ଡଙ୍ଗା ଭସାଇବାକୁ ଯାଇ ନବମ ଶ୍ରେଣୀ ଛାତ୍ର ନିଖୋଜ
ଭୁବନ : ନବମ ଶ୍ରେଣୀ ଛାତ୍ର ନିଖୋଜ । ଡଙ୍ଗା ଭସାଇବାକୁ ଯାଇ ନିଖୋଜ ହୋଇଗଲେ ନବମ ଶ୍ରେଣୀ ଛାତ୍ର।
କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରାହ୍ମଣୀ ନଦୀରେ ଡଙ୍ଗା ଭସାଇବାକୁ ଯାଇଥିଲେ। ନଦୀରେ ଡଙ୍ଗା ଭସାଇବା ସମୟରେ ନିଖୋଜ ହୋଇଯାଇଛନ୍ତି ଛାତ୍ରୀ ଜଣକ।
ଘଟଣାସ୍ଥଳରେ ଭୁବନ ଅଗ୍ନିଶମ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ନିଖୋଜ ଛାତ୍ର ଭୁବନ NAC ଅନ୍ତର୍ଗତ ଓ୍ବାର୍ଡ ନଂ-୧ର ରୋସନ ନାୟକ ବୋଲି ଜଣାପଡିଛି ।
Powered by Froala Editor