୧୧ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି
ଭୁବନେଶ୍ଵର : ଆଜି ବିଧାନସଭା ବଜେଟ୍ ଅଧିବେଶନର ଷଷ୍ଠ ଦିନ। ଆଜି ପ୍ରଶ୍ନତ୍ତୋର କାଳ ଆରମ୍ଭ ରୁ ବିରୋଧୀମାନେ ହୋହାଲ୍ଲା ଏବଂ ନାରାବାଜି କରିଥିଲେ। ବିଜେଡି ସଦସ୍ୟମାନେ ଗୃହରେ ଚାଷୀ ପ୍ରସଙ୍ଗ ଉଠାଇଥିବାବେଳେ କଂଗ୍ରେସ ଏପିଷ୍ଟିନ୍ ଫାଇଲ୍ ଘଟଣା ଉଠାଇଥିଲା। ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ବାଚସ୍ପତି ଗୃହ ମୁଲତବୀ ଘୋଷଣା କରିଛନ୍ତି।
Powered by Froala Editor