Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, September 19, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ନିର୍ମମ ...

  • ମାଓବାଦୀର ବଡ଼ ନେତାଙ୍କୁ ଗିରଫ

  • ଗାଡ଼ିର ବୀମା ନ ଥିଲେ ଟାଙ୍କିରେ ମିଳିବ ...

  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

  • ପ୍ରେମିକର ଋଣ ସୁଝିବାକୁ ପ୍ରେମିକା ...

  • UPSC ଆଶାୟୀଙ୍କୁ ଅସଲାମ୍ ୱାଲିକୁମ୍ କହିବାରୁ ...

  • ପୁଣି ଟାଟା ସନ୍ସର ଅଧ୍ୟକ୍ଷ ହେବେ ଏନ୍. ...

  • ସମସ୍ତ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ...

  • ଋଷ ଠାରୁ ତୈଳ ଓ ଗ୍ୟାସ କିଣୁଥିବା ରାଷ୍ଟ୍ର ...

  • ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ...

ମନୋରଞ୍ଜନ
Home ›› ମନୋରଞ୍ଜନ ››ଜାଗସରାରେ ପହଞ୍ଚିଲା ବର୍ଷା ପ୍ରିୟଦର୍ଶିନୀଙ୍କ “ଆମ ପାଠାଗାର” ଅଭିଯାନ

ଜାଗସରାରେ ପହଞ୍ଚିଲା ବର୍ଷା ପ୍ରିୟଦର୍ଶିନୀଙ୍କ “ଆମ ପାଠାଗାର” ଅଭିଯାନ

2021-04-12 11:39:23
15935
Share:
Facebook
Twitter
E-Mail
WhatsApp
Telegram
ଜାଗସରାରେ ପହଞ୍ଚିଲା ବର୍ଷା ପ୍ରିୟଦର୍ଶିନୀଙ୍କ “ଆମ ପାଠାଗାର” ଅଭିଯାନ
ଓଲିଉଡ ଅଭିନେତ୍ରୀ ତଥା ସାମାଜିକ କର୍ମୀ ବର୍ଷା ପ୍ରିୟଦର୍ଶିନୀଙ୍କ “ଆମପାଠାଗାର” ଅଭିଯାନର ତୃତୀୟ ସଂସ୍କରଣ, 11ଏପ୍ରିଲ 2021 ରବିବାର ଦିନ ସରକାରୀ ପ୍ରାଥମିକ ବିଦ୍ୟାଳୟ ଜାଗସରା ଆଦିବାସୀ ସାହିରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନର ଏକ ଅଂଶଭାବରେ ବର୍ଷା ପ୍ରିୟଦର୍ଶିନୀ, ଶିକ୍ଷାଭିତ୍ତିକ, ଶିଶୁ କାହାଣୀ, ବିଦ୍ୟାଳୟ ପୁସ୍ତକ ଏବଂ ବିଭିନ୍ନ ପ୍ରକାର ଅନ୍ୟ ପୁସ୍ତକ ପୂର୍ଣ୍ଣ ଏକ ପୁସ୍ତକ ଆଲମିରା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଦାଶିଆ ଅଜା ନାମରେ ଜଣା ଶୁଣା ସ୍ବର୍ଗତ ଦାଶରଥୀ ପଟ୍ଟନାୟକ, ଓଡିଶାରେ ପାଠାଗାର ଆନ୍ଦୋଳନର ଅଗ୍ରଣୀ ପୁରୋଧା ଥିଲେ। ଏକ ପେଢିରେ କେବଳ 5ଟି ପୁସ୍ତକରୁ ଆରମ୍ଭକରି ଦାଶିଆ ଅଜା ଦାରିଦ୍ର୍ୟ, ଅଳ୍ପ ଶିକ୍ଷା ଏବଂଜୀବନର ଅଭାବ ଅସୁବିଧାକୁ ଖାତିର ନକରି ପୁସ୍ତକ, ପତ୍ରିକା, ପୁରାତନ ତଥା ଅନ୍ୟାନ୍ୟ ସ୍ମାରକ ପତ୍ର ସଂଗ୍ରହ କରିଥିଲେ।ସେ ଶେଷରେ 1959 ମସିହାରେ ତାଙ୍କ ଗ୍ରାମରେ ଏକ ସଂଗ୍ରହାଳୟ ସହିତ ଏକ ପାଠାଗାର ସ୍ଥାପନ କରିଥିଲେ, ଯେଉଁଠାରେ ବର୍ତ୍ତମାନ 1.5 ଲକ୍ଷ ପୁସ୍ତକ ଏବଂ ସାମୟିକ ପତ୍ରିକା, ଖଜୁରୀପତ୍ର pan, ଚିତ୍ର ଏବଂ ଅନ୍ୟାନ୍ୟ ଅନୁସନ୍ଧାନ ମୂଳକ ସାମଗ୍ରୀ ରହିଛି। ବର୍ଷା ପ୍ରିୟଦର୍ଶିନୀ, “ଆମପାଠାଗାର" ଅଭିଯାନ ମାଧ୍ୟମରେ ଦାଶିଆ ଅଜାଙ୍କ ଦ୍ୱାରା ପରିଚାଳିତ ପାଠାଗାର ଆନ୍ଦୋଳନକୁ ପୁନଃ ପ୍ରଜ୍ୱଳିତ କରିବା କୁ ଚେଷ୍ଟାରତ।ଏହି ଅଭିଯାନ ମାଧ୍ୟମରେ ସେ ଓଡିଶା ତଥା ଓଡିଶା ବାହାରୁ ଉତ୍ସାହୀ ଦାତାମାନଙ୍କ ଠାରୁ ପୁସ୍ତକ ଏବଂ ପତ୍ରିକା ସଂଗ୍ରହ କରି, ସମଗ୍ର ରାଜ୍ୟରେ ଶିକ୍ଷା ପ୍ରାପ୍ତିରୁ ବଞ୍ଚିତ ବ୍ୟକ୍ତି ତଥା ଅଭାବି ଶିକ୍ଷାର୍ଥୀ, ବିଶେଷକରି ପିଲାମାନଙ୍କୁ ସଂଗୃହିତ ପୁସ୍ତକ ଦାନ କରିବାକୁ ଯୋଜନା କରିଛନ୍ତି। ଯେପରି ଦାଶିଆ ଅଜା କଳ୍ପନା କରିଥିଲେ, ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ପାଠାଗାର ସ୍ଥାପନକୁ ଉତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ଏହି ଅଭିଯାନ ମାଧ୍ୟମରେ ଶହ ଶହ ପୁସ୍ତକ ସଂଗ୍ରହ କରି ବିତରଣ କରିସାରିଛନ୍ତି। ଏହି କାର୍ଯ୍ୟକ୍ରମରେ ବର୍ଷା ଶିଶୁ ଜୀବନରେ ଶିକ୍ଷାର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି ଏବଂ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଯେ କୌଣସି ମତେ ନିଜର ଆନୁଷ୍ଠାନିକ ଶିକ୍ଷା ସମାପ୍ତ କରିବାକୁ ଆହ୍ୱାନ ଦେଇଥିଲେ। ସେ ମହାମାରୀ ଦ୍ଵାରା ଆସିଥିବା କଠିନ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ। ଛାତ୍ରଛାତ୍ରୀମାନେ ଅଭିନେତ୍ରୀଙ୍କ ସହ ସେମାନଙ୍କର ସ୍ୱପ୍ନ ଏବଂ ଭବିଷ୍ୟତର ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିଲେ ଏବଂ କିଛି ସାଂସ୍କୃତିକ କଳାପ୍ରଦର୍ଶନୀ ଦ୍ୱାରା ସାମାଜିକ କର୍ମୀ ତଥା ଅଭିନେତ୍ରୀ ବର୍ଷା ପ୍ରାୟଦର୍ଶିନୀଙ୍କ ମନମୋହିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ସମସ୍ତ କୋଭିଡ ସତର୍କତା କଡା କଡି ଭାବରେ ପାଳନ କରାଯାଇଥିଲା।
Tags barsha priyadarshini

Related articles Odisha News Lens 4.1

  • ମାଓବାଦୀର ବଡ଼ ନେତାଙ୍କୁ ଗିରଫ
    ଦେଶ-ଦେଶାନ୍ତର

    ମାଓବାଦୀର ବଡ଼ ନେତାଙ୍କୁ ଗିରଫ

    14476
    Sep 18, 2026
  • UPSC ଆଶାୟୀଙ୍କୁ ଅସଲାମ୍ ୱାଲିକୁମ୍ କହିବାରୁ ବଦଳିର ନିର୍ଦ୍ଦେଶ
    ଦେଶ-ଦେଶାନ୍ତର

    UPSC ଆଶାୟୀଙ୍କୁ ଅସଲାମ୍ ୱାଲିକୁମ୍ କହିବାରୁ ବଦଳିର ନିର୍ଦ୍ଦେଶ

    13524
    Sep 18, 2026
  • ଋଷ ଠାରୁ ତୈଳ ଓ ଗ୍ୟାସ କିଣୁଥିବା ରାଷ୍ଟ୍ର ଉପରେ 100 ପ୍ରତିଶତ ଟାରିଫ କଷିବ ଆମେରିକା
    ଦେଶ-ଦେଶାନ୍ତର

    ଋଷ ଠାରୁ ତୈଳ ଓ ଗ୍ୟାସ କିଣୁଥିବା ରାଷ୍ଟ୍ର ଉପରେ 100 ପ୍ରତିଶତ ଟାରିଫ କଷିବ ଆମେରିକା

    13926
    Sep 17, 2026
  • ସମସ୍ତ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ସମସ୍ତ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

    14772
    Sep 18, 2026
  • ପୁଣି ଟାଟା ସନ୍ସର ଅଧ୍ୟକ୍ଷ ହେବେ ଏନ୍. ଚନ୍ଦ୍ରଶେଖରନ
    ଦେଶ-ଦେଶାନ୍ତର

    ପୁଣି ଟାଟା ସନ୍ସର ଅଧ୍ୟକ୍ଷ ହେବେ ଏନ୍. ଚନ୍ଦ୍ରଶେଖରନ

    15695
    Sep 18, 2026
  • ଗାଡ଼ିର ବୀମା ନ ଥିଲେ ଟାଙ୍କିରେ ମିଳିବ ନାହିଁ ପେଟ୍ରୋଲ ଓ ଡିଜେଲ
    ଦେଶ-ଦେଶାନ୍ତର

    ଗାଡ଼ିର ବୀମା ନ ଥିଲେ ଟାଙ୍କିରେ ମିଳିବ ନାହିଁ ପେଟ୍ରୋଲ ଓ ଡିଜେଲ

    14388
    Sep 18, 2026
  • ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ:  ଦୁଇ ଆତଙ୍କବାଦୀ ନିପାତ
    ଦେଶ-ଦେଶାନ୍ତର

    ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ: ଦୁଇ ଆତଙ୍କବାଦୀ ନିପାତ

    14426
    Sep 17, 2026
  • ପ୍ରେମିକର ଋଣ ସୁଝିବାକୁ ପ୍ରେମିକା ଲୁଟିନେଲେ ୪୧.୭୦ ଲକ୍ଷ ଟଙ୍କା
    ଅପରାଧ

    ପ୍ରେମିକର ଋଣ ସୁଝିବାକୁ ପ୍ରେମିକା ଲୁଟିନେଲେ ୪୧.୭୦ ଲକ୍ଷ ଟଙ୍କା

    14022
    Sep 18, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ
    ବିଶେଷ

    ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    13932
    Sep 18, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ: ଦୁଇ ଆତଙ୍କବାଦୀ ନିପାତ

    14426
    Sep 17, 2026
  • ଦେଶ-ଦେଶାନ୍ତର

    ଋଷ ଠାରୁ ତୈଳ ଓ ଗ୍ୟାସ କିଣୁଥିବା ରାଷ୍ଟ୍ର ଉପରେ 100 ପ୍ରତିଶତ ଟାରିଫ କଷିବ ଆମେରିକା

    13926
    Sep 17, 2026
  • ଦେଶ-ଦେଶାନ୍ତର

    UPSC ଆଶାୟୀଙ୍କୁ ଅସଲାମ୍ ୱାଲିକୁମ୍ କହିବାରୁ ବଦଳିର ନିର୍ଦ୍ଦେଶ

    13524
    Sep 18, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17106
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17786
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17770
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18177
    Sep 06, 2023

ବିଶେଷ

  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    13932
    Sep 18, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14609
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16232
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14761
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    14070
    Sep 03, 2026

ବାଣିଜ୍ୟ

ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

ଭୁବନେଶ୍ୱର : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟସ୍ (ଆଇଆଇଏ), ଓଡ଼ିଶା ଚାପ୍ଟରର ୨୦୨୬-୨୮ ନିମନ୍ତେ ନବ ନିର୍ବାଚିତ ଏକଜିକ୍ୟୁଟିଭ କମିଟି (କାର୍ଯ୍ୟନିର୍ବାହୀ କମିଟି) ନିର୍ବାଚନ ଫଳ  ସେପ୍ଟେମ୍ବର ୪, ୨୦୨୬ ...

  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15367
    Sep 17, 2026
  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି

    15131
    Sep 16, 2026
  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14651
    Sep 12, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14322
    Sep 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    13932
    Sep 18, 2026
  • UPSC ଆଶାୟୀଙ୍କୁ ଅସଲାମ୍ ୱାଲିକୁମ୍ କହିବାରୁ ବଦଳିର ନିର୍ଦ୍ଦେଶ

    13524
    Sep 18, 2026
  • ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ: ଦୁଇ ଆତଙ୍କବାଦୀ ନିପାତ

    14426
    Sep 17, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In