Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, July 21, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କଦଳୀ ପତ୍ରରେ ଖାଇଲେ ମିଳିଥାଏ ଏହିସବୁ ...

  • ସନ୍‌ଫିଷ୍ଟ ମାରୀ ଲାଇଟ୍‌ ପୁରୀ ରଥ ...

  • ଆଜିଠୁ ଆରମ୍ଭ ହୋଇଛି ସଂସଦର ମୌସୁମି ...

  • ତ୍ରିପୁରା ଡିଜିପିଙ୍କ ଅଫିସ କ୍ୟାବିନରୁ ...

  • ମୌସୁମୀ ଅଧିବେଶନର ପୂର୍ବରୁ ଦେଶବାସୀଙ୍କୁ ...

  • ପେରୁରେ ୫.୧ ତୀବ୍ରତାର ଭୂମିକମ୍ପ, ୫ ଜଣଙ୍କ ...

  • ୱିଲିୟମ ଇଶ୍ମାଏଲଙ୍କୁ ବିବାହ କଲେ ଜେନିଫର

  • ନାଗାଲାଣ୍ଡରେ ଭୂସ୍ଖଳନ, ୮ ମୃତ

  • ଲାଞ୍ଚ ନେବା ଅଭିଯୋଗ : ୭ ଜଣ ଅଧିକାରୀ ...

  • କାମ କରିବା ବନ୍ଦ କରିଦେଲା ଫେସବୁକ

ରାଜ୍ୟ
Home ›› ରାଜ୍ୟ ››ସୌମ୍ୟଙ୍କୁ ଆଉ ଟିକେଟ ମିଳିବନି: ତାରା

ସୌମ୍ୟଙ୍କୁ ଆଉ ଟିକେଟ ମିଳିବନି: ତାରା

2021-11-01 08:37:34
13963
Share:
Facebook
Twitter
E-Mail
WhatsApp
Telegram
ସୌମ୍ୟଙ୍କୁ ଆଉ ଟିକେଟ ମିଳିବନି: ତାରା

ଭୁବନେଶ୍ୱର: ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡି ବିଧାୟକ । କିନ୍ତୁ ତାଙ୍କୁ ଆଉ ଟିକେଟ ମିଳିବ ନାହିଁ । ଏକଥା ଆମେ କହୁନାହୁଁ । ଏଭଳି କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଆଜି ସୌମ୍ୟଙ୍କ ସମ୍ପାଦକୀୟ ବିସ୍ଫୋରଣ ନେଇ ତାହା ଏଭଳି କହିଛନ୍ତି ।
ସେ କହିଛନ୍ତି ଯେ,  ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ସରକାରଙ୍କୁ ସୌମ୍ୟବାବୁ ଯେଉଁଭଳି ଟାର୍ଗେଟ କରିଛନ୍ତି, ତାକୁୁ ମୁଁ ସ୍ୱାଗତ କରୁଛି ।  ଆଗ ମାଟି, ତା” ପରେ ପାର୍ଟି; ସୌମ୍ୟ ବାବୁଙ୍କୁ ଧନ୍ୟବାଦ ଜଣାଉଛି ।  ଅପ୍ରି୍ରୟ ସତ୍ୟ ଲେଖି ସରକାରଙ୍କୁ ଆଣ୍ଠଉଛନ୍ତି ସୌମ୍ୟ ବାବୁ ।  ତାଙ୍କ ଘରେ କେବେ ଭିଜିଲାନ୍ସ ରେଡ ହେବ ତାହା ଦେଖିବା କଥା ବୋଲି ତାରା କହିଛନ୍ତି ।

ପ୍ରକାଶ ଯେ,  ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ତାଙ୍କ ଦ୍ୱାରା ପ୍ରକାଶିତ ଏକ ଦୈନିକ ଖବରକାଗଜର  ସ୍ୱତନ୍ତ୍ର ସ୍ତମ୍ଭ  ଆମ ଘରର ହାଲଚାଲରେ ‘ବୃତ୍ତି, ପାର୍ଟି ଓ ମାଟି’ ଶୀର୍ଷକ ସମ୍ପାଦକୀୟ ଲେଖିଛନ୍ତି । ଏଥିରେ ମମିତା ହତ୍ୟାକାଣ୍ଡକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବା ଦର୍ଶାଇଛନ୍ତି  ହତ୍ୟାକାଣ୍ଡର ପ୍ରାୟ ତିନି ସପ୍ତାହ ପରେ ଏକ ପ୍ରେସ ବିବୃତି ଦେଇ ଆମ ଦ୍ୱନ୍ଦ୍ୱକୁ ଆହୁରି ବଢାଇ ଦେଇଛନ୍ତି । ବୃତ୍ତି, ପାର୍ଟି, ମାଟିର ସ୍ୱାର୍ଥ କଥା ପୁଣି ମନକୁ ଆସୁଛି । ହତ୍ୟାପରି ଏକ ସମ୍ବେଦନଶୀଳ ଓ ଜଘନ୍ୟ ଅପରାଧରେ ଆଇନ ତା’ବାଟରେ ଯିବ । ସେଥିପାଇଁ ସେ ଏତେ ଦିନ ନିରବ ଥିଲେ । କିନ୍ତୁ ତାଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଓ ବିରୋଧୀ ରାଜନୈତିକ ଦଳଗୁଡିକ ତାଙ୍କୁ ବଦନାମ କରିବା ପାଇଁ ରୀତିମତ ଏକ ଅଭିଯାନ  ଆରମ୍ଭ କରିଥିବା ପରି ମନେ ହେବାରୁ ସେ ମୁହଁ ଖୋଲିବାର ଆବଶ୍ୟକତା ଅନୁଭବ କଲେ ।  କିନ୍ତୁ ସେ କଣ ଭୁଲିଗଲେ କି, ସେ ଗୃହରାଷ୍ଟ୍ରମନ୍ତ୍ରୀ ଥିଲା ପର୍ୟ୍ୟନ୍ତ ତାଙ୍କର କଥିତ ସଂପୃକ୍ତି ଅଭିଯୋଗର ମୁକ୍ତ ଓ ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ  ।
ସମ୍ ହସ୍ପିଟାଲରେ ନିଆଁ ଲାଗିଯିବା ଘଟଣାରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ବାବୁଙ୍କ କୌଣସି ଭୂମିକା ନ ଥିଲା । ତଥାପି ମୂଲ୍ୟବୋଧ, ଦଳ ଓ ସରକାରଙ୍କ ଭାବମୂର୍ତ୍ତି ଦୃଷ୍ଟିରୁ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ଏହାଦ୍ୱାରା ଦୁଇପ୍ରକାର ମାପଦଣ୍ଡ ଲାଗୁ କରାଯାଇଛି ବୋଲି ଅଭିଯୋଗ ହେଲେ ଆମେ କି ଉତ୍ତର ଦେବା ବୋଲି ସୌମ୍ୟ ରଂଜନ ପଟ୍ଟନାୟକ ତାଙ୍କ ସମ୍ପାଦକୀୟରେ ପ୍ରଶ୍ନ କରିଛନ୍ତି ।
ସାଧାରଣ ମଣିଷ ଅତ୍ୟନ୍ତ ଅସହାୟ ଅନୁଭବ କଲେ ଯେ ଇଶ୍ୱରଙ୍କ ନିକଟରେ ଶରଣାପନ୍ନ ହୁଏ ତାହା ସହଜରେ ବୁଝି ହେଉଛି । ତେବେ ମାନ୍ୟବର ମନ୍ତ୍ରୀ ଏପରି ଅସହାୟ ଅନୁଭବ କରୁଛନ୍ତି କାହିଁକି ? ଏଥିସହ ଅଞ୍ଜନା ମିଶ୍ର ବଳତ୍କାର ଅଭିଯୋଗ ଘଟଣାରେ ଆଡଭୋକେଟ ଜେନେରାଲ ଇନ୍ଦ୍ରଜିତ ରାୟଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନ ହେବାରୁ ପରବର୍ତ୍ତୀ ସମୟରେ କଣ ହେଲା ତାହା ସମସ୍ତଙ୍କୁ ଜଣା ବୋଲି ସେ ଉଲ୍ଲେଖ କରିଛନ୍ତି ।

ଗଣମାଧ୍ୟମ ତାର ବୃତ୍ତିଗତ କୌଳୀନ୍ୟ ରକ୍ଷା କରିବା ସଙ୍ଗେ ସଙ୍ଗେ ଆବଶ୍ୟକ ସତ୍ୟ ଖବର ଦେଇ ସୁଶାସନ ପାଇଁ ସହାୟକ ହୋଇଥାଏ।  ସତ୍ୟାଗ୍ରହୀ ଗଣମାଧ୍ୟମଗୁଡିକ ବିରୋଧୀ ଦଳମାନଙ୍କ ଭଳି ଶାସକ ଦଳର ଶତ୍ରୁ ନୁହନ୍ତି, ବରଂ ମିତ୍ର ହୋଇପାରନ୍ତି ।  ଏହାଦ୍ୱାରା ପାର୍ଟିର ଭାବମୂର୍ତ୍ତି ଉଜ୍ଜ୍ୱଳ ହେବ ସିନା ମଳିନ ପଡିବ ନାହିଁ । ଓଲଟା ଭାବମୂର୍ତ୍ତିକୁ ମଳିନ କରୁଥିବା ତଥାକଥିତ ପ୍ରଭାବଶାଳୀ ନେତୃବୃନ୍ଦଙ୍କ କବଳରୁ ପାର୍ଟିକୁ ମୁକ୍ତ କରିହେବ ବୋଲି ସୌମ୍ୟରଂଜନ ନିଜ ସମ୍ପାଦକୀୟରେ ଲେଖିଛନ୍ତି ।

Powered by Froala Editor

Tags Soumya pattanaik will not get ticket

Related articles Odisha News Lens 4.1

  • ମୌସୁମୀ ଅଧିବେଶନର ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରି ଏହା କହିଲେ ମୋଦୀ
    ଦେଶ-ଦେଶାନ୍ତର

    ମୌସୁମୀ ଅଧିବେଶନର ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରି ଏହା କହିଲେ ମୋଦୀ

    14849
    Jul 20, 2026
  • ପେରୁରେ ୫.୧ ତୀବ୍ରତାର ଭୂମିକମ୍ପ, ୫ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ପେରୁରେ ୫.୧ ତୀବ୍ରତାର ଭୂମିକମ୍ପ, ୫ ଜଣଙ୍କ ମୃତ୍ୟୁ

    14909
    Jul 20, 2026
  • ଲାଞ୍ଚ ନେବା ଅଭିଯୋଗ : ୭ ଜଣ ଅଧିକାରୀ ନିଲମ୍ବିତ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ଲାଞ୍ଚ ନେବା ଅଭିଯୋଗ : ୭ ଜଣ ଅଧିକାରୀ ନିଲମ୍ବିତ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

    14821
    Jul 19, 2026
  • ଆଜିଠୁ ଆରମ୍ଭ ହୋଇଛି ସଂସଦର ମୌସୁମି ଅଧିବେଶନ
    ଦେଶ-ଦେଶାନ୍ତର

    ଆଜିଠୁ ଆରମ୍ଭ ହୋଇଛି ସଂସଦର ମୌସୁମି ଅଧିବେଶନ

    14166
    Jul 20, 2026
  • କଦଳୀ ପତ୍ରରେ ଖାଇଲେ ମିଳିଥାଏ ଏହିସବୁ ଫାଇଦା
    ବିଶେଷ

    କଦଳୀ ପତ୍ରରେ ଖାଇଲେ ମିଳିଥାଏ ଏହିସବୁ ଫାଇଦା

    15476
    Jul 21, 2026
  • ତ୍ରିପୁରା ଡିଜିପିଙ୍କ ଅଫିସ କ୍ୟାବିନରୁ ଝୁଲନ୍ତା ମୃତଦେହ ଉଦ୍ଧାର
    ଦେଶ-ଦେଶାନ୍ତର

    ତ୍ରିପୁରା ଡିଜିପିଙ୍କ ଅଫିସ କ୍ୟାବିନରୁ ଝୁଲନ୍ତା ମୃତଦେହ ଉଦ୍ଧାର

    14620
    Jul 20, 2026
  • ନାଗାଲାଣ୍ଡରେ ଭୂସ୍ଖଳନ, ୮ ମୃତ
    ଦେଶ-ଦେଶାନ୍ତର

    ନାଗାଲାଣ୍ଡରେ ଭୂସ୍ଖଳନ, ୮ ମୃତ

    15720
    Jul 20, 2026
  • ୱିଲିୟମ ଇଶ୍ମାଏଲଙ୍କୁ ବିବାହ କଲେ ଜେନିଫର
    ମନୋରଞ୍ଜନ

    ୱିଲିୟମ ଇଶ୍ମାଏଲଙ୍କୁ ବିବାହ କଲେ ଜେନିଫର

    14943
    Jul 20, 2026
  • କାମ କରିବା ବନ୍ଦ କରିଦେଲା ଫେସବୁକ
    ଦେଶ-ଦେଶାନ୍ତର

    କାମ କରିବା ବନ୍ଦ କରିଦେଲା ଫେସବୁକ

    15626
    Jul 19, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ନାଗାଲାଣ୍ଡରେ ଭୂସ୍ଖଳନ, ୮ ମୃତ

    15720
    Jul 20, 2026
  • ଦେଶ-ଦେଶାନ୍ତର

    ତ୍ରିପୁରା ଡିଜିପିଙ୍କ ଅଫିସ କ୍ୟାବିନରୁ ଝୁଲନ୍ତା ମୃତଦେହ ଉଦ୍ଧାର

    14620
    Jul 20, 2026
  • ମନୋରଞ୍ଜନ

    ୱିଲିୟମ ଇଶ୍ମାଏଲଙ୍କୁ ବିବାହ କଲେ ଜେନିଫର

    14943
    Jul 20, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16986
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17594
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17648
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18050
    Sep 06, 2023

ବିଶେଷ

  • କଦଳୀ ପତ୍ରରେ ଖାଇଲେ ମିଳିଥାଏ ଏହିସବୁ ଫାଇଦା

    15476
    Jul 21, 2026
  • ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......

    14115
    Jul 18, 2026
  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ

    14395
    Jul 15, 2026
  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14738
    Jul 12, 2026
  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    15026
    Jul 10, 2026

ବାଣିଜ୍ୟ

ସନ୍‌ଫିଷ୍ଟ ମାରୀ ଲାଇଟ୍‌ ପୁରୀ ରଥ ଯାତ୍ରାରେ ‘ସୂର୍ଯ୍ୟ ବରଦାନ’ ପ୍ରୟାସ ସହିତ ଭିଟାମିନ ଡି’ ସଚେତନତାକୁ ଆଗେଇ ନେଲା

ଏକ ୨- ମିନିଟର ସନ୍‌ଫିଷ୍ଟ ମାରୀ ଲାଇଟ ଭିଟାମିନ ଡି’ ଆବଶ୍ୟକତା ଯାଞ୍ଚ ଜରିଆରେ


ଭୁବନେଶ୍ୱର / ପୁରୀ : ପ୍ରଚୁର ସୂର୍ଯ୍ୟକିରଣ ପ୍ରାପ୍ତି ସତ୍ତ୍ୱେ ନିୟୁତ ନିୟୁତ ଭାରତୀୟଙ୍କୁ ...

  • ‘ଆଶୀର୍ବାଦ’ ବିଶ୍ୱକର୍ମା ମହାରଣାମାନଙ୍କୁ ଗୁଣାତ୍ମକ ପରମ୍ପରା ଅଭିଯାନ ଜରିଆରେ ଅଭିବାଦନ ଜଣାଇଲା

    14056
    Jul 19, 2026
  • ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ପୁରୀ ରଥ ଯାତ୍ରାରେ ଦର୍ଶନ, ଅନ୍ନ, ସେବାକୁ ପୁନଃ ଚିତ୍ରିତ କରୁଛି

    13907
    Jul 18, 2026
  • ବେଦାନ୍ତ ଆଲୁମିନିୟମର କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରୁଛି

    14175
    Jul 16, 2026
  • ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ନୁ୍ୟଟ୍ରିଲାଇଟ-ପାୱାର୍ଡ ଉଦ୍ଦିଦଜାତ ଉପାଦାନ ସହିତ ପ୍ରଚଳନ କଲା ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ମଲ୍‌ଟି- ଡିଫେନ୍ସ ୟୁଭି ପ୍ରୋଟେକ୍ଟ

    15843
    Jul 14, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମୌସୁମୀ ଅଧିବେଶନର ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରି ଏହା କହିଲେ ମୋଦୀ

    14849
    Jul 20, 2026
  • ସନ୍‌ଫିଷ୍ଟ ମାରୀ ଲାଇଟ୍‌ ପୁରୀ ରଥ ଯାତ୍ରାରେ ‘ସୂର୍ଯ୍ୟ ବରଦାନ’ ପ୍ରୟାସ ସହିତ ଭିଟାମିନ ଡି’ ସଚେତନତାକୁ ଆଗେଇ ନେଲା

    13492
    Jul 20, 2026
  • ପେରୁରେ ୫.୧ ତୀବ୍ରତାର ଭୂମିକମ୍ପ, ୫ ଜଣଙ୍କ ମୃତ୍ୟୁ

    14909
    Jul 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In