ଆଜି ପ୍ରକାଶ ପାଇବ +୩ ପ୍ରଥମ ପର୍ୟ୍ୟାୟ ମେଧା ତାଲିକା
ଭୁବନେଶ୍ବର: ଆଜି ପ୍ରକାଶ ପାଇବ ଯୁକ୍ତ ତିନି ପ୍ରଥମ ପର୍ୟ୍ୟାୟରେ ମେଧା ତାଲିକା ।ବିନା ପରୀକ୍ଷାରେ ମାର୍କ ମିଳିଥିବାରୁ ଏବେ କେଉଁ କଲେଜରେ କେତେ କଟ ଅଫ ମାର୍କ ରହିବ ସେନେଇ ଛାତ୍ରଛାତ୍ରୀଙ୍କ ନଜର ରହିଛି । ତେବେ ପ୍ରଥମ ପର୍ୟ୍ୟାୟର ନାମଲେଖା ୧୩ ତାରିଖରୁ ୧୬ ତାରିଖ ପର୍ୟ୍ୟନ୍ତ ଚାଲିବ ।
କୋରୋନା କଟକଣା ଦୃଷ୍ଟିରୁ ଛାତ୍ରଛାତ୍ରୀଙ୍କ ବଦଳରେ ଅଭିଭାବକମାନେ କଲେଜକୁ ଆସି ନାମ ଲେଖାଇ ପାରିବେ।
Powered by Froala Editor