ଆଜି ରାଜ୍ୟରେ ୯୧୧ ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘ ।ରେ ରାଜ୍ୟରେ ୯୧୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେ ।ଇନ ସେ ରରୁ ୫୩୧ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୩୮୦ଜଣ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଅନୁଗୁଳରୁ ୨୩ ଜଣ, ବାଲେଶ୍ୱରରୁ ୫୧, ବରଗଡ ୭, ଭଦ୍ରକ ୧୨, ବଲାଙ୍ଗିରରୁ ୫, କଟକରୁ ୮୮, ଦେବଗଡରୁ ୧୦, ଢେଙ୍କାନାଳରୁ ୧୬, ଗଜପତିରୁ ୬, ଗଞ୍ଜାମରୁ ୪, ଜଗତସିଂହପୁରରୁ ୨୪, ଯାଜପୁରରୁ ୪୯, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୭, କନ୍ଧମାଳରୁ ୪, କେନ୍ଦ୍ରାପଡାରୁ ୩୧, କେନ୍ଦୁଝରରୁ ୧୦, ଖୋର୍ଦ୍ଧାରୁ ୩୫୨, କୋରାପୁଟରୁ ୬, ମାଲକାନାଗିରିରୁ ୭, ମୟୂରଭଞ୍ଜରୁ ୩୮, ନୟାଗଡରୁ ୧୯, ପୁରୀରୁ ୩୦, ରାୟଗଡାରୁ ୭, ସମ୍ବଲପୁରରୁ ୧୩, ସୋନପୁରରୁ ୩, ସୁନ୍ଦରଗଡରୁ ୮, ରାଜ୍ୟପୁଲରୁ ୭୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ବ ର୍ମାନ ସୁଦ୍ଧା ମୋଟ ୧୦ଲକ୍ଷ ୮୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Powered by Froala Editor