Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, February 09, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମଙ୍ଗଳବାର ଦିନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ...

  • ପ୍ରଥମ ବର୍ଷର ଆଇନ ଛାତ୍ର ସହପାଠୀଙ୍କୁ ...

  • ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାୱର

  • ଚୋରା ମୋରମ ଖଣିରେ ଚଢ଼ଉ, ଛୁ’ ମାରିଲେ ମାଫିଆ

  • ୨୧ ଯାଏ ଚାଲିବ ଆଦିବାସୀ କଳା ଲାଇଭ୍ ...

  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ...

  • ମେଡିକାଲ ବିଶ୍ୱବିଦ୍ୟାଳୟରେ ଛୁରାମାଡ, ...

  • ଭାରତୀୟ ବାୟୁସେନା: ୧୧୪ଟି ରାଫେଲ ଯୁଦ୍ଧ ...

  • ପୁଣି ତାଲିମ ପ୍ରାପ୍ତ ବିମାନ ...

  • କଂଗ୍ରେସରେ ଯୋଗ ଦେଲେ ବିଶ୍ୱଜିତ, ସୋଫିଆ ...

Home ›› ››ଭୂତଳ ଜଳକୁ ନେଇ ଚିନ୍ତା, ଜଳ ସମ୍ପଦ ବିଭାଗର କାର୍ଯ୍ୟାନ୍ବୟନ ଯୋଜନା ପ୍ରସ୍ତୁତ

ଭୂତଳ ଜଳକୁ ନେଇ ଚିନ୍ତା, ଜଳ ସମ୍ପଦ ବିଭାଗର କାର୍ଯ୍ୟାନ୍ବୟନ ଯୋଜନା ପ୍ରସ୍ତୁତ

2026-02-09 07:33:18
14778
Share:
Facebook
Twitter
E-Mail
WhatsApp
Telegram
ଭୂତଳ ଜଳକୁ ନେଇ ଚିନ୍ତା, ଜଳ ସମ୍ପଦ ବିଭାଗର କାର୍ଯ୍ୟାନ୍ବୟନ ଯୋଜନା ପ୍ରସ୍ତୁତ

ଆନ୍ତଃରାଜ୍ୟ ମହାନଦୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଏବଂ ଓଡ଼ିଶାରେ ଉପତ୍ତ୍ତି ହୋଇଥିବା ବୈତରଣୀ, ବୁଢାବଳଙ୍ଗ ଓ ଋଷିକୁଲ୍ୟା ସହ ଏହାର ଶାଖାନଦୀଗୁଡ଼ିକ ସମୁଦ୍ରରେ ମିଶିଛନ୍ତି। ସାଧାରଣ ଲୋକଙ୍କ ପାଇଁ ବ୍ୟବହୃତ ହେଉଥିବା ନଦୀଜଳର ୧୨ ଗୁଣ ଅଧିକ ଜଳ ଶିଳ୍ପ ପାଇଁ ବ୍ୟବହୃତ ହେଉଛି। ବ୍ରାହ୍ମଣୀ, ବୈତରଣୀ ଓ ଏହାର ଶାଖାନଦୀଗୁଡ଼ିକର ଜଳ ଉପରେ ନିର୍ଭର କରି ଯାଜପୁର ଜିଲାରେ ୧୦ରୁ ଊର୍ଦ୍ଧ୍ୱ ବୃହତ୍‌ ଶିଳ୍ପ କାରଖାନା ଗଢ଼ିଉଠିଛି। ଏହି ନଦୀଗୁଡ଼ିକରୁ ବର୍ଷକୁ ଜଳସେଚନ ପାଇଁ ୩୯୫୧.୫୧ ବିସିଏମ୍‌, ଲୋକଙ୍କ ପାଇଁ ଜଳଯୋଗାଣ କ୍ଷେତ୍ରରେ ୮୨.୩୦ ବିସିଏମ୍‌, ଶିଳ୍ପ ପାଇଁ ୧୦୫୫.୯୫ ବିସିଏମ୍‌ ଓ ପର୍ଯ୍ୟାବରଣ ପାଇଁ ୪୭୨୨.୭୦ ବିସିଏମ୍‌ ଜଳ ଆବଶ୍ୟକ ହୁଏ। ଏଭଳି ପରିସ୍ଥିତି ସାରା ରାଜ୍ୟରେ ଦେଖାଦେଉଥିବାରୁ ଖରାଦିନେ ଲୋକଙ୍କୁ ଜଳକ୍ଳିଷ୍ଟତାର ସମ୍ମୁଖୀନ ହେବାକୁ ପଡୁଛି। ଏବେ ଭୂତଳ ଜଳକୁ ନେଇ ଚିନ୍ତାଜନକ ସ୍ଥିତି ଉପୁଜିଛି। 

ରାଜ୍ୟର ନଦୀଗୁଡ଼ିକରେ ଜଳପ୍ରବାହ ହ୍ରାସକୁ ଦେଖିଲେ ସମନ୍ବିତ ପ୍ରଯୁକ୍ତିବିଦ୍ୟା ଆଧାରିତ ଜଳ ସମ୍ପଦ ପରିଚାଳନା ପଦ୍ଧତି ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି। ତଦନୁଯାୟୀ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ୩ା୨ା୨୦୨୬ରେ ହୋଇଥିବା ବୈଠକରେ ଏକ କାର୍ଯ୍ୟାନ୍ବୟନ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିପାଇଁ ୨୦ ହଜାର କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଉକ୍ତ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ଅନୁସଚିବ ଆରତି ମଲ୍ଲିକ ଆବଶ୍ୟକ ରିପୋର୍ଟ ପ୍ରସ୍ତୁତ କରିବାକୁ ବିଭାଗୀୟ ଇଞ୍ଜିନିୟର-ଇନ୍‌-ଚିଫ୍‌ ଏବଂ ଚିଫ୍‌ ଇଞ୍ଜିନିୟରଙ୍କୁ ୭ା୨ା୨୦୨୬ରେ ଚିଠି ଲେଖିଛନ୍ତି।

Powered by Froala Editor

Tags river

Related articles Odisha News Lens 4.1

  • ମେଡିକାଲ ବିଶ୍ୱବିଦ୍ୟାଳୟରେ ଛୁରାମାଡ, ଚାରି ଭାରତୀୟ ଛାତ୍ରଙ୍କ ସମେତ ଅନେକ ଆହତ
    ଦେଶ-ଦେଶାନ୍ତର

    ମେଡିକାଲ ବିଶ୍ୱବିଦ୍ୟାଳୟରେ ଛୁରାମାଡ, ଚାରି ଭାରତୀୟ ଛାତ୍ରଙ୍କ ସମେତ ଅନେକ ଆହତ

    13754
    Feb 08, 2026
  • ପ୍ରଥମ ବର୍ଷର ଆଇନ ଛାତ୍ର ସହପାଠୀଙ୍କୁ ଗୁଳି କରି ହତ୍ୟା ପରେ ନିଜକୁ କରିଲେ ଗୁଳି
    ଦେଶ-ଦେଶାନ୍ତର

    ପ୍ରଥମ ବର୍ଷର ଆଇନ ଛାତ୍ର ସହପାଠୀଙ୍କୁ ଗୁଳି କରି ହତ୍ୟା ପରେ ନିଜକୁ କରିଲେ ଗୁଳି

    15069
    Feb 09, 2026
  • ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାୱର
    ଦେଶ-ଦେଶାନ୍ତର

    ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାୱର

    13513
    Feb 09, 2026
  • ମଙ୍ଗଳବାର ଦିନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ହେଲା ଲୋକସଭା
    ଦେଶ-ଦେଶାନ୍ତର

    ମଙ୍ଗଳବାର ଦିନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ହେଲା ଲୋକସଭା

    15372
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ...
    ବାଣିଜ୍ୟ

    ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ...

    14582
    Feb 08, 2026
  • ଚୋରା ମୋରମ ଖଣିରେ ଚଢ଼ଉ, ଛୁ’ ମାରିଲେ ମାଫିଆ
    ଅପରାଧ

    ଚୋରା ମୋରମ ଖଣିରେ ଚଢ଼ଉ, ଛୁ’ ମାରିଲେ ମାଫିଆ

    15485
    Feb 09, 2026
  • ୨୧ ଯାଏ ଚାଲିବ ଆଦିବାସୀ କଳା ଲାଇଭ୍ କାର୍ଯ୍ୟକ୍ରମ
    ଜିଲ୍ଲା ପରିକ୍ରମା

    ୨୧ ଯାଏ ଚାଲିବ ଆଦିବାସୀ କଳା ଲାଇଭ୍ କାର୍ଯ୍ୟକ୍ରମ

    13514
    Feb 09, 2026
  • କଂଗ୍ରେସରେ ଯୋଗ ଦେଲେ ବିଶ୍ୱଜିତ, ସୋଫିଆ କହିଲେ ‘ମୁଁ ଜାଣିନାହିଁ’
    ରାଜନୀତି

    କଂଗ୍ରେସରେ ଯୋଗ ଦେଲେ ବିଶ୍ୱଜିତ, ସୋଫିଆ କହିଲେ ‘ମୁଁ ଜାଣିନାହିଁ’

    13880
    Feb 08, 2026
  • ପୁଣି ତାଲିମ ପ୍ରାପ୍ତ ବିମାନ ଦୁର୍ଘଟଣାଗ୍ରସ୍ତ
    ଦେଶ-ଦେଶାନ୍ତର

    ପୁଣି ତାଲିମ ପ୍ରାପ୍ତ ବିମାନ ଦୁର୍ଘଟଣାଗ୍ରସ୍ତ

    13564
    Feb 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14582
    Feb 08, 2026
  • ଜିଲ୍ଲା ପରିକ୍ରମା

    ୨୧ ଯାଏ ଚାଲିବ ଆଦିବାସୀ କଳା ଲାଇଭ୍ କାର୍ଯ୍ୟକ୍ରମ

    13514
    Feb 09, 2026
  • ଦେଶ-ଦେଶାନ୍ତର

    ମଙ୍ଗଳବାର ଦିନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ହେଲା ଲୋକସଭା

    15372
    Feb 09, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17327
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17400
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17743
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16221
    Apr 03, 2021

ବିଶେଷ

  • ଗୋଲାପ ଦିବସ

    15859
    Feb 07, 2026
  • ହଳଦୀ ପାଣିରୁ ଆରମ୍ଭ କରନ୍ତୁ ଦିନ, ମିଳିଥାଏ ଚମତ୍କାରୀ ଲାଭ

    15778
    Feb 06, 2026
  • ଭୃଷଙ୍ଗ ପତ୍ରରେ ଅଛି ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣନ୍ତୁ କିପରି କରିବେ ବ୍ୟବହାର

    16129
    Feb 04, 2026
  • ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ଆପଣଙ୍କ ଦିନ କରନ୍ତୁ ଆରମ୍ଭ

    14251
    Feb 02, 2026
  • କ୍ଷୀରକୁ କଦାପି ଖୋଲା ରଖନ୍ତୁ ନାହିଁ, ପରିବାରରେ ସୃଷ୍ଟି ହୁଏ କଳହ

    14468
    Jan 31, 2026

ବାଣିଜ୍ୟ

ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

ଭୁବନେଶ୍ୱର: ରୟାଲ ଆର୍କେଡ ଆସୋସିଏସନ୍‌ ଅଫ ଆଲଟିଜ୍‌ ପକ୍ଷରୁ ୨୦୨୫-୨୬ ବର୍ଷ ନିମନ୍ତେ ଏହାର ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିବିଏମ୍‌) ୮ ଫେବୃଆରୀ, ୨୦୨୬ରେ ରୟାଲ ଆର୍କେଡ, ରଘୁନାଥପୁର, ଭୁବନେଶ ...

  • ଭୁଶୁଡିଲା ସେୟାର ମାର୍କେଟ

    14450
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16059
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15334
    Jan 22, 2026
  • ୧.୪୦ ଲକ୍ଷ ଟପିଲା ସୁନା

    15747
    Jan 12, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଚୋରା ମୋରମ ଖଣିରେ ଚଢ଼ଉ, ଛୁ’ ମାରିଲେ ମାଫିଆ

    15485
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14582
    Feb 08, 2026
  • ଭାରତୀୟ ବାୟୁସେନା: ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ

    15495
    Feb 08, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In