Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, August 29, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସିଏନଜି କେଜି ପ୍ରତି ୩ ଟଙ୍କା ୮୯ ପଇସା ...

  • ୪ରେ ସବୁଠୁ ମହତ୍ୱାକାଂକ୍ଷୀ ଆର୍ଥ ...

  • ଇରାନ ଉପରେ ପୁନର୍ବାର ସଶସ୍ତ୍ର ଆକ୍ରମଣ ...

  • ବାପା, ମା’ଙ୍କ ପତ୍ତା ନାହିଁ, ଦୁଇ ...

  • ବିଶ୍ୱର ସର୍ବକନିଷ୍ଠ ରାଜାଙ୍କ ଦେହାନ୍ତ

  • ଭିସା ରିଜେକ୍ଟ ପାଇଁ ବଞ୍ଚିଗଲା ଜୀବନ

  • ହିମାଳୟରେ ଗ୍ଲେସିୟର କ୍ରମାଗତ ତରଳୁଛି

  • ଯୁଦ୍ଧର ପ୍ରଭାବ : CNG ପୁଣି ମହଙ୍ଗା ହେଲା

  • ଫେବୃୟାରୀ ମାସ ସୁଦ୍ଧା କିଡ୍‌ନୀ ...

  • ପିଲାମାନଙ୍କ ହାତରୁ ରାଖି ବାନ୍ଧି ...

ଖେଳ ଖବର
Home ›› ଖେଳ ଖବର ››ରୋହିତ ଶର୍ମା କହିଁକି ଦେବେ ଜରିମାନା ଜାଣନ୍ତୁ

ରୋହିତ ଶର୍ମା କହିଁକି ଦେବେ ଜରିମାନା ଜାଣନ୍ତୁ

2021-04-22 06:22:08
15102
Share:
Facebook
Twitter
E-Mail
WhatsApp
Telegram
ରୋହିତ ଶର୍ମା କହିଁକି ଦେବେ ଜରିମାନା ଜାଣନ୍ତୁ

ଚେନ୍ନାଇ : ମନ୍ଥର ବୋଲିଂ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ହୋଇଛି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ସୋମବାର ମ୍ୟାଚରେ ରୋହିତଙ୍କ ଦଳ ନିର୍ଦ୍ଧାରିତ ସମୟରେ ଗୋଟିଏ ଓଭର କମ ବୋଲିଂ କରିଥିଲା । ଏହି ମ୍ୟାଚକୁ ମଧ୍ୟ ମୁମ୍ବାଇ ୬ ୱିକେଟରେ ହାରିଥିଲା । ଆଇପିଏଲର ଚଳିତ ସଂସ୍କରଣରେ ମୁମ୍ବାଇର ଏହା ପ୍ରଥମ ଅପରାଧ । ଆଇପିଏଲ ନିୟମାବଳୀ ଅନୁଯାୟୀ ପ୍ରଥମ ଅପରାଧ ପାଇଁ ଦଳର ଅଧିନାୟକଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ରହିଛି । ଯଦି ଦୁଇ ଥର ଏଭଳି ହୁଏ ଅଧିନାୟକଙ୍କୁ ଦୁଇଗୁଣା (୨୪ ଲକ୍ଷ) ଏବଂ ଚୁଡାନ୍ତ ଏକାଦଶରେ ଥିବା ସମସ୍ତ ଖେଳାଳିଙ୍କ ମ୍ୟାଚ ପାଉଣାରୁ ୨୫ ପ୍ରତିଶତ କିମ୍ବା ୬ ଲକ୍ଷ ଟଙ୍କା (ଏହା ମଧ୍ୟରୁ ଯାହା କମ) ଜରିମାନା ରହିଛି । ଯଦି ଗୋଟିଏ ସଂସ୍କରଣରେ ୩ ଥର ଅପରାଧ ହୁଏ ତେବେ ଅଧିନାୟକଙ୍କୁ ୩୦ ଲକ୍ଷ ଜରିମାନା ଏବଂ ଗୋଟିଏ ମ୍ୟାଚକୁ ବାସନ୍ଦ ବ୍ୟବସ୍ଥା ରହିଛି । ଏଥିସହ ଦଳର ସଦସ୍ୟମାନଙ୍କୁ ୧୨ ଲକ୍ଷ କିମ୍ବା ମ୍ୟାଚ ପାଉଣାର ୫୦ ପ୍ରତିଶତ (ଏହା ମଧ୍ୟରୁ ଯାହା କମ) ଜରିମାନା ମଧ୍ୟ ହେବ ।

Powered by Froala Editor

Tags ROHIT SHARMA

Related articles Odisha News Lens 4.1

  • ବିଶ୍ୱର ସର୍ବକନିଷ୍ଠ ରାଜାଙ୍କ ଦେହାନ୍ତ
    ଦେଶ-ଦେଶାନ୍ତର

    ବିଶ୍ୱର ସର୍ବକନିଷ୍ଠ ରାଜାଙ୍କ ଦେହାନ୍ତ

    14321
    Aug 29, 2026
  • ପିଲାମାନଙ୍କ ହାତରୁ ରାଖି ବାନ୍ଧି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ
    ଦେଶ-ଦେଶାନ୍ତର

    ପିଲାମାନଙ୍କ ହାତରୁ ରାଖି ବାନ୍ଧି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ

    15025
    Aug 28, 2026
  • ଇରାନ ଉପରେ ପୁନର୍ବାର ସଶସ୍ତ୍ର ଆକ୍ରମଣ କରିବା ପାଇଁ ଧମକ ଦେଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଇରାନ ଉପରେ ପୁନର୍ବାର ସଶସ୍ତ୍ର ଆକ୍ରମଣ କରିବା ପାଇଁ ଧମକ ଦେଲେ ଟ୍ରମ୍ପ

    15508
    Aug 29, 2026
  • ଯୁଦ୍ଧର ପ୍ରଭାବ : CNG ପୁଣି ମହଙ୍ଗା ହେଲା
    ଦେଶ-ଦେଶାନ୍ତର

    ଯୁଦ୍ଧର ପ୍ରଭାବ : CNG ପୁଣି ମହଙ୍ଗା ହେଲା

    13954
    Aug 29, 2026
  • ବାପା, ମା’ଙ୍କ ପତ୍ତା ନାହିଁ, ଦୁଇ ଶିଶୁଙ୍କୁ କୋଳେଇ ନେଲେ ଯବାନ
    ଦେଶ-ଦେଶାନ୍ତର

    ବାପା, ମା’ଙ୍କ ପତ୍ତା ନାହିଁ, ଦୁଇ ଶିଶୁଙ୍କୁ କୋଳେଇ ନେଲେ ଯବାନ

    14910
    Aug 29, 2026
  • ହିମାଳୟରେ ଗ୍ଲେସିୟର କ୍ରମାଗତ ତରଳୁଛି
    ଦେଶ-ଦେଶାନ୍ତର

    ହିମାଳୟରେ ଗ୍ଲେସିୟର କ୍ରମାଗତ ତରଳୁଛି

    14791
    Aug 29, 2026
  •  ୪ରେ ସବୁଠୁ ମହତ୍ୱାକାଂକ୍ଷୀ ଆର୍ଥ ଅବ୍‌ଜର୍ଭେସନ୍ ସାଟେଲାଇଟ୍ ମହାକାଶକୁ ...
    ଦେଶ-ଦେଶାନ୍ତର

    ୪ରେ ସବୁଠୁ ମହତ୍ୱାକାଂକ୍ଷୀ ଆର୍ଥ ଅବ୍‌ଜର୍ଭେସନ୍ ସାଟେଲାଇଟ୍ ମହାକାଶକୁ ...

    13653
    Aug 29, 2026
  • ସିଏନଜି କେଜି ପ୍ରତି ୩ ଟଙ୍କା ୮୯ ପଇସା ହେଲା ମହଙ୍ଗା
    ଦେଶ-ଦେଶାନ୍ତର

    ସିଏନଜି କେଜି ପ୍ରତି ୩ ଟଙ୍କା ୮୯ ପଇସା ହେଲା ମହଙ୍ଗା

    15322
    Aug 29, 2026
  • ଭିସା ରିଜେକ୍ଟ ପାଇଁ ବଞ୍ଚିଗଲା ଜୀବନ
    ଦେଶ-ଦେଶାନ୍ତର

    ଭିସା ରିଜେକ୍ଟ ପାଇଁ ବଞ୍ଚିଗଲା ଜୀବନ

    14244
    Aug 29, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୪ରେ ସବୁଠୁ ମହତ୍ୱାକାଂକ୍ଷୀ ଆର୍ଥ ଅବ୍‌ଜର୍ଭେସନ୍ ସାଟେଲାଇଟ୍ ମହାକାଶକୁ ଉତ୍‌କ୍ଷେପଣ କରିବ ଇସ୍ରୋ

    13653
    Aug 29, 2026
  • ଦେଶ-ଦେଶାନ୍ତର

    ସିଏନଜି କେଜି ପ୍ରତି ୩ ଟଙ୍କା ୮୯ ପଇସା ହେଲା ମହଙ୍ଗା

    15322
    Aug 29, 2026
  • ଦେଶ-ଦେଶାନ୍ତର

    ଇରାନ ଉପରେ ପୁନର୍ବାର ସଶସ୍ତ୍ର ଆକ୍ରମଣ କରିବା ପାଇଁ ଧମକ ଦେଲେ ଟ୍ରମ୍ପ

    15508
    Aug 29, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17058
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17693
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17730
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18128
    Sep 06, 2023

ବିଶେଷ

  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14589
    Aug 27, 2026
  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    13929
    Aug 26, 2026
  • ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ପଡିଥାଏ କୁପ୍ରଭାବ

    15313
    Aug 24, 2026
  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15668
    Aug 21, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍

    16197
    Aug 17, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ଜ୍ୟୋତି ଅଧୀନରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ ଜିଲ୍ଲାର ୨୨,୦୦୦ ପରିବାରକୁ ସୌର ଶକ୍ତି ଚାଳିତ ଆଲୋକ ପ୍ରଦାନ କରୁଛି

ସମସ୍ତଙ୍କ ପାଇଁ ସୁରକ୍ଷା, ଗତିଶୀଳତା ଏବଂ ଯୋଗାଯୋଗରେ ଉନ୍ନତି ଆଣିବା ଲାଗି ଏକ ସ୍ୱଚ୍ଛ-ଶକ୍ତି ପଦକ୍ଷେପ

ଭୁବନେଶ୍ୱର, ୨୫/୦୮/୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ କୋ ...

  • ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

    14456
    Aug 21, 2026
  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15981
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14019
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14287
    Aug 12, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇରାନ ଉପରେ ପୁନର୍ବାର ସଶସ୍ତ୍ର ଆକ୍ରମଣ କରିବା ପାଇଁ ଧମକ ଦେଲେ ଟ୍ରମ୍ପ

    15508
    Aug 29, 2026
  • ଭିସା ରିଜେକ୍ଟ ପାଇଁ ବଞ୍ଚିଗଲା ଜୀବନ

    14244
    Aug 29, 2026
  • ସିଏନଜି କେଜି ପ୍ରତି ୩ ଟଙ୍କା ୮୯ ପଇସା ହେଲା ମହଙ୍ଗା

    15322
    Aug 29, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In