Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, June 08, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ...

  • ଲକ୍ଷେ କୋଟି ସମ୍ପତ୍ତିର ଅଧିକାରୀ ହେବେ ...

  • ୨୧ରେ ଏନ୍‌ଇଇଟି-ୟୁଜି ପରୀକ୍ଷା, ସହର ...

  • କୋର୍ଟରେ ଶାଶୁ ମଥାରେ ସିନ୍ଦୂର ଦେଲା ...

  • ଖବରକାଗଜରେ ଖାଦ୍ୟ ପ୍ୟାକ୍ କରିବା ...

  • ପିଜା ଡେଲିଭରୀ ପାଇଁ ଯାଇଥିଲେ ଭାରତୀୟ ...

  • କୁଏତ ଓ ବାହାରିନ ଉପରେ ଇରାନର ଡ୍ରୋନ୍‌ ...

  • ପୁଣି ୨୯ ଟଙ୍କା ବୃଦ୍ଧି ପାଇଲା ଏଲପିଜି ...

  • କୁନୋ ଜଙ୍ଗଲରେ ବିରଳ ଶିକାରୀ 'କାରାକାଲ୍'

  • ଘରୋଇ ଏଲପିଜି ସିଲିଣ୍ଡର ଦର ମହଙ୍ଗା

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››୨୧ରେ ଏନ୍‌ଇଇଟି-ୟୁଜି ପରୀକ୍ଷା, ସହର ଆଲର୍ଟମେଣ୍ଟ କଲା NTA

୨୧ରେ ଏନ୍‌ଇଇଟି-ୟୁଜି ପରୀକ୍ଷା, ସହର ଆଲର୍ଟମେଣ୍ଟ କଲା NTA

2026-06-08 03:15:58
15446
Share:
Facebook
Twitter
E-Mail
WhatsApp
Telegram
୨୧ରେ ଏନ୍‌ଇଇଟି-ୟୁଜି ପରୀକ୍ଷା, ସହର ଆଲର୍ଟମେଣ୍ଟ କଲା NTA

ଆସନ୍ତା ୨୧ରେ ଏନ୍‌ଇଇଟି-ୟୁଜି ପରୀକ୍ଷା ହେବାକୁ ଯାଉଛି । ଏଥିପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପରୀକ୍ଷା ସହର ଆଲର୍ଟମେଣ୍ଟ କରିଛି । neet.nta.nic.in ସାଇଟ୍‌ ଯାଇ ଚେକ୍‌ କରିବାକୁ ପରାମର୍ଶ ଦିଆଯାଇଛି । ପରୀକ୍ଷାର୍ଥୀ କେଉଁ ସହରରେ ପରୀକ୍ଷା ଦେବେ ସେନେଇ ୱେବସାଇଟ୍‌ରେ ସୂଚନା ଦିଆଯାଇଛି । ଏଥିପାଇଁ ଛାତ୍ରୀଛାତ୍ର ଆପ୍ଲିକେଶନ ନମ୍ବର ଏବଂ ପାସ୍‌ଓ୍ବାର୍ଡ ସହାୟତାରେ ଓ୍ବେବ୍‌ସାଇଟ୍‌କୁ ଲଗ୍‌ ଇନ୍‌ କରି ସହର ସ୍ଲିପ୍‌ ଦେଖିବା ସହ ଡାଉନ୍‌ଲୋଡ୍‌ କରିପାରିବେ ବୋଲି ଏନ୍‌ଟିଏ ପକ୍ଷରୁ କୁହାଯାଇଛି। 

ଭାରତର ୫୫୧ଟି ସହର ଏବଂ ବିଦେଶରେ ୧୪ଟି ସହରରେ ଅପରାହ୍ନ ୨ଟାରୁ ୫ଟା ୧୫ ମଧ୍ୟରେ ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା କାଗଜକଲମରେ ହେବ ବିଜ୍ଞପ୍ତିରେ କୁହାଯାଇଛି। ପରୀକ୍ଷା ସହର ସୂଚନା ସ୍ଲିପ୍‌ ଆଡମିଟ୍‌ କାର୍ଡ ନୁହେଁ । ଏହା କେବଳ ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କ ପରୀକ୍ଷା କେନ୍ଦ୍ର କେଉଁ ସହରରେ ରହିଛି, ତାହା ଜଣାଇବା ପାଇଁ ଉଦ୍ଦିଷ୍ଟ । ଆଡମିଟ୍‌ କାର୍ଡ ପରେ ଇସ୍ୟୁ କରାଯିବ ବୋଲି ସୂଚନା ଦିଆଯାଇଛି । 

Powered by Froala Editor

Tags NTA

Related articles Odisha News Lens 4.1

  • ଖବରକାଗଜରେ ଖାଦ୍ୟ ପ୍ୟାକ୍ କରିବା କ୍ୟାନସରର କାରଣ
    ଦେଶ-ଦେଶାନ୍ତର

    ଖବରକାଗଜରେ ଖାଦ୍ୟ ପ୍ୟାକ୍ କରିବା କ୍ୟାନସରର କାରଣ

    13898
    Jun 08, 2026
  • ଲକ୍ଷେ କୋଟି ସମ୍ପତ୍ତିର ଅଧିକାରୀ ହେବେ ଏଲନ ମସ୍କ
    ଦେଶ-ଦେଶାନ୍ତର

    ଲକ୍ଷେ କୋଟି ସମ୍ପତ୍ତିର ଅଧିକାରୀ ହେବେ ଏଲନ ମସ୍କ

    13753
    Jun 08, 2026
  • ପିଜା ଡେଲିଭରୀ ପାଇଁ ଯାଇଥିଲେ ଭାରତୀୟ ଯୁବକ, ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ
    ଦେଶ-ଦେଶାନ୍ତର

    ପିଜା ଡେଲିଭରୀ ପାଇଁ ଯାଇଥିଲେ ଭାରତୀୟ ଯୁବକ, ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

    14764
    Jun 07, 2026
  •  ପୁଣି ୨୯ ଟଙ୍କା ବୃଦ୍ଧି ପାଇଲା ଏଲପିଜି ସିଲିଣ୍ଡର
    ଦେଶ-ଦେଶାନ୍ତର

    ପୁଣି ୨୯ ଟଙ୍କା ବୃଦ୍ଧି ପାଇଲା ଏଲପିଜି ସିଲିଣ୍ଡର

    15081
    Jun 07, 2026
  • କୁଏତ ଓ ବାହାରିନ ଉପରେ ଇରାନର ଡ୍ରୋନ୍‌ ଆକ୍ରମଣ
    ଦେଶ-ଦେଶାନ୍ତର

    କୁଏତ ଓ ବାହାରିନ ଉପରେ ଇରାନର ଡ୍ରୋନ୍‌ ଆକ୍ରମଣ

    13969
    Jun 07, 2026
  • ୨୧ରେ ଏନ୍‌ଇଇଟି-ୟୁଜି ପରୀକ୍ଷା, ସହର ଆଲର୍ଟମେଣ୍ଟ କଲା NTA
    ଦେଶ-ଦେଶାନ୍ତର

    ୨୧ରେ ଏନ୍‌ଇଇଟି-ୟୁଜି ପରୀକ୍ଷା, ସହର ଆଲର୍ଟମେଣ୍ଟ କଲା NTA

    15446
    Jun 08, 2026
  • କୋର୍ଟରେ ଶାଶୁ ମଥାରେ ସିନ୍ଦୂର ଦେଲା ଜ୍ବାଇଁ
    ଦେଶ-ଦେଶାନ୍ତର

    କୋର୍ଟରେ ଶାଶୁ ମଥାରେ ସିନ୍ଦୂର ଦେଲା ଜ୍ବାଇଁ

    14655
    Jun 08, 2026
  • ଘରୋଇ ଏଲପିଜି ସିଲିଣ୍ଡର ଦର ମହଙ୍ଗା
    ଦେଶ-ଦେଶାନ୍ତର

    ଘରୋଇ ଏଲପିଜି ସିଲିଣ୍ଡର ଦର ମହଙ୍ଗା

    14646
    Jun 07, 2026
  • କୁନୋ ଜଙ୍ଗଲରେ ବିରଳ ଶିକାରୀ 'କାରାକାଲ୍'
    ଦେଶ-ଦେଶାନ୍ତର

    କୁନୋ ଜଙ୍ଗଲରେ ବିରଳ ଶିକାରୀ 'କାରାକାଲ୍'

    14800
    Jun 07, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଲକ୍ଷେ କୋଟି ସମ୍ପତ୍ତିର ଅଧିକାରୀ ହେବେ ଏଲନ ମସ୍କ

    13753
    Jun 08, 2026
  • ଦେଶ-ଦେଶାନ୍ତର

    କୁଏତ ଓ ବାହାରିନ ଉପରେ ଇରାନର ଡ୍ରୋନ୍‌ ଆକ୍ରମଣ

    13969
    Jun 07, 2026
  • ଦେଶ-ଦେଶାନ୍ତର

    କୋର୍ଟରେ ଶାଶୁ ମଥାରେ ସିନ୍ଦୂର ଦେଲା ଜ୍ବାଇଁ

    14655
    Jun 08, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16910
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17529
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17578
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17968
    Sep 06, 2023

ବିଶେଷ

  • ଶରୀରରେ ରକ୍ତ କମିଯାଉଥିଲେ ଖାଆନ୍ତୁ ଏହି ଖାଦ୍ୟ

    13858
    Jun 07, 2026
  • ଏହି ମସଲା ଖାଇଲେ ହେବନି ପେଟ ଗରମ

    13970
    Jun 05, 2026
  • ପିଲାଙ୍କ ମାନସିକତାକୁ ବୁଝି ଦିଅନ୍ତୁ ଖାଇବା

    14897
    Jun 03, 2026
  • ଏହି ଅଙ୍ଗରେ ସୁନା ପିନ୍ଧିଲେ କାହିଁକି ହୋଇଥାଏ ଅଶୁଭ ଜାଣନ୍ତୁ...

    14763
    Jun 02, 2026
  • ଚାପରୁ ମୁକ୍ତି ପାଇବାର ସରଳ ଉପାୟ

    15303
    May 31, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15454
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15197
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15684
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14023
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କୁନୋ ଜଙ୍ଗଲରେ ବିରଳ ଶିକାରୀ 'କାରାକାଲ୍'

    14800
    Jun 07, 2026
  • ପିଜା ଡେଲିଭରୀ ପାଇଁ ଯାଇଥିଲେ ଭାରତୀୟ ଯୁବକ, ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

    14764
    Jun 07, 2026
  • ଖବରକାଗଜରେ ଖାଦ୍ୟ ପ୍ୟାକ୍ କରିବା କ୍ୟାନସରର କାରଣ

    13898
    Jun 08, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In