Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, April 06, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ରଶ୍ମିକାଙ୍କ ପୋଷ୍ଟ ଭାଇରାଲ : “ଏବେ, ଆମେ ...

  • ଅନ୍ୟାୟ ବିରୁଦ୍ଧରେ ଆଧ୍ୟାତ୍ମିକ ଶକ୍ତିର ...

  • ନାଟ୍ୟ ମଣ୍ଡପକୁ ଆସିବେ ମହାଭାରତର ...

  • ନବକୋଠି ଶାଢ଼ିର ପ୍ରଶଂସାରେ ଶତମୁଖ ମାଧୁରୀ

  • ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ...

  • ଇରାନର ପରମାଣୁ ପ୍ରକଳ୍ପ ନିକଟରେ ...

  • ନିର୍ବାଚନ ସମୟରେ ଏହା କରିବେ ବିଏସ୍‌ଏଫ ...

  • ଭାରତୀୟ ନୌସେନାରେ ଆଇଏନ୍‌ଏସ୍‌ ଅରିଦମନ

  • ଶଶି ଥରୁରଙ୍କ ବନ୍ଧୁକଧାରୀ ଏବଂ ...

  • ଗର୍ଭବତୀ ପତ୍ନୀ ଏବଂ ଦୁଇ ଝିଅଙ୍କୁ ସୁଇମିଂ ...

ମନୋରଞ୍ଜନ
Home ›› ମନୋରଞ୍ଜନ ››ନାଟ୍ୟ ମଣ୍ଡପକୁ ଆସିବେ ମହାଭାରତର ଦୁର୍ଯ୍ୟୋଧନ

ନାଟ୍ୟ ମଣ୍ଡପକୁ ଆସିବେ ମହାଭାରତର ଦୁର୍ଯ୍ୟୋଧନ

2026-04-06 08:09:34
14996
Share:
Facebook
Twitter
E-Mail
WhatsApp
Telegram
ନାଟ୍ୟ ମଣ୍ଡପକୁ ଆସିବେ ମହାଭାରତର ଦୁର୍ଯ୍ୟୋଧନ

ରାଣୀ ପଣ୍ଡା ଏକ ବଡ ଘୋଷଣା କରିଛନ୍ତି । ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା ମଞ୍ଚରେ ଅଭିନୟ କରିବେ। ସୁପରଷ୍ଟାର ପୁନିତ୍‌ ଇସର ଯିଏ କି ମହାଭାରତରେ ଦୁର୍ଯ୍ୟୋଧନ ଭୂମିକାରେ ଅଭିନୟ କରି ଘରେ ଘରେ ବେଶ୍‌ ପରିଚିତି ଲାଭ କରିଛନ୍ତି। ସେ ଅନେକ ସିନେମାରେ ମଧ୍ୟ ଅଭିନୟ କରିସାରିଛନ୍ତି। ଏଥର ଆପଣମାନେ ତାଙ୍କୁ ଯାତ୍ରା ମଞ୍ଚ ‘ନାଟ୍ୟମଣ୍ଡପ’ରେ ଦେଖିବାର ସୁଯୋଗ ପାଇବେ ବୋଲି ମୋର ଆଶା ବୋଲି ରାଣୀ କହିଛନ୍ତି।

ଏକ ଭିଡିଓରେ ରାଣୀ ପଣ୍ଡା କହିଛନ୍ତି, ମୁଁ ଆପଣମାନଙ୍କୁ କହିଥିଲି ବଲିଉଡ୍‌ର ଜଣେ ସୁପରଷ୍ଟାର ମୋ’ ଯାତ୍ରାରେ ଅଭିନୟ କରିବେ ଯାହା ପୂର୍ବରୁ ଜଣାଇଥିଲି। ସେହି ସୁଯୋଗ ମିଳିଛି। ସେହିପରି ପୁନିତ ମଧ୍ୟ ଓଡ଼ିଶାବାସୀଙ୍କୁ କହିଛନ୍ତି, ଡେଞ୍ଜର ଦୁର୍ଯ୍ୟୋଧନ ଆପଣଙ୍କ ସାମ୍ନାକୁ ଖୁବ୍‌ଶୀଘ୍ର ଆସୁଛି। 

Powered by Froala Editor

Tags rani

Related articles Odisha News Lens 4.1

  • ଶଶି ଥରୁରଙ୍କ ବନ୍ଧୁକଧାରୀ ଏବଂ ଡ୍ରାଇଭରଙ୍କ ଉପରେ ଆକ୍ରମଣ
    ଦେଶ-ଦେଶାନ୍ତର

    ଶଶି ଥରୁରଙ୍କ ବନ୍ଧୁକଧାରୀ ଏବଂ ଡ୍ରାଇଭରଙ୍କ ଉପରେ ଆକ୍ରମଣ

    14179
    Apr 04, 2026
  • ନାଟ୍ୟ ମଣ୍ଡପକୁ ଆସିବେ ମହାଭାରତର ଦୁର୍ଯ୍ୟୋଧନ
    ମନୋରଞ୍ଜନ

    ନାଟ୍ୟ ମଣ୍ଡପକୁ ଆସିବେ ମହାଭାରତର ଦୁର୍ଯ୍ୟୋଧନ

    14996
    Apr 06, 2026
  • ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ୩୮,୪୨୪ କୋଟି ଟଙ୍କାକୁ ବୃଦ୍ଧି
    ଦେଶ-ଦେଶାନ୍ତର

    ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ୩୮,୪୨୪ କୋଟି ଟଙ୍କାକୁ ବୃଦ୍ଧି

    14681
    Apr 05, 2026
  • ଭାରତୀୟ ନୌସେନାରେ ଆଇଏନ୍‌ଏସ୍‌ ଅରିଦମନ
    ଦେଶ-ଦେଶାନ୍ତର

    ଭାରତୀୟ ନୌସେନାରେ ଆଇଏନ୍‌ଏସ୍‌ ଅରିଦମନ

    13972
    Apr 04, 2026
  • ଗର୍ଭବତୀ ପତ୍ନୀ ଏବଂ ଦୁଇ ଝିଅଙ୍କୁ ସୁଇମିଂ ପୁଲରେ ବୁଡ଼ାଇ ଦେଲା ସ୍ୱାମୀ
    ଦେଶ-ଦେଶାନ୍ତର

    ଗର୍ଭବତୀ ପତ୍ନୀ ଏବଂ ଦୁଇ ଝିଅଙ୍କୁ ସୁଇମିଂ ପୁଲରେ ବୁଡ଼ାଇ ଦେଲା ସ୍ୱାମୀ

    14138
    Apr 04, 2026
  • ନିର୍ବାଚନ ସମୟରେ ଏହା କରିବେ ବିଏସ୍‌ଏଫ କର୍ମଚାରୀ
    ଦେଶ-ଦେଶାନ୍ତର

    ନିର୍ବାଚନ ସମୟରେ ଏହା କରିବେ ବିଏସ୍‌ଏଫ କର୍ମଚାରୀ

    14249
    Apr 05, 2026
  • ନବକୋଠି ଶାଢ଼ିର ପ୍ରଶଂସାରେ ଶତମୁଖ ମାଧୁରୀ
    ମନୋରଞ୍ଜନ

    ନବକୋଠି ଶାଢ଼ିର ପ୍ରଶଂସାରେ ଶତମୁଖ ମାଧୁରୀ

    13755
    Apr 06, 2026
  • ଅନ୍ୟାୟ ବିରୁଦ୍ଧରେ ଆଧ୍ୟାତ୍ମିକ ଶକ୍ତିର ଅନନ୍ୟ କାହାଣୀ ’ପୁୟୋଦକମ୍’
    ମନୋରଞ୍ଜନ

    ଅନ୍ୟାୟ ବିରୁଦ୍ଧରେ ଆଧ୍ୟାତ୍ମିକ ଶକ୍ତିର ଅନନ୍ୟ କାହାଣୀ ’ପୁୟୋଦକମ୍’

    14794
    Apr 06, 2026
  • ରଶ୍ମିକାଙ୍କ ପୋଷ୍ଟ ଭାଇରାଲ : “ଏବେ, ଆମେ ତିନି ଜଣ”
    ମନୋରଞ୍ଜନ

    ରଶ୍ମିକାଙ୍କ ପୋଷ୍ଟ ଭାଇରାଲ : “ଏବେ, ଆମେ ତିନି ଜଣ”

    15468
    Apr 06, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ଅନ୍ୟାୟ ବିରୁଦ୍ଧରେ ଆଧ୍ୟାତ୍ମିକ ଶକ୍ତିର ଅନନ୍ୟ କାହାଣୀ ’ପୁୟୋଦକମ୍’

    14794
    Apr 06, 2026
  • ଦେଶ-ଦେଶାନ୍ତର

    ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ୩୮,୪୨୪ କୋଟି ଟଙ୍କାକୁ ବୃଦ୍ଧି

    14681
    Apr 05, 2026
  • ଦେଶ-ଦେଶାନ୍ତର

    ଗର୍ଭବତୀ ପତ୍ନୀ ଏବଂ ଦୁଇ ଝିଅଙ୍କୁ ସୁଇମିଂ ପୁଲରେ ବୁଡ଼ାଇ ଦେଲା ସ୍ୱାମୀ

    14138
    Apr 04, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17401
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17461
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17811
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16288
    Apr 03, 2021

ବିଶେଷ

  • ଆମ୍ବର ଦାମ୍ ୩ ଲକ୍ଷ ଟଙ୍କା

    13916
    Apr 04, 2026
  • ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ

    15430
    Apr 02, 2026
  • ଘରେ ଅଶାନ୍ତି ବଢ଼ାଏ ଏହି ଗଛ

    14638
    Apr 01, 2026
  • ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ଚମତ୍କାର ଦେଖନ୍ତୁ

    16037
    Mar 31, 2026
  • ଅନେକ ଔଷଧିୟ ଗୁଣରେ ଭରପୁର ରଜନୀଗନ୍ଧା ଫୁଲ

    15525
    Mar 30, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15314
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15043
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15549
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13844
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରଶ୍ମିକାଙ୍କ ପୋଷ୍ଟ ଭାଇରାଲ : “ଏବେ, ଆମେ ତିନି ଜଣ”

    15468
    Apr 06, 2026
  • ଭାରତୀୟ ନୌସେନାରେ ଆଇଏନ୍‌ଏସ୍‌ ଅରିଦମନ

    13972
    Apr 04, 2026
  • ଶଶି ଥରୁରଙ୍କ ବନ୍ଧୁକଧାରୀ ଏବଂ ଡ୍ରାଇଭରଙ୍କ ଉପରେ ଆକ୍ରମଣ

    14179
    Apr 04, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In