ପ୍ରଥମ ରାଉଣ୍ଡରେ ଜିତିଲେ ମାରିକମ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଭଲ ଖବର ଆସିବାରେ ଲାଗିଛି । ଆଜି ଅଲିମ୍ପିକ୍ସ ବକ୍ସିଂ ଫ୍ଲାଇୱେଟ ପ୍ରଥମ ରାଉଣ୍ଡ ଜିତିଛନ୍ତି ମାରିକମ । ଫ୍ଲାଇୱେଟର ୪୮ରୁ ୫୧ ବର୍ଗରେ ମାରିକମ ଜିତିଥିବା ଜଣାଯାଇଛି ।
ଡୋମନିକା ରିପ୍ଲିକର ମିଗୁଲିନା ହର୍ଣ୍ଣାଣ୍ଡେଜ ଗ୍ରାସିଆଙ୍କୁ ମାରିକମ ହରାଇଛନ୍ତି ।
୪-୧ରେ ହରାଇ ରାଉଣ୍ଡ ୧୬କୁ ମାରିକମ ଉନ୍ନୀତ ହୋଇଛନ୍ତି ।
Powered by Froala Editor