ବୈବାହିକ ଜୀବନରେ ଖୁସି ଚାହୁଁଥିଲେ ବେଡ୍ରୁମରେ କରନ୍ତୁ ନାହିଁ ଏହି ସବୁ ଭୁଲ୍
ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ଖାସ୍ ମହ ୍ୱ ରହିଛି । ବାସ୍ତୁ ଅନୁସାରେ ଘରର ଜିନିଷପତ୍ର ରଖିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବଢିଥାଏ । ବାସ୍ତୁ ଶାସ୍ତ୍ରରେ ଶୟନ କକ୍ଷକୁ ଅତ୍ୟନ୍ତ ଗୁରୁତ୍ୱ ଦିଆଯାଇଛି ।
-ଖଟ ଉପରେ ଶୋଇଲା ବେଳେ ସର୍ବଦା ମୁଣ୍ଡ ଦକ୍ଷିଣ ଦିଗକୁ ଓ ଗୋଡ ସବୁବେଳେ ଉ ର ଦିଗକୁ ରଖି ଶୋଇବା ଠିକ୍ ହୋଇଥାଏ ।
-ଦାମ୍ପତ୍ୟ ଜୀବନର ପ୍ରାରମ୍ଭ ଅର୍ଥାତ ଆପଣଙ୍କ ବିବାହର ଫଟୋ ବେଡୁରୁମ୍ରେ ରଖିବା ଦ୍ୱାରା ସ୍ୱାମି, ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବଢି ଚାଲିଥାଏ ।
-ବେଡ୍ରୁମରେ ଆଲୋକ ସବୁବେଳେ ପଛ ନଚେତ୍ ବାମ ଆଡୁ ଆସୁଥିବା ଆବାଶ୍ୟକ ।
-ଶୟନକକ୍ଷର କବାଟ ପାଖାପାଖି ଖଟ ରଖିବା ଅନୁଚିତ୍ । କାରଣ ଏପରି କରିବା ଦ୍ୱାରା ମନ ଭିତରେ ସବୁବେଳେ ଅଶାନ୍ତି ଲାଗି ରହିବ ।
-ବେଡ୍ରୁମ୍ରେ ଆଇନା ରଖିବା ଉଚିତ୍ ନୁହେଁ । ଖଟ ତଳେ ଆବର୍ଜନା ଜିନିଷ ଓ ଜୋତା, ଚପଲ ଆଦି ରଖିବା ଆଦୌ ଉଚିତ୍ ନୁହେଁ ।
-ବେଡ୍ରୁମରେ ଭୁଲ୍ରେ ବି ଅଶାନ୍ତି ଦର୍ଶାଉଥିବା ଫଟୋ ଲଗାନ୍ତୁ ନାହିଁ । ଏହା ଦାମ୍ପତ୍ୟ ଜୀବନରେ ନକରାତ୍ମକତା ଆଣିଥାଏ ।
Powered by Froala Editor