Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 30, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏହି ଟିଏମ୍‌ସି ବିଦ୍ରୋହୀ ନେତାଙ୍କ ...

  • ରାମ ମନ୍ଦିର ଦାନ ବିବାଦ: ତୁରନ୍ତ ଶୁଣାଣି ...

  • ଜୁଲାଇ ୫ ସୁଦ୍ଧା ଦେଶର ଅବଶିଷ୍ଟ ରାଜ୍ୟରେ ...

  • ଅରଣ୍ୟ ସୋସାଇଟିରେ ଏୟାର କଣ୍ଡିସନର ...

  • ମୋଦିଙ୍କୁ ‘ଗାର୍ଡିଆନ୍ ଅଫ୍ ଦି ବ୍ଲୁ ...

  • ମଲା ସାପକୁ କାମୁଡି ରିଲ୍ସ, ଘଟିଲା ଏମିତି...

  • ଜୁଲାଇ ୧ରୁ ବନ୍ଦ ହେବ ୧୦୦-୨୦୦ ପୁରୁଣା ...

  • ଲଞ୍ଚ ହେବ ଏଆଇ ୟୁପିଆଇ

  • ଜାପାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ

  • ଆତଙ୍କବାଦୀ ଆକ୍ରମଣରେ ୬ ମୃତ

Home ›› ››ଜିନ୍ସ ପିନ୍ଧୁଥିଲେ ରାଜନୀତି କରିପାରିବେନି ଏହି ଦଳରେ

ଜିନ୍ସ ପିନ୍ଧୁଥିଲେ ରାଜନୀତି କରିପାରିବେନି ଏହି ଦଳରେ

2021-08-09 09:41:13
16023
Share:
Facebook
Twitter
E-Mail
WhatsApp
Telegram
ଜିନ୍ସ ପିନ୍ଧୁଥିଲେ ରାଜନୀତି କରିପାରିବେନି ଏହି ଦଳରେ

ପାଟନା: ‘ଜିନ୍ସ ପିନ୍ଧୁଥିବା ଲୋକ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ରେ ରହି ରାଜନୀତି କରିପାରିବେନି । ଆରଜେଡି ଗରିବମାନଙ୍କର ଦଳ । ପରିଶ୍ରମୀ ଚାଷୀମାନଙ୍କର ଦଳ । ଜିନ୍ସ ପିନ୍ଧୁଥିବା ଲୋକ କେବେ ନେତା ହୋଇପାରିବେନି ।’ ବିହାର ଆରଜେଡି ପ୍ରଦେଶ ଅଧ୍ୟକ୍ଷ ଜଗଦାନନ୍ଦ ସିଂହ ଏକ କାର୍ଯ୍ୟକ୍ରମରେ ଏଭଳି ବିବାଦୀୟ ବୟାନ ଦେଇଛନ୍ତି । ଜାତୀୟ ଜନଗଣନାରେ କେତେକ ସଂଶୋଧନ କରିବା ନେଇ ଦାବି ଉପସ୍ଥାପନ କରିବା ସମୟରେ ସେ ଏହା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆରଜେଡିର ଯେଉଁ ନେତାମାନେ ଧାରଣାରେ ବସି ପ୍ରତିବାଦ କରୁନାହାନ୍ତି ସେମାନେ ବୋଧେ ଆରଏସଏସର କାର୍ଯ୍ୟକର୍ତ୍ତା । ଭୁଲରେ ଆମ ଦଳରେ ସାମିଲ ହୋଇଛନ୍ତି । ଧାରଣାରେ ବସି ପ୍ରତିପାଦ ନ କରିବ ତେବେ ରାଜନୀତି କାହିଁକି କରୁଛ? ରାଜନୀତି କରିବାର ଅଛି ଯଦି ଧାରଣାରେ ବସି ଆନେ୍ଦାଳନ କର । ତାଙ୍କର ଏହି ବୟାନକୁ ନେଇ ବିରୋଧୀମାନେ ତାଙ୍କୁ ଘେରିଛନ୍ତି । ସୂଚନା ଥାଉ କି, ଜାତିଭିତିକ ଜନଗଣନା କରିବାକୁ ଆରଜେଡ଼ି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି ଆସୁଛି ।

Powered by Froala Editor

Tags rjd

Related articles Odisha News Lens 4.1

  • ଜୁଲାଇ ୧ରୁ ବନ୍ଦ ହେବ ୧୦୦-୨୦୦ ପୁରୁଣା ନୋଟ୍ !
    ଦେଶ-ଦେଶାନ୍ତର

    ଜୁଲାଇ ୧ରୁ ବନ୍ଦ ହେବ ୧୦୦-୨୦୦ ପୁରୁଣା ନୋଟ୍ !

    14633
    Jun 29, 2026
  • ଅରଣ୍ୟ ସୋସାଇଟିରେ ଏୟାର କଣ୍ଡିସନର ବିସ୍ଫୋରଣ
    ଦେଶ-ଦେଶାନ୍ତର

    ଅରଣ୍ୟ ସୋସାଇଟିରେ ଏୟାର କଣ୍ଡିସନର ବିସ୍ଫୋରଣ

    14118
    Jun 29, 2026
  • ମଲା ସାପକୁ କାମୁଡି ରିଲ୍ସ, ଘଟିଲା ଏମିତି...
    ଦେଶ-ଦେଶାନ୍ତର

    ମଲା ସାପକୁ କାମୁଡି ରିଲ୍ସ, ଘଟିଲା ଏମିତି...

    13658
    Jun 29, 2026
  • ଜାପାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ
    ଦେଶ-ଦେଶାନ୍ତର

    ଜାପାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ

    14034
    Jun 28, 2026
  • ଲଞ୍ଚ ହେବ ଏଆଇ ୟୁପିଆଇ
    ଦେଶ-ଦେଶାନ୍ତର

    ଲଞ୍ଚ ହେବ ଏଆଇ ୟୁପିଆଇ

    13784
    Jun 29, 2026
  • ଏହି ଟିଏମ୍‌ସି ବିଦ୍ରୋହୀ ନେତାଙ୍କ ନାମରେ ମାମଲା
    ଦେଶ-ଦେଶାନ୍ତର

    ଏହି ଟିଏମ୍‌ସି ବିଦ୍ରୋହୀ ନେତାଙ୍କ ନାମରେ ମାମଲା

    14037
    Jun 29, 2026
  • ଜୁଲାଇ ୫ ସୁଦ୍ଧା ଦେଶର ଅବଶିଷ୍ଟ ରାଜ୍ୟରେ ପ୍ରବେଶ କରିପାରେ ମୌସୁମୀ
    ଦେଶ-ଦେଶାନ୍ତର

    ଜୁଲାଇ ୫ ସୁଦ୍ଧା ଦେଶର ଅବଶିଷ୍ଟ ରାଜ୍ୟରେ ପ୍ରବେଶ କରିପାରେ ମୌସୁମୀ

    14003
    Jun 29, 2026
  • ମୋଦିଙ୍କୁ ‘ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍’ ସମ୍ମାନ
    ଦେଶ-ଦେଶାନ୍ତର

    ମୋଦିଙ୍କୁ ‘ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍’ ସମ୍ମାନ

    14228
    Jun 29, 2026
  • ଆତଙ୍କବାଦୀ ଆକ୍ରମଣରେ ୬ ମୃତ
    ଦେଶ-ଦେଶାନ୍ତର

    ଆତଙ୍କବାଦୀ ଆକ୍ରମଣରେ ୬ ମୃତ

    14336
    Jun 28, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜୁଲାଇ ୧ରୁ ବନ୍ଦ ହେବ ୧୦୦-୨୦୦ ପୁରୁଣା ନୋଟ୍ !

    14633
    Jun 29, 2026
  • ଦେଶ-ଦେଶାନ୍ତର

    ଆତଙ୍କବାଦୀ ଆକ୍ରମଣରେ ୬ ମୃତ

    14336
    Jun 28, 2026
  • ଦେଶ-ଦେଶାନ୍ତର

    ଜାପାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ

    14034
    Jun 28, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16957
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17568
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17618
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18015
    Sep 06, 2023

ବିଶେଷ

  • ଘରକୁ ଥଣ୍ଡା ରଖନ୍ତୁ ଏମିତି

    14071
    Jun 28, 2026
  • ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ

    15798
    Jun 26, 2026
  • ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁ ଫୁଲ, ମିଳିବ ଏହି ଫାଇଦା

    15662
    Jun 24, 2026
  • ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ଏହିସବୁକୁ ଦିଅନ୍ତୁ ଧ୍ୟାନ

    15310
    Jun 22, 2026
  • ରାତିରେ ଶୋଇବା ପୂର୍ବରୁ ଗାଧୋଇଲେ ମିଳିଥାଏ ଏହିସବୁ ଲାଭ

    15138
    Jun 21, 2026

ବାଣିଜ୍ୟ

ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ମୁମ୍ବାଇ, ଭାରତ । ଜୁନ ୧୬, ୨୦୨୬: ଭାରତରେ ଫିଟ୍‌ନେସ୍‌ ଉପକରଣର ସ୍ୱୟଂଚାଳିତ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଜେରାଇ ଫିଟ୍‌ନେସ୍‌ ଲିମିଟେଡ ରିବକ୍‌କୁ ଏହାର ପଣ୍ୟଦ୍ରବ୍ୟ ଓ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13792
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14889
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15503
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15258
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଲଞ୍ଚ ହେବ ଏଆଇ ୟୁପିଆଇ

    13784
    Jun 29, 2026
  • ଅରଣ୍ୟ ସୋସାଇଟିରେ ଏୟାର କଣ୍ଡିସନର ବିସ୍ଫୋରଣ

    14118
    Jun 29, 2026
  • ଜୁଲାଇ ୫ ସୁଦ୍ଧା ଦେଶର ଅବଶିଷ୍ଟ ରାଜ୍ୟରେ ପ୍ରବେଶ କରିପାରେ ମୌସୁମୀ

    14003
    Jun 29, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In