Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, August 30, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ‘ମନ୍ କୀ ବାତ୍‌’ କାର୍ଯ୍ୟକ୍ରମରେ ଓଡ଼ିଶାର ...

  • ମୋଦୀଙ୍କ ଉଜ୍‌ବେକିସ୍ତାନ ଗସ୍ତ

  • ନେପାଳ ବନ୍ୟାରେ ଭାସିଗଲା ବ୍ୟାଙ୍କ ଲକର, ୫୭ ...

  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ...

  • ସିଏନଜି କେଜି ପ୍ରତି ୩ ଟଙ୍କା ୮୯ ପଇସା ...

  • ୪ରେ ସବୁଠୁ ମହତ୍ୱାକାଂକ୍ଷୀ ଆର୍ଥ ...

  • ଇରାନ ଉପରେ ପୁନର୍ବାର ସଶସ୍ତ୍ର ଆକ୍ରମଣ ...

  • ବାପା, ମା’ଙ୍କ ପତ୍ତା ନାହିଁ, ଦୁଇ ...

  • ବିଶ୍ୱର ସର୍ବକନିଷ୍ଠ ରାଜାଙ୍କ ଦେହାନ୍ତ

  • ଭିସା ରିଜେକ୍ଟ ପାଇଁ ବଞ୍ଚିଗଲା ଜୀବନ

ବିଶେଷ
Home ›› ବିଶେଷ ››ପୁରୁଷମାନେ ଏହିସବୁ କଥାକୁ ରଖନ୍ତୁ ଗୁପ୍ତ, ଜୀବନରେ ଦେଖାଦେବନି କୌଣସି ସମସ୍ୟା

ପୁରୁଷମାନେ ଏହିସବୁ କଥାକୁ ରଖନ୍ତୁ ଗୁପ୍ତ, ଜୀବନରେ ଦେଖାଦେବନି କୌଣସି ସମସ୍ୟା

2021-04-23 06:20:47
14005
Share:
Facebook
Twitter
E-Mail
WhatsApp
Telegram
ପୁରୁଷମାନେ ଏହିସବୁ କଥାକୁ ରଖନ୍ତୁ ଗୁପ୍ତ, ଜୀବନରେ ଦେଖାଦେବନି କୌଣସି ସମସ୍ୟା

ଆଜିର ସମୟରେ ଅନେକ ଲୋକ ଚାଣକ୍ୟଙ୍କ ଦ୍ବାରା କୁହାଯାଇଥିବା ନିୟମକୁ ପାଳନ କରିଥାନ୍ତି। ରାଜନୀତିର ଜ୍ଞାନ ପାଇବା ପାଇଁ ମଧ୍ୟ ଲୋକ ତାଙ୍କର ପୁସ୍ତକ ପଢିବାକୁ ପସନ୍ଦ କରିଥାନ୍ତି। ଏକ ସୁନ୍ଦର ଜୀବନ ପାଇଁ ଚାଣକ୍ୟ ନୀତି ସବୁବେଳେ ସାହାର୍ୟ୍ୟ କରିଥାଏ। ଏଥର ଆମେ ଆପଣଙ୍କୁ ଚାଣକ୍ୟଙ୍କ ଏଭଳି ୪ଟି କଥା ବିଷୟରେ କହିବାକୁ ଯାଉଛି ଯାହାକୁ ବିଶେଷ କରି ପୁରୁଷମାନେ ଯଦି ପାଳନ କରନ୍ତି ତେବେ ତାଙ୍କ ଜୀବନରେ କୌଣସି ବଡ ଧରଣର ସମସ୍ୟା ଦେଖାଦେବ ନାହିଁ।

ଅର୍ଥ ସମ୍ପର୍କିତ ସୂଚନା: ଚାଣକ୍ୟ ନୀତି ଅନୁସାରେ ଜଣେ ବ୍ୟକ୍ତି କେବେ ବି ଧନ ସମ୍ପର୍କିତ କ୍ଷତି ଓ ଫାଇଦା ସମ୍ପର୍କରେ କୌଣସି ଅନ୍ୟ କୌଣସି ଦ୍ବିତୀୟ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଅନ୍ତୁ ନାହିଁ। ଏହି କଥାକୁ ନିଜ ପର୍ୟ୍ୟନ୍ତ ରଖନ୍ତୁ, କାରଣ ବାହାର ବ୍ୟକ୍ତି ଆପଣଙ୍କ କ୍ଷତିରେ ସାହାର୍ୟ୍ୟ କରିବାକୁ ଆସିବ ନାହିଁ। ତେଣୁ କେବେ ବି ନିଜର ଧନ ସମ୍ପର୍କରେ କାହା ଆଗରେ କୁହନ୍ତି ନାହିଁ।

ନିଜ ସମସ୍ୟା ସମ୍ପର୍କରେ କୁହନ୍ତୁ ନାହିଁ: ବହୁ ଲୋକଙ୍କ ଅଭ୍ୟାସ ରହିଛି ନିଜର ସମସ୍ୟା ଓ ଦୁଃଖକୁ ବାହାର ଲୋକଙ୍କ ସାମନାରେ କହିଥାନ୍ତି। କିନ୍ତୁ ଆପଣଙ୍କୁ ଏହି କଥାର ଧ୍ୟାନ ରଖିବା ଦରକାର କୌଣସି ବ୍ୟକ୍ତି ଆପଣଙ୍କ କଥାକୁ ଠିକ୍ ଭାବରେ ଶୁଣିବ ନାହିଁ। ଯଦି ସେ ଶୁଣୁଥାଏ ତେବେ ପଛରେ ଆପଣଙ୍କୁ ନେଇ ଅନ୍ୟମାନଙ୍କ ଆଗରେ ଥଟ୍ଟା-ପରିହାସ କରିପାରେ।

ପତ୍ନୀ ବିଷୟରେ ଅନ୍ୟ ଆଗରେ ଅଭିଯୋଗ କରନ୍ତୁ ନାହିଁ: କିଛି ଲୋକଙ୍କର ଅଭ୍ୟାସ ରହିଥାଏ ନିଜ ପତ୍ନୀ ବିଷୟରେ ଛୋଟଛୋଟ ଅଭିଯୋଗ ଅନ୍ୟମାନଙ୍କ ଆଗରେ କରିବାର। ତେବେ ଭୁଲରେ ବି ଏଭଳି କରନ୍ତୁ ନାହିଁ, କାରଣ ଏଭଳି କଥା ଆପଣଙ୍କ ଘରେ ନକାରତ୍ମକ କଥାର ପ୍ରଭାବ ପକାଇଥାଏ। ବାହାର ଲୋକମାନେ ଆପଣଙ୍କ ଘର କଥାକୁ ନେଇ ପରିହାସ କରିଥାନ୍ତି। ଏଭଳି କରିବା ଫଳରେ ଆପଣଙ୍କ ଭବିଷ୍ୟତରେ ଅସୁବିଧା ହୋଇପାରେ।

ଯଦି କେହି ଅପମାନ କରିଥାଏ: ଜୀବନରେ ଯଦି ଆପଣଙ୍କ କେବେ ଅପମାନିତ ହୋଇଥାନ୍ତି ତେବେ ସେ ସମ୍ପର୍କରେ ବାହାରର କୌଣସି ବ୍ୟକ୍ତିଙ୍କୁ କୁହନ୍ତୁ ନାହିଁ। ଏଭଳି କରିବା ଫଳରେ ଆପଣଙ୍କ ସମ୍ମାନ କମି ଯାଇଥାଏ।

Powered by Froala Editor

Tags secret

Related articles Odisha News Lens 4.1

  •  ୪ରେ ସବୁଠୁ ମହତ୍ୱାକାଂକ୍ଷୀ ଆର୍ଥ ଅବ୍‌ଜର୍ଭେସନ୍ ସାଟେଲାଇଟ୍ ମହାକାଶକୁ ...
    ଦେଶ-ଦେଶାନ୍ତର

    ୪ରେ ସବୁଠୁ ମହତ୍ୱାକାଂକ୍ଷୀ ଆର୍ଥ ଅବ୍‌ଜର୍ଭେସନ୍ ସାଟେଲାଇଟ୍ ମହାକାଶକୁ ...

    13872
    Aug 29, 2026
  • ଇରାନ ଉପରେ ପୁନର୍ବାର ସଶସ୍ତ୍ର ଆକ୍ରମଣ କରିବା ପାଇଁ ଧମକ ଦେଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଇରାନ ଉପରେ ପୁନର୍ବାର ସଶସ୍ତ୍ର ଆକ୍ରମଣ କରିବା ପାଇଁ ଧମକ ଦେଲେ ଟ୍ରମ୍ପ

    15730
    Aug 29, 2026
  • ବାପା, ମା’ଙ୍କ ପତ୍ତା ନାହିଁ, ଦୁଇ ଶିଶୁଙ୍କୁ କୋଳେଇ ନେଲେ ଯବାନ
    ଦେଶ-ଦେଶାନ୍ତର

    ବାପା, ମା’ଙ୍କ ପତ୍ତା ନାହିଁ, ଦୁଇ ଶିଶୁଙ୍କୁ କୋଳେଇ ନେଲେ ଯବାନ

    15125
    Aug 29, 2026
  • ମୋଦୀଙ୍କ ଉଜ୍‌ବେକିସ୍ତାନ ଗସ୍ତ
    ଦେଶ-ଦେଶାନ୍ତର

    ମୋଦୀଙ୍କ ଉଜ୍‌ବେକିସ୍ତାନ ଗସ୍ତ

    14859
    Aug 30, 2026
  • ସିଏନଜି କେଜି ପ୍ରତି ୩ ଟଙ୍କା ୮୯ ପଇସା ହେଲା ମହଙ୍ଗା
    ଦେଶ-ଦେଶାନ୍ତର

    ସିଏନଜି କେଜି ପ୍ରତି ୩ ଟଙ୍କା ୮୯ ପଇସା ହେଲା ମହଙ୍ଗା

    15551
    Aug 29, 2026
  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ
    ବିଶେଷ

    ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ

    14361
    Aug 30, 2026
  • ବିଶ୍ୱର ସର୍ବକନିଷ୍ଠ ରାଜାଙ୍କ ଦେହାନ୍ତ
    ଦେଶ-ଦେଶାନ୍ତର

    ବିଶ୍ୱର ସର୍ବକନିଷ୍ଠ ରାଜାଙ୍କ ଦେହାନ୍ତ

    14546
    Aug 29, 2026
  • ଭିସା ରିଜେକ୍ଟ ପାଇଁ ବଞ୍ଚିଗଲା ଜୀବନ
    ଦେଶ-ଦେଶାନ୍ତର

    ଭିସା ରିଜେକ୍ଟ ପାଇଁ ବଞ୍ଚିଗଲା ଜୀବନ

    14468
    Aug 29, 2026
  •  ‘ମନ୍ କୀ ବାତ୍‌’ କାର୍ଯ୍ୟକ୍ରମରେ ଓଡ଼ିଶାର ମୈଥିଲୀ ଭୂଏଙ୍କ ସଫଳତାର କାହାଣୀ ପାଇଲା ...
    ଦେଶ-ଦେଶାନ୍ତର

    ‘ମନ୍ କୀ ବାତ୍‌’ କାର୍ଯ୍ୟକ୍ରମରେ ଓଡ଼ିଶାର ମୈଥିଲୀ ଭୂଏଙ୍କ ସଫଳତାର କାହାଣୀ ପାଇଲା ...

    13502
    Aug 30, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବାପା, ମା’ଙ୍କ ପତ୍ତା ନାହିଁ, ଦୁଇ ଶିଶୁଙ୍କୁ କୋଳେଇ ନେଲେ ଯବାନ

    15125
    Aug 29, 2026
  • ଦେଶ-ଦେଶାନ୍ତର

    ୪ରେ ସବୁଠୁ ମହତ୍ୱାକାଂକ୍ଷୀ ଆର୍ଥ ଅବ୍‌ଜର୍ଭେସନ୍ ସାଟେଲାଇଟ୍ ମହାକାଶକୁ ଉତ୍‌କ୍ଷେପଣ କରିବ ଇସ୍ରୋ

    13872
    Aug 29, 2026
  • ଦେଶ-ଦେଶାନ୍ତର

    ସିଏନଜି କେଜି ପ୍ରତି ୩ ଟଙ୍କା ୮୯ ପଇସା ହେଲା ମହଙ୍ଗା

    15551
    Aug 29, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17060
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17699
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17732
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18129
    Sep 06, 2023

ବିଶେଷ

  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ

    14361
    Aug 30, 2026
  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14617
    Aug 27, 2026
  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    13956
    Aug 26, 2026
  • ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ପଡିଥାଏ କୁପ୍ରଭାବ

    15340
    Aug 24, 2026
  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15693
    Aug 21, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ଜ୍ୟୋତି ଅଧୀନରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ ଜିଲ୍ଲାର ୨୨,୦୦୦ ପରିବାରକୁ ସୌର ଶକ୍ତି ଚାଳିତ ଆଲୋକ ପ୍ରଦାନ କରୁଛି

ସମସ୍ତଙ୍କ ପାଇଁ ସୁରକ୍ଷା, ଗତିଶୀଳତା ଏବଂ ଯୋଗାଯୋଗରେ ଉନ୍ନତି ଆଣିବା ଲାଗି ଏକ ସ୍ୱଚ୍ଛ-ଶକ୍ତି ପଦକ୍ଷେପ

ଭୁବନେଶ୍ୱର, ୨୫/୦୮/୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ କୋ ...

  • ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

    14458
    Aug 21, 2026
  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15984
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14022
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14291
    Aug 12, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇରାନ ଉପରେ ପୁନର୍ବାର ସଶସ୍ତ୍ର ଆକ୍ରମଣ କରିବା ପାଇଁ ଧମକ ଦେଲେ ଟ୍ରମ୍ପ

    15730
    Aug 29, 2026
  • ୪ରେ ସବୁଠୁ ମହତ୍ୱାକାଂକ୍ଷୀ ଆର୍ଥ ଅବ୍‌ଜର୍ଭେସନ୍ ସାଟେଲାଇଟ୍ ମହାକାଶକୁ ଉତ୍‌କ୍ଷେପଣ କରିବ ଇସ୍ରୋ

    13872
    Aug 29, 2026
  • ଭିସା ରିଜେକ୍ଟ ପାଇଁ ବଞ୍ଚିଗଲା ଜୀବନ

    14468
    Aug 29, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In