Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, May 18, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଆକାଶ ଆନନ୍ଦ ବିଏସପିର ମୁଖ୍ୟ ରାଷ୍ଟ୍ରୀୟ ...

ଖେଳ ଖବର
Home ›› ଖେଳ ଖବର ››ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କଲେ ମୋଇନ୍ ଅଲୀ

ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କଲେ ମୋଇନ୍ ଅଲୀ

2021-09-28 07:41:48
23926
Share:
Facebook
Twitter
E-Mail
WhatsApp
Telegram
ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କଲେ ମୋଇନ୍ ଅଲୀ

ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି ଇଂଲଣ୍ଡ କ୍ରିକେଟ୍‌ ଦଳର ଅଲ୍‌ରାଉଣ୍ଡର ମୋଇନ୍ ଅଲୀ । ୬୪ଟି ଟେଷ୍ଟମ୍ୟାଚ୍‌ ଖେଳିଥିବା ୩୪ ବର୍ଷ ବୟସ୍କ ମୋଇନ୍ ଘୋଷଣା କରିଛନ୍ତି ଯେ ତାଙ୍କଠାରେ ଆଉ ଟେଷ୍ଟ କ୍ରିକେଟ୍‌ ଖେଳିବାର ସ୍ପୃହା ନାହିଁ । ପୁଣି ଏତେ ଦିନ ପରିବାର ଛାଡ଼ି ବାହାରେ ରହିବାକୁ ସେ ଚାହାନ୍ତି ନାହିଁ ବୋଲି କହିଛନ୍ତି । ଟେଷ୍ଟ କ୍ରିକେଟ୍‌ରୁ ଅବସର କଥା ମୋଇନ୍ ଇଂଲଣ୍ଡ ପ୍ରଶିକ୍ଷକ କ୍ରିସ୍ ସିଲ୍‌ଭରଉଡ୍‌ ଓ ଅଧିନାୟକ ଜୋ ରୁଟ୍‌ଙ୍କୁ ଜଣାଇ ଦେଇଛନ୍ତି । 

ଏବେ ମୋଇନ୍ ଅଲୀ ଚେନ୍ନଇ ସୁପର କିଙ୍ଗ୍‌ସ ପାଇଁ ଆଇପିଏଲ୍‌ ଖେଳୁଛନ୍ତି । ଟେଷ୍ଟ କ୍ରିକେଟ୍‌ରେ ୩୦୦୦ ରନ୍ ଓ ୨୦୦ ୱିକେଟ ନେବାର ନିକଟବର୍ତ୍ତୀ ଥିଲେ ହେଁ ମୋଇନ୍‌ ଅବସର ଘୋଷଣା କରିଛନ୍ତି। ଧଳା ବଲ୍‌ କ୍ରିକେଟ୍‌ ସହ ମୋଇନ୍ ପେସାଦାର ଟ୍ବେଣ୍ଟି୨୦ କ୍ରିକେଟ୍‌ ଖେଳିବା ଜାରିରଖିବେ ବୋଲି କହିଛନ୍ତି। 

ଚଳିତବର୍ଷ ଅକ୍ଟୋବର-ନଭେମ୍ବରରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ମୋଇନ୍ ଖେଳିବାର ଅଛି । ଏହାପରେ ଆସେସ୍ ସିରିଜ୍‌ ଖେଳିବା ପାଇଁ ସଂଗରୋଧରେ ରହିବା ଏବଂ ଦୀର୍ଘଦିନ ଟେଷ୍ଟ ସିରିଜ୍‌ ଖେଳିବାକୁ ମୋଇନ୍ ପ୍ରସ୍ତୁତ ନୁହନ୍ତି । ମୋଇନ୍ କହିଛନ୍ତି, ମୋତେ ଏବେ ୩୪ ବର୍ଷ ଏବଂ ଯେପର୍ଯ୍ୟନ୍ତ କ୍ରିକେଟ୍‌କୁ ଉପଭୋଗ କରୁଥିବି ; ସେପର୍ଯ୍ୟନ୍ତ ଖେଳିଚାଲିବି । 

Powered by Froala Editor

Tags moeen

Related articles Odisha News Lens 4.1

  • ଆକାଶ ଆନନ୍ଦ ବିଏସପିର ମୁଖ୍ୟ ରାଷ୍ଟ୍ରୀୟ ସଂଯୋଜକ ନିଯୁକ୍ତ
    ଦେଶ-ଦେଶାନ୍ତର

    ଆକାଶ ଆନନ୍ଦ ବିଏସପିର ମୁଖ୍ୟ ରାଷ୍ଟ୍ରୀୟ ସଂଯୋଜକ ନିଯୁକ୍ତ

    15204
    May 18, 2025
  • ଅପରେସନ ସିନ୍ଦୂର ବିରୋଧରେ ଆପତ୍ତିଜନକ ମନ୍ତବ୍ୟ : ପ୍ରଫେସରଙ୍କୁ ଜେରା କରିବ ବୋଲି ...
    ଦେଶ-ଦେଶାନ୍ତର

    ଅପରେସନ ସିନ୍ଦୂର ବିରୋଧରେ ଆପତ୍ତିଜନକ ମନ୍ତବ୍ୟ : ପ୍ରଫେସରଙ୍କୁ ଜେରା କରିବ ବୋଲି ...

    15268
    May 18, 2025
  • ଇଓଏସ-୦୯ ସାଟେଲାଇଟ ଉତକ୍ଷେପଣ ଅସଫଳ
    ଦେଶ-ଦେଶାନ୍ତର

    ଇଓଏସ-୦୯ ସାଟେଲାଇଟ ଉତକ୍ଷେପଣ ଅସଫଳ

    15052
    May 18, 2025
  • ହାଇଦ୍ରାବାଦ ଅଗ୍ନିକାଣ୍ଡ ଘଟଣା: ପ୍ରଧାନମନ୍ତ୍ରୀଙ୍କ ସହାୟତା ଘୋଷଣା
    ଦେଶ-ଦେଶାନ୍ତର

    ହାଇଦ୍ରାବାଦ ଅଗ୍ନିକାଣ୍ଡ ଘଟଣା: ପ୍ରଧାନମନ୍ତ୍ରୀଙ୍କ ସହାୟତା ଘୋଷଣା

    15241
    May 18, 2025
  • ଧନଠାରୁ ଅଧିକ ମୂଲ୍ୟବାନ ପ୍ରେମ
    ବିଶେଷ

    ଧନଠାରୁ ଅଧିକ ମୂଲ୍ୟବାନ ପ୍ରେମ

    15445
    May 18, 2025
  • ବର୍ଷା ପାନି ଗୀତରେ ରବିନା ଦେଖାଇଥିଲେ ଜଲୱା, ଏବେ ଝିଅ
    ମନୋରଞ୍ଜନ

    ବର୍ଷା ପାନି ଗୀତରେ ରବିନା ଦେଖାଇଥିଲେ ଜଲୱା, ଏବେ ଝିଅ

    14774
    May 18, 2025
  • ବଦଳିଲା ‘ରାଣ୍ଡୀ ପୁଅ ଅନନ୍ତା’ ଫିଲ୍ମ ଟାଇଟଲ
    ମନୋରଞ୍ଜନ

    ବଦଳିଲା ‘ରାଣ୍ଡୀ ପୁଅ ଅନନ୍ତା’ ଫିଲ୍ମ ଟାଇଟଲ

    13880
    May 18, 2025
  • ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରୁଥିବାର ପୁଣି ଏକ ଭିଡିଓ ଜାରି କଲା ସେନା
    ଦେଶ-ଦେଶାନ୍ତର

    ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରୁଥିବାର ପୁଣି ଏକ ଭିଡିଓ ଜାରି କଲା ସେନା

    14890
    May 18, 2025
  • ଆପଲ ସାଇଡରର ଆଶ୍ଚର୍ଯୟଜନକ ଲାଭ ବିଷୟରେ ଜାଣନ୍ତୁ.....
    ବିଶେଷ

    ଆପଲ ସାଇଡରର ଆଶ୍ଚର୍ଯୟଜନକ ଲାଭ ବିଷୟରେ ଜାଣନ୍ତୁ.....

    13938
    May 18, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ବର୍ଷା ପାନି ଗୀତରେ ରବିନା ଦେଖାଇଥିଲେ ଜଲୱା, ଏବେ ଝିଅ

    14774
    May 18, 2025
  • ଦେଶ-ଦେଶାନ୍ତର

    ହାଇଦ୍ରାବାଦ ଅଗ୍ନିକାଣ୍ଡ ଘଟଣା: ପ୍ରଧାନମନ୍ତ୍ରୀଙ୍କ ସହାୟତା ଘୋଷଣା

    15241
    May 18, 2025
  • ଦେଶ-ଦେଶାନ୍ତର

    ଅପରେସନ ସିନ୍ଦୂର ବିରୋଧରେ ଆପତ୍ତିଜନକ ମନ୍ତବ୍ୟ : ପ୍ରଫେସରଙ୍କୁ ଜେରା କରିବ ବୋଲି ପୋଲିସ

    15268
    May 18, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16605
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16896
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15442
    Apr 03, 2021

ବିଶେଷ

  • ଆପଲ ସାଇଡରର ଆଶ୍ଚର୍ଯୟଜନକ ଲାଭ ବିଷୟରେ ଜାଣନ୍ତୁ.....

    13938
    May 18, 2025
  • ଧନଠାରୁ ଅଧିକ ମୂଲ୍ୟବାନ ପ୍ରେମ

    15445
    May 18, 2025
  • ଏହି ଘରୋଇ ଉପାୟ କଲେ କେଶ ହେବ ମୂଳରୁ ହେବ କଳା

    13997
    May 16, 2025
  • ଚା' ବଦଳରେ ସକାଳୁ ପିଅନ୍ତୁ କ୍ୟାଲୋରୀଯୁକ୍ତ ପାନୀୟ

    15206
    May 16, 2025
  • ଖରାଦିନେ ସତେଜ ରଖିବ ଏସବୁ ଡ୍ରିଙ୍କ୍ସ

    15678
    May 15, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16269
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13982
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14776
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15302
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଅପରେସନ ସିନ୍ଦୂର ବିରୋଧରେ ଆପତ୍ତିଜନକ ମନ୍ତବ୍ୟ : ପ୍ରଫେସରଙ୍କୁ ଜେରା କରିବ ବୋଲି ପୋଲିସ

    15268
    May 18, 2025
  • ବଦଳିଲା ‘ରାଣ୍ଡୀ ପୁଅ ଅନନ୍ତା’ ଫିଲ୍ମ ଟାଇଟଲ

    13880
    May 18, 2025
  • ଆପଲ ସାଇଡରର ଆଶ୍ଚର୍ଯୟଜନକ ଲାଭ ବିଷୟରେ ଜାଣନ୍ତୁ.....

    13938
    May 18, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In