Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, February 13, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସବୁଜ କ୍ୟାପସିକମ ଏହି ରୋଗ ପାଇଁ ଭାରି ...

  • ବାହାରପଟୁ କବାଟ ଦେଇ ଲୁଟିନେଲେ ୫ ଲକ୍ଷର ...

  • ସ୍ୱାମୀ-ସ୍ତ୍ରୀ-ପରକୀୟା ପ୍ରୀତି : ଗର୍ଭବତୀ ...

  • ଦୂରଦର୍ଶନର ଲୋକପ୍ରିୟ ଆଙ୍କର ସରଳାଙ୍କ ...

  • ମେଗା ଚୁକ୍ତି ମଞ୍ଜୁରୀ, ୧୧୪ଟି ରାଫେଲ ଜେଟ୍ ...

  • ଆସନ୍ତାକାଲି ସେବା ତୀର୍ଥ ଭବନ ...

  • ରୁଷରେ ବନ୍ଦ ହେଲା ଏହି ସୋସିଆଲ ମିଡିଆ ...

  • ଦେଶର ଶିକ୍ଷା ଓ ଦକ୍ଷତା ବିକାଶକୁ ଆଗକୁ ...

  • ଆଜ୍‌ମା କମାଇବାକୁ ହେଲେ କରନ୍ତୁ ଏହା.......

  • ବନ୍ଦେ ମାତରମ ପାଇଁ ଠିଆ ହେବା ...

Home ›› ››ଭାରତ ବନ୍ଦ ଡାକରାରେ ଖଣିଜ ପରିବହନ ବନ୍ଦ

ଭାରତ ବନ୍ଦ ଡାକରାରେ ଖଣିଜ ପରିବହନ ବନ୍ଦ

2026-02-12 19:20:37
15337
Share:
Facebook
Twitter
E-Mail
WhatsApp
Telegram
ଭାରତ ବନ୍ଦ ଡାକରାରେ ଖଣିଜ ପରିବହନ ବନ୍ଦ

କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ଅଞ୍ଚଳରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଗୁରୁବାର ଶତାଧିକ କର୍ମୀ ବାଶଂପାଣି ଛକ ଠାରୁ ହାତରେ ପତାକା ଓ ବ୍ୟାନର ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ । ଅଖିଳ ଭାରତୀୟ ଯୁବ ସଂଘ କେନ୍ଦୁଝର ଜିଲ୍ଲା ସମ୍ପାଦକ ହୃଦାନନ୍ଦ ପ୍ରଧାନ କହିଛନ୍ତି ଯେ, ବିଜେପି ସରକାର ଶ୍ରମିକ ମାନଙ୍କର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ୪ଟି ଶ୍ରମ କାର୍ଡ ଆଣିଛି ଯାହାକି ଶ୍ରମିକ ମାନଙ୍କର ସ୍ୱାର୍ଥ ବିରୋଧୀ । ଶ୍ରମ କାର୍ଡକୁ ବାତିଲ କରି ପୂର୍ବ ଶ୍ରମ କାର୍ଡକୁ ଲାଗୁ କରିବା, ମହିଳା ଶ୍ରମିକଙ୍କୁ ରାତ୍ରିରେ କାର୍ଯ୍ୟରେ ନିୟୋଜିତ ନକରିବାକୁ ଦାବି କରି ଏହି ଧର୍ମଘଟ ଜାରି ରହିଛି । ଶ୍ରମିକ ନେତା ସଞ୍ଜୟ କୁମାର ପହି, ଧରଣୀଧର ବାରିକ୍‌, ରଞ୍ଜିତ କୁମାର ଦାସ, ତରଣୀସେନ ମହାନ୍ତ, ପୁରୁଷୋତ୍ତମ ମହାନ୍ତଙ୍କ ସହ ଅନ୍ୟମାନେ ଧର୍ମଘଟକୁ ପରିଚାଳନା କରିଥିଲେ ।

ଯୋଡ଼ା ସହର ଓ ଆଖପାଖ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିବା ସହିତ ଖଣି ଗୁଡ଼ିକରୁ ଖଣିଜ ପରିବହନ ବନ୍ଦ ରହିଥିଲା । ଯୋଡ଼ା ବସ୍‌ଷ୍ଟାଣ୍ଡ, ଭଦ୍ରାସାହି ଛକ, ୫୨୦ ନମ୍ବର ଜାତୀୟ ରାଜପଥର କଳାପାହାଡ ଛକ, ଡିଏଭି ସ୍କୁଲ ଛକ, ବାଂଶପାଣି ଟୋଲ୍‌ଗେଟ୍ ଛକ, ଜୁରୁଡ଼ି ରାସ୍ତାକୁ ଲୋକେ ଅବରୋଧ କରିଥିଲେ । ଫଳରେ ଶହ ଶହ ଟ୍ରକ୍ ରାସ୍ତା କଡ଼ରେ ଅଟକି ରହିଛି । ଏହି ଭାରତ ବନ୍ଦ ଡାକରା ପାଇଁ ଯାତ୍ରୀବାହୀ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ଦୋକାନ ବଜାର ବନ୍ଦ ସାଙ୍ଗକୁ ୪ ଚକିଆ ଯାନ ଚଳାଚଳ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବ୍ୟାଙ୍କ୍‌, ସ୍କୁଲ, ବ୍ଲକ୍ ଅଫିସ୍‌, ବୀମା କାର୍ଯ୍ୟାଳୟ, ପୌର ପରିଷଦ ଅଫିସ, ଖଣି ଉପ ନିର୍ଦ୍ଦେଶକ କାର୍ଯ୍ୟାଳୟ ଓ କେତେକ ଘରୋଇ କାର୍ଯ୍ୟାଳୟ ବନ୍ଦ ରହିଛି । ଯୋଡ଼ା ଖଣି ଅଞ୍ଚଳରେ ଏଆଇଟିୟୁସି ଓ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ରାସ୍ତା ଅବରାଧ ଓ ପିକେଟିଂ କରି ବନ୍ଦ ପାଳନ କରାଯାଇଛି ।


Powered by Froala Editor

Tags bandh

Related articles Odisha News Lens 4.1

  • ସବୁଜ କ୍ୟାପସିକମ ଏହି ରୋଗ ପାଇଁ ଭାରି ଉପକାରୀ
    ବିଶେଷ

    ସବୁଜ କ୍ୟାପସିକମ ଏହି ରୋଗ ପାଇଁ ଭାରି ଉପକାରୀ

    15235
    Feb 13, 2026
  • ଆସନ୍ତାକାଲି ସେବା ତୀର୍ଥ ଭବନ କମ୍ପ୍ଲେକ୍ସର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
    ଦେଶ-ଦେଶାନ୍ତର

    ଆସନ୍ତାକାଲି ସେବା ତୀର୍ଥ ଭବନ କମ୍ପ୍ଲେକ୍ସର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

    13782
    Feb 12, 2026
  • ସ୍ୱାମୀ-ସ୍ତ୍ରୀ-ପରକୀୟା ପ୍ରୀତି : ଗର୍ଭବତୀ ପତ୍ନୀକୁ ମାରିଦେଲା
    ଅପରାଧ

    ସ୍ୱାମୀ-ସ୍ତ୍ରୀ-ପରକୀୟା ପ୍ରୀତି : ଗର୍ଭବତୀ ପତ୍ନୀକୁ ମାରିଦେଲା

    13908
    Feb 12, 2026
  • ମେଗା ଚୁକ୍ତି ମଞ୍ଜୁରୀ, ୧୧୪ଟି ରାଫେଲ ଜେଟ୍ ଭାରତ ଆସିବ
    ଦେଶ-ଦେଶାନ୍ତର

    ମେଗା ଚୁକ୍ତି ମଞ୍ଜୁରୀ, ୧୧୪ଟି ରାଫେଲ ଜେଟ୍ ଭାରତ ଆସିବ

    14975
    Feb 12, 2026
  • ବାହାରପଟୁ କବାଟ ଦେଇ ଲୁଟିନେଲେ ୫ ଲକ୍ଷର ଅଳଙ୍କାର
    ଅପରାଧ

    ବାହାରପଟୁ କବାଟ ଦେଇ ଲୁଟିନେଲେ ୫ ଲକ୍ଷର ଅଳଙ୍କାର

    15378
    Feb 12, 2026
  • ଦୂରଦର୍ଶନର ଲୋକପ୍ରିୟ ଆଙ୍କର ସରଳାଙ୍କ ଦେହାନ୍ତ
    ଦେଶ-ଦେଶାନ୍ତର

    ଦୂରଦର୍ଶନର ଲୋକପ୍ରିୟ ଆଙ୍କର ସରଳାଙ୍କ ଦେହାନ୍ତ

    14790
    Feb 12, 2026
  • ରୁଷରେ ବନ୍ଦ ହେଲା ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ
    ଦେଶ-ଦେଶାନ୍ତର

    ରୁଷରେ ବନ୍ଦ ହେଲା ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ

    14069
    Feb 12, 2026
  • ଦେଶର ଶିକ୍ଷା ଓ ଦକ୍ଷତା ବିକାଶକୁ ଆଗକୁ ନେବାରେ ଏଆଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ...
    ଦେଶ-ଦେଶାନ୍ତର

    ଦେଶର ଶିକ୍ଷା ଓ ଦକ୍ଷତା ବିକାଶକୁ ଆଗକୁ ନେବାରେ ଏଆଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ...

    15515
    Feb 12, 2026
  • ଆଜ୍‌ମା କମାଇବାକୁ ହେଲେ କରନ୍ତୁ ଏହା.......
    ବିଶେଷ

    ଆଜ୍‌ମା କମାଇବାକୁ ହେଲେ କରନ୍ତୁ ଏହା.......

    15728
    Feb 12, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଅପରାଧ

    ବାହାରପଟୁ କବାଟ ଦେଇ ଲୁଟିନେଲେ ୫ ଲକ୍ଷର ଅଳଙ୍କାର

    15378
    Feb 12, 2026
  • ବିଶେଷ

    ସବୁଜ କ୍ୟାପସିକମ ଏହି ରୋଗ ପାଇଁ ଭାରି ଉପକାରୀ

    15235
    Feb 13, 2026
  • ଅପରାଧ

    ସ୍ୱାମୀ-ସ୍ତ୍ରୀ-ପରକୀୟା ପ୍ରୀତି : ଗର୍ଭବତୀ ପତ୍ନୀକୁ ମାରିଦେଲା

    13908
    Feb 12, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17334
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17402
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17747
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16222
    Apr 03, 2021

ବିଶେଷ

  • ସବୁଜ କ୍ୟାପସିକମ ଏହି ରୋଗ ପାଇଁ ଭାରି ଉପକାରୀ

    15235
    Feb 13, 2026
  • ଆଜ୍‌ମା କମାଇବାକୁ ହେଲେ କରନ୍ତୁ ଏହା.......

    15728
    Feb 12, 2026
  • ଦୃଷ୍ଟିଶକ୍ତି ପ୍ରଖର କରେ ଅମୃତଭଣ୍ଡା

    13664
    Feb 11, 2026
  • ତଳିପାଦ ଦେଖି ରୋଗ ବିଷୟରେ ଜାଣନ୍ତୁ .....

    14642
    Feb 10, 2026
  • ଅଜୀର୍ଣ୍ଣ ସମସ୍ୟା ଥିଲେ, କରନ୍ତୁ ଏହା

    15423
    Feb 09, 2026

ବାଣିଜ୍ୟ

୧ ଏପ୍ରିଲରୁ ନୂତନ ଆୟକର ଆଇନ

୧ ଏପ୍ରିଲ, ୨୦୨୬ରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ ଟିକସ ରିଟର୍ନ ଫର୍ମ ପ୍ରକାଶ କରିଛି, ଯାହା ପ୍ରଥମ ଥର ପାଇଁ ନୂତନ ଆୟକର ଆଇନ, ୨୦୨୫ ପ୍ରକୃତରେ କିପରି କାମ କରିବ ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛି।

ଦେଶରେ ବର୍ତ୍ତମାନର ଟିକସ ଆଇନ ୧୯୬୧ରୁ ...

  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14941
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14454
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16062
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15341
    Jan 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସବୁଜ କ୍ୟାପସିକମ ଏହି ରୋଗ ପାଇଁ ଭାରି ଉପକାରୀ

    15235
    Feb 13, 2026
  • ବାହାରପଟୁ କବାଟ ଦେଇ ଲୁଟିନେଲେ ୫ ଲକ୍ଷର ଅଳଙ୍କାର

    15378
    Feb 12, 2026
  • ଆଜ୍‌ମା କମାଇବାକୁ ହେଲେ କରନ୍ତୁ ଏହା.......

    15728
    Feb 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In