନ୍ୟାୟିକ ପ୍ରକ୍ରିୟାକୁ ଉନ୍ନତ ...

  • ଚାକିରି ନେଇ ସୁପ୍ରିମକୋର୍ଟଙ୍କ ...

  • ବିଧାନନଗରର ଟିଏମସି ମେୟର ଦେଲେ ଇସ୍ତଫା

  • ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌

  • ୨୩ ବର୍ଷର ଡିଭୋର୍ସ ମାମଲା : ମହିଳାଙ୍କୁ ...

  • ଏହି ମସଲା ଖାଇଲେ ହେବନି ପେଟ ଗରମ

  • ଆଧାରକାର୍ଡ ଅପଡେଟକୁ ନେଇ ଆସିଲା ଏହି ଖବର, ...

  • କେରଳରେ ପ୍ରବେଶ କଲା ମୌସୁମୀ

  • ତୃତୀୟ ବିବାହ କରିବେ ଅମିର ଖାନ୍

  • ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁ ...

Home ›› ››ନୌସେନାରେ ପରାକ୍ରମ ଦେଖାଇବ ଆଇଏନଏସ ବିଶାଖାପଟନମ୍

ନୌସେନାରେ ପରାକ୍ରମ ଦେଖାଇବ ଆଇଏନଏସ ବିଶାଖାପଟନମ୍

2021-11-21 16:03:13
16155
Share:
Facebook
Twitter
E-Mail
WhatsApp
Telegram
ନୌସେନାରେ ପରାକ୍ରମ ଦେଖାଇବ ଆଇଏନଏସ  ବିଶାଖାପଟନମ୍

ଭାରତୀୟ ନୌସେନାରେ ସାମିଲ ହେଲା  ଆଇଏନଏସ  ବିଶାଖାପଟନମ୍। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ଦେଶବାସୀଙ୍କୁ ସମର୍ପିତ କରିଛନ୍ତି । ମୁମ୍ବାଇସ୍ଥିତ ନୌସେନା ‘ଡକ୍‌ୟାର୍ଡ’ରେ ‘ଆଇଏନ୍ଏସ୍‌ ବିଶାଖାପଟନମ୍‌’କୁ ସାମିଲ କରାଯିବା ଅବସରରେ ଜନତାଙ୍କୁ ସମ୍ବୋଧନ କରି ସିଂହ କହିଛନ୍ତି ଯେ, ଭାରତ ନିୟମ ଆଧାରିତ, ଅବାଧ ପୋତ ଚଳାଚଳ ଏବଂ ସାର୍ବଜନୀନ ନିୟମାବଳୀ ଆଧରିତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପରିକଳ୍ପନା କରିଛି। ସେଥିରେ ଅଂଶଗ୍ରହଣ କରିଥିବା ସମସ୍ତ ଦେଶର ସ୍ବାର୍ଥ ସୁରକ୍ଷିତ ଅଛି। ଆଇଏନଏସ  ବିଶାଖାପଟନମ୍ ନୌସେନାରେ ସାମିଲ ହେବା ପରେ ରକ୍ଷା କ୍ଷେତ୍ର ଭାରତ ଏକ ନୂଆ ଇତିହାସ ସୃଷ୍ଟି କରିଛି।

ଚଳିତ ବର୍ଷ ଭାରତ ୭୫ ତମ ସ୍ୱାଧୀନତା ଦିବସ ଓ ୧୯୭୧ ପାଇଁ ଭାରତର ୫୦ତମ ବିଜୟ ଦିବସ ପାଳନ କରୁଛି । ଏହି ଉତ୍ସବ ପାଇଁ ଏହା ଠାରୁ ଆଉ ଭଲ ଦିନ ନଥାଇ ପାରେ ବୋଲି କହିଛନ୍ତି ରାଜନାଥ । ଏହାସହ ଭାରତ ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଏହି ପାରକ୍ରମୀ ବିଧ୍ୱଂସକ ପୋତ ପାଇଁ ସମସ୍ତ ନୌସନା ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ।

ସୂଚନା ଯେ, ଆଇଏନ୍‌ଏସ୍‌ ବିଶାଖାପଟନମ୍ ଫୋର୍ଥ -ଷ୍ଟିଲ୍‌ଥ୍‌ ଗାଇଡେଡ୍‌-ମିସାଇଲ୍‌ ଡେଷ୍ଟ୍ରୟର୍‌ ଜାହାଜରୁ ଗୋଟିଏ। ମାଜଗାଓଁ ଡକ୍‌ ସିପ୍ ବିଲ୍‌ଡର୍ସ ଏହି ଯୁଦ୍ଧ ଜାହାଜକୁ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମାଣ କରିଛି । ବାୟୁସେନାର ଆକ୍ରମଣରୁ ବର୍ତ୍ତିବା ପାଇଁ ଏଥିରେ ୩୨ ବାରାକ୍ ମିସାଇଲ୍ ଖଞ୍ଜା ହୋଇଛି । ସମୁଦ୍ରତଟରେ ସମ୍ମୁଖରୁ ଆସୁଥିବା ସମସ୍ତ ଶତ୍ରୁକୁ ଧ୍ବଂସ କରିବାର କ୍ଷମତା ରଖିଛି ଆଇଏନଏସ୍ ବିଶାଖାପଟନମ । ସବୁଠାରୁ ଶକ୍ତିଶାଳୀ ମିଶାଇଲ୍ ବ୍ରହ୍ମସକୁ ଆଇଏନଏସ୍ ବିଶାଖପାଟଣାରୁ ଉତକ୍ଷେପଣ କରାଯାଇ ପାରିବ। ୩୦୦ କିଲୋମିଟରର ଲକ୍ଷ୍ୟଭେଦ କ୍ଷମତା ଥିବା ୧୬ଟି ବ୍ରୋହ୍ମସ ମିସାଇଲ ଏଥିରେ ଲଗାଯାଇ ପାରିବ। ଆକାଶ ପଥରେ ୧୫୦ କିମି ଲକ୍ଷ୍ୟଭେଦ କ୍ଷମତା ରଖିଥିବା ୮ଟି ବାରାକ ମିସାଇଲ୍ ମଧ୍ୟ ଏଥିରେ ଖଞ୍ଜା ଯାଇ ପାରିବ। ଭୂପୃଷ୍ଠରୁ ଆକାଶ, ଆଣ୍ଟି ସବମରାଇନ୍ ରକେଟ୍ , ସଟ୍ ରେଞ୍ଜ ଗନ୍ ମଧ୍ୟ ଆଇଏନଏସ୍ ବିଶାଖାପଟନମରେ ଲାଗି ପାରିବ। ଯୁଦ୍ଧ ସମୟରେ ଶତ୍ରୁର ପରମାଣୁ କିମ୍ବା ରସାୟନିକ ଅସ୍ତ୍ରକୁ ମଧ୍ୟ ଏହା ପ୍ରତିହତ କରି ପାରିବାର କ୍ଷମତା ରହିଛି ଆଇଏନଏସ୍ ବିଶାଖାପାଟଣାରେ।

Powered by Froala Editor

Tags ins

Related articles Odisha News Lens 4.1

  • ଏହି ମସଲା ଖାଇଲେ ହେବନି ପେଟ ଗରମ
    ବିଶେଷ

    ଏହି ମସଲା ଖାଇଲେ ହେବନି ପେଟ ଗରମ

    13551
    Jun 05, 2026
  •  ଚାକିରି ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଜାଣନ୍ତୁ କ’ଣ?
    ଦେଶ-ଦେଶାନ୍ତର

    ଚାକିରି ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଜାଣନ୍ତୁ କ’ଣ?

    15409
    Jun 05, 2026
  • ବିଧାନନଗରର ଟିଏମସି ମେୟର ଦେଲେ ଇସ୍ତଫା
    ଦେଶ-ଦେଶାନ୍ତର

    ବିଧାନନଗରର ଟିଏମସି ମେୟର ଦେଲେ ଇସ୍ତଫା

    13733
    Jun 05, 2026
  • କୋର୍ଟରେ ନ୍ୟାୟିକ ପ୍ରକ୍ରିୟାକୁ ଉନ୍ନତ କରିବା ପାଇଁ ବ୍ୟବହାର ହେବ ଏଆଇ
    ଦେଶ-ଦେଶାନ୍ତର

    କୋର୍ଟରେ ନ୍ୟାୟିକ ପ୍ରକ୍ରିୟାକୁ ଉନ୍ନତ କରିବା ପାଇଁ ବ୍ୟବହାର ହେବ ଏଆଇ

    15028
    Jun 05, 2026
  • କେରଳରେ ପ୍ରବେଶ କଲା ମୌସୁମୀ
    ଦେଶ-ଦେଶାନ୍ତର

    କେରଳରେ ପ୍ରବେଶ କଲା ମୌସୁମୀ

    14699
    Jun 04, 2026
  • ତୃତୀୟ ବିବାହ କରିବେ ଅମିର ଖାନ୍
    ଦେଶ-ଦେଶାନ୍ତର

    ତୃତୀୟ ବିବାହ କରିବେ ଅମିର ଖାନ୍

    13665
    Jun 04, 2026
  • ୨୩ ବର୍ଷର ଡିଭୋର୍ସ ମାମଲା  : ମହିଳାଙ୍କୁ ମିଳିଲା ୮୫ କୋଟି ଟଙ୍କା
    ଦେଶ-ଦେଶାନ୍ତର

    ୨୩ ବର୍ଷର ଡିଭୋର୍ସ ମାମଲା : ମହିଳାଙ୍କୁ ମିଳିଲା ୮୫ କୋଟି ଟଙ୍କା

    13503
    Jun 05, 2026
  • ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌
    ଦେଶ-ଦେଶାନ୍ତର

    ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌

    14815
    Jun 05, 2026
  • ଆଧାରକାର୍ଡ ଅପଡେଟକୁ ନେଇ ଆସିଲା ଏହି ଖବର, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    ଆଧାରକାର୍ଡ ଅପଡେଟକୁ ନେଇ ଆସିଲା ଏହି ଖବର, ଜାଣନ୍ତୁ କ’ଣ ?

    13863
    Jun 04, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆଧାରକାର୍ଡ ଅପଡେଟକୁ ନେଇ ଆସିଲା ଏହି ଖବର, ଜାଣନ୍ତୁ କ’ଣ ?

    13863
    Jun 04, 2026
  • ଦେଶ-ଦେଶାନ୍ତର

    ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌

    14815
    Jun 05, 2026
  • ଦେଶ-ଦେଶାନ୍ତର

    ତୃତୀୟ ବିବାହ କରିବେ ଅମିର ଖାନ୍

    13665
    Jun 04, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16908
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17525
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17574
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17964
    Sep 06, 2023

ବିଶେଷ

  • ଏହି ମସଲା ଖାଇଲେ ହେବନି ପେଟ ଗରମ

    13551
    Jun 05, 2026
  • ପିଲାଙ୍କ ମାନସିକତାକୁ ବୁଝି ଦିଅନ୍ତୁ ଖାଇବା

    14847
    Jun 03, 2026
  • ଏହି ଅଙ୍ଗରେ ସୁନା ପିନ୍ଧିଲେ କାହିଁକି ହୋଇଥାଏ ଅଶୁଭ ଜାଣନ୍ତୁ...

    14714
    Jun 02, 2026
  • ଚାପରୁ ମୁକ୍ତି ପାଇବାର ସରଳ ଉପାୟ

    15255
    May 31, 2026
  • ପ୍ରକୃତରେ ଅଣ୍ଡା ଫ୍ରିଜ୍‌ରେ ରଖିଲେ ଭଲ ନା ଖରାପ ଜାଣନ୍ତୁ.....

    15323
    May 30, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15450
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15194
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15680
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14019
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କୋର୍ଟରେ ନ୍ୟାୟିକ ପ୍ରକ୍ରିୟାକୁ ଉନ୍ନତ କରିବା ପାଇଁ ବ୍ୟବହାର ହେବ ଏଆଇ

    15028
    Jun 05, 2026
  • ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁ ୱାର୍ଡରେ ନିଆଁ, ୩ ଜଣ ରୋଗୀଙ୍କ ମୃତ୍ୟୁ

    15834
    Jun 04, 2026
  • ଏହି ମସଲା ଖାଇଲେ ହେବନି ପେଟ ଗରମ

    13551
    Jun 05, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In