Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, April 03, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ

  • NCERTକୁ ‘ଡିମ୍ଡ ୟୁନିଭରସିଟି’ ମାନ୍ୟତା

  • ପ୍ରେମ ନିବେଦନ କରି ମାଡ଼ ଖାଇଲେ ପ୍ରଫେସର

  • ଯୁଦ୍ଧ ଯୋଗୁଁ ବଢ଼ିଯିବ ଦରଦାମ୍ !

  • ପୁଲିସ ଷ୍ଟେସନରେ କାର୍ ବୋମା ବିସ୍ଫୋରଣ

  • ୨ ପର୍ବତୀୟ ରେଡାର ମିଳିବ ଭାରତୀୟ ବାୟୁ ...

  • ଆମେରିକାରେ ବଡ଼ ସାମରିକ ଅଦଳବଦଳ, ...

  • ପୁଣି ଟ୍ରମ୍ପ ଦେଲେ ବଡ ଝଟକା: ଏହି ଜିନିଷ ...

  • ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ...

  • ଚନ୍ଦ୍ର ଅଭିଯାନ ଆର୍ଟେମିସ୍ -୨ର ସଫଳତା ...

Home ›› ››ପ୍ରେମ ନିବେଦନ କରି ମାଡ଼ ଖାଇଲେ ପ୍ରଫେସର

ପ୍ରେମ ନିବେଦନ କରି ମାଡ଼ ଖାଇଲେ ପ୍ରଫେସର

2026-04-03 20:28:30
13678
Share:
Facebook
Twitter
E-Mail
WhatsApp
Telegram
ପ୍ରେମ ନିବେଦନ କରି ମାଡ଼ ଖାଇଲେ ପ୍ରଫେସର

ବେଙ୍ଗାଲୁରୁ ଉପକଣ୍ଠ ନେଲମଙ୍ଗଳା ସ୍ଥିତ ସିଦ୍ଧାର୍ଥ ମେଡିକାଲ କଲେଜରେ ଘଟିଥିବା ଏକ ଘଟଣାର ଭିଡିଓ ଏବେ ସାସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ଜଣେ ପ୍ରଫେସର ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ମାଡ ଖାଇଛନ୍ତି । ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି ।

ଅଭିଯୁକ୍ତ ପ୍ରଫେସରଙ୍କ ନାମ ଅବଦୁଲ ରହମାନ ଶରିଫ, ଯିଏ କି କଲେଜର ମାଇକ୍ରାବାୟାଲାଜି ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ । ସେ କ୍ଲାସରୁମ୍ ଭିତରେ ଜଣେ ଛାତ୍ରୀଙ୍କୁ ଚକୋଲେଟ୍ ଓ ଗୋଲାପ ଫୁଲ ଦେଇ ପ୍ରପୋଜ୍ କରିବାକୁ ଚେଷ୍ଟା କରିଥିଲେ । ତେବେ ଛାତ୍ରୀଜଣକ ଏହାର ତୀବ୍ର ବିରୋଧ କରିବା ସହ ଅନ୍ୟ ସହପାଠୀଙ୍କୁ ଜଣାଇଥିଲେ । ଉତ୍ତ୍ୟକ୍ତ ପ୍ରଫେସର ଜଣକ ଘଟଣାରୁ ନିଜକୁ ବଞ୍ଚାଇବା ପାଇଁ କହିଥିଲେ ଯେ, ଛାତ୍ରୀଜଣକ ନିଜେ ତାଙ୍କୁ ପ୍ରଥମେ ପ୍ରେମ ନିବେଦନ କରିଥିଲେ ଏବଂ ତାଙ୍କ ପାଖରେ ସିସିଟିଭିରେ ଏହାର ପ୍ରମାଣ ଅଛି । ଏହି କଥା ପ୍ରଘଟ ହେବା ପରେ କ୍ୟାମ୍ପସରେ ଉତ୍ତେଜନା ଖେଳିଯାଇଥିଲା ।

ଛାତ୍ରୀଜଣକ ପ୍ରଫେସରଙ୍କ ଏଭଳି କଥାରେ ରାଗିଯାଇ ନିଜ ଚପଲ ଖୋଲି ପ୍ରଫେସରଙ୍କୁ ପିଟିବା ଆରମ୍ଭ କରିଥିଲେ । ଏହା ପରେ ଶତାଧିକ ଛାତ୍ର ଏକତ୍ରିତ ହୋଇ ପ୍ରଫେସରଙ୍କୁ ଘେରି ଯାଇଥିଲେ । କ୍ୟାମ୍ପସରୁ ପାର୍କିଂ ପର୍ଯ୍ୟନ୍ତ ପ୍ରଫେସରଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମରାଯାଇଥିଲା । ଏପରିକି ତାଙ୍କ କାର୍ ପାଖରେ ମଧ୍ୟ ତାଙ୍କୁ ନିସ୍ତୁକ ପିଟାଯାଇଛି । ସେ ରକ୍ତାକ୍ତ ହେବା ପରେ କୌଣସି ମତେ ଜୀବନ ବଞ୍ଜାଇ ପଳାଇଥିଲେ ।

ଏହି ଘଟଣା ସାମ୍ନାକୁ ଆସିବା ପରେ କଲେଜ ପ୍ରିନ୍‌ସିପାଲ୍ ଦିବାକର ଏସ.ପି. ଅଭିଯୁକ୍ତ ପ୍ରଫେସରଙ୍କୁ ତୁରନ୍ତ ନିଲମ୍ବିତ କରିଛନ୍ତି । ପ୍ରିନ୍‌ସିପାଲ୍‌ଙ୍କ କହିବା ଅନୁଯାୟୀ, ପ୍ରଫେସର ଅବଦୁଲଙ୍କ ନାମରେ ପୂର୍ବରୁ ମଧ୍ୟ ଅନେକ ଛାତ୍ରୀ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ । ତେଣୁ ତାଙ୍କୁ ନିଲମ୍ବିତ କରାଯାଇଛି । ଏପରିକି କଲେଜ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ସୂଚନା ଦେଇଛନ୍ତି ।

Powered by Froala Editor

Tags bengaluru

Related articles Odisha News Lens 4.1

  • ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୩୦ ପର୍ଯ୍ୟନ୍ତ ପେଟ୍ରୋକେମିକାଲ୍ ଉତ୍ପାଦ ...
    ଦେଶ-ଦେଶାନ୍ତର

    ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୩୦ ପର୍ଯ୍ୟନ୍ତ ପେଟ୍ରୋକେମିକାଲ୍ ଉତ୍ପାଦ ...

    13928
    Apr 02, 2026
  • ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ
    ଦେଶ-ଦେଶାନ୍ତର

    ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ

    13844
    Apr 03, 2026
  • ପୁଲିସ ଷ୍ଟେସନରେ କାର୍ ବୋମା ବିସ୍ଫୋରଣ
    ଦେଶ-ଦେଶାନ୍ତର

    ପୁଲିସ ଷ୍ଟେସନରେ କାର୍ ବୋମା ବିସ୍ଫୋରଣ

    15323
    Apr 03, 2026
  • ୨ ପର୍ବତୀୟ ରେଡାର ମିଳିବ ଭାରତୀୟ ବାୟୁ ସେନାକୁ, ଦୁର୍ଗମ ଅଞ୍ଚଳ ପାଇଁ ହେବ ଅଧିକ ...
    ଦେଶ-ଦେଶାନ୍ତର

    ୨ ପର୍ବତୀୟ ରେଡାର ମିଳିବ ଭାରତୀୟ ବାୟୁ ସେନାକୁ, ଦୁର୍ଗମ ଅଞ୍ଚଳ ପାଇଁ ହେବ ଅଧିକ ...

    14637
    Apr 03, 2026
  • ଆମେରିକାରେ ବଡ଼ ସାମରିକ ଅଦଳବଦଳ, ସେନାମୁଖ୍ୟଙ୍କୁ ତୁରନ୍ତ ଅବସର
    ଦେଶ-ଦେଶାନ୍ତର

    ଆମେରିକାରେ ବଡ଼ ସାମରିକ ଅଦଳବଦଳ, ସେନାମୁଖ୍ୟଙ୍କୁ ତୁରନ୍ତ ଅବସର

    13530
    Apr 03, 2026
  • ପ୍ରେମ ନିବେଦନ କରି ମାଡ଼ ଖାଇଲେ ପ୍ରଫେସର
    ଦେଶ-ଦେଶାନ୍ତର

    ପ୍ରେମ ନିବେଦନ କରି ମାଡ଼ ଖାଇଲେ ପ୍ରଫେସର

    13678
    Apr 03, 2026
  • ଚନ୍ଦ୍ର ଅଭିଯାନ ଆର୍ଟେମିସ୍ -୨ର ସଫଳତା ଉତକ୍ଷେପଣ
    ଦେଶ-ଦେଶାନ୍ତର

    ଚନ୍ଦ୍ର ଅଭିଯାନ ଆର୍ଟେମିସ୍ -୨ର ସଫଳତା ଉତକ୍ଷେପଣ

    14695
    Apr 02, 2026
  • NCERTକୁ ‘ଡିମ୍ଡ ୟୁନିଭରସିଟି’ ମାନ୍ୟତା
    ଦେଶ-ଦେଶାନ୍ତର

    NCERTକୁ ‘ଡିମ୍ଡ ୟୁନିଭରସିଟି’ ମାନ୍ୟତା

    15013
    Apr 03, 2026
  • ପୁଣି ଟ୍ରମ୍ପ ଦେଲେ ବଡ ଝଟକା: ଏହି ଜିନିଷ ଉପରେ ଲଗାଇଲେ ୧୦୦ ପ୍ରତିଶତ ଶୁଳ୍କ
    ଦେଶ-ଦେଶାନ୍ତର

    ପୁଣି ଟ୍ରମ୍ପ ଦେଲେ ବଡ ଝଟକା: ଏହି ଜିନିଷ ଉପରେ ଲଗାଇଲେ ୧୦୦ ପ୍ରତିଶତ ଶୁଳ୍କ

    14525
    Apr 03, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଯୁଦ୍ଧ ଯୋଗୁଁ ବଢ଼ିଯିବ ଦରଦାମ୍ !

    14739
    Apr 03, 2026
  • ଦେଶ-ଦେଶାନ୍ତର

    ଚନ୍ଦ୍ର ଅଭିଯାନ ଆର୍ଟେମିସ୍ -୨ର ସଫଳତା ଉତକ୍ଷେପଣ

    14695
    Apr 02, 2026
  • ଦେଶ-ଦେଶାନ୍ତର

    ୨ ପର୍ବତୀୟ ରେଡାର ମିଳିବ ଭାରତୀୟ ବାୟୁ ସେନାକୁ, ଦୁର୍ଗମ ଅଞ୍ଚଳ ପାଇଁ ହେବ ଅଧିକ ଲାଭଦାୟକ

    14637
    Apr 03, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17398
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17458
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17808
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16285
    Apr 03, 2021

ବିଶେଷ

  • ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ

    15195
    Apr 02, 2026
  • ଘରେ ଅଶାନ୍ତି ବଢ଼ାଏ ଏହି ଗଛ

    14572
    Apr 01, 2026
  • ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ଚମତ୍କାର ଦେଖନ୍ତୁ

    15972
    Mar 31, 2026
  • ଅନେକ ଔଷଧିୟ ଗୁଣରେ ଭରପୁର ରଜନୀଗନ୍ଧା ଫୁଲ

    15461
    Mar 30, 2026
  • ଓଜନ କମାଇବାର ସହଜ ଉପାୟ

    16191
    Mar 28, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15310
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15039
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15543
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13840
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପୁଣି ଟ୍ରମ୍ପ ଦେଲେ ବଡ ଝଟକା: ଏହି ଜିନିଷ ଉପରେ ଲଗାଇଲେ ୧୦୦ ପ୍ରତିଶତ ଶୁଳ୍କ

    14525
    Apr 03, 2026
  • ଯୁଦ୍ଧ ଯୋଗୁଁ ବଢ଼ିଯିବ ଦରଦାମ୍ !

    14739
    Apr 03, 2026
  • ପୁଲିସ ଷ୍ଟେସନରେ କାର୍ ବୋମା ବିସ୍ଫୋରଣ

    15323
    Apr 03, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In