Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, May 13, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏସବୁ ଖାଦ୍ୟରେ ମିଶାନ୍ତୁ ନାହିଁ ଲୁଣ

  • ସାମ୍ବାରେ ପୁଣି ଦେଖାଗଲା ଡ୍ରୋନ୍

  • ଅପରେସନ ସିନ୍ଦୂର ଏକ ନୂଆ ଅଧ୍ୟାୟ ଯୋଡିଛି

  • ଆମର ମିଶନ ସ୍ପଷ୍ଟ : ପାକିସ୍ତାନ ସେନା କି ...

  • ପାକିସ୍ତାନର ସବୁ ଅସ୍ତ୍ର ନଷ୍ଟ କରିଛି ...

  • ଏକ ଯୁଗର ଅବସାନ : ରୋହିତଙ୍କ ପରେ ଅବସର ...

  • 'ଅପରେସନ ସିନ୍ଦୂର' ସମୟରେ ବନ୍ଦ ଥିଲା, ...

  • କଲରା ସହ ଏସବୁ ଖାଇବା ମନା

  • ସ୍କିନ୍‌ଟ୍ୟାନ୍‌ରୁ ରକ୍ଷାପାଇବାକୁ ହେଲେ ...

  • ବିଦେଶରେ ନିଜ ଦେଶର ପରିଚୟ ଦେବାକୁ ଲଜ୍ଜିତ ...

ବିଶେଷ
Home ›› ବିଶେଷ ››ଏହି ଅଭ୍ୟାସ ଶରୀରରେ ପକାଇଥାଏ ଖରାପ ପ୍ରଭାବ

ଏହି ଅଭ୍ୟାସ ଶରୀରରେ ପକାଇଥାଏ ଖରାପ ପ୍ରଭାବ

2021-10-16 06:05:43
14581
Share:
Facebook
Twitter
E-Mail
WhatsApp
Telegram
ଏହି ଅଭ୍ୟାସ ଶରୀରରେ ପକାଇଥାଏ ଖରାପ ପ୍ରଭାବ

ସ୍ୱାସ୍ଥ୍ୟ ହିଁ ସମ୍ପଦ । ସମସ୍ତେ ଚାହାଁନ୍ତି ସୁନ୍ଦର ସ୍ୱାସ୍ଥ୍ୟ । କାରଣ ସୁନ୍ଦର ସ୍ୱାସ୍ଥ୍ୟ ହିଁ ମନକୁ ଖୁସି ରଖିଥାଏ । କିନ୍ତୁ ଆମର କିଛି ବଦ ଅଭ୍ୟାସ ଅଛି ଯାହା ଦ୍ୱାରା ଆମ ଶରୀର ଉପରେ କୁପ୍ରଭାବ ପଡିଥାଏ ଓ ଏହା ଦ୍ୱାରା ଶରୀର ଦୁର୍ବଳ ହୋଇଯାଇଥାଏ । ଏହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଅନେକ ଟିପ୍ସ ଦେଇଛନ୍ତି ।
-ଡାକ୍ତରଙ୍କ କହିବା ଅନୁସାରେ, ସୂର୍ଯ୍ୟ କିରଣରେ ଅଧିକ ସମୟ ରହିବା ଦ୍ୱରା ଚର୍ମ କର୍କଟ ହେବାର ଆଶଙ୍କା ଥାଏ । ଏହି ରୋଗର ନାମ ମେଲାନୋମା । ତେଣୁ ଆବଶ୍ୟକତାଠୁ ଅଧିକ ସୂର୍ଯ୍ୟକିରଣରେ ରୁହନ୍ତୁ ନାହିଁ ।
-ଆଜିକାଲି ସମସ୍ତେ ଫିଟ୍୍ ହେବାପାଇଁ ଏକ୍ସରସାଇଜ୍ କରୁଛନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଅଧିକ ଏକ୍ସରସାଇଜ୍ କରିବା ଦ୍ୱାରା ହିଟ୍ଷ୍ଟ୍ରୋକର ସମସ୍ୟା ଦେଖାଯାଏ । କାରଣ ଏକ୍ସରସାଇଜ କରିବା ଦ୍ୱାରା ହାର୍ଟବିଟ୍ ବଢିଥାଏ । ଲଗାତର ହାର୍ଟବିଟ୍ ବଢିବା ଦ୍ୱାରା ହାର୍ଟଷ୍ଟ୍ରୋକ ହେବାର ସମ୍ଭାବନା ଥାଏ । ତେଣୁ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ।
-ବ୍ରେକଫାଷ୍ଟ ମିସ୍ କରନ୍ତୁ ନାହିଁ । କରଣ ସକାଳର ଜଳଖିଆ ନଖାଇଲେ ଶରୀରର ହର୍ମୋନାଲ ବାଲାନ୍ସ ଠିକ ରହିନଥାଏ । ଏହା ଦ୍ୱାରା ମେମୋରୀ, ହୁ୍ୟମର ଏବଂ ମୁଡ୍ ଉପରେ ଖରାପ ପ୍ରଭାବ ପଡିଥାଏ ।
-ମାତ୍ରାଧିକ ଲୁଣ ଖାଆନ୍ତୁ ନାହିଁ ଓ ଧୂମପାନ ଠାରୁ ଦୂରେଇ ରହନ୍ତୁ । କାରଣ ଏହା କିଡ୍ନୀ ଓ ଖାଦ୍ୟନଳୀକୁ ନଷ୍ଟ କରିଥାଏ । ଏହା କାର୍ଡିଆ ଭାସ୍କୁଲାର ସିଷ୍ଟମ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ ।

Powered by Froala Editor

Tags Bad habit

Related articles Odisha News Lens 4.1

  • ଅପରେସନ ସିନ୍ଦୂର ଏକ ନୂଆ ଅଧ୍ୟାୟ ଯୋଡିଛି
    ଦେଶ-ଦେଶାନ୍ତର

    ଅପରେସନ ସିନ୍ଦୂର ଏକ ନୂଆ ଅଧ୍ୟାୟ ଯୋଡିଛି

    15355
    May 12, 2025
  • ସାମ୍ବାରେ ପୁଣି ଦେଖାଗଲା ଡ୍ରୋନ୍
    ଦେଶ-ଦେଶାନ୍ତର

    ସାମ୍ବାରେ ପୁଣି ଦେଖାଗଲା ଡ୍ରୋନ୍

    15376
    May 12, 2025
  • କଲରା ସହ ଏସବୁ ଖାଇବା ମନା
    ବିଶେଷ

    କଲରା ସହ ଏସବୁ ଖାଇବା ମନା

    14520
    May 12, 2025
  • 'ଅପରେସନ ସିନ୍ଦୂର' ସମୟରେ ବନ୍ଦ ଥିଲା, ଖୋଲିଲା ୩୨ ବିମାନବନ୍ଦର
    ଦେଶ-ଦେଶାନ୍ତର

    'ଅପରେସନ ସିନ୍ଦୂର' ସମୟରେ ବନ୍ଦ ଥିଲା, ଖୋଲିଲା ୩୨ ବିମାନବନ୍ଦର

    13966
    May 12, 2025
  • ଆମର ମିଶନ ସ୍ପଷ୍ଟ : ପାକିସ୍ତାନ ସେନା କି ନାଗରିକ ନୁହେଁ, ଟାର୍ଗେଟରେ ଆତଙ୍କୀ
    ଦେଶ-ଦେଶାନ୍ତର

    ଆମର ମିଶନ ସ୍ପଷ୍ଟ : ପାକିସ୍ତାନ ସେନା କି ନାଗରିକ ନୁହେଁ, ଟାର୍ଗେଟରେ ଆତଙ୍କୀ

    13732
    May 12, 2025
  • ସ୍କିନ୍‌ଟ୍ୟାନ୍‌ରୁ ରକ୍ଷାପାଇବାକୁ ହେଲେ କରନ୍ତୁ ଏହା...
    ବିଶେଷ

    ସ୍କିନ୍‌ଟ୍ୟାନ୍‌ରୁ ରକ୍ଷାପାଇବାକୁ ହେଲେ କରନ୍ତୁ ଏହା...

    15614
    May 12, 2025
  • ଏକ ଯୁଗର ଅବସାନ : ରୋହିତଙ୍କ ପରେ ଅବସର ଘୋଷଣା କଲେ କୋହଲି
    ଖେଳ ଖବର

    ଏକ ଯୁଗର ଅବସାନ : ରୋହିତଙ୍କ ପରେ ଅବସର ଘୋଷଣା କଲେ କୋହଲି

    14556
    May 12, 2025
  • ପାକିସ୍ତାନର ସବୁ ଅସ୍ତ୍ର ନଷ୍ଟ କରିଛି ଭାରତ
    ଦେଶ-ଦେଶାନ୍ତର

    ପାକିସ୍ତାନର ସବୁ ଅସ୍ତ୍ର ନଷ୍ଟ କରିଛି ଭାରତ

    14163
    May 12, 2025
  • ବିଦେଶରେ ନିଜ ଦେଶର ପରିଚୟ ଦେବାକୁ ଲଜ୍ଜିତ ଅନୁଭବ କରନ୍ତି ପାକିସ୍ତାନୀ: ସାର୍ଥକ ...
    ଦେଶ-ଦେଶାନ୍ତର

    ବିଦେଶରେ ନିଜ ଦେଶର ପରିଚୟ ଦେବାକୁ ଲଜ୍ଜିତ ଅନୁଭବ କରନ୍ତି ପାକିସ୍ତାନୀ: ସାର୍ଥକ ...

    14008
    May 12, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ସ୍କିନ୍‌ଟ୍ୟାନ୍‌ରୁ ରକ୍ଷାପାଇବାକୁ ହେଲେ କରନ୍ତୁ ଏହା...

    15614
    May 12, 2025
  • ଦେଶ-ଦେଶାନ୍ତର

    'ଅପରେସନ ସିନ୍ଦୂର' ସମୟରେ ବନ୍ଦ ଥିଲା, ଖୋଲିଲା ୩୨ ବିମାନବନ୍ଦର

    13966
    May 12, 2025
  • ଦେଶ-ଦେଶାନ୍ତର

    ବିଦେଶରେ ନିଜ ଦେଶର ପରିଚୟ ଦେବାକୁ ଲଜ୍ଜିତ ଅନୁଭବ କରନ୍ତି ପାକିସ୍ତାନୀ: ସାର୍ଥକ ଆହୁଜା

    14008
    May 12, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16596
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16882
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15434
    Apr 03, 2021

ବିଶେଷ

  • ଏସବୁ ଖାଦ୍ୟରେ ମିଶାନ୍ତୁ ନାହିଁ ଲୁଣ

    13467
    May 13, 2025
  • କଲରା ସହ ଏସବୁ ଖାଇବା ମନା

    14520
    May 12, 2025
  • ସ୍କିନ୍‌ଟ୍ୟାନ୍‌ରୁ ରକ୍ଷାପାଇବାକୁ ହେଲେ କରନ୍ତୁ ଏହା...

    15614
    May 12, 2025
  • ତରଭୁଜ ଖାଇବା ପରେ ଏସବୁ ଖାଇବା ମନା

    15533
    May 10, 2025
  • ସପୁରୀ ରସ ଆଖି ପାଇଁ ବେଶ ଲାଭଦାୟକ

    15445
    May 10, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16259
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13975
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14768
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15295
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏକ ଯୁଗର ଅବସାନ : ରୋହିତଙ୍କ ପରେ ଅବସର ଘୋଷଣା କଲେ କୋହଲି

    14556
    May 12, 2025
  • ଆମର ମିଶନ ସ୍ପଷ୍ଟ : ପାକିସ୍ତାନ ସେନା କି ନାଗରିକ ନୁହେଁ, ଟାର୍ଗେଟରେ ଆତଙ୍କୀ

    13732
    May 12, 2025
  • କଲରା ସହ ଏସବୁ ଖାଇବା ମନା

    14520
    May 12, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In