ରିଲସ୍ କରିବା ବେଳେ ଭାସିଗଲେ ଯୁବକ
ଭଦ୍ରକ : ରିଲସ୍ କରିବା ପଡ଼ିଲା ମହାଙ୍ଗା। ରିଲସ୍ ପାଇଁ ଚାଲିଗଲା ଜୀବନ । ସାଳନ୍ଦୀ ନଦୀକୁ ଡେଇଁ ରିଲସ୍ କରିବା ବେଳେ ଭାସିଗଲେ ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକରେ। ସନ୍ତିଆ ବ୍ରିଜ ଉପରୁ ଡେଇଁବା ବେଳେ ଭାସି ଯାଇଥିଲେ ୨ ଯୁବକ। ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ଯୁବକଙ୍କୁ ଅଗ୍ନିଶମ ଟିମ୍ ଖୋଜାଖୋଜି କରୁଛି। ରିଲ୍ସ ସୁଟିଂ କରୁଥିବା ପିଲାଙ୍କୁ ଅଟକ ରଖାଯାଇଛି।
Powered by Froala Editor