Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, May 21, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସ୍ନାନ ଜଳରେ ମିଶାନ୍ତୁ ଏହି ସ୍ୱତନ୍ତ୍ର ...

  • ଶିଳ୍ପା ଶିରୋଡକର କୋଭିଡ୍ ପଜିଟିଭ୍

  • ଜ୍ୟୋତିର୍ବିଜ୍ଞାନୀ ଜୟନ୍ତ ନାର୍ଲିକର ଆଉ ...

  • କଳି ଯୁଗର ନାରୀ : ୭ ମାସରେ ୨୫ ପୁରୁଷଙ୍କୁ ...

  • ଅପରେସନ ସିନ୍ଦୂରର ଭିଡ଼ିଓ ଜାରି କଲା ...

  • ପାକିସ୍ତାନୀ ସେନା ଅଧିକାରୀଙ୍କ ବିଷୟରେ ...

  • ମୁମ୍ବଇରେ ଦିନକରେ ୫୩ କରୋନା ସଂକ୍ରମିତ ...

  • ପୁଣି ଆସିଲା କରୋନା ମହାମାରୀ, ସତର୍କତା ...

  • ଶରୀର ପାଇଁ ବେଶ୍‌ ଉପକାରୀ ସକାଳ ଜଳଖିଆ

  • ଏହି ଖାଦ୍ୟ ସହିତ ଖାଆନ୍ତୁ ନାହିଁ କାକୁଡ଼ି

ବିଶେଷ
Home ›› ବିଶେଷ ››ଏହି ଖାଦ୍ୟ ଦୂରେଇବ ଆପଣଙ୍କ ରାଗ

ଏହି ଖାଦ୍ୟ ଦୂରେଇବ ଆପଣଙ୍କ ରାଗ

2021-10-03 03:30:31
16029
Share:
Facebook
Twitter
E-Mail
WhatsApp
Telegram
ଏହି ଖାଦ୍ୟ ଦୂରେଇବ ଆପଣଙ୍କ ରାଗ


ପ୍ରତ୍ୟେକ ମଣିଷର ରାଗିବା ଏକ ସ୍ୱାଭାବିକ ଭାବନା । ଏହି ଭାବନା ଅନ୍ୟମାନଙ୍କ ସହିତ ନିଜ ପାଇଁ ଅଧିକ କ୍ଷତିକାରକ ହୋଇଥାଏ । ରାଗରେ ଥାଇ ମଣିଷ ଠିକ୍ ଭୁଲ୍ର ବିଚାର ହରାଇ ବସେ । କ୍ଷଣିକର ରାଗ ମଣିଷ ଜୀବନକୁ ଛାରଖାର କରିଦିଏ । ଏଥିପାଇଁ ମଣିଷକୁ ପରବର୍ତ୍ତୀ ସମୟରେ ପସ୍ତେଇବାକୁ ପଡିଥାଏ । ଏକ ଅଧ୍ୟୟନରୁ ଜଣାପଡିଛି ଯେ ଭାରତୀୟମାନେ ଛୋଟ ଛୋଟ କଥାରେ ବେଶି ରାଗିଥାନ୍ତି । ସେଥିପାଇଁ ଦେଶର  ୮୦ପ୍ରତିଶତ ସମ୍ପର୍କ ରାଗ ଯୋଗୁଁ ଭାଙ୍ଗିଥାଏ । ତେବେ ବଡ କଥା ହେଉଛି  ଏପରି ଖାଦ୍ୟ ଅଛି ଯାହାକୁ ଖାଇଲେ ଆପଣଙ୍କ ରାଗ ନିୟନ୍ତ୍ରଣ କରିପାରିବେ । ସେଗୁଡିକ ହେଲା,

କଦଳୀ: କଦଳୀରେ ଅନେକ ଉପକାରୀ ଗୁଣ ରହିଛି । ଆଲ୍କାଲାଇନ୍ରେ ଭରପୁର କଦଳୀରେ ଭିଟାମିନ୍ ବି ଓ ପଟାସିୟମ ଥିବାରୁ ଏହା ମନକୁ  ଶାନ୍ତ ଓ ଚିନ୍ତାମୁକ୍ତ ରଖିଥାଏ । ତେଣୁ ରାଗିବା ସମୟରେ ଗୋଟିଏ କଦଳୀ ନେଇ ଧିରେ ଧିରେ ଖାଆନ୍ତୁ । କିଛି ସମୟପରେ ରାଗ ଶାନ୍ତ ହୋଇଯିବ । 

ଅଖରୋଟ: ଅଖରୋଟରେ ପ୍ରଚୁର ପରିମାଣରେ ପ୍ରୋଟିନ୍, ଫାଇବର, ଆଣ୍ଟିଅକ୍ସିଡାଣ୍ଟସ୍ ରହିଥବାରୁ ଏହା ଖୁବ୍ ପୁଷ୍ଟିକର ହୋଇଥାଏ । ଏହାଛଡା ଏଥିରେ ଓମେଗା-୩ ଫ୍ୟାଯି ଏସିଡ ଥିବାରୁ ଏହା ମନକୁ ଶାନ୍ତ ରଖିବାରେ ସାହାଯ୍ୟ କରିଥାଏ ।

ବାଦାମ ବଟର: ବାଦାମ ବଟର ଜଳଖିଆକୁ ସ୍ୱାଦିଷ୍ଟ କରିଥାଏ । ବାଦାମ ଏବଂ ଭେଜିଟେବଲ ତେଲ ମିଶାଇ ଏହା ପ୍ରସ୍ତୁତ ହୋଇଥିବାରୁ ଏଥିରେ   ଥିବା ଫ୍ୟାଟ୍ ସ୍ୱାସ୍ଥ୍ୟ ପାଇଁ ଖୁବ୍ ହିତକର ହୋଇଥାଏ । ଏହା ରାଗକୁ ମଧ୍ୟ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ରାଗ ସମୟରେ ଦୁଇ ଚାମଚ ପିନଟ୍ ବଟର ପାଟିକୁ ନେଇଯାଆନ୍ତୁ, ଦେଖିବେ ରାଗ ଫଟାକ୍ ସେ ଦୂର ହୋଇଯିବ ।

ଗ୍ରୀଲ୍ଡ ଖାଦ୍ୟ: ରାଗିଗଲେ ଗ୍ରୀଲ୍ଡ ଚିଜ୍ ଟୋଷ୍ଟ ଖାଆନ୍ତୁ । ଏହାକୁ ଖାଇବା ପରେ ପାଟିର ସ୍ୱାଦ ଭଲ ହୋଇଥାଏ ଓ ରାଗ ନିୟନ୍ତ୍ରଣ ହୋଇଥାଏ ।  ଆଳୁରେ କାର୍ବୋହାଇଡ୍ରେଟ୍ସ ଏବଂ ଭିଟାମିନ୍ ବି ଥିବାରୁ ରକ୍ତଚାପ ଓ ଟେନ୍ସନ କମାଇବାରେ ସାହାଯ୍ୟ କରିଥାଏ ।

ଥଣ୍ଡାପାଣି: ପ୍ରାୟତଃ ଦେଖାଯାଏ ରାଗିଯାଇଥିବା ଲୋକଙ୍କୁ ତୁରନ୍ତ ପାଣି ପିଆଇ ଦେଇଥାନ୍ତି । କାରଣ ପାଣିର ଶୀତଳ ପ୍ରଭାବରେ ରାଗ ଶାନ୍ତ ହୋଇଯାଇଥାଏ ଓ ମନକୁ ଶାନ୍ତି ମିଳିଥାଏ । 

Powered by Froala Editor

Tags Food

Related articles Odisha News Lens 4.1

  • ଅପରେସନ ସିନ୍ଦୂରର ଭିଡ଼ିଓ ଜାରି କଲା ଭାରତୀୟ ବାୟୁସେନା
    ଦେଶ-ଦେଶାନ୍ତର

    ଅପରେସନ ସିନ୍ଦୂରର ଭିଡ଼ିଓ ଜାରି କଲା ଭାରତୀୟ ବାୟୁସେନା

    13427
    May 20, 2025
  • ଶରୀର ପାଇଁ ବେଶ୍‌ ଉପକାରୀ ସକାଳ ଜଳଖିଆ
    ବିଶେଷ

    ଶରୀର ପାଇଁ ବେଶ୍‌ ଉପକାରୀ ସକାଳ ଜଳଖିଆ

    13873
    May 20, 2025
  • ପାକିସ୍ତାନୀ ସେନା ଅଧିକାରୀଙ୍କ ବିଷୟରେ ଏଭଳି ରୋଚକ କଥା କହିଲେ ମନୋଜ ମୁକୁନ୍ଦ ନରଭଣେ
    ଦେଶ-ଦେଶାନ୍ତର

    ପାକିସ୍ତାନୀ ସେନା ଅଧିକାରୀଙ୍କ ବିଷୟରେ ଏଭଳି ରୋଚକ କଥା କହିଲେ ମନୋଜ ମୁକୁନ୍ଦ ନରଭଣେ

    14426
    May 20, 2025
  • କଳି ଯୁଗର ନାରୀ : ୭ ମାସରେ ୨୫ ପୁରୁଷଙ୍କୁ ବିବାହ
    ଦେଶ-ଦେଶାନ୍ତର

    କଳି ଯୁଗର ନାରୀ : ୭ ମାସରେ ୨୫ ପୁରୁଷଙ୍କୁ ବିବାହ

    14499
    May 20, 2025
  • ଶିଳ୍ପା ଶିରୋଡକର କୋଭିଡ୍ ପଜିଟିଭ୍
    ଦେଶ-ଦେଶାନ୍ତର

    ଶିଳ୍ପା ଶିରୋଡକର କୋଭିଡ୍ ପଜିଟିଭ୍

    15291
    May 20, 2025
  • ଜ୍ୟୋତିର୍ବିଜ୍ଞାନୀ ଜୟନ୍ତ ନାର୍ଲିକର ଆଉ ନାହାନ୍ତି, କସମୋଲୋଜିରେ ରହିଛି ବଡ଼ ଅବଦାନ
    ଦେଶ-ଦେଶାନ୍ତର

    ଜ୍ୟୋତିର୍ବିଜ୍ଞାନୀ ଜୟନ୍ତ ନାର୍ଲିକର ଆଉ ନାହାନ୍ତି, କସମୋଲୋଜିରେ ରହିଛି ବଡ଼ ଅବଦାନ

    14525
    May 20, 2025
  • ମୁମ୍ବଇରେ ଦିନକରେ ୫୩ କରୋନା ସଂକ୍ରମିତ ଚିହ୍ନଟ
    ଦେଶ-ଦେଶାନ୍ତର

    ମୁମ୍ବଇରେ ଦିନକରେ ୫୩ କରୋନା ସଂକ୍ରମିତ ଚିହ୍ନଟ

    14906
    May 20, 2025
  • ପୁଣି ଆସିଲା କରୋନା ମହାମାରୀ, ସତର୍କତା ଅବଲମ୍ବନ କରିବାକୁ ରାଜ୍ୟବାସୀଙ୍କୁ ...
    ଦେଶ-ଦେଶାନ୍ତର

    ପୁଣି ଆସିଲା କରୋନା ମହାମାରୀ, ସତର୍କତା ଅବଲମ୍ବନ କରିବାକୁ ରାଜ୍ୟବାସୀଙ୍କୁ ...

    14229
    May 20, 2025
  • ସ୍ନାନ ଜଳରେ ମିଶାନ୍ତୁ  ଏହି ସ୍ୱତନ୍ତ୍ର ଜିନିଷ,  ହୋଇଥାଏ ଶୁଭ
    ବିଶେଷ

    ସ୍ନାନ ଜଳରେ ମିଶାନ୍ତୁ ଏହି ସ୍ୱତନ୍ତ୍ର ଜିନିଷ, ହୋଇଥାଏ ଶୁଭ

    14095
    May 21, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଶରୀର ପାଇଁ ବେଶ୍‌ ଉପକାରୀ ସକାଳ ଜଳଖିଆ

    13873
    May 20, 2025
  • ଦେଶ-ଦେଶାନ୍ତର

    ଶିଳ୍ପା ଶିରୋଡକର କୋଭିଡ୍ ପଜିଟିଭ୍

    15291
    May 20, 2025
  • ଦେଶ-ଦେଶାନ୍ତର

    ଅପରେସନ ସିନ୍ଦୂରର ଭିଡ଼ିଓ ଜାରି କଲା ଭାରତୀୟ ବାୟୁସେନା

    13427
    May 20, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16608
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16899
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15444
    Apr 03, 2021

ବିଶେଷ

  • ସ୍ନାନ ଜଳରେ ମିଶାନ୍ତୁ ଏହି ସ୍ୱତନ୍ତ୍ର ଜିନିଷ, ହୋଇଥାଏ ଶୁଭ

    14095
    May 21, 2025
  • ଶରୀର ପାଇଁ ବେଶ୍‌ ଉପକାରୀ ସକାଳ ଜଳଖିଆ

    13873
    May 20, 2025
  • ଏହି ଖାଦ୍ୟ ସହିତ ଖାଆନ୍ତୁ ନାହିଁ କାକୁଡ଼ି

    15555
    May 20, 2025
  • ପ୍ରୋଟିନରେ ଭରପୁର ଏହି ୫ ଜିନିଷ

    15546
    May 19, 2025
  • ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ସଜାନ୍ତୁ ଏମିତି.....

    14937
    May 19, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16271
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13985
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14778
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15304
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏହି ଖାଦ୍ୟ ସହିତ ଖାଆନ୍ତୁ ନାହିଁ କାକୁଡ଼ି

    15555
    May 20, 2025
  • ଜ୍ୟୋତିର୍ବିଜ୍ଞାନୀ ଜୟନ୍ତ ନାର୍ଲିକର ଆଉ ନାହାନ୍ତି, କସମୋଲୋଜିରେ ରହିଛି ବଡ଼ ଅବଦାନ

    14525
    May 20, 2025
  • ଶରୀର ପାଇଁ ବେଶ୍‌ ଉପକାରୀ ସକାଳ ଜଳଖିଆ

    13873
    May 20, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In