ଟ୍ରାଡିସନାଲ ଲୁକ୍ରେ ସୋନମ

ଦୀପାବଳି ଅବସରରେ ଟ୍ରାଡିସନାଲ ଲୁକ୍ରେ ନଜର ଆସିଛନ୍ତି ସୋନମ କପୁର । ତାଙ୍କର ଫ୍ୟାଶନେବୁଲ ଅନ୍ଦାଜକୁ ଫ୍ୟାନମାନେ ବହୁତ ପସନ୍ଦ କରନ୍ତି । ତେବେ ଦୀପାବଳିରେ ଏହି ଲୁକ୍ ସମସ୍ତଙ୍କୁ ବହୁତ ଆକର୍ଷିତ କରୁଛି ।
ଦୀପାବଳିରେ ସୋନମ ଅନାରକଲି ସୁଟରେ ନିଜ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ସେ ବର୍ତ୍ତମାନ ଲଣ୍ଡନରେ ଥିବାବେଳେ ଚଳିତ ବର୍ଷ ସେ ସେଠାରେ ନିଜ ସ୍ୱାମୀ ଆନନ୍ଦଙ୍କ ସହ ଦୀପାବଳି ପାଳିଛନ୍ତି । ସୋନମଙ୍କର ଏହି ଏମବ୍ରୋଡରି ଆଉଟଫିଟ ଡିଆଇନର ହେଉଛନ୍ତି ଅବୁ ଜାନୀ ସନ୍ଦିପ ଖୋସଲା । ଯିଏ କି ଜଣେ ଫେମସ୍ ଫ୍ୟାସନ ଡିଜାଇନର୍ । ଦୀପାବଳିରେ ସୋନମଙ୍କର ଏହି ଟ୍ରାଡିସନାଲ ଲୁକ୍ ସମସ୍ତଙ୍କୁ ପସନ୍ଦ ଆସିବା ସହ ତାଙ୍କ ଫ୍ୟାନ୍ସମାନେ ପ୍ରଶଂସା ମଧ୍ୟ କରିଛନ୍ତି । ସୋନମଙ୍କର ଏହି ଲୁକରେ ତାଙ୍କ ସ୍ୱାମୀ ମଧ୍ୟ କମେଣ୍ଟ ଦେଇଥିବା ଜଣାପଡ଼ିଛି ।
Powered by Froala Editor