ଆଜି ରାଜ୍ୟରେ ୧୦୩୨ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୩୨ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରୁ ୫୯୮ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ଲୋକାଲ କଣ୍ଟାକ୍ଟ କେସ୍ ୪୩୪ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୪୮, ବଲେଶ୍ୱରରୁ ୩୬, ବଡଗଡରୁ ୮, ଭଦ୍ରକରୁ ୪୭, ବଲାଙ୍ଗିରରୁ ୪, ବୌଦ୍ଧରୁ ୨, କଟକରୁ ୧୫୪, ଦେବଗଡରୁ ୮, ଢେଙ୍କାନାଳରୁ ୨୫, ଗଜପତିରୁ ୬, ଗଞ୍ଜାମରୁ ୮, ଜଗସିଂହପୁରରୁ ୮୨, ଯାଜପୁରରୁ ୪୩, ଝାରସୁଗୁଡାରୁ ୩, କଳାହାଣ୍ଡିରୁ ୬, କନ୍ଧମାଳରୁ ୧୦, କେନ୍ଦ୍ରାପଡାରୁ ୧୮, କେନ୍ଦୁଝରରୁ ୨୩, ଖୋର୍ଦ୍ଧାରୁ ୨୩୭, କୋରାପୁଟରୁ ୯, ମାଲକାନାଗିରିରୁ ୬, ମୟୁରଭଞ୍ଜରୁ ୨୦, ନବରଙ୍ଗପୁରରୁ ୬, ନୟାଗଡରୁ ୩୦, ନୂଆପଡାରୁ ୧, ପୁରୀରୁ ୮୨, ରାୟଗଡାରୁ ୮, ସମ୍ବଲପୁରରୁ ୧୯, ସୋନପୁରରୁ ୧୦, ସୁନ୍ଦରଗଡରୁ ୨୩ ଓ ରାଜ୍ୟପୁଲରୁ ୫୦ ଜଣ ଚିହ୍ନଟ ହୋଇଛନ୍ତି । ଏହା ସହିତ ସୁସ୍ଥ ହୋଇଛନ୍ତି ୧୭୭୩ ଜଣ । ଏହାକୁ ମିଶାଇ ରାଜ୍ୟରେ ଆଜି ସୁଦ୍ଧା ସୁସ୍ଥ ହୋଇଛନ୍ତି ୯୫୮୬୦୧ ଜଣ ଓ ଆକ୍ଟିଭଚ କେସ୍ ରହିଛି ୧୫୦୫୦ ।
Powered by Froala Editor