ମାମୁଁ ଘରେ ଭାଣିଜୀକୁ ହତ୍ୟା କଲା ମାଇଁ
ଭଞ୍ଜନଗର : ମାମୁଁ ଘରେ ଭାଣିଜୀକୁ ହତ୍ୟା। ହତ୍ୟା ଅଭିଯୋଗ ଆଣିଲେ ନାବାଳିକାଙ୍କ ମାଆ। ଏଭଳି ଅଭାବନୀୟ ଘଟଣା ଜଗନ୍ନାଥପ୍ରସାଦ ଥାନା ଛାମୁଣ୍ଡା ଲକ୍ଷ୍ମଣପଲ୍ଲୀ ଗାଁରେ ଘଟିଛି। ମୃତ ନାବାଳିକା ଜଣକ ହେଲେ ଅର୍ଚ୍ଚନା ମହାରଣା। ତଣ୍ଟିଚିପି ଅର୍ଚ୍ଚନାଙ୍କୁ ହତ୍ୟା କରି ପାଇଖାନା ଭିତରେ ଜରି ପାଲ ଘୋଡାଇ ରଖାଯାଇଥିଲା ବୋଲି ପ୍ରାଥିମିକ ତଦନ୍ତରୁ ଜଣାପଡ଼ିଛି। ସେ ମାମୁଁ ଘରେ ରହି ପାଠ ପଢୁଥିଲେ। ଅର୍ଚ୍ଚନାଙ୍କୁ ତା’ର ମାଇଁ ହତ୍ୟା କରିଛନ୍ତି ବୋଲି ତାଙ୍କ ମାଆ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Powered by Froala Editor