ଷ୍ଟେସନରୁ ୪ମାସର ଶିଶୁପୁତ୍ର ଚୋରି କରିନେଲେ ଦୁର୍ବୃତ୍ତ
ନିରାକାରପୁର: ନିରାକାରପୁର ଷ୍ଟେସନରୁ ୪ମାସର ଶିଶୁପୁତ୍ର ଚୋରି। ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳଷ୍ଟେସନ ରୁ ୪ ମାସର ଶିଶୁପୁତ୍ର ଚୋରି ହୋଇଥିବା ନିରାକପୁର ରେଳବାଇ ଥାନାରେ ଅଭିଯୋଗ ହୋଇଛି । ସ୍ୱାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ ନେଉଥିବା ସମୟରେ ମା କୋଳରୁ ଶିଶୁପୁତ୍ର ଟିକୁ କେହି ଦୁର୍ବୁତ୍ତ ଚୋରି କରି ଫେରାର ହୋଇଯାଇଛି। ଅଭିଯୋଗ ଆଧାରରେ ରେଳବାଇ ଜିଆରପି ପୁଲିସ୍ ତଦନ୍ତ ଜାରି ରଖିଛି।
Powered by Froala Editor