ଏହା କରନ୍ତୁ, ଭୋକ ବଢାନ୍ତୁ
ଯଦି ଆମେ ଖାଇବା ପିଇବା ଉପରେ କଥା ହେବା ତେବେ କିଛି ଲୋକ ଖାଇବାକୁ ଦେଖି ଦେଲେ ତାଙ୍କ ପେଟ ପୂରିଯାଏ । କେତେକ ଳୋକ ଖାଇବା କଥାରେ ନାକ ଟେକନ୍ତି । ଯଦି ଆପଣ ଏହି ଚିନ୍ତାରେ ଅଛନ୍ତି ତେବେ ଆପଣାନ୍ତୁ କିଛି ଘରୋଇ ଉପାୟ, ଯାହା ଦ୍ୱାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ । ଆସନ୍ତୁ ଜାଣିବା ଏହା ବିଷୟରେ:-
- ଜୁଆଣୀ ଖାଇବା ଦ୍ୱାରା ଭୋକ ଅଧିକ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ପେଟ ସଫା ରୁହେ । ଖାଇବାର ଅଧ ଘଂଟା ପୂର୍ବରୁ ଜୁଆଣୀ ଖାଆନ୍ତୁ।
- ଖାଇବା ପୂର୍ବରୁ ଅଦା ସହ ଲୁଣ ମିଶାଇ ଖାଇଲେ ଭୋକ ବଢିଥାଏ ।
- କୋଷ୍ଠ କାଠିନ୍ୟତା ଯୋଗୁଁ ମଧ୍ୟ ଭୋକ ହୋଇନଥାଏ । ତ୍ରୀଫଳା ଚୁରନ ଖାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ଏହାକୁ ଉଷୁମ କ୍ଷୀର ସହ ମିଶାଇ ଖାଇଲେ ଆରାମ ମିଳିବ ।
- ଛାଂଚ (ବଟର ମିଲ୍କ) ପେଟ ପାଇଁ ଖୁବ ଲାଭଦାୟକ ଅଟେ । ଏହାକୁ ପିଇବା ଦ୍ୱାରା ପେଟ ସଫା ରହିଥାଏ । ପ୍ରତିଦିନ ଛାଂଚରେ ଅଳ୍ପ ଲୁଣ ମିଶାଇ ପିଇବା ଦ୍ୱାରା ଭୋକ ଭଲ ହୋଇଥାଏ ।
Powered by Froala Editor