Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, September 03, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ...

  • ହର୍ମୁଜ୍ ପ୍ରଣାଳୀ ସମ୍ପୂର୍ଣ୍ଣ ଭାବରେ ...

  • ଏଣିକି ଚିନି ଡିଲରମାନେ ୨ ହଜାର ...

  • ନେପାଳ ବନ୍ୟା: ୧ ହଜାର ୩ ଛୁଇଁଲା ...

  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ ...

  • ଏଆଇ ବହୁତ ଶୀଘ୍ର ମଣିଷ ଭଳି ଚିନ୍ତା କରିବାର ...

  • ଇରାନୀ ରକେଟ୍ ଲଞ୍ଚରଗୁଡ଼ିକ ଉପରେ ଆକ୍ରମଣ ...

  • ଝିଅର ଭବିଷ୍ୟତ ପାଇଁ ମାରାଥନରେ ଦୌଡ଼ିଲେ ...

  • ଫୁଟବଲରୁ ସନ୍ନ୍ୟାସ ଘୋଷଣା କଲେ ମେସି, ...

  • ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ

ରାଜ୍ୟ
Home ›› ରାଜ୍ୟ ››ଇସୁ୍ୟ ଡାଇଭର୍ଟ ପାଇଁ ବିଜେଡି କରୁଛି ବିକ୍ଷୋଭ :ବିଜେପି

ଇସୁ୍ୟ ଡାଇଭର୍ଟ ପାଇଁ ବିଜେଡି କରୁଛି ବିକ୍ଷୋଭ :ବିଜେପି

2021-10-31 09:04:04
14788
Share:
Facebook
Twitter
E-Mail
WhatsApp
Telegram
ଇସୁ୍ୟ ଡାଇଭର୍ଟ ପାଇଁ ବିଜେଡି କରୁଛି ବିକ୍ଷୋଭ :ବିଜେପି


ଭୁବନେଶ୍ୱର: ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡି ରାଜଭବନ ଆଗରେ ବିକ୍ଷୋଭ ଓ ଧାରଣାର ଜବାବ ରଖିଛି ବିଜେପି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ନିଜ ପତ୍ରିକ୍ରିୟାରେ କହିଛନ୍ତି, ମହିଳାଙ୍କ ସୁରକ୍ଷା କଥାକୁ ନେଇ ଯେତେବେଳେ ସାରା ରାଜ୍ୟ ଉଠପଡ ହୁଏ ସେତେବେଳେ ଶାସକ ଦଳ ଏମିତି କରେ । ମମିତା ମେହେର ହତ୍ୟା ଘାଟଣାରେ ଯେତେବେଳେ ଶାସକଦଳର ଜଣେ ମନ୍ତ୍ରୀଙ୍କ ସମ୍ପୃକ୍ତି ଆଉ ପ୍ରସାଶନ ପୁରା ଘଟଣାକୁ ଚପାଇବାକୁ ଚେଷ୍ଟା କରିଛି । ସେତେବେଳେ ବିଜୁ ଜନତା ଦଳର ଚିରାଚରିତ ଅଭ୍ୟାସ ପ୍ରସଙ୍ଗରୁ ନଜର ହଟାଇବା ପାଇଁ ବିଜେଡି ସେତେବେଳେ ଆନ୍ଦୋଳନର ଡାକରା ଦିଏ । ସ୍ୱର୍ଗତ ଆତ୍ମାକୁ ତା ପରିବାରକୁ ନ୍ୟାୟ ଦେବା ପରିବର୍ତ୍ତେ ଇସୁ ଡାଇଭର୍ଟ କରିବାକୁ ଯେଉଁ ନୂଆ ରାଜନୈତିକ ଖେଳ ଖେଳୁଛନ୍ତି ଏଥିରେ ବିଜେଡି ନେତୃତ୍ୱକୁ ଭଗବାନ ବି କ୍ଷମା ଦେବେ ନାହିଁ । ନ୍ୟାୟକୁ ଠିକ ବାଟରେ ଯିବାକୁ ଦିଆଯାଉ । ଯେଉଁମାନେ ସେଥିରେ ସମ୍ପୃକ୍ତ, ଯେଉଁ ମାନଙ୍କର କଥା ଉଠିଛି, ମନ୍ତ୍ରୀଙ୍କ ସମ୍ପୃକ୍ତି ଠୋସ ସ୍ୱର ଆସୁଛି ସେ ବାବଦରେ କୌଣସି ପଦକ୍ଷେପ ନନେଇ ଚାହିଁ ଜଳକା ଖେଳ ଖେଳୁଛନ୍ତି, ଏହା ବନ୍ଦ ହେବା ଦରକାର ।
କେବଳ ପେଟ୍ରୋଲ ଡିଜେଲ ଦର ବଢିବା କଥା ନୁହେଁ , ରାଜ୍ୟରେ ଚାଷୀର ଧାନ ବିକ୍ରି ହୋଇପାରୁନି, ପାନିପରିବା ଦର ବଢିଛି । ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ବାହାରେ ସେ କଥା ଅଛି । ସରକାରଙ୍କ ନିୟନ୍ତ୍ରଣରୁ ବାହାରେ ଦରଦାମ ବୃଦ୍ଧି । ଦାମ ବୃଦ୍ଧିରେ ସମତୁଲ ଆଣିବାରେ ସରକାର ଫେଲ । ପେଟ୍ରୋଲ ଡିଜେଲ ଦାମ ବୃଦ୍ଧିରେ ରାଜ୍ୟସରକାରଙ୍କ ବଡ଼ ସିଂହଭାଗ ରହିଛି । ଆଜି ଯେଉଁ ଉଦ୍ଦେଶ୍ୟରେ ଆନ୍ଦୋଳନ କରିଛନ୍ତି ତାହା ହାସ୍ୟାସ୍ପଦ । ମମିତା ମେହେର ହତ୍ୟାକାଣ୍ଡରୁ ନଜର ହଟାଇବା ଓ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଏ ଆନ୍ଦୋଳନ ।

ହୁ ହୁ ହୋଇ ବଢ଼ୁଛି ଦରଦାମ । କିଣିବା ତ ଦୂର କଥା ଦେଖିଲେ ବି ଡର ଲାଗୁଛି । ତୈଳଦର, ଗ୍ୟାସ୍ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ଜନତାଙ୍କୁ ଭାରି ବାଧୁଛି । କେନ୍ଦ୍ର ସରକାରଙ୍କ ଭୁଲ୍ ଆର୍ଥିକ ପରିଚାଳନା ନୀତି ଯୋଗୁଁ ବଢ଼ି ଚାଲିଛି ଦରଦାମ । ଏହାର ବିରୋଧ କରି ଆନ୍ଦୋଳନକୁ  ଓହ୍ଲାଇଛି ବିଜେଡି । ଆଜି ବିଜେଡି ପକ୍ଷରୁ ରାଜଭବନ ଆଗରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଛି । ଏଥିରେ ସଂଖ୍ୟାଧିକ ମହିଳା ସାମିଲ୍ ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି ।
ମହିଳା ବିଜେଡି କର୍ମୀ ଦରଦାମ ବୃଦ୍ଧିର ତୀବ୍ର ବିରୋଧ କରିଛନ୍ତି । ଗ୍ୟାସ୍ ସିଲିଣ୍ଡର ମୁଣ୍ଡାଇବା ସହ ରାସ୍ତା ଉପରେ ଚୂଲି ଜାଳି ବିଜେଡି ପ୍ରତିବାଦ କରିଛି । ଗଣଧାରଣା ଦେବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇଛି ଦଳ । ନଭେମ୍ବର ପହିଲାରେ ଦରଦାମ ବୃଦ୍ଧିକୁ ବିରୋଧ କରି ୧୪୭ଟି ନିର୍ବାଚନ ମଣ୍ଡଳୀରେ ମହିଳା ବିଜେଡି ପକ୍ଷରୁ ପ୍ରତିବାଦ ସଭା କରାଯିବ । ୫ ତାରିଖରୁ ୭ ତାରିଖ ଯାଏଁ ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧିକୁ ବିରୋଧ କରି ବିଜୁ ଯୁବ ଛାତ୍ର ସଂଗଠନ ପକ୍ଷରୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ହେବ ।

Powered by Froala Editor

Tags bjp

Related articles Odisha News Lens 4.1

  • ଏଆଇ ବହୁତ ଶୀଘ୍ର ମଣିଷ ଭଳି ଚିନ୍ତା କରିବାର ସାମର୍ଥ୍ୟ ପାଇବ: ଏଲନ ମସ୍କ
    ଦେଶ-ଦେଶାନ୍ତର

    ଏଆଇ ବହୁତ ଶୀଘ୍ର ମଣିଷ ଭଳି ଚିନ୍ତା କରିବାର ସାମର୍ଥ୍ୟ ପାଇବ: ଏଲନ ମସ୍କ

    14540
    Sep 01, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ
    ବିଶେଷ

    ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13246
    Sep 03, 2026
  • ଫୁଟବଲରୁ ସନ୍ନ୍ୟାସ ଘୋଷଣା କଲେ ମେସି, ଜାଣନ୍ତୁ ସେ କେତେ ସମ୍ପତ୍ତିର ଅଧିକାରୀ
    ଖେଳ ଖବର

    ଫୁଟବଲରୁ ସନ୍ନ୍ୟାସ ଘୋଷଣା କଲେ ମେସି, ଜାଣନ୍ତୁ ସେ କେତେ ସମ୍ପତ୍ତିର ଅଧିକାରୀ

    14371
    Sep 01, 2026
  • ଝିଅର ଭବିଷ୍ୟତ ପାଇଁ ମାରାଥନରେ ଦୌଡ଼ିଲେ ରମାବାଈ
    ଦେଶ-ଦେଶାନ୍ତର

    ଝିଅର ଭବିଷ୍ୟତ ପାଇଁ ମାରାଥନରେ ଦୌଡ଼ିଲେ ରମାବାଈ

    13709
    Sep 01, 2026
  • ନେପାଳ ବନ୍ୟା: ୧ ହଜାର ୩ ଛୁଇଁଲା ମୃତ୍ୟୁସଂଖ୍ୟା
    ଦେଶ-ଦେଶାନ୍ତର

    ନେପାଳ ବନ୍ୟା: ୧ ହଜାର ୩ ଛୁଇଁଲା ମୃତ୍ୟୁସଂଖ୍ୟା

    13772
    Sep 02, 2026
  • ଏଣିକି ଚିନି ଡିଲରମାନେ ୨ ହଜାର କ୍ୱିଣ୍ଟାଲରୁ ମହଜୁଦ ରଖିପାରିବେ ନାହିଁ ଅଧିକ ଚିନି
    ଦେଶ-ଦେଶାନ୍ତର

    ଏଣିକି ଚିନି ଡିଲରମାନେ ୨ ହଜାର କ୍ୱିଣ୍ଟାଲରୁ ମହଜୁଦ ରଖିପାରିବେ ନାହିଁ ଅଧିକ ଚିନି

    14248
    Sep 02, 2026
  • ହର୍ମୁଜ୍ ପ୍ରଣାଳୀ ସମ୍ପୂର୍ଣ୍ଣ ଭାବରେ ଆମେରିକା ନିୟନ୍ତ୍ରଣରେ ଅଛି: ଟ୍ରମ୍ପ
    ଦେଶ-ଦେଶାନ୍ତର

    ହର୍ମୁଜ୍ ପ୍ରଣାଳୀ ସମ୍ପୂର୍ଣ୍ଣ ଭାବରେ ଆମେରିକା ନିୟନ୍ତ୍ରଣରେ ଅଛି: ଟ୍ରମ୍ପ

    14379
    Sep 02, 2026
  • ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ
    ଦେଶ-ଦେଶାନ୍ତର

    ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ

    14374
    Sep 01, 2026
  • ଇରାନୀ ରକେଟ୍ ଲଞ୍ଚରଗୁଡ଼ିକ ଉପରେ ଆକ୍ରମଣ କଲା ଆମେରିକା
    ଦେଶ-ଦେଶାନ୍ତର

    ଇରାନୀ ରକେଟ୍ ଲଞ୍ଚରଗୁଡ଼ିକ ଉପରେ ଆକ୍ରମଣ କଲା ଆମେରିକା

    14406
    Sep 01, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ

    14374
    Sep 01, 2026
  • ବିଶେଷ

    ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13246
    Sep 03, 2026
  • ଦେଶ-ଦେଶାନ୍ତର

    ହର୍ମୁଜ୍ ପ୍ରଣାଳୀ ସମ୍ପୂର୍ଣ୍ଣ ଭାବରେ ଆମେରିକା ନିୟନ୍ତ୍ରଣରେ ଅଛି: ଟ୍ରମ୍ପ

    14379
    Sep 02, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17069
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17712
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17736
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18137
    Sep 06, 2023

ବିଶେଷ

  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13246
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14448
    Aug 31, 2026
  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ

    14758
    Aug 30, 2026
  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14720
    Aug 27, 2026
  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    14057
    Aug 26, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିରେ ଲୋକଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଉଛି

ଭୁବନେଶ୍ୱର,୦୧/୦୯/୨୦୨୬ : ଦୁର୍ଗମ ଗ୍ରାମରେ ରହୁଥିବା ପରିବାରଗୁଡ଼ିକ ପାଇଁ ସମୟୋଚିତ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇବା ଅନେକ ସମୟରେ ଏକ ଆହ୍ୱାନ ହୋଇ ରହିଛି। ଦୀର୍ଘ ପଥ ଯାତ୍ରା, ସୀମିତ ପରିବହନ ଏବଂ ବିଶେଷଜ୍ଞ ...

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ଜ୍ୟୋତି ଅଧୀନରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ ଜିଲ୍ଲାର ୨୨,୦୦୦ ପରିବାରକୁ ସୌର ଶକ୍ତି ଚାଳିତ ଆଲୋକ ପ୍ରଦାନ କରୁଛି

    14235
    Aug 26, 2026
  • ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

    14468
    Aug 21, 2026
  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15996
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14045
    Aug 13, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13246
    Sep 03, 2026
  • ହର୍ମୁଜ୍ ପ୍ରଣାଳୀ ସମ୍ପୂର୍ଣ୍ଣ ଭାବରେ ଆମେରିକା ନିୟନ୍ତ୍ରଣରେ ଅଛି: ଟ୍ରମ୍ପ

    14379
    Sep 02, 2026
  • ଫୁଟବଲରୁ ସନ୍ନ୍ୟାସ ଘୋଷଣା କଲେ ମେସି, ଜାଣନ୍ତୁ ସେ କେତେ ସମ୍ପତ୍ତିର ଅଧିକାରୀ

    14371
    Sep 01, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In