Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ...

  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ...

  • ବିସ୍କୁଟ ଲୋଭ ଦେଖାଇ ଶିଶୁକୁ ଯୌନ ...

  • କେଦାରନାଥ-ବଦ୍ରିନାଥରେ ମୁକେଶ ଅମ୍ବାନୀ

  • ୩ ମାସ ଧରି ଚାଲିଥିବା ଯୁଦ୍ଧର ହୋଇଛି ...

  • ବୁଡିଲା ‘ ଏମଏସ୍‌ଭି ବିରାଟ ୧’ ଭାରତୀୟ ...

  • ସେ ଦିନେ ଥିଲେ କୋଟିପତି, ଆଜି ରାସ୍ତାରେ...

  • ଭାରତୀଙ୍କ ଆମ୍ବ ରସମଲେଇ ଭାଇରାଲ

  • ‘କକଟେଲ୍ ୨’କୁ ମିଳିଲା A ସାର୍ଟିଫିକେଟ୍

  • ୧୦୦% ଇଥାନଲ ଯାନ ଚଳାଚଳ ଲାଗି ମଞ୍ଜୁରି

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଏସବିଆଇ ଖୋଲିଲା ଭାସମାନ ଏଟିଏମ

ଏସବିଆଇ ଖୋଲିଲା ଭାସମାନ ଏଟିଏମ

2021-08-23 06:25:53
14802
Share:
Facebook
Twitter
E-Mail
WhatsApp
Telegram
ଏସବିଆଇ ଖୋଲିଲା ଭାସମାନ ଏଟିଏମ

ଶ୍ରୀନଗର: ଭାରତର ସର୍ବବୃହତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ଶ୍ରୀନଗରସ୍ଥିତ ଡାଲ ହ୍ରଦରେ ଭାସମାନ ଏଟିଏମ ବ୍ୟବସ୍ଥାର ଶୁଭାରମ୍ଭ କରିଛି। ପୂର୍ବରୁ ଏହା ୨୦୦୪ରେ କେରଳରେ ପ୍ରଥମ କରି ଏହିଭଳି ଭାସମାନ ଏଟିଏମ ବ୍ୟବସ୍ଥା ପ୍ରଚଳନ କରିଥିଲା। କେରଳ ଜାହାଜ ଚଳାଚଳ ଓ ଅନ୍ତର୍ଦ୍ଦେଶୀୟ ନୌଚାଳନା ନିଗମ ମାଲିକାନାରେ ଥିବା ଝଙ୍କାର ୟାକ୍ଟରେ ଏହି ଏଟିଏମ୍‍ ସ୍ଥାପନ କରାଯାଇଥିଲା। ଏବେ ଲୋକପ୍ରିୟ ପର୍ଯ୍ୟଟନସ୍ଥଳ ଏବଂ ସ୍ଥାନୀୟ ଜନସାଧାରଣଙ୍କ ଯାତାୟତ ମାଧ୍ୟମ ଡାଲ ହ୍ରଦରେ ଏକ ହାଉସବୋଟରେ ସେହିଭଳି ଏକ ଏଟିଏମ୍‍ ସ୍ଥାପନ କରାଯାଇଛି। ଏହି ଏଟିଏମ ଉକ୍ତ ଅଞ୍ଚଳର ଦୀର୍ଘ ଦିନରୁ ନଗଦ ଅର୍ଥ ଆବଶ୍ୟକତାକୁ ପୂରଣ କରିପାରିବ। ଏସବିଆଇ ଅଧ୍ୟକ୍ଷ ଦିନେଶ କୁମାର ଖାରା ଉକ୍ତ ଏଟିଏମ ଉଦଘାଟନ କରିଛନ୍ତି। ଏସବିଆଇର ଏହି ଏଟିଏମ ସ୍ଥାପନକୁ ନେଇ ଶ୍ରୀନଗର ସ୍ଥାନୀୟ ଜନସାଧାରଣ ଖୁସି ବ୍ୟକ୍ତ କରିଛନ୍ତି। ଏହାଦ୍ୱାରା ସ୍ଥାନୀୟ ଜନସାଧାରଣଙ୍କ ସହିତ ପର୍ଯ୍ୟଟକଙ୍କର ନଗଦ ଅର୍ଥ ଆବଶ୍ୟକତା ପୂରଣ ହୋଇପାରିବ। ଏସବିଆଇ ୱେବସାଇଟ ଅନୁଯାୟୀ ଭାରତରେ ଏହାର ପ୍ରାୟ ୬୦ ହଜାରରୁ ଅଧିକ ଏଟିଏମ ରହିଛି। ଏଥିସହିତ ଦେଶରେ ଏହାର ୨୨,୨୨୪ଟି ଶାଖା ରହିଛି।

Powered by Froala Editor

Tags Sbi

Related articles Odisha News Lens 4.1

  • କେଦାରନାଥ-ବଦ୍ରିନାଥରେ ମୁକେଶ ଅମ୍ବାନୀ
    ଦେଶ-ଦେଶାନ୍ତର

    କେଦାରନାଥ-ବଦ୍ରିନାଥରେ ମୁକେଶ ଅମ୍ବାନୀ

    14411
    Jun 15, 2026
  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା
    ଦେଶ-ଦେଶାନ୍ତର

    କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା

    13995
    Jun 15, 2026
  • ଭାରତୀଙ୍କ ଆମ୍ବ ରସମଲେଇ ଭାଇରାଲ
    ମନୋରଞ୍ଜନ

    ଭାରତୀଙ୍କ ଆମ୍ବ ରସମଲେଇ ଭାଇରାଲ

    14402
    Jun 15, 2026
  • ବୁଡିଲା ‘ ଏମଏସ୍‌ଭି ବିରାଟ ୧’ ଭାରତୀୟ ଡଙ୍ଗା, ଉଦ୍ଧାର ହେଲେ ୧୪ ଭାରତୀୟ
    ଦେଶ-ଦେଶାନ୍ତର

    ବୁଡିଲା ‘ ଏମଏସ୍‌ଭି ବିରାଟ ୧’ ଭାରତୀୟ ଡଙ୍ଗା, ଉଦ୍ଧାର ହେଲେ ୧୪ ଭାରତୀୟ

    14050
    Jun 15, 2026
  • ସେ ଦିନେ ଥିଲେ କୋଟିପତି, ଆଜି ରାସ୍ତାରେ...
    ଦେଶ-ଦେଶାନ୍ତର

    ସେ ଦିନେ ଥିଲେ କୋଟିପତି, ଆଜି ରାସ୍ତାରେ...

    14939
    Jun 15, 2026
  • ‘କକଟେଲ୍ ୨’କୁ ମିଳିଲା A ସାର୍ଟିଫିକେଟ୍
    ମନୋରଞ୍ଜନ

    ‘କକଟେଲ୍ ୨’କୁ ମିଳିଲା A ସାର୍ଟିଫିକେଟ୍

    14785
    Jun 15, 2026
  • ବିସ୍କୁଟ ଲୋଭ ଦେଖାଇ ଶିଶୁକୁ ଯୌନ ନିର୍ଯାତନା
    ଅପରାଧ

    ବିସ୍କୁଟ ଲୋଭ ଦେଖାଇ ଶିଶୁକୁ ଯୌନ ନିର୍ଯାତନା

    13409
    Jun 15, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....
    ବିଶେଷ

    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14418
    Jun 16, 2026
  • ୩ ମାସ ଧରି ଚାଲିଥିବା ଯୁଦ୍ଧର ହୋଇଛି ଅନ୍ତ, ଖୋଲିବ ହୋର୍ମୁଜ ପ୍ରଣାଳୀ
    ଦେଶ-ଦେଶାନ୍ତର

    ୩ ମାସ ଧରି ଚାଲିଥିବା ଯୁଦ୍ଧର ହୋଇଛି ଅନ୍ତ, ଖୋଲିବ ହୋର୍ମୁଜ ପ୍ରଣାଳୀ

    14423
    Jun 15, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କେଦାରନାଥ-ବଦ୍ରିନାଥରେ ମୁକେଶ ଅମ୍ବାନୀ

    14411
    Jun 15, 2026
  • ଦେଶ-ଦେଶାନ୍ତର

    କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା

    13995
    Jun 15, 2026
  • ଦେଶ-ଦେଶାନ୍ତର

    ବୁଡିଲା ‘ ଏମଏସ୍‌ଭି ବିରାଟ ୧’ ଭାରତୀୟ ଡଙ୍ଗା, ଉଦ୍ଧାର ହେଲେ ୧୪ ଭାରତୀୟ

    14050
    Jun 15, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16929
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17546
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17595
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17987
    Sep 06, 2023

ବିଶେଷ

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14418
    Jun 16, 2026
  • ପାଟିରେ ଘା’ ହେବାର ଅନେକ କାରଣ ବିଷୟରେ ଜାଣନ୍ତୁ.....

    14126
    Jun 15, 2026
  • ନିୟମିତ ପଢାପଢି କରୁଥିବା ବ୍ୟକ୍ତିଙ୍କ ପାଖରେ ବଢ଼ିଥାଏ କାର୍ଯ୍ୟଦକ୍ଷତା

    15016
    Jun 13, 2026
  • ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....

    13617
    Jun 10, 2026
  • ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ

    15492
    Jun 09, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15469
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15216
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15698
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14041
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିସ୍କୁଟ ଲୋଭ ଦେଖାଇ ଶିଶୁକୁ ଯୌନ ନିର୍ଯାତନା

    13409
    Jun 15, 2026
  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା

    13995
    Jun 15, 2026
  • ଭାରତୀଙ୍କ ଆମ୍ବ ରସମଲେଇ ଭାଇରାଲ

    14402
    Jun 15, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In