Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, November 24, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭିଏଏମଏଲ କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ...

  • ନେପାଳର କୋଶୀରେ ଭୂମିକମ୍ପ ଝଟକା

  • ବିଜେପି ଓ ଅକାଳୀ ଦଳ ମେଣ୍ଟ ଘୋଷଣା

  • ବ୍ରିଜା କାର୍ ଯୌତୁକ ମାଗି ଚାକିରିରୁ ...

  • ବରଙ୍କୁ ୧-୧ କୋଟି ଟଙ୍କାର ବିଶାଳ ନୋଟ୍ ମାଳ

  • ଡିସେମ୍ବର ୧୬ରେ ନିଜ ଦେଶକୁ ଫେରିବାକୁ ...

  • ଉଜବେକିସ୍ତାନର ରାଷ୍ଟ୍ରପତିଙ୍କ ଝିଅଙ୍କ ...

  • ଦିଲଜିତ୍‌ଙ୍କ କନ୍‌ସର୍ଟରେ ୪.୩୦ ଲକ୍ଷ ...

  • ୪,୦୦୦ ଅଗ୍ନିବୀରଙ୍କ ତଥ୍ୟ ଚୋରି କଲା ...

  • ଗିନିଜ୍ ବୁକ୍‌ ରେ ୱାର୍ଲ୍ଡ ରେକର୍ଡ କଲା GTA-6

ରାଜ୍ୟ
Home ›› ରାଜ୍ୟ ››ଆସିଲା ଏମର୍ଜେନ୍ସି ଆଲର୍ଟ, ଆତଙ୍କିତ ନହେବାକୁ ଟେଲିକମ ବିଭାଗର ସୂଚନା

ଆସିଲା ଏମର୍ଜେନ୍ସି ଆଲର୍ଟ, ଆତଙ୍କିତ ନହେବାକୁ ଟେଲିକମ ବିଭାଗର ସୂଚନା

2026-05-02 07:46:57
15562
Share:
Facebook
Twitter
E-Mail
WhatsApp
Telegram
ଆସିଲା ଏମର୍ଜେନ୍ସି ଆଲର୍ଟ, ଆତଙ୍କିତ ନହେବାକୁ ଟେଲିକମ ବିଭାଗର ସୂଚନା

ଯଦି ଆପଣ ଆପଣଙ୍କ ଫୋନକୁ ଆଲର୍ଟ ମେସେଜ୍ ଆସୁଛି, ତେବେ ଭୟଭୀତ ହୁଅନ୍ତୁ ନାହିଁ। ଏହା ଜରୁରୀକାଳୀନ ସତର୍କତା ପ୍ରଣାଳୀର ପରୀକ୍ଷଣର ଏକ ଅଂଶ। ଯାହା ଦ୍ବାରା ବିପର୍ଯ୍ୟୟ ସମୟରେ ସଠିକ୍ ସୂଚନା ସଠିକ୍ ସମୟରେ ମିଳିପାରିବ। 

ପରୀକ୍ଷା ମୂଳକ ଭାବେ ମୋବାଇଲ୍ କୁ ଏହି ଏମର୍ଜେନ୍ସି ଆଲର୍ଟ ପଠାଯାଉଛି। ଏଭଳି ମେସେଜକୁ ଅଣଦେଖା କରିବାକୁ ଏବଂ ଆତଙ୍କିତ ନହେବାକୁ ଟେଲିକମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗକୁ ଜରୁରୀକାଳୀନ ସ୍ଥିତିରେ ଏଭଳି ମେସେଜ୍ ଆସିବ। ଏହା କେବଳ ଏକ ଟେଷ୍ଟିଂ ଥିଲା। ଗୃହ ମନ୍ତ୍ରାଳୟର ଦୂର ସଞ୍ଚାର ବିଭାଗ ପକ୍ଷରୁ ଏହି ମେସେଜ୍ ସମସ୍ତଙ୍କୁ ପଠାଯାଇଛି। ଏହା ସମସ୍ତଙ୍କ ମୋବାଇଲକୁ ଆସିଛି। ଆଗକୁ ଏଭଳି ମେସେଜ୍ ସାହାଯ୍ୟରେ ଭାରତ ସରକାର ନାଗରିକଙ୍କ ନିକଟରେ ଗୁରୁତ୍ଵପୂର୍ଣ୍ଣ ସୂଚନା ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। 

ପରୀକ୍ଷଣ ସମୟରେ ଏହି ଆଲର୍ଟ ମେସେଜ୍ ବାରମ୍ବାର ଦେଖାଯାଇପାରେ। ତେଣୁ ଏହାକୁ ଅଣଦେଖା କରନ୍ତୁ। ଗୃହ ମନ୍ତ୍ରାଳୟର ଦୂରସଂଚାର ବିଭାଗ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି।

NDMA ଟେଲିକମ୍ୟୁନିକେସନ୍ ବିଭାଗର ଏକ ପ୍ରମୁଖ ଗବେଷଣା ଏବଂ ବିକାଶ କେନ୍ଦ୍ର, ସେଣ୍ଟର ଫର୍ ଡେଭଲପମେଣ୍ଟ ଅଫ୍ ଟେଲିମାଟିକ୍ସ (C-DOT) ଦ୍ୱାରା ବିକଶିତ ସମନ୍ୱିତ ଆଲର୍ଟ ସିଷ୍ଟମ (SACHET)କୁ ସଫଳତାର ସହ ଆକ୍ଟିଭେଟ୍ କରାଯାଇଛି। ଏହି ଆଲର୍ଟ ସିଷ୍ଟମ ଜରିଆରେ ଲୋକମାନଙ୍କ ନିକଟରେ ପ୍ରାକୃତିକ ବିପର୍ଯ୍ୟୟ, ପାଣିପାଗ ସମ୍ପର୍କିତ ଖବର, ବନ୍ୟା ବାତ୍ୟା ଭଳି ଘଟଣାର ବାର୍ତ୍ତା ପହଞ୍ଚାଯିବ। ୧୯ରୁ ଅଧିକ ଭାରତୀୟ ଭାଷାରେ ୧୩୪ ବିଲିୟନରୁ ଅଧିକ ମେସେଜ ଆଲର୍ଟ ପଠାଯାଇପାରିବ।

Powered by Froala Editor

Tags alert

Related articles Odisha News Lens 4.1

  • ବିଜେପି ଓ ଅକାଳୀ ଦଳ ମେଣ୍ଟ ଘୋଷଣା
    ଦେଶ-ଦେଶାନ୍ତର

    ବିଜେପି ଓ ଅକାଳୀ ଦଳ ମେଣ୍ଟ ଘୋଷଣା

    14705
    Nov 24, 2026
  • ୪,୦୦୦ ଅଗ୍ନିବୀରଙ୍କ ତଥ୍ୟ ଚୋରି କଲା ନାବାଳକ
    ଦେଶ-ଦେଶାନ୍ତର

    ୪,୦୦୦ ଅଗ୍ନିବୀରଙ୍କ ତଥ୍ୟ ଚୋରି କଲା ନାବାଳକ

    14686
    Nov 23, 2026
  • ନେପାଳର କୋଶୀରେ ଭୂମିକମ୍ପ ଝଟକା
    ଦେଶ-ଦେଶାନ୍ତର

    ନେପାଳର କୋଶୀରେ ଭୂମିକମ୍ପ ଝଟକା

    15184
    Nov 24, 2026
  • ଭିଏଏମଏଲ କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ଆଗେଇ ...
    ବାଣିଜ୍ୟ

    ଭିଏଏମଏଲ କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ଆଗେଇ ...

    15245
    Nov 24, 2026
  • ବ୍ରିଜା କାର୍ ଯୌତୁକ  ମାଗି ଚାକିରିରୁ ନିଲମ୍ବିତ ହେଲେ ପୁଲିସ କନଷ୍ଟେବଳ
    ଦେଶ-ଦେଶାନ୍ତର

    ବ୍ରିଜା କାର୍ ଯୌତୁକ ମାଗି ଚାକିରିରୁ ନିଲମ୍ବିତ ହେଲେ ପୁଲିସ କନଷ୍ଟେବଳ

    14496
    Nov 24, 2026
  • ବରଙ୍କୁ ୧-୧ କୋଟି ଟଙ୍କାର ବିଶାଳ ନୋଟ୍ ମାଳ
    ଦେଶ-ଦେଶାନ୍ତର

    ବରଙ୍କୁ ୧-୧ କୋଟି ଟଙ୍କାର ବିଶାଳ ନୋଟ୍ ମାଳ

    15588
    Nov 24, 2026
  • ଗିନିଜ୍ ବୁକ୍‌ ରେ ୱାର୍ଲ୍ଡ ରେକର୍ଡ କଲା GTA-6
    ଦେଶ-ଦେଶାନ୍ତର

    ଗିନିଜ୍ ବୁକ୍‌ ରେ ୱାର୍ଲ୍ଡ ରେକର୍ଡ କଲା GTA-6

    14665
    Nov 23, 2026
  • ଦିଲଜିତ୍‌ଙ୍କ କନ୍‌ସର୍ଟରେ ୪.୩୦ ଲକ୍ଷ ଟଙ୍କାର ଫୋନ୍ ଚୋରି
    ଦେଶ-ଦେଶାନ୍ତର

    ଦିଲଜିତ୍‌ଙ୍କ କନ୍‌ସର୍ଟରେ ୪.୩୦ ଲକ୍ଷ ଟଙ୍କାର ଫୋନ୍ ଚୋରି

    14761
    Nov 24, 2026
  • ଉଜବେକିସ୍ତାନର ରାଷ୍ଟ୍ରପତିଙ୍କ ଝିଅଙ୍କ ଭାରତୀୟ ଅଭ୍ୟର୍ଥନା
    ଦେଶ-ଦେଶାନ୍ତର

    ଉଜବେକିସ୍ତାନର ରାଷ୍ଟ୍ରପତିଙ୍କ ଝିଅଙ୍କ ଭାରତୀୟ ଅଭ୍ୟର୍ଥନା

    13693
    Nov 24, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ଭିଏଏମଏଲ କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ଆଗେଇ ନେଉଛି

    15245
    Nov 24, 2026
  • ଦେଶ-ଦେଶାନ୍ତର

    ଡିସେମ୍ବର ୧୬ରେ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି ଶେଖ୍ ହସିନା

    15272
    Nov 24, 2026
  • ଦେଶ-ଦେଶାନ୍ତର

    ବିଜେପି ଓ ଅକାଳୀ ଦଳ ମେଣ୍ଟ ଘୋଷଣା

    14705
    Nov 24, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17311
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    18013
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17969
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18383
    Sep 06, 2023

ବିଶେଷ

  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    15509
    Nov 18, 2026
  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14910
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14543
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15883
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14661
    Nov 07, 2026

ବାଣିଜ୍ୟ

ଭିଏଏମଏଲ କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ଆଗେଇ ନେଉଛି

ଭୁବନେଶ୍ୱର :ସୀମିତ ଚିକିତ୍ସା ଭିତ୍ତିଭୂମି ଏବଂ ସ୍ୱାସ୍ଥ୍ୟ ସଚେତନତା ଅଭାବ ଯୋଗୁଁ ଅନେକ ଗ୍ରାମାଞ୍ଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ହୋଇ ରହିଛି। ଏହାର ସମାଧାନ ପାଇଁ ...

  • ମାସକରେ କମିଲାଣି ୨୧ ହଜାର ସୁନା

    16050
    Nov 21, 2026
  • ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ପକ୍ଷରୁ କର୍କଟ ଚିହ୍ନଟ ଶିବିର ଆୟୋଜିତ, କଳାହାଣ୍ଡି ଓ ରାୟଗଡ଼ାର ୩୫୦ରୁ ଅଧିକ ଗୋଷ୍ଠୀ ସଦସ୍ୟ ଉପକୃତ

    15785
    Nov 20, 2026
  • ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ସେକ୍ଟରରେ ଜବରଦସ୍ତ ଉତ୍ସାହ

    14105
    Nov 20, 2026
  • ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପୁରୀରେ ଅନୁଷ୍ଠିତ ତୃତୀୟ ଡିଏଲ୍‌ସିସି ବୈଠକରେ ସାତଟି ଲାଇନ୍‌ ବିଭାଗ ଓ କେଭିକେ ଯୋଗଦେଲେ

    15748
    Nov 18, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିଜେପି ଓ ଅକାଳୀ ଦଳ ମେଣ୍ଟ ଘୋଷଣା

    14705
    Nov 24, 2026
  • ଭିଏଏମଏଲ କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ଆଗେଇ ନେଉଛି

    15245
    Nov 24, 2026
  • ବରଙ୍କୁ ୧-୧ କୋଟି ଟଙ୍କାର ବିଶାଳ ନୋଟ୍ ମାଳ

    15588
    Nov 24, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In