ବଜ୍ରପାତରେ ୩ ମୃତ
ଜଳେଶ୍ୱର: ବିଭିନ୍ନ ସ୍ଥାନରେ ବଜ୍ରଘାତ ହୋଇଥିବାବେଳେ ୩ ମହିଳାଙ୍କର ମୃତୁ୍ୟ ଘଟିଛି । ବସ୍ତା ଥାନା ମଥାନୀରେ ବିଲରେ କାମ କଲାବେଳେ ଜଣଙ୍କର ମୃତୁ୍ୟ ଘଟିଛି । ଶାସନ ଗାଁରେ ବଜ୍ରପାତ ଯୋଗୁଁ ଆଉ ଜଣେ ମହିଳାଙ୍କ ମୃତୁ୍ୟ ଘଟିଛି । ଜଳେଶ୍ୱର ସୁଗୋରରେ ବିଲରେ କାମ କରୁଥିବାବେଳେ ମହିଳାଙ୍କ ମୃତୁ୍ୟ ଘଟିଛି । ବଜ୍ରପାତ ଯୋଗୁଁ ବସ୍ତାରେ ୩ ଓ ଜଳେଶ୍ୱରରେ ୨ ଗୁରୁତର ହୋଇଛନ୍ତିି ।
Powered by Froala Editor