Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, February 12, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଦେଶର ଶିକ୍ଷା ଓ ଦକ୍ଷତା ବିକାଶକୁ ଆଗକୁ ...

  • ଆଜ୍‌ମା କମାଇବାକୁ ହେଲେ କରନ୍ତୁ ଏହା.......

  • ବନ୍ଦେ ମାତରମ ପାଇଁ ଠିଆ ହେବା ...

  • ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ: ପ୍ରଭାବିତ ...

  • ଦୃଷ୍ଟିଶକ୍ତି ପ୍ରଖର କରେ ଅମୃତଭଣ୍ଡା

  • ୯ ବର୍ଷରେ ଉତ୍ତର ପ୍ରଦେଶର ବଜେଟ୍ ତିନି ...

  • ବିଧାନସଭା କାର୍ଯ୍ୟ ପାଇଁ ମନ୍ତ୍ରୀ ଓ ...

  • ଆଦାନୀଙ୍କ ବିରୋଧରେ ମାମଲା ପ୍ରକୃତରେ ...

  • ସାଂସଦ ପ୍ରତାପ ଷଡଙ୍ଗୀଙ୍କ ପ୍ରଶ୍ନରେ ଏହି ...

  • ଟଙ୍କା ଦାବି କରି ରଣବୀର ସିଂଙ୍କୁ ଧମକ

ରାଜ୍ୟ
Home ›› ରାଜ୍ୟ ››ଚଳିତ ଆର୍ଥିକ ବର୍ଷର ଖର୍ଚ୍ଚ ହୋଇପାରି ନଥିବା ୨୩ ହଜାର କୋଟିରୁ ଅଧିକ ଟଙ୍କା ଫେରିଯିବ

ଚଳିତ ଆର୍ଥିକ ବର୍ଷର ଖର୍ଚ୍ଚ ହୋଇପାରି ନଥିବା ୨୩ ହଜାର କୋଟିରୁ ଅଧିକ ଟଙ୍କା ଫେରିଯିବ

2026-02-12 05:57:52
14052
Share:
Facebook
Twitter
E-Mail
WhatsApp
Telegram
ଚଳିତ ଆର୍ଥିକ ବର୍ଷର ଖର୍ଚ୍ଚ ହୋଇପାରି ନଥିବା ୨୩ ହଜାର କୋଟିରୁ ଅଧିକ ଟଙ୍କା ଫେରିଯିବ

ଭୁବନେଶ୍ବର: ଏଣିକି ଆଉ ବର୍ଷେ ନୁହେଁ, ତିନି ବର୍ଷିଆ ବଜେଟ ପ୍ରସ୍ତୁତ କରାଯିବ। ବଜେଟ ପ୍ରସ୍ତାବ ଦାଖଲ ସମୟରେ ଆଗାମୀ ୨୪ ମାସର ଯୋଜନାକୁ ଦୃଷ୍ଟି ଦେବା ଜରୁରୀ। ବଜେଟ ଅର୍ଥର ସୁବିନିଯୋଗ ଓ ଦୀର୍ଘ ମିଆଦି ଫଳାଫଳ ହାସଲ ପାଇଁ ଅର୍ଥ ବିଭାଗ ପକ୍ଷରୁ ସବୁ ବିଭାଗକୁ ଏପରି ପରାମର୍ଶ ଦିଆଯାଇଛି। କିନ୍ତୁ ବଜେଟ ଅର୍ଥ ଖର୍ଚ୍ଚରେ ବାଧକ ଦୂର ହୋଇପାରୁନାହିଁ। ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୖମାସିକରେ ଖର୍ଚ୍ଚ ହୋଇପାରି ନଥିବା ୨୩ ହଜାର କୋଟିରୁ ଅଧିକ ଟଙ୍କା ଫେରିଯିବ। କାର୍ଯ୍ୟକ୍ରମ ବ୍ୟୟ ବାବଦରେ ଉପରୋକ୍ତ ପାଣ୍ଠିକୁ ଫେରାଇବା ପାଇଁ ଚଳିତ ମାସ ୨୭ ପର୍ଯ୍ୟନ୍ତ ସମସ୍ତ ବିଭାଗକୁ ସମୟ ଦିଆଯାଇଛି।

୨୦୨୪-୨୫ ଆର୍ଥିକ ବର୍ଷରେ ଅହେତୁକ ବିଳମ୍ବ ସତ୍ତ୍ବେ ତରବରିଆ ଭାବେ ବଜେଟ ପାଣ୍ଠି ଖର୍ଚ୍ଚ କରି ଧାର୍ଯ୍ୟ ଲକ୍ଷ୍ୟର ନିକଟବର୍ତ୍ତୀ ହୋଇଥିଲେ ଅଧିକାଂଶ ବିଭାଗ। ତେବେ ଚଳିତ ଆର୍ଥିକ ବର୍ଷରେ ଜାନୁଆରୀ ସୁଦ୍ଧା ବହୁ ବିଭାଗ ସର୍ବନିମ୍ନ ୬୦ ପ୍ରତିଶତ ଛୁଇଁ ନାହାନ୍ତି। ତେ‌େ‌ବ ତା ଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୖମାସିକରେ ବିଭିନ୍ନ ବିଭାଗ ୨୩,୫୫୦ କୋଟି ଟଙ୍କା ଖର୍ଚ୍ଚ କରିପାରି ନାହାନ୍ତି। ଏହା କେବଳ କାର୍ଯ୍ୟକ୍ରମ ବ୍ୟୟ। ମୋଟାମୋଟି ପାଣ୍ଠିକୁ ମିଶାଇଲେ ଫେରସ୍ତ ହେବାକୁ ଥିବା ପାଣ୍ଠି ଢ଼େର ଅଧିକ ହେବ। ଅର୍ଥ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସ୍ବାସ୍ଥ୍ୟ ବିଭାଗ ୧୧୫୩ କୋଟି ଓ ପଞ୍ଚାୟତିରାଜ ବିଭାଗ ୭୨୯୬ କୋଟି ଟଙ୍କା ଫେରାଇବ।

ସେହିପରି ଜଳ ସମ୍ପଦ ବିଭାଗ ୨୭୨୨ କୋଟି, ବିଦ୍ୟାଳୟ ଓ ଗଣଶିକ୍ଷା ୨୨୫୭ କୋଟି, ଅର୍ଥ ବିଭାଗ ୧୯୪୨ କୋଟି,ନଗର ଉନ୍ନୟନ ବିଭାଗ ୮୩୩ କୋଟି, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ୮୨୩ କୋଟି, ଗୃହ ବିଭାଗ ୭୨୯ କୋଟି, କ୍ରୀଡ଼ା ବିଭାଗ ୬୦୮ କୋଟି, ମହିଳା ଓ ଶିଶୁ ବିକାଶ ୫୨୮ କୋଟି, ମିଶନ୍ ଶକ୍ତି ୪୨୬ କୋଟି, ପୂର୍ତ୍ତ ବିଭାଗ ୪୧୨ କୋଟି, ଏମଏସ୍‌ଏମଇ ୨୫୨ କୋଟି ଟଙ୍କା ସରକାରଙ୍କୁ ଫେରାଇବେ।

ଗତ ଡିସେମ୍ବର ୩୧ ସୁଦ୍ଧା ହୋଇଥିବା ଖର୍ଚ୍ଚରୁ ଉପରୋକ୍ତ ପାଣ୍ଠି ବଳକା ରହିଛି। କାର୍ଯ୍ୟକ୍ରମ ବ୍ୟୟ ବାବଦରେ ଗୃହ ବିଭାଗ ୨୯%, ସ୍ବାସ୍ଥ୍ୟ ବିଭାଗ ୫୩%, ଏସଟିଏସସି ବିଭାଗ ୪୪%, କ୍ରୀଡ଼ା ବିଭାଗ ମାତ୍ର ୫%, ପଞ୍ଚାୟତିରାଜ ବିଭାଗ ୨୮%, ଜଳସମ୍ପଦ ବିଭାଗ ୩୯%, ପରିବହନ ବିଭାଗ ୬୫%, ବନ ବିଭାଗ ୩୮%, ଇସ୍ପାତ ଓ ଖଣି ବିଭାଗ ୭%, ବିଜ୍ଞାନ ଓ କାରିଗରୀ ବିଭାଗ ୨୩%, ପର୍ଯ୍ୟଟନ ବିଭାଗ ୪୨%, ସରକାରୀ ଉଦ୍ୟୋଗ ବିଭାଗ ୩%, ମହିଳା ଓ ଶିଶୁ ବିକାଶ ୫୬%, ଗ୍ରାମ୍ୟ ଉନ୍ନୟନ ୪୮%, ବିଦ୍ୟାଳୟ ଓ ଗଣଶିକ୍ଷା ୪୫% ଅର୍ଥ ବ୍ୟୟ କରିପାରିଛନ୍ତି। 

Powered by Froala Editor

Tags Budget

Related articles Odisha News Lens 4.1

  • ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ: ପ୍ରଭାବିତ ହୋଇପାରେ ବ୍ୟାଙ୍କ ସେବା
    ଦେଶ-ଦେଶାନ୍ତର

    ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ: ପ୍ରଭାବିତ ହୋଇପାରେ ବ୍ୟାଙ୍କ ସେବା

    14384
    Feb 11, 2026
  • ଟଙ୍କା ଦାବି କରି ରଣବୀର ସିଂଙ୍କୁ ଧମକ
    ମନୋରଞ୍ଜନ

    ଟଙ୍କା ଦାବି କରି ରଣବୀର ସିଂଙ୍କୁ ଧମକ

    15264
    Feb 11, 2026
  •  ସାଂସଦ ପ୍ରତାପ ଷଡଙ୍ଗୀଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଲେ ଅଶ୍ୱନୀ ବୈଷ୍ଣବ
    ଦେଶ-ଦେଶାନ୍ତର

    ସାଂସଦ ପ୍ରତାପ ଷଡଙ୍ଗୀଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଲେ ଅଶ୍ୱନୀ ବୈଷ୍ଣବ

    14106
    Feb 11, 2026
  • ଆଜ୍‌ମା କମାଇବାକୁ ହେଲେ କରନ୍ତୁ ଏହା.......
    ବିଶେଷ

    ଆଜ୍‌ମା କମାଇବାକୁ ହେଲେ କରନ୍ତୁ ଏହା.......

    15572
    Feb 12, 2026
  • ୯ ବର୍ଷରେ ଉତ୍ତର ପ୍ରଦେଶର ବଜେଟ୍ ତିନି ଗୁଣରୁ ଅଧିକ ବୃଦ୍ଧି ପାଇଛି: ଯୋଗୀ ଆଦିତ୍ୟନାଥ
    ଦେଶ-ଦେଶାନ୍ତର

    ୯ ବର୍ଷରେ ଉତ୍ତର ପ୍ରଦେଶର ବଜେଟ୍ ତିନି ଗୁଣରୁ ଅଧିକ ବୃଦ୍ଧି ପାଇଛି: ଯୋଗୀ ଆଦିତ୍ୟନାଥ

    14264
    Feb 11, 2026
  • ଦେଶର ଶିକ୍ଷା ଓ ଦକ୍ଷତା ବିକାଶକୁ ଆଗକୁ ନେବାରେ ଏଆଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ...
    ଦେଶ-ଦେଶାନ୍ତର

    ଦେଶର ଶିକ୍ଷା ଓ ଦକ୍ଷତା ବିକାଶକୁ ଆଗକୁ ନେବାରେ ଏଆଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ...

    15357
    Feb 12, 2026
  • ବନ୍ଦେ ମାତରମ ପାଇଁ ଠିଆ ହେବା ବାଧ୍ୟତାମୂଳକ
    ଦେଶ-ଦେଶାନ୍ତର

    ବନ୍ଦେ ମାତରମ ପାଇଁ ଠିଆ ହେବା ବାଧ୍ୟତାମୂଳକ

    13644
    Feb 11, 2026
  • ବିଧାନସଭା କାର୍ଯ୍ୟ ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ  ଯୋଗାଇ ଦିଆଯିବ ଟାବଲେଟ୍
    ଦେଶ-ଦେଶାନ୍ତର

    ବିଧାନସଭା କାର୍ଯ୍ୟ ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଯୋଗାଇ ଦିଆଯିବ ଟାବଲେଟ୍

    13779
    Feb 11, 2026
  • ଆଦାନୀଙ୍କ ବିରୋଧରେ ମାମଲା ପ୍ରକୃତରେ ମୋଦୀଙ୍କ ବିରୋଧରେ ବୋଲି କହିଲେ ରାହୁଲ
    ଦେଶ-ଦେଶାନ୍ତର

    ଆଦାନୀଙ୍କ ବିରୋଧରେ ମାମଲା ପ୍ରକୃତରେ ମୋଦୀଙ୍କ ବିରୋଧରେ ବୋଲି କହିଲେ ରାହୁଲ

    15243
    Feb 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ: ପ୍ରଭାବିତ ହୋଇପାରେ ବ୍ୟାଙ୍କ ସେବା

    14384
    Feb 11, 2026
  • ଦେଶ-ଦେଶାନ୍ତର

    ସାଂସଦ ପ୍ରତାପ ଷଡଙ୍ଗୀଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଲେ ଅଶ୍ୱନୀ ବୈଷ୍ଣବ

    14106
    Feb 11, 2026
  • ବିଶେଷ

    ଆଜ୍‌ମା କମାଇବାକୁ ହେଲେ କରନ୍ତୁ ଏହା.......

    15572
    Feb 12, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17333
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17402
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17747
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16222
    Apr 03, 2021

ବିଶେଷ

  • ଆଜ୍‌ମା କମାଇବାକୁ ହେଲେ କରନ୍ତୁ ଏହା.......

    15572
    Feb 12, 2026
  • ଦୃଷ୍ଟିଶକ୍ତି ପ୍ରଖର କରେ ଅମୃତଭଣ୍ଡା

    13511
    Feb 11, 2026
  • ତଳିପାଦ ଦେଖି ରୋଗ ବିଷୟରେ ଜାଣନ୍ତୁ .....

    14607
    Feb 10, 2026
  • ଅଜୀର୍ଣ୍ଣ ସମସ୍ୟା ଥିଲେ, କରନ୍ତୁ ଏହା

    15405
    Feb 09, 2026
  • ଗୋଲାପ ଦିବସ

    15988
    Feb 07, 2026

ବାଣିଜ୍ୟ

୧ ଏପ୍ରିଲରୁ ନୂତନ ଆୟକର ଆଇନ

୧ ଏପ୍ରିଲ, ୨୦୨୬ରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ ଟିକସ ରିଟର୍ନ ଫର୍ମ ପ୍ରକାଶ କରିଛି, ଯାହା ପ୍ରଥମ ଥର ପାଇଁ ନୂତନ ଆୟକର ଆଇନ, ୨୦୨୫ ପ୍ରକୃତରେ କିପରି କାମ କରିବ ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛି।

ଦେଶରେ ବର୍ତ୍ତମାନର ଟିକସ ଆଇନ ୧୯୬୧ରୁ ...

  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14941
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14453
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16061
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15340
    Jan 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ: ପ୍ରଭାବିତ ହୋଇପାରେ ବ୍ୟାଙ୍କ ସେବା

    14384
    Feb 11, 2026
  • ଟଙ୍କା ଦାବି କରି ରଣବୀର ସିଂଙ୍କୁ ଧମକ

    15264
    Feb 11, 2026
  • ବିଧାନସଭା କାର୍ଯ୍ୟ ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଯୋଗାଇ ଦିଆଯିବ ଟାବଲେଟ୍

    13779
    Feb 11, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In