Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, May 12, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଜୁଲାଇ ୧ରୁ ଲାଗୁ ହେବ 'ଭିବି-ଜି ରାମ ଜି'

  • ପୁଣି ଏକ ବଡ଼ ନିଷ୍ପତ୍ତି : ସ୍କୁଲ, ମନ୍ଦିର ...

  • ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ...

  • AIADMKରେ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ, TVK କୁ ସମର୍ଥନ ...

  • ବର୍ଷେ ପାଇଁ ସୁନା କିଣିବା ବନ୍ଦ କରିବାକୁ ...

  • ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ ...

  • ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ...

  • ବିଦେଶ ଯାତ୍ରାରୁ ନିବୃତ୍ତ ରୁହନ୍ତୁ, ସୁନା ...

  • ୨୯ ବର୍ଷ ବୟସରେ କ୍ୟାବିନେଟ୍ ମନ୍ତ୍ରୀ, ...

  • ଶୁଭେନ୍ଦୁଙ୍କ ପିଏ ହତ୍ୟାକାଣ୍ଡ: ୟୁପିଆଇ ...

Home ›› ››ପୁଣି ଏକ ବଡ଼ ନିଷ୍ପତ୍ତି : ସ୍କୁଲ, ମନ୍ଦିର ପାଖରୁ ହଟିବ ମଦ ଦୋକାନ

ପୁଣି ଏକ ବଡ଼ ନିଷ୍ପତ୍ତି : ସ୍କୁଲ, ମନ୍ଦିର ପାଖରୁ ହଟିବ ମଦ ଦୋକାନ

2026-05-12 07:35:10
14075
Share:
Facebook
Twitter
E-Mail
WhatsApp
Telegram
ପୁଣି ଏକ ବଡ଼ ନିଷ୍ପତ୍ତି : ସ୍କୁଲ, ମନ୍ଦିର ପାଖରୁ ହଟିବ ମଦ ଦୋକାନ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଯୁବପିଢ଼ିଙ୍କୁ ମଦ୍ୟପାନରୁ ଦୂରେଇ ରଖିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସେ ମନ୍ଦିର, ମସଜିଦ, ଚର୍ଚ୍ଚ, ସ୍କୁଲ, କଲେଜ ଏବଂ ବସ୍ ଷ୍ଟପର ୫୦୦ ମିଟର ମଧ୍ୟରେ ଥିବା ମଦ ଦୋକାନଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ୧୭୧ ମଦ ଦୋକାନ ରହିଛି ଯେଉଁଥିରେ ଶୀଘ୍ର ତାଲା ପଡ଼ିବାକୁ ଯାଉଛି ।  

ତାମିଲନାଡୁ ସରକାରଙ୍କ ଅନୁସାରେ, ବର୍ତ୍ତମାନ ରାଜ୍ୟରେ ମୋଟ୍ ୪,୭୬୫ TASMAC  (Tamil Nadu State Marketing Corporation) ମଦ ଦୋକାନ ରହିଛି । ନୂଆ ନୀତି ଅନୁସାର ୭୧୭ ଦୋକାନ ଚିହ୍ନଟ କରାଯାଇଛି । ଯେଉଁଗୁଡିକ ଧାର୍ମିକ ସ୍ଥଳରେ ୨୭୬ ଦୋକାନ,  ସ୍କୁଲ ପାଖାପାଖି ଅଞ୍ଚଳରେ ୧୮୬ ଦୋକାନ ଏବଂ ବସ୍ ଷ୍ଟପ ପାଖରେ ୨୫୫ ମଦ ଦୋକାନ ରହିଛି । 

ଦୁଇ ସପ୍ତାହ ମଧ୍ୟରେ ପୂର୍ବ ସରକାରରେ ଚାଲୁଥିବା TASMAC ମଦ ଦୋକା ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟ । ଏହି ନିଷ୍ପତ୍ତି ଜନହିତକର ବୋଲି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି ।

ବିଜୟ ତାମିଲନାଡୁ ମୁଖ୍ୟମନ୍ତ୍ରୀ ହେବା ପରେ ୩ଟି ବଡ଼ ନିଷ୍ପତ୍ତି ନେଇଥଲେ । ୨୦୦ ୟୁନିଟ୍ ମାଗଣା ବିଜୁଳି ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ ଏବଂ ତୃତୀୟଟି ଥିଲା ନିଶା ନିବାରଣ ପାଇଁ ପ୍ରତି ଜିଲ୍ଲାରେ ଏକ ସ୍ୱତନ୍ତ୍ର ଫୋର୍ସ ପ୍ରତିଷ୍ଠା କରିବା । ତୃତୀୟ ଦିନରେ ବଡ଼ ନିଷ୍ପତ୍ତି ନେଇ ଧାର୍ମିକ ସ୍ଥଳ, ସ୍କୁଲ ଏବଂ ବସ୍ ଷ୍ଟାପର ୫୦୦ମିଟର ଯାଏ ମଦ ଦୋକାନ ରହିବ ନାହିଁ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି ।

ଡିଏମକେ ହେଉ ଏଆଇଏଡିଏମକ ସେମାନଙ୍କ ନିର୍ବାଚନୀ ଇସ୍ତାହାରରେ ତାମିଲନାଡୁରେ ମଦ ନିଷେଧ ପ୍ରତିଶ୍ପୁତି ଦେଇଥିଲେ କିନ୍ତୁ ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ୨୦୨୩ ମସିହାରେ, ଷ୍ଟାଲିନଙ୍କ ସରକାର ମଦ୍ୟପାନ ଜନିତ ମୃତ୍ୟୁ ପରେ ପ୍ରାୟ ୫୦୦ ସରକାରୀ ପରିଚାଳିତ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।  

Powered by Froala Editor

Tags tamilnadu

Related articles Odisha News Lens 4.1

  • ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ
    ଦେଶ-ଦେଶାନ୍ତର

    ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ

    13978
    May 12, 2026
  • ଜୁଲାଇ ୧ରୁ ଲାଗୁ ହେବ 'ଭିବି-ଜି ରାମ ଜି'
    ଦେଶ-ଦେଶାନ୍ତର

    ଜୁଲାଇ ୧ରୁ ଲାଗୁ ହେବ 'ଭିବି-ଜି ରାମ ଜି'

    15451
    May 12, 2026
  • ପୁଣି ଏକ ବଡ଼ ନିଷ୍ପତ୍ତି : ସ୍କୁଲ, ମନ୍ଦିର ପାଖରୁ ହଟିବ ମଦ ଦୋକାନ
    ଦେଶ-ଦେଶାନ୍ତର

    ପୁଣି ଏକ ବଡ଼ ନିଷ୍ପତ୍ତି : ସ୍କୁଲ, ମନ୍ଦିର ପାଖରୁ ହଟିବ ମଦ ଦୋକାନ

    14075
    May 12, 2026
  • ବର୍ଷେ ପାଇଁ ସୁନା କିଣିବା ବନ୍ଦ କରିବାକୁ ନିବେଦନ କଲେ ମୋଦୀ
    ଦେଶ-ଦେଶାନ୍ତର

    ବର୍ଷେ ପାଇଁ ସୁନା କିଣିବା ବନ୍ଦ କରିବାକୁ ନିବେଦନ କଲେ ମୋଦୀ

    15113
    May 11, 2026
  • ବିଦେଶ ଯାତ୍ରାରୁ ନିବୃତ୍ତ ରୁହନ୍ତୁ, ସୁନା ଗହଣା କିଣନ୍ତୁ ନାହିଁ
    ଦେଶ-ଦେଶାନ୍ତର

    ବିଦେଶ ଯାତ୍ରାରୁ ନିବୃତ୍ତ ରୁହନ୍ତୁ, ସୁନା ଗହଣା କିଣନ୍ତୁ ନାହିଁ

    14013
    May 11, 2026
  • ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    13443
    May 11, 2026
  • ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ ଘଟଣା: ତିନି ସନ୍ଦିଗ୍ଧ ଗିରଫ
    ଦେଶ-ଦେଶାନ୍ତର

    ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ ଘଟଣା: ତିନି ସନ୍ଦିଗ୍ଧ ଗିରଫ

    15679
    May 11, 2026
  • AIADMKରେ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ, TVK କୁ ସମର୍ଥନ ଘୋଷଣା
    ଦେଶ-ଦେଶାନ୍ତର

    AIADMKରେ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ, TVK କୁ ସମର୍ଥନ ଘୋଷଣା

    13743
    May 12, 2026
  • ଶୁଭେନ୍ଦୁଙ୍କ ପିଏ ହତ୍ୟାକାଣ୍ଡ:  ୟୁପିଆଇ ପେମେଣ୍ଟ ପାଇଁ ଧରାପଡ଼ିଲେ ୩ ସନ୍ଦିଗ୍ଧ
    ଦେଶ-ଦେଶାନ୍ତର

    ଶୁଭେନ୍ଦୁଙ୍କ ପିଏ ହତ୍ୟାକାଣ୍ଡ: ୟୁପିଆଇ ପେମେଣ୍ଟ ପାଇଁ ଧରାପଡ଼ିଲେ ୩ ସନ୍ଦିଗ୍ଧ

    13871
    May 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜୁଲାଇ ୧ରୁ ଲାଗୁ ହେବ 'ଭିବି-ଜି ରାମ ଜି'

    15451
    May 12, 2026
  • ଦେଶ-ଦେଶାନ୍ତର

    ବର୍ଷେ ପାଇଁ ସୁନା କିଣିବା ବନ୍ଦ କରିବାକୁ ନିବେଦନ କଲେ ମୋଦୀ

    15113
    May 11, 2026
  • ଦେଶ-ଦେଶାନ୍ତର

    ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ ଘଟଣା: ତିନି ସନ୍ଦିଗ୍ଧ ଗିରଫ

    15679
    May 11, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17470
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17520
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17878
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16351
    Apr 03, 2021

ବିଶେଷ

  • ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ସୁସ୍ଥ

    16079
    May 09, 2026
  • ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ସମସ୍ୟା

    14521
    May 07, 2026
  • କେମିତି ଦୂର କରିବେ ଟେନ୍‌ସନ୍‌

    15480
    May 05, 2026
  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    15227
    May 03, 2026
  • ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....

    14027
    May 02, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15395
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15133
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15625
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13947
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପୁଣି ଏକ ବଡ଼ ନିଷ୍ପତ୍ତି : ସ୍କୁଲ, ମନ୍ଦିର ପାଖରୁ ହଟିବ ମଦ ଦୋକାନ

    14075
    May 12, 2026
  • ବିଦେଶ ଯାତ୍ରାରୁ ନିବୃତ୍ତ ରୁହନ୍ତୁ, ସୁନା ଗହଣା କିଣନ୍ତୁ ନାହିଁ

    14013
    May 11, 2026
  • ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ ଘଟଣା: ତିନି ସନ୍ଦିଗ୍ଧ ଗିରଫ

    15679
    May 11, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In