Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, May 28, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ତ୍ୱିଶା ଶର୍ମା ମୃତ୍ୟୁ ଘଟଣା: ଗିରଫ ହେଲେ ...

  • ଯାଆଁଳା ଶିଶୁ ପୁତ୍ରଙ୍କ ମାଆ ହେଲେ ...

  • ଖର୍ଚ୍ଚ କମାଇବା ପାଇଁ ଘରୋଇ ଉଡ଼ାଣ ବନ୍ଦ ...

  • ହରିୟାଣାର ଜିନ୍ଦ-ସୋନିପତ ସେକ୍ସନରେ ...

  • ଆଗୁଆ ଜାମିନ ଖାରଜ : ଗିରଫ ହୋଇପାରନ୍ତି ...

  • ୭୦ କିଲୋମିଟର ବେଗରେ ପ୍ରବଳ ଝଡ଼ବର୍ଷା ...

  • ଇରାନର ବନ୍ଦର ସହର ଉପରେ ଆମେରିକା ପକ୍ଷରୁ ...

  • ଟିଏମସିରୁ ଇସ୍ତଫା ଦେଲେ କାକଳି ଘୋଷ

  • ଜୁନ୍ ୧ ରୁ ମହିଳାମାନେ ପାଇବେ ୩,୦୦୦ ଟଙ୍କା

  • ନାବାଳିକା ଦୁଷ୍କର୍ମ ମାମଲା : ପ୍ରେସମିଟରେ ...

ବିଶେଷ
Home ›› ବିଶେଷ ››୪୦ ବର୍ଷ ପରେ ବି ମହିଳା ଦେଖାଯିବେ ସୁନ୍ଦର, କରନ୍ତୁ ଏହି ବ୍ୟାୟାମ

୪୦ ବର୍ଷ ପରେ ବି ମହିଳା ଦେଖାଯିବେ ସୁନ୍ଦର, କରନ୍ତୁ ଏହି ବ୍ୟାୟାମ

2021-11-05 04:37:21
14273
Share:
Facebook
Twitter
E-Mail
WhatsApp
Telegram
୪୦ ବର୍ଷ ପରେ ବି ମହିଳା ଦେଖାଯିବେ ସୁନ୍ଦର, କରନ୍ତୁ ଏହି ବ୍ୟାୟାମ


ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ । ଆଉ ମହିଳାମାନେ ଟିକେ ବେଶି ପସନ୍ଦ କରଥାନ୍ତି । ବୟସକୁ ବାନ୍ଧି ରଖିବା ଓ ସୁନ୍ଦର ଦେଖାଯିବାକୁ ପ୍ରାୟ ମହିଳା ପ୍ରୟାସ କରିଥାନ୍ତି । ଅବଶ୍ୟ ଏଥିପାଇଁ ସେମାନେ ବିଭିନ୍ନ ଉପାୟ ଅବଲମ୍ବନ କରନ୍ତି । କିନ୍ତୁ ଯଦି ନିୟମିତ ଜୀବନରେ କିଛି

ବ୍ୟାୟାମକୁ ସାମିଲ୍‌ କରିପାରିବେ । ତେବେ ପ୍ରୟାସରେ ସଫଳ ନିଶ୍ଚୟ ହେବେ ।

୪୦ ବର୍ଷ ପରେ ମହିଳାମାନଙ୍କଠାରେ ବୟସର ଛାପ ଦେଖାଯାଇଥାଏ । କିନ୍ତୁ କେବଳ ବ୍ୟାୟାମ ହିଁ ଏହାକୁ ଧୀମା କରି ରଖିଥାଏ । ଏପରିକି ସମୟ ପୂର୍ବରୁ ହୋଇଥିବା କ୍ଷତିକୁ ମଧ୍ୟ ଭରଣ କରିଥାଏ । ଏମିତି କିଛି ବ୍ୟାୟାମ ରହିଛି ଯାହାକୁ କରିବା ଦ୍ୱାରା ମହିଳାମାନେ ୪୦ ବର୍ଷରେ ହେବାକୁ ଥିବା ସମସ୍ତ ସମସ୍ୟା ସହ ଲଢିବାକୁ ସମର୍ଥ ହୋଇପାରିବେ ।

 ବୋ ପୋଜ୍‌  – ଧନୁ ପରି ମୁଦ୍ରା ଏବଂ ଧନୁରାସନ

ଏହି ବ୍ୟାୟାମ କରିବା ଦ୍ୱାରା ରକ୍ତ ସଞ୍ଚାଳନ ଓ ଶରରୀରକୁ ଅମ୍ଳଜାନ ଯିବାଆସିବା ସହଜ ହୋଇଥାଏ । ଆଉ ମାଂସପେଶୀ ଦରଜ ମଧ୍ୟ କମ୍‌

ହୋଇଥାଏ ।

 ଭୂମି ଉପରେ ଯୋଗ ମ୍ୟାଟ୍‌ ପକାଇ ପେଟ ମାଡି  ଆରାମରେ ଶୋଇପଡନ୍ତୁ । ତ ଆଣ୍ଠୁକୁ ବିପରୀତ ଦିଗରେ ମୁଣ୍ଡ ଆଡ଼କୁ ମୋଡନ୍ତୁ । ହାତକୁ ପଛକୁ ମୋଡ଼ି ମୁଣ୍ଡକୁ ଉପରକୁ ଉଠାଇ ହାତରେ ଗୋଡକୁ ଧରନ୍ତୁ ।

 ୧୦ ସେକେଣ୍ଡ ପର୍ୟ୍ୟନ୍ତ ଏହି ସ୍ଥିତିରେ ରୁହନ୍ତୁ ।

 ଏହି ବ୍ୟାୟାମକୁ ୧୦ ଥର ଦୋହରାନ୍ତୁ । ଧୀରେ ଧୀରେ ଧନୁରାଶନ କରିପାରିଲେ ବି ଭଲ


 ସୁପରମ୍ୟାନ୍‌ ବ୍ୟାୟାମ

ଅର୍ଥରାଇଟିସ୍‌ ଓ ଗଣ୍ଠି ଦରଜରେ ପୀଡିତ ବ୍ୟକ୍ତିଙ୍କ କଷ୍ଟ କମ୍‌ କରେ ।

ଭୂମିରେ ପେଟମାଡି ଶୋଇପଡନ୍ତୁ ।

ଏବେ ଦୁଇ ହାତକୁ ଆଗକୁ ପ୍ରସାରିତ କରନ୍ତୁ ।

ଉଭୟ ଗୋଡ଼କୁ ଏକା ସାଙ୍ଗରେ ଭୂଇଁରୁ ୪ରୁ୮ ଇଞ୍ଚ ଉପରକୁ ଉଠାନ୍ତୁ ।

ଏହି ସମୟରେ ଉଭୟ ହାତକୁ ଏକାସାଙ୍ଗରେ

ଭୂଇଁଠାରୁ ୪ରୁ ୮ ଇଞ୍ଚ ଉପରକୁ ଉଠାନ୍ତୁ ।

୧୦ ସେକେଣ୍ଡ ଯାଏ ଏହି ସ୍ଥିତିରେ ରୁହନ୍ତୁ ।

ସମ୍ପୂର୍ଣ୍ଣ ବ୍ୟାୟାମକୁ ୧୦ ଥର ଦୋହରାନ୍ତୁ

Powered by Froala Editor

Tags Exercise

Related articles Odisha News Lens 4.1

  • ଯାଆଁଳା ଶିଶୁ ପୁତ୍ରଙ୍କ ମାଆ ହେଲେ ଦିବ୍ୟଙ୍କା
    ମନୋରଞ୍ଜନ

    ଯାଆଁଳା ଶିଶୁ ପୁତ୍ରଙ୍କ ମାଆ ହେଲେ ଦିବ୍ୟଙ୍କା

    13940
    May 28, 2026
  • ହରିୟାଣାର ଜିନ୍ଦ-ସୋନିପତ ସେକ୍ସନରେ ଚାଲିବ ଦେଶର ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନ୍‌
    ଦେଶ-ଦେଶାନ୍ତର

    ହରିୟାଣାର ଜିନ୍ଦ-ସୋନିପତ ସେକ୍ସନରେ ଚାଲିବ ଦେଶର ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନ୍‌

    13497
    May 28, 2026
  • ୭୦ କିଲୋମିଟର ବେଗରେ ପ୍ରବଳ ଝଡ଼ବର୍ଷା ସମ୍ଭାବନା
    ଦେଶ-ଦେଶାନ୍ତର

    ୭୦ କିଲୋମିଟର ବେଗରେ ପ୍ରବଳ ଝଡ଼ବର୍ଷା ସମ୍ଭାବନା

    14004
    May 28, 2026
  • ଇରାନର ବନ୍ଦର ସହର ଉପରେ ଆମେରିକା ପକ୍ଷରୁ ବିମାନ ଆକ୍ରମଣ
    ଦେଶ-ଦେଶାନ୍ତର

    ଇରାନର ବନ୍ଦର ସହର ଉପରେ ଆମେରିକା ପକ୍ଷରୁ ବିମାନ ଆକ୍ରମଣ

    14862
    May 27, 2026
  • ଟିଏମସିରୁ ଇସ୍ତଫା ଦେଲେ କାକଳି ଘୋଷ
    ଦେଶ-ଦେଶାନ୍ତର

    ଟିଏମସିରୁ ଇସ୍ତଫା ଦେଲେ କାକଳି ଘୋଷ

    15308
    May 27, 2026
  • ଖର୍ଚ୍ଚ କମାଇବା ପାଇଁ ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ
    ଦେଶ-ଦେଶାନ୍ତର

    ଖର୍ଚ୍ଚ କମାଇବା ପାଇଁ ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ

    14478
    May 28, 2026
  • ନାବାଳିକା ଦୁଷ୍କର୍ମ ମାମଲା : ପ୍ରେସମିଟରେ ହସି ୩ IPS ସସପେଣ୍ଡ
    ଦେଶ-ଦେଶାନ୍ତର

    ନାବାଳିକା ଦୁଷ୍କର୍ମ ମାମଲା : ପ୍ରେସମିଟରେ ହସି ୩ IPS ସସପେଣ୍ଡ

    13681
    May 27, 2026
  •  ଜୁନ୍ ୧ ରୁ ମହିଳାମାନେ ପାଇବେ ୩,୦୦୦ ଟଙ୍କା
    ଦେଶ-ଦେଶାନ୍ତର

    ଜୁନ୍ ୧ ରୁ ମହିଳାମାନେ ପାଇବେ ୩,୦୦୦ ଟଙ୍କା

    15154
    May 27, 2026
  • ଆଗୁଆ ଜାମିନ ଖାରଜ : ଗିରଫ ହୋଇପାରନ୍ତି ଗିରିବାଳା ସିଂହ
    ଦେଶ-ଦେଶାନ୍ତର

    ଆଗୁଆ ଜାମିନ ଖାରଜ : ଗିରଫ ହୋଇପାରନ୍ତି ଗିରିବାଳା ସିଂହ

    15528
    May 28, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ନାବାଳିକା ଦୁଷ୍କର୍ମ ମାମଲା : ପ୍ରେସମିଟରେ ହସି ୩ IPS ସସପେଣ୍ଡ

    13681
    May 27, 2026
  • ଦେଶ-ଦେଶାନ୍ତର

    ଆଗୁଆ ଜାମିନ ଖାରଜ : ଗିରଫ ହୋଇପାରନ୍ତି ଗିରିବାଳା ସିଂହ

    15528
    May 28, 2026
  • ଦେଶ-ଦେଶାନ୍ତର

    ହରିୟାଣାର ଜିନ୍ଦ-ସୋନିପତ ସେକ୍ସନରେ ଚାଲିବ ଦେଶର ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନ୍‌

    13497
    May 28, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16886
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17509
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17556
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17939
    Sep 06, 2023

ବିଶେଷ

  • ସ୍ବାସ୍ଥ୍ୟ ପାଇଁ ଭିଟାମିନ୍‌ ‘ସି’ ଭାରି ଉପକାରୀ

    14910
    May 27, 2026
  • ନିଜ ମନ ପସନ୍ଦର ଗୀତ ଶୁଣିଲେ ବୃଦ୍ଧି ହୁଏ ସ୍ମରଣ ଶକ୍ତି

    14839
    May 26, 2026
  • ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ଦୂରେଇ

    15771
    May 24, 2026
  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    15057
    May 21, 2026
  • ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ନିୟମିତ ଖାଆନ୍ତୁ କଖାରୁ ଫୁଲ

    14469
    May 20, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15429
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15171
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15660
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13996
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ହରିୟାଣାର ଜିନ୍ଦ-ସୋନିପତ ସେକ୍ସନରେ ଚାଲିବ ଦେଶର ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନ୍‌

    13497
    May 28, 2026
  • ଜୁନ୍ ୧ ରୁ ମହିଳାମାନେ ପାଇବେ ୩,୦୦୦ ଟଙ୍କା

    15154
    May 27, 2026
  • ନାବାଳିକା ଦୁଷ୍କର୍ମ ମାମଲା : ପ୍ରେସମିଟରେ ହସି ୩ IPS ସସପେଣ୍ଡ

    13681
    May 27, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In