ସିଆରପି ଛକରେ ପଶ୍ଚିମବଙ୍ଗ ବସ ଅଟକ

ଭୁବନେଶ୍ୱର: ସିଆରପି ଛକରେ ପଶ୍ଚିମବଙ୍ଗ ବସକୁ ଆରଟିଓ-୨ ଅଟକ ରଖିଥିବା ସୂଚନା ମିଳିଛି । ଚୋରା ବାଟ ଦେଇ ବିନା ପରମିଟରେ ଆସିଥିବାରୁ ଏହି ବସକୁ ଆରଟିଓ ଧରିଛି । ବସଟି କୋଲକାତା ଓ ଆସାମ ଯାତ୍ରୀଙ୍କୁ ଧରି ଗନ୍ତବ୍ୟ ସ୍ଥଳ ଯାଉଥିଲା । ଆରଟିଓ ଦ୍ୱାରା ଅଟକ ବସରେ ୨୩ ଜଣ ଯାତ୍ରୀ ଥିବା ସୂଚନା ମିଳିଛି ।
Powered by Froala Editor