Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, May 16, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ପାକିସ୍ତାନ ନିକଟରେ ରହିଥିବା ପରମାଣୁ ...

ମନୋରଞ୍ଜନ
Home ›› ମନୋରଞ୍ଜନ ››ବାଣ ନଫୁଟାଇବାକୁ ପରାମର୍ଶ ଦେଇ ବିବାଦରେ ଅମିର

ବାଣ ନଫୁଟାଇବାକୁ ପରାମର୍ଶ ଦେଇ ବିବାଦରେ ଅମିର

2021-10-22 08:00:07
14931
Share:
Facebook
Twitter
E-Mail
WhatsApp
Telegram
ବାଣ ନଫୁଟାଇବାକୁ ପରାମର୍ଶ ଦେଇ ବିବାଦରେ ଅମିର

ସିଏଟର ଏକ ବିଜ୍ଞାପନରେ ଦୀପାବଳିରେ ବାଣ ନଫୁଟାବାକୁ ପରାମର୍ଶ ଦେଇ ବିବାଦ ଘେରକୁ ଟାଣି ହୋଇଛନ୍ତି ଅମିର ଖାନ୍‌। ଏନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଂସଦ ଅନନ୍ତକୁମାର ହେଗଡେ । ଏହାକୁ ବିରୋଧ କରି ହେଗଡେ କହିଛନ୍ତି ସବୁବେଳେ ହିନ୍ଦୁଙ୍କୁ କାହିଁକି ଟାର୍ଗେଟ କରାଯାଉଛି । କମ୍ପାନୀର ଏମଡି ଏବଂ ସିଇଓ ଅନନ୍ତ ବର୍ଦ୍ଧନଙ୍କୁ ମଧ୍ୟ ଏ ନେଇ ସେ ଚିଠି ଲେଖିଛନ୍ତି । ଏହି ବିଜ୍ଞାପନ ପ୍ରତି ଧ୍ୟାନ ଦିଅନ୍ତୁ, କାରଣ ଏହା ହିନ୍ଦୁମାନଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି କରୁଛି । ବାଣ ନ ଫୁଟାଇବା ପାଇଁ ପରାମର୍ଶ ଦେବା ନିଶ୍ଚିତ ଭାବେ ଭଲ ବାର୍ତା । ତେବେ ଆପଣ ଶୁକ୍ରବାର ରାସ୍ତା ଅବରୋଧ କରି ନମାଜ ପଢ଼ିବା, ସକାଳୁ ମସଜିଦରୁ ଆସୁଥିବା ଅଜନ ନେଇ ମଧ୍ୟ ସଚେତନତା ସୃଷ୍ଟି କରାଯାଇ ପାରିବ । ଏହା ବି ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଉଛି ବୋଲି ହେଗେଡ ଲେଖିଛନ୍ତି ।

ବିଜେପି ନେତା ଆହୁରି କହିଛନ୍ତି ଯେ, କମ୍ପାନୀ ଯେଉଁ ସମସ୍ୟା କଥା କହୁଛି ତାହା ସମ୍ବେଦନଶୀଳ ଓ ହିନ୍ଦୁ ସମୁଦାୟ ସହ ତାହାର ସମ୍ପର୍କ ରହିଛି । ଦୀର୍ଘଦିନ ଧରି ହିନ୍ଦୁଙ୍କ ସହ କରାଯାଉଥିବା ଭେଦଭାବ ଉପରେ ମଧ୍ୟରେ କମ୍ପାନୀ ଦୃଷ୍ଟି ଦେବ ବୋଲି ସେ ଆଶା ରଖିଛନ୍ତି । ହିନ୍ଦୁ ବିରୋଧି ଅଭିନେତାଙ୍କ ଏକ ସମୁଦାୟ ସର୍ବଦା ହିନ୍ଦୁଙ୍କୁ ଅପମାନ କରିଥାଏ । ନିଜ ସମୁଦାୟର ଭୁଲ ସେମାନଙ୍କୁ ଦେଖାଯାଏ ନାହିଁ । ତେବେ ଭବିଷ୍ୟତରେ କମ୍ପାନୀ ଏସମସ୍ତ ପ୍ରସଙ୍ଗ ଉପରେ ଧ୍ୟାନ ଦେବ ବୋଲି ସେ ଆଶା ରଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।

Powered by Froala Editor

Tags amir

Related articles Odisha News Lens 4.1

  • ଅସ୍ତ୍ରବିରତି ସମୟ ଆଉ ୪ଦିନ ପର୍ଯ୍ୟନ୍ତ ବୃଦ୍ଧି
    ଦେଶ-ଦେଶାନ୍ତର

    ଅସ୍ତ୍ରବିରତି ସମୟ ଆଉ ୪ଦିନ ପର୍ଯ୍ୟନ୍ତ ବୃଦ୍ଧି

    13869
    May 16, 2025
  • ହତ୍ୟା ଧମକ ମିଳୁଛି, ବନ୍ଧୁକ ରଖିବାକୁ ଲାଇସେନ୍ସ ମାଗିଲେ ଅରମାନ
    ମନୋରଞ୍ଜନ

    ହତ୍ୟା ଧମକ ମିଳୁଛି, ବନ୍ଧୁକ ରଖିବାକୁ ଲାଇସେନ୍ସ ମାଗିଲେ ଅରମାନ

    13752
    May 15, 2025
  • ଏହି ଘରୋଇ ଉପାୟ କଲେ କେଶ ହେବ ମୂଳରୁ ହେବ କଳା
    ବିଶେଷ

    ଏହି ଘରୋଇ ଉପାୟ କଲେ କେଶ ହେବ ମୂଳରୁ ହେବ କଳା

    13314
    May 16, 2025
  • ତୁର୍କୀକୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବିକ୍ରି କରିବ ଆମେରିକା
    ଦେଶ-ଦେଶାନ୍ତର

    ତୁର୍କୀକୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବିକ୍ରି କରିବ ଆମେରିକା

    14170
    May 16, 2025
  • ତୁର୍କୀ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ: ବିମାନବନ୍ଦର ସୁରକ୍ଷା କ୍ଲିୟରାନ୍ସ ...
    ଦେଶ-ଦେଶାନ୍ତର

    ତୁର୍କୀ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ: ବିମାନବନ୍ଦର ସୁରକ୍ଷା କ୍ଲିୟରାନ୍ସ ...

    13804
    May 15, 2025
  • ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ ଝଟକା
    ଦେଶ-ଦେଶାନ୍ତର

    ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ ଝଟକା

    14704
    May 15, 2025
  • ଚା' ବଦଳରେ ସକାଳୁ ପିଅନ୍ତୁ କ୍ୟାଲୋରୀଯୁକ୍ତ ପାନୀୟ
    ବିଶେଷ

    ଚା' ବଦଳରେ ସକାଳୁ ପିଅନ୍ତୁ କ୍ୟାଲୋରୀଯୁକ୍ତ ପାନୀୟ

    14523
    May 16, 2025
  • ପାକିସ୍ତାନ ନିକଟରେ ରହିଥିବା ପରମାଣୁ ଅସ୍ତ୍ର ସୁରକ୍ଷିତ ନୁହେଁ: ରାଜନାଥ ସିଂହ
    ଦେଶ-ଦେଶାନ୍ତର

    ପାକିସ୍ତାନ ନିକଟରେ ରହିଥିବା ପରମାଣୁ ଅସ୍ତ୍ର ସୁରକ୍ଷିତ ନୁହେଁ: ରାଜନାଥ ସିଂହ

    13244
    May 16, 2025
  • ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ ନିଷ୍ପତ୍ତି ବଳବତ୍ତର ରହିବ
    ଦେଶ-ଦେଶାନ୍ତର

    ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ ନିଷ୍ପତ୍ତି ବଳବତ୍ତର ରହିବ

    13674
    May 15, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ହତ୍ୟା ଧମକ ମିଳୁଛି, ବନ୍ଧୁକ ରଖିବାକୁ ଲାଇସେନ୍ସ ମାଗିଲେ ଅରମାନ

    13752
    May 15, 2025
  • ବିଶେଷ

    ଚା' ବଦଳରେ ସକାଳୁ ପିଅନ୍ତୁ କ୍ୟାଲୋରୀଯୁକ୍ତ ପାନୀୟ

    14523
    May 16, 2025
  • ଦେଶ-ଦେଶାନ୍ତର

    ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ ନିଷ୍ପତ୍ତି ବଳବତ୍ତର ରହିବ

    13674
    May 15, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16602
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16889
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15438
    Apr 03, 2021

ବିଶେଷ

  • ଏହି ଘରୋଇ ଉପାୟ କଲେ କେଶ ହେବ ମୂଳରୁ ହେବ କଳା

    13314
    May 16, 2025
  • ଚା' ବଦଳରେ ସକାଳୁ ପିଅନ୍ତୁ କ୍ୟାଲୋରୀଯୁକ୍ତ ପାନୀୟ

    14523
    May 16, 2025
  • ଖରାଦିନେ ସତେଜ ରଖିବ ଏସବୁ ଡ୍ରିଙ୍କ୍ସ

    15085
    May 15, 2025
  • ଶରୀରରୁ ଝାଳ ବୋହିବା ପଛରେ ଥାଏ ଅନେକ କାରଣ ଜାଣନ୍ତୁ......

    14987
    May 15, 2025
  • ବ୍ରେକ୍‌ଫାଷ୍ଟରେ ସାମିଲ କରନ୍ତୁ ଏହା.....

    15362
    May 14, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16266
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13978
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14772
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15299
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏହି ଘରୋଇ ଉପାୟ କଲେ କେଶ ହେବ ମୂଳରୁ ହେବ କଳା

    13314
    May 16, 2025
  • ତୁର୍କୀକୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବିକ୍ରି କରିବ ଆମେରିକା

    14170
    May 16, 2025
  • ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ ନିଷ୍ପତ୍ତି ବଳବତ୍ତର ରହିବ

    13674
    May 15, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In