Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, May 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆରଜି କର ମେଡିକାଲ କଲେଜ ଛାତ୍ରୀଙ୍କୁ ...

  • ପାକିସ୍ତାନ ରକେଟ୍ ଫୋର୍ସ କମାଣ୍ଡ ଫତା-୪ ...

  • ବିରଳ ଘଟଣା: ପାଞ୍ଚଦିନ ମଧ୍ୟରେ ୪ ଶିଶୁ ...

  • ହୁ ହୁ ବଢ଼ିଯିବ ସବୁ ଦର ଦାମ୍

  • ନରମାଲ୍ ଡେଲିଭରୀରେ ୪ ପିଲାଙ୍କୁ ଜନ୍ମ ...

  • ଆର.ଜି କର ବଳାତ୍କାର ମାମଲା: ତିନି ଜଣ ...

  • ଝିଟିପିଟିକୁ ଦୂର କରିବାକୁ ଚାହାଁନ୍ତି କି, ...

  • ଭାରତ ଏବଂ ୟୁଏଇ ମଧ୍ୟରେ ରଣନୈତିକ ...

  • ଆସନ୍ତା ବର୍ଷରୁ ଅନଲାଇନରେ ହେବ ନିଟ୍ ...

  • ଜୁନ୍ ୨୧ରେ ହେବ ନିଟ୍ ୟୁଜି ୨୦୨୬ ପରୀକ୍ଷା

ରାଜ୍ୟ
Home ›› ରାଜ୍ୟ ››ଡିଜିପି ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ, ୧୧ ଆଇପିଏସ୍ ଅଧିକାରୀଙ୍କ ନାମ ସୁପାରିଶ

ଡିଜିପି ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ, ୧୧ ଆଇପିଏସ୍ ଅଧିକାରୀଙ୍କ ନାମ ସୁପାରିଶ

2026-05-16 09:36:33
14921
Share:
Facebook
Twitter
E-Mail
WhatsApp
Telegram
ଡିଜିପି ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ, ୧୧ ଆଇପିଏସ୍ ଅଧିକାରୀଙ୍କ ନାମ ସୁପାରିଶ

ଭୁବନେଶ୍ବର: ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦେଶକ (ଡିଜିପି) ପଦରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ରାଜ୍ୟ ସରକାର ୧୯୯୦ରୁ ୧୯୯୬ ବ୍ୟାଚ ମଧ୍ୟରେ ଥିବା ୧୧ ଆଇପିଏସ୍ ଅଧିକାରୀଙ୍କ ନାମ ୟୁପିଏସ୍‌ସିକୁ ସୁପାରିସ କରିଛନ୍ତି। ଏଥିମଧ୍ୟରୁ ୟୁପିଏସ୍‌ସି ତିନୋଟି ନାମକୁ ସୁପାରିସ କରିବେ ଏବଂ ସେଥିମଧ୍ୟରୁ ଜଣଙ୍କ ନାମ ଉପରେ ସରକାର ମୋହର ମାରିବେ। ସୂଚନା ଯେ, ଓଡ଼ିଶା ପୁଲିସ ମହାନିର୍ଦେଶକ ୧୯୯୦ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆଙ୍କ ଆସନ୍ତା ଅଗଷ୍ଟ ୧୬ରେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଛି। ୨୦୨୪ ଅଗଷ୍ଟ ୧୬ରେ ସେ ପଦଭାର ଗ୍ରହଣ କରିଥିଲେ। ଖାଲି ହେବାକୁ ଥିବା ଏହି ସ୍ଥାନ ପାଇଁ ନୂଆ ପୁଲିସ ମୁଖିଆ ଖୋଜା ଆରମ୍ଭ ହୋଇଛି।

ସରକାର ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ (୧୯୯୦), ଜେଲ୍ ଡିଜି ସୁଶାନ୍ତ କୁମାର ନାଥ (୧୯୯୩), ଗୁଇନ୍ଦା ନିର୍ଦେଶକ ଆର୍‌ପି କୋଚେ (୧୯୯୩), ଆଣ୍ଟି ନକ୍ସଲ ଅପରେସନ୍ସ ଅତିରିକ୍ତ ଡିଜି ସଞ୍ଜୀବ କୁମାର ପଣ୍ଡା (୧୯୯୪), ଭିଜିଲାନ୍ସ ନିର୍ଦେଶକ ଯଶୋବନ୍ତ କୁମାର ଜେଠୱା (୧୯୯୪), ସ୍ବତନ୍ତ୍ର ଆବାସିକ ଆୟୁକ୍ତ ରିତୁ ଅରୋରା (୧୯୯୫), ପୁଲିସ ଆଧୁନିକୀକରଣ ଡିଜି ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ (୧୯୯୫), ଏସ୍ଏଫ୍ଏସ୍ଏଲ ନିର୍ଦେଶକ ଡା. ସନ୍ତୋଷ ବାଲା (୧୯୯୫), ସିଆଇଏସ୍ଏଫ୍ ଅତିରିକ୍ତ ମହାନିର୍ଦେଶକ ପଦ୍ମାକର ଏସ୍ ରଣପିସେ (୧୯୯୫), ରେଳପଥ ଓ ଉପକୂଳ ସୁରକ୍ଷା ଅତିରିକ୍ତ ଡିଜି ଅରୁଣ ବୋଥ୍ରା (୧୯୯୬), ଆଇବି (ମୁଖ୍ୟାଳୟ) ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ଅତିରିକ୍ତ ଡିଜି ସୁନିତା କାକରାନ (୧୯୯୬)ଙ୍କ ନାମ ୟୁପିଏସ୍‌ସିକୁ ସୁପାରିସ କରାଯାଇଛି। 

ପୁଲିସର କାର୍ଯ୍ୟଶୈଳୀ ପାଇଁ ରାଜ୍ୟ ସରକାର ବଦନାମ ହେଉଛନ୍ତି। ବାଲିଅନ୍ତାରେ ସୌମ୍ୟ ରଞ୍ଜନ ସ୍ବାଇଁଙ୍କୁ କିଛି ଲୋକ ପିଟି ମାରିବା ପରିପ୍ରେକ୍ଷୀରେ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିବା ଅବସରରେ ଡିଜିପି ଶ୍ରୀ ଖୁରାନିଆଙ୍କ ଉପରେ ମୁଖ୍ୟମନ୍ତ୍ରୀ ଖୋଲାଖୋଲି ଅସନ୍ତୋଷ ଝାଡ଼ିଥିଲେ।

Powered by Froala Editor

Tags Dgp

Related articles Odisha News Lens 4.1

  • ପାକିସ୍ତାନ ରକେଟ୍ ଫୋର୍ସ କମାଣ୍ଡ ଫତା-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା
    ଦେଶ-ଦେଶାନ୍ତର

    ପାକିସ୍ତାନ ରକେଟ୍ ଫୋର୍ସ କମାଣ୍ଡ ଫତା-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା

    14575
    May 16, 2026
  • ଝିଟିପିଟିକୁ ଦୂର କରିବାକୁ ଚାହାଁନ୍ତି କି, ଆପଣାନ୍ତୁ ଏହି ଉପାୟ.....
    ବିଶେଷ

    ଝିଟିପିଟିକୁ ଦୂର କରିବାକୁ ଚାହାଁନ୍ତି କି, ଆପଣାନ୍ତୁ ଏହି ଉପାୟ.....

    14590
    May 15, 2026
  • ଆର.ଜି କର ବଳାତ୍କାର ମାମଲା: ତିନି ଜଣ ଅଧିକାରୀଙ୍କୁ ନିଲମ୍ବନ
    ଦେଶ-ଦେଶାନ୍ତର

    ଆର.ଜି କର ବଳାତ୍କାର ମାମଲା: ତିନି ଜଣ ଅଧିକାରୀଙ୍କୁ ନିଲମ୍ବନ

    14502
    May 16, 2026
  • ଆସନ୍ତା ବର୍ଷରୁ ଅନଲାଇନରେ ହେବ ନିଟ୍ ପରୀକ୍ଷା
    ଦେଶ-ଦେଶାନ୍ତର

    ଆସନ୍ତା ବର୍ଷରୁ ଅନଲାଇନରେ ହେବ ନିଟ୍ ପରୀକ୍ଷା

    15190
    May 15, 2026
  • ନରମାଲ୍ ଡେଲିଭରୀରେ ୪ ପିଲାଙ୍କୁ ଜନ୍ମ ଦେଲେ ମହିଳା
    ଦେଶ-ଦେଶାନ୍ତର

    ନରମାଲ୍ ଡେଲିଭରୀରେ ୪ ପିଲାଙ୍କୁ ଜନ୍ମ ଦେଲେ ମହିଳା

    14314
    May 16, 2026
  • ଜୁନ୍ ୨୧ରେ ହେବ ନିଟ୍ ୟୁଜି ୨୦୨୬ ପରୀକ୍ଷା
    ଦେଶ-ଦେଶାନ୍ତର

    ଜୁନ୍ ୨୧ରେ ହେବ ନିଟ୍ ୟୁଜି ୨୦୨୬ ପରୀକ୍ଷା

    14631
    May 15, 2026
  • ଆରଜି କର ମେଡିକାଲ କଲେଜ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ନିଲମ୍ବିତ ହେଲେ ୩ ...
    ଦେଶ-ଦେଶାନ୍ତର

    ଆରଜି କର ମେଡିକାଲ କଲେଜ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ନିଲମ୍ବିତ ହେଲେ ୩ ...

    14359
    May 16, 2026
  •  ବିରଳ ଘଟଣା: ପାଞ୍ଚଦିନ ମଧ୍ୟରେ ୪ ଶିଶୁ ହେଲେ ଜନ୍ମ
    ଦେଶ-ଦେଶାନ୍ତର

    ବିରଳ ଘଟଣା: ପାଞ୍ଚଦିନ ମଧ୍ୟରେ ୪ ଶିଶୁ ହେଲେ ଜନ୍ମ

    13647
    May 16, 2026
  • ହୁ ହୁ ବଢ଼ିଯିବ ସବୁ ଦର ଦାମ୍
    ଦେଶ-ଦେଶାନ୍ତର

    ହୁ ହୁ ବଢ଼ିଯିବ ସବୁ ଦର ଦାମ୍

    14627
    May 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆରଜି କର ମେଡିକାଲ କଲେଜ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ନିଲମ୍ବିତ ହେଲେ ୩ ଆଇପିଏସ୍‌ ଅଧିକାରୀ

    14359
    May 16, 2026
  • ଦେଶ-ଦେଶାନ୍ତର

    ପାକିସ୍ତାନ ରକେଟ୍ ଫୋର୍ସ କମାଣ୍ଡ ଫତା-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା

    14575
    May 16, 2026
  • ଦେଶ-ଦେଶାନ୍ତର

    ବିରଳ ଘଟଣା: ପାଞ୍ଚଦିନ ମଧ୍ୟରେ ୪ ଶିଶୁ ହେଲେ ଜନ୍ମ

    13647
    May 16, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17477
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17528
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17914
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16362
    Apr 03, 2021

ବିଶେଷ

  • ଝିଟିପିଟିକୁ ଦୂର କରିବାକୁ ଚାହାଁନ୍ତି କି, ଆପଣାନ୍ତୁ ଏହି ଉପାୟ.....

    14590
    May 15, 2026
  • ଏହା କଲେ ନିୟନ୍ତ୍ରଣରେ ରହିବ କୋଲେଷ୍ଟରଲ

    15093
    May 14, 2026
  • ଏପରି କଲେ ଜୀବନରେ ମିଳେ ଅନେକ ସଫଳତା

    16014
    May 12, 2026
  • ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ସୁସ୍ଥ

    16183
    May 09, 2026
  • ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ସମସ୍ୟା

    14625
    May 07, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15402
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15142
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15634
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13960
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ହୁ ହୁ ବଢ଼ିଯିବ ସବୁ ଦର ଦାମ୍

    14627
    May 16, 2026
  • ଆରଜି କର ମେଡିକାଲ କଲେଜ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ନିଲମ୍ବିତ ହେଲେ ୩ ଆଇପିଏସ୍‌ ଅଧିକାରୀ

    14359
    May 16, 2026
  • ବିରଳ ଘଟଣା: ପାଞ୍ଚଦିନ ମଧ୍ୟରେ ୪ ଶିଶୁ ହେଲେ ଜନ୍ମ

    13647
    May 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In