Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, April 20, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଝାଲମୁଢି ଖାଇଲେ ମୋଦୀ, ଦୋକାନୀ କହିଲେ ...

  • ଇରାନ ଏବଂ ଆମେରିକା ମଧ୍ୟରେ ଅଚଳାବସ୍ଥା, ...

  • ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ମୃତ

  • ମଣିଷର ମୃତ୍ୟୁ ପରେ କାର୍‌କୁ ବି କବର

  • ‘ମହାବତାର ପର୍ଶୁରାମ’ର ପୋଷ୍ଟର ରିଲିଜ୍

  • ଇନ୍‌ଷ୍ଟାଗ୍ରାମରେ ୧୦ ଲକ୍ଷ ଫଲୋଅର୍ସ, ...

  • ଖାଇକୁ ଖସିଲା ବସ୍, ୧୫ ମୃତ

  • ଭାରତ-ରୁଷ ମୁତୟନ କରିବେ ୩ ହଜାର ସୈନ୍ୟ

  • ତାମିଲନାଡ଼ୁ ବାଣ ବିସ୍ଫୋରଣ : ମୃତ୍ୟୁ ...

  • ଏସବୁ ଖାଦ୍ୟ ହାର୍ଟ ପାଇଁ ସାଜିଥାଏ କାଳ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››‘ବାର୍ବି’ ରୂପରେ କୋଭିଡ୍ ଯୋଦ୍ଧା

‘ବାର୍ବି’ ରୂପରେ କୋଭିଡ୍ ଯୋଦ୍ଧା

2021-08-07 20:28:55
15317
Share:
Facebook
Twitter
E-Mail
WhatsApp
Telegram
‘ବାର୍ବି’ ରୂପରେ କୋଭିଡ୍ ଯୋଦ୍ଧା

କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ସ୍ୱତନ୍ତ୍ର ‘ବାର୍ବି କଣ୍ଢେଇ’ ପ୍ରସ୍ତୁତ କରିଛି ଆମେରିକାର ଖେଳନା କଂପାନି ମାଟେଲ୍‌ । ବିଶ୍ୱର ୬ ଜଣ କୋଭିଡ୍‌ ଯୋଦ୍ଧାଙ୍କୁ ନେଇ ବାର୍ବି କଣ୍ଢେଇ ତିଆରି କରାଯାଇଛି । କଂପାନି ପକ୍ଷରୁ ଏହାକୁ  ‘ରୋଲ ମଡେଲ୍‌ କଣ୍ଢେଇ’ ଆଖ୍ୟା ଦିଆଯାଇଛି। 

ସେମାନଙ୍କ ମଧ୍ୟରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଡେମ୍‌ ସାରା ଗିଲବର୍ଟ ସାମିଲ । ଗିଲ୍‌ବର୍ଟ କରୋନା ଟିକା ଆଷ୍ଟ୍ରାଜେନେକାର ସହ ପ୍ରସ୍ତୁତକାରୀ । ତାଙ୍କ ଉପରେ ପର୍ଯ୍ୟବସିତ ହୋଇଥିବା ବାର୍ବି କଣ୍ଢେଇଟି ନେଭି ବ୍ଲୁ ରଙ୍ଗର ପ୍ୟାଣ୍ଟସୁଟ୍‌ ପିନ୍ଧିଛି । କଣ୍ଢେଇର କେଶ ଖୋଲା ରହିଥିବାବେଳେ ସେ ଆଖିରେ ଗିଲ୍‌ବର୍ଟଙ୍କ ଭଳି ମୋଟା ଫ୍ରେମ୍‌ର ଚଷମା ପିନ୍ଧିଥିବା ଦେଖିବାକୁ ମିଳୁଛି । ନ୍ୟୁୟର୍କର ଜଣେ ନର୍ସ ଆମି ଓ’ ସୁଲିଭାନ୍‌ ଯିଏକି ବ୍ରୁକ୍‌ଲିନ୍‌ରେ ପ୍ରଥମ କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା କରିଥିଲେ ତାଙ୍କ ଉପରେ ବି ଏକ ବାର୍ବି କଣ୍ଢେଇ ନିର୍ମିତ ହୋଇଛି ।

ଏହି ଦୁଇଜଣଙ୍କ ବ୍ୟତୀତ ଲସ୍‌-ଭେଗାସ୍‌ର ଡାକ୍ତର ଅନ୍ଦ୍ରେ କ୍ରୁଜ୍‌, କାନାଡାର ମନୋଚିକିତ୍ସକ ଚିକା ଷ୍ଟାସି ଓରିଉୱା, ବ୍ରାଜିଲର ବାୟୋମେଡିକାଲ ଗବେଷକ ଜ୍ୟାକଲିନ୍‌ ଗୋଜ୍‌ ଦେ ଜେସସ୍‌ ବି ବାର୍ବି କଣ୍ଢେଇ ତାଲିକାରେ ସାମିଲ ଅଛନ୍ତି । ଜ୍ୟାକଲିନ୍‌ ତାଙ୍କ ଦେଶରେ କୋଭିଡ୍‌-୧୯ ଭାରିଆଣ୍ଟର ଜେନୋମ୍‌ ସିକ୍ୱେନ୍ସିଂର ନେତୃତ୍ୱ ନେଇଥିଲେ । ଅନ୍ୟପଟେ ଅଷ୍ଟ୍ରେଲିଆର କିର୍ବି ହ୍ୱାଇଟ୍‌ଙ୍କ ଉପରେ ବି ବାର୍ବି କଣ୍ଢେଇ ପ୍ରସ୍ତୁତ ହୋଇଛି । ସେ କୋଭିଡ୍‌ ଯୋଦ୍ଧାଙ୍କ ଲାଗି ପୁନଃ ବ୍ୟବହାରଯୋଗ୍ୟ ସର୍ଜିକାଲ ଗାଉନ୍‌ ପ୍ରସ୍ତୁତ କରିଥିଲେ । ତାକୁ ସଫା କରି ବାରମ୍ବାର ବ୍ୟବହାର କରିହେବ । ଏ ସଂପର୍କରେ ଗିଲ୍‌ବର୍ଟ କହିଛନ୍ତି, ମାଟେଲ୍‌ର ଏହି ପଦକ୍ଷେପ ମୋତେ ଅଭିଭୂତ କରିଦେଇଛି । ମୁଁ ଭାବୁଛି ଝିଅମାନଙ୍କୁ ବିଜ୍ଞାନ କ୍ଷେତ୍ରରେ କ୍ୟାରିୟର କରିବା ଲାଗି ଏହା ପ୍ରେରଣାପ୍ରଦ ହୋଇପାରିବ । 

Powered by Froala Editor

Tags barie

Related articles Odisha News Lens 4.1

  • ମଣିଷର ମୃତ୍ୟୁ ପରେ କାର୍‌କୁ ବି କବର
    ଦେଶ-ଦେଶାନ୍ତର

    ମଣିଷର ମୃତ୍ୟୁ ପରେ କାର୍‌କୁ ବି କବର

    14775
    Apr 20, 2026
  • ଭାରତ-ରୁଷ ମୁତୟନ କରିବେ ୩ ହଜାର ସୈନ୍ୟ
    ଦେଶ-ଦେଶାନ୍ତର

    ଭାରତ-ରୁଷ ମୁତୟନ କରିବେ ୩ ହଜାର ସୈନ୍ୟ

    15343
    Apr 20, 2026
  • ଇରାନ ଏବଂ ଆମେରିକା ମଧ୍ୟରେ ଅଚଳାବସ୍ଥା, ବୃଦ୍ଧି ପାଇଲା ତୈଳ ଦର
    ଦେଶ-ଦେଶାନ୍ତର

    ଇରାନ ଏବଂ ଆମେରିକା ମଧ୍ୟରେ ଅଚଳାବସ୍ଥା, ବୃଦ୍ଧି ପାଇଲା ତୈଳ ଦର

    14255
    Apr 20, 2026
  • ଖାଇକୁ ଖସିଲା ବସ୍, ୧୫ ମୃତ
    ଦେଶ-ଦେଶାନ୍ତର

    ଖାଇକୁ ଖସିଲା ବସ୍, ୧୫ ମୃତ

    14020
    Apr 20, 2026
  • ଇନ୍‌ଷ୍ଟାଗ୍ରାମରେ ୧୦ ଲକ୍ଷ ଫଲୋଅର୍ସ, କିନ୍ତୁ ସନ୍ୟାସିନୀ ପାଲଟିଲେ ହର୍ଷା
    ମନୋରଞ୍ଜନ

    ଇନ୍‌ଷ୍ଟାଗ୍ରାମରେ ୧୦ ଲକ୍ଷ ଫଲୋଅର୍ସ, କିନ୍ତୁ ସନ୍ୟାସିନୀ ପାଲଟିଲେ ହର୍ଷା

    14434
    Apr 20, 2026
  • ଏସବୁ ଖାଦ୍ୟ ହାର୍ଟ ପାଇଁ ସାଜିଥାଏ କାଳ
    ବିଶେଷ

    ଏସବୁ ଖାଦ୍ୟ ହାର୍ଟ ପାଇଁ ସାଜିଥାଏ କାଳ

    13387
    Apr 20, 2026
  • ଝାଲମୁଢି ଖାଇଲେ ମୋଦୀ, ଦୋକାନୀ କହିଲେ ସବୁଠାରୁ ବଡ଼ ସୁଯୋଗ ହରାଇଲି
    ଦେଶ-ଦେଶାନ୍ତର

    ଝାଲମୁଢି ଖାଇଲେ ମୋଦୀ, ଦୋକାନୀ କହିଲେ ସବୁଠାରୁ ବଡ଼ ସୁଯୋଗ ହରାଇଲି

    15416
    Apr 20, 2026
  • ‘ମହାବତାର ପର୍ଶୁରାମ’ର ପୋଷ୍ଟର ରିଲିଜ୍
    ମନୋରଞ୍ଜନ

    ‘ମହାବତାର ପର୍ଶୁରାମ’ର ପୋଷ୍ଟର ରିଲିଜ୍

    13827
    Apr 20, 2026
  • ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ମୃତ
    ଦେଶ-ଦେଶାନ୍ତର

    ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ମୃତ

    13385
    Apr 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ମୃତ

    13385
    Apr 20, 2026
  • ମନୋରଞ୍ଜନ

    ‘ମହାବତାର ପର୍ଶୁରାମ’ର ପୋଷ୍ଟର ରିଲିଜ୍

    13827
    Apr 20, 2026
  • ଦେଶ-ଦେଶାନ୍ତର

    ଖାଇକୁ ଖସିଲା ବସ୍, ୧୫ ମୃତ

    14020
    Apr 20, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17425
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17479
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17836
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16307
    Apr 03, 2021

ବିଶେଷ

  • ଏସବୁ ଖାଦ୍ୟ ହାର୍ଟ ପାଇଁ ସାଜିଥାଏ କାଳ

    13387
    Apr 20, 2026
  • ଅସ୍ଥି ମଜଭୁତ କରେ ଖଜୁରି

    16119
    Apr 16, 2026
  • ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ମିଳିବ ଖାଲି ଲାଭ

    15815
    Apr 13, 2026
  • ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ଦ୍ଵାରା ହୋଇଥାଏ ଏହି କ୍ଷତି

    16171
    Apr 12, 2026
  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....

    14790
    Apr 11, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15343
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15075
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15577
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13874
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇରାନ ଏବଂ ଆମେରିକା ମଧ୍ୟରେ ଅଚଳାବସ୍ଥା, ବୃଦ୍ଧି ପାଇଲା ତୈଳ ଦର

    14255
    Apr 20, 2026
  • ତାମିଲନାଡ଼ୁ ବାଣ ବିସ୍ଫୋରଣ : ମୃତ୍ୟୁ ସଂଖ୍ୟା ୨୩, ଆହୁରି ବଢ଼ିବାର ଆଶଙ୍କା

    15505
    Apr 20, 2026
  • ଝାଲମୁଢି ଖାଇଲେ ମୋଦୀ, ଦୋକାନୀ କହିଲେ ସବୁଠାରୁ ବଡ଼ ସୁଯୋଗ ହରାଇଲି

    15416
    Apr 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In