Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, February 08, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ...

  • ମେଡିକାଲ ବିଶ୍ୱବିଦ୍ୟାଳୟରେ ଛୁରାମାଡ, ...

  • ଭାରତୀୟ ବାୟୁସେନା: ୧୧୪ଟି ରାଫେଲ ଯୁଦ୍ଧ ...

  • ପୁଣି ତାଲିମ ପ୍ରାପ୍ତ ବିମାନ ...

  • କଂଗ୍ରେସରେ ଯୋଗ ଦେଲେ ବିଶ୍ୱଜିତ, ସୋଫିଆ ...

  • ବିନା ମାଟିରେ ଗଜା ହେଲା ୧୦୦୦ ଆଳୁ

  • ଜିଆଙ୍କ ସହ ନିର୍ବନ୍ଧ କଲେ କି ଏଲଭିଶ, ଫଟୋ ...

  • ରିତୁ ତାୱଡେ ହେବେ ମୁମ୍ବାଇ ମେୟର

  • ଘୋଷଣା କଲେ ପ୍ରଧାନମନ୍ତ୍ରୀ : ମାଲେସିଆରେ ...

  • ବଡ଼ ଆଶ୍ୱସ୍ତି : ଭାରତ-ଆମେରିକା ବାଣିଜ୍ୟ ...

Home ›› ››ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

2026-02-08 18:31:17
14450
Share:
Facebook
Twitter
E-Mail
WhatsApp
Telegram
ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

ଭୁବନେଶ୍ୱର: ରୟାଲ ଆର୍କେଡ ଆସୋସିଏସନ୍‌ ଅଫ ଆଲଟିଜ୍‌ ପକ୍ଷରୁ ୨୦୨୫-୨୬ ବର୍ଷ ନିମନ୍ତେ ଏହାର ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିବିଏମ୍‌) ୮ ଫେବୃଆରୀ, ୨୦୨୬ରେ ରୟାଲ ଆର୍କେଡ, ରଘୁନାଥପୁର, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ଓଡ଼ିଶାରେ ବ୍ୟବସାୟିକ କଂପ୍ଲେକ୍ସର ସୁସଂଗଠିତ ପରିଚାଳନା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଛି ।

ରୟାଲ ଆର୍କେଡ ରାଜ୍ୟରେ ଅନ୍ୟତମ ପ୍ରଥମ ବ୍ୟବସାୟିକ କଂପ୍ଲେକ୍ସ ଭାବରେ ସାମୂହିକ ମାଲିକାନା, ଉତ୍ତରଦାୟିତ୍ୱ ଏବଂ ଗଣତାନ୍ତ୍ରିକ ଉପାୟରେ ପରିଚାଳନା ଲକ୍ଷ୍ୟରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ କାର୍ଯ୍ୟ କରୁଛି । ଏକ ଆଦ୍ୟ ଗ୍ରହଣକାରୀର ଗୁଣଗୁଡିକ ପ୍ରଦର୍ଶନ କରି ଏହି ଆସୋସିଏସନ ଏକ ସ୍ୱଚ୍ଛ, ଅନୁପାଳନକାରୀ ଏବଂ ବୃତ୍ତିଗତ ଭାବରେ ପରିଚାଳିତ ପରିଚାଳନା ବିଧିବ୍ୟବସ୍ଥା ସ୍ଥାପନ କରିଛି ।

୨୦୨୪ ଏପ୍ରିଲରେ ନିର୍ବାଚିତ ଏବଂ ଶ୍ରୀ ରଞ୍ଜନ ଷଡଙ୍ଗୀ (ସଭାପତି)ଙ୍କ ନେତୃତ୍ୱରେ ଏବଂ ତାଙ୍କ ସହିତ ଶ୍ରୀ ଅଶୋକ ସାହୁ (ଉପସଭାପତି), ଶ୍ରୀ ଅରୁଣ ପାତ୍ର (ସମ୍ପାଦକ), ସୁଶ୍ରୀ ସୀମା କୁମାରୀ (କୋଷାଧ୍ୟକ୍ଷ) ଏବଂ ତିନିଜଣ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଶ୍ରୀ ଲଗ୍ନଜିତ ଦାଶ, ଶ୍ରୀମତୀ ଲାବଣ୍ୟ ପଟ୍ଟନାୟକ ଓ ଶ୍ରୀ ସଞ୍ଜୟ ଜଲାନ୍‌ଙ୍କୁ ନେଇ ଗଠିତ କାର୍ଯ୍ୟନିର୍ବାହୀ କମିଟି ତଥା ବ୍ରିଗେଡିୟର ଡି.ବି. ପାଣି (ନିରାପତ୍ତା ଓ ଶୃଙ୍ଖଳା), ସିଏ ଧନଞ୍ଜୟ ମୋହନ (ଫାଇନାନ୍ସ ଓ ଆକାଉଣ୍ଟିଂ), କ୍ୟାପଟେନ ମନୋଜ ସାହୁ (ଆଇନ)ଙ୍କ ସମର୍ଥନରେ ଏହି ପ୍ରୟାସ ହାତକୁ ନିଆଯାଇଥିଲା । ଏହି କମିଟି ଅନୁପାଳନ, ଉତ୍ତରଦାୟିତ୍ୱ ଏବଂ ସମାବେଶୀ ନିଷ୍ପତ୍ତି ଗ୍ରହଣ ଉପରେ ଦୃଷ୍ଟିନିବଦ୍ଧକାରୀ ସୁସଂଗଠିତ ପ୍ରଶାସନିକ ଓ ଆର୍ଥିକ ପ୍ରକ୍ରିୟାଗୁଡିକ ପ୍ରଚଳନ କରିଛନ୍ତି । 

ଏଜିବିଏମ୍‌ ଗତବର୍ଷ ତୁଳନାରେ ଘଟିଥିବା ପ୍ରଗତିର ସମୀକ୍ଷା କରିବା ସହିତ ପରିଚାଳନାଗତ ବିଷୟ ଓ ଅଗ୍ରାଧିକାରତା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ କଂପ୍ଲେକ୍ସର ରକ୍ଷଣାବେକ୍ଷଣ, ପରିଚାଳନା ଏବଂ ଦୀର୍ଘସ୍ଥାୟିତ୍ୱ ନିମନ୍ତେ ଏକ ଦୀର୍ଘସୂତ୍ରୀ ନକ୍ସା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏଥିରେ ବହୁ ସଂଖ୍ୟାରେ ଆଲଟିମାନେ ଅଂଶଗ୍ରହଣ କରିଥିଲେ, ଯାହା ସାମୂହିକ ଦାୟିତ୍ୱବୋଧର ଏକ ବର୍ଦ୍ଧିତ ସଂସ୍କୃତିକୁ ପ୍ରତିଫଳିତ କରିଥିଲା । ଉଲ୍ଲେଖଯୋଗ୍ୟ ଯେ ଗୃହ ମାଲିକମାନଙ୍କ ପରିବାରଗୁଡିକ ମଧ୍ୟ ଆସୋସିଏସନର ସହଭାଗୀ ଦୃଷ୍ଟିକୋଣକୁ ସକ୍ରିୟ ଭାବରେ ସମର୍ଥନ କରି ଏହି ସମାବେଶରେ ଯୋଗଦେଇଥିଲେ । ଏହା ବ୍ୟବସାୟିକ ପରିବେଶ ମଧ୍ୟରେ ଏକତାର ଭାବ ସମ୍ପର୍କରେ ଆଲୋକପାତ କରିଥିଲା । 

ଋୟାଲ ଆର୍କେଡର ପ୍ରୟାସଗୁଡିକ ଓଡ଼ିଶାରେ ଭବିଷ୍ୟତର ବ୍ୟବସାୟିକ ବିକାଶ ନିମନ୍ତେ ଏକ ସୂଚନାମୂଳକ ମଡେଲ ଭାବରେ ଉଭା  ହୋଇଛି, ଯାହା କାର୍ଯ୍ୟତଃ ଓ ଶୃଙ୍ଖଳିତ ପରିଚାଳନା ଜରିଆରେ ୨୦୨୩ ଆଇନର ସଫଳ କାର୍ଯ୍ୟାନ୍ୱୟନକୁ ପ୍ରଦର୍ଶିତ କରୁଛି ।

Powered by Froala Editor

Tags Royal Arcade

Related articles Odisha News Lens 4.1

  • ରିତୁ ତାୱଡେ ହେବେ ମୁମ୍ବାଇ ମେୟର
    ରାଜନୀତି

    ରିତୁ ତାୱଡେ ହେବେ ମୁମ୍ବାଇ ମେୟର

    15337
    Feb 07, 2026
  • କଂଗ୍ରେସରେ ଯୋଗ ଦେଲେ ବିଶ୍ୱଜିତ, ସୋଫିଆ କହିଲେ ‘ମୁଁ ଜାଣିନାହିଁ’
    ରାଜନୀତି

    କଂଗ୍ରେସରେ ଯୋଗ ଦେଲେ ବିଶ୍ୱଜିତ, ସୋଫିଆ କହିଲେ ‘ମୁଁ ଜାଣିନାହିଁ’

    13756
    Feb 08, 2026
  • ପୁଣି ତାଲିମ ପ୍ରାପ୍ତ ବିମାନ ଦୁର୍ଘଟଣାଗ୍ରସ୍ତ
    ଦେଶ-ଦେଶାନ୍ତର

    ପୁଣି ତାଲିମ ପ୍ରାପ୍ତ ବିମାନ ଦୁର୍ଘଟଣାଗ୍ରସ୍ତ

    13426
    Feb 08, 2026
  • ଘୋଷଣା କଲେ ପ୍ରଧାନମନ୍ତ୍ରୀ : ମାଲେସିଆରେ ଚାଲିବ ଭାରତର UPI
    ଦେଶ-ଦେଶାନ୍ତର

    ଘୋଷଣା କଲେ ପ୍ରଧାନମନ୍ତ୍ରୀ : ମାଲେସିଆରେ ଚାଲିବ ଭାରତର UPI

    15127
    Feb 07, 2026
  • ଭାରତୀୟ ବାୟୁସେନା: ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ
    ଦେଶ-ଦେଶାନ୍ତର

    ଭାରତୀୟ ବାୟୁସେନା: ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ

    15355
    Feb 08, 2026
  • ବଡ଼ ଆଶ୍ୱସ୍ତି : ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି
    ଦେଶ-ଦେଶାନ୍ତର

    ବଡ଼ ଆଶ୍ୱସ୍ତି : ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି

    13634
    Feb 07, 2026
  • ବିନା ମାଟିରେ ଗଜା ହେଲା ୧୦୦୦ ଆଳୁ
    ଦେଶ-ଦେଶାନ୍ତର

    ବିନା ମାଟିରେ ଗଜା ହେଲା ୧୦୦୦ ଆଳୁ

    13671
    Feb 08, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ...
    ବାଣିଜ୍ୟ

    ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ...

    14450
    Feb 08, 2026
  • ଜିଆଙ୍କ ସହ ନିର୍ବନ୍ଧ କଲେ କି ଏଲଭିଶ, ଫଟୋ ଭାଇରାଲ
    ଦେଶ-ଦେଶାନ୍ତର

    ଜିଆଙ୍କ ସହ ନିର୍ବନ୍ଧ କଲେ କି ଏଲଭିଶ, ଫଟୋ ଭାଇରାଲ

    15563
    Feb 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବଡ଼ ଆଶ୍ୱସ୍ତି : ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି

    13634
    Feb 07, 2026
  • ଦେଶ-ଦେଶାନ୍ତର

    ମେଡିକାଲ ବିଶ୍ୱବିଦ୍ୟାଳୟରେ ଛୁରାମାଡ, ଚାରି ଭାରତୀୟ ଛାତ୍ରଙ୍କ ସମେତ ଅନେକ ଆହତ

    13616
    Feb 08, 2026
  • ଦେଶ-ଦେଶାନ୍ତର

    ଭାରତୀୟ ବାୟୁସେନା: ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ

    15355
    Feb 08, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17327
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17400
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17743
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16220
    Apr 03, 2021

ବିଶେଷ

  • ଗୋଲାପ ଦିବସ

    15724
    Feb 07, 2026
  • ହଳଦୀ ପାଣିରୁ ଆରମ୍ଭ କରନ୍ତୁ ଦିନ, ମିଳିଥାଏ ଚମତ୍କାରୀ ଲାଭ

    15643
    Feb 06, 2026
  • ଭୃଷଙ୍ଗ ପତ୍ରରେ ଅଛି ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣନ୍ତୁ କିପରି କରିବେ ବ୍ୟବହାର

    16114
    Feb 04, 2026
  • ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ଆପଣଙ୍କ ଦିନ କରନ୍ତୁ ଆରମ୍ଭ

    14236
    Feb 02, 2026
  • କ୍ଷୀରକୁ କଦାପି ଖୋଲା ରଖନ୍ତୁ ନାହିଁ, ପରିବାରରେ ସୃଷ୍ଟି ହୁଏ କଳହ

    14452
    Jan 31, 2026

ବାଣିଜ୍ୟ

ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

ଭୁବନେଶ୍ୱର: ରୟାଲ ଆର୍କେଡ ଆସୋସିଏସନ୍‌ ଅଫ ଆଲଟିଜ୍‌ ପକ୍ଷରୁ ୨୦୨୫-୨୬ ବର୍ଷ ନିମନ୍ତେ ଏହାର ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିବିଏମ୍‌) ୮ ଫେବୃଆରୀ, ୨୦୨୬ରେ ରୟାଲ ଆର୍କେଡ, ରଘୁନାଥପୁର, ଭୁବନେଶ ...

  • ଭୁଶୁଡିଲା ସେୟାର ମାର୍କେଟ

    14450
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16059
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15334
    Jan 22, 2026
  • ୧.୪୦ ଲକ୍ଷ ଟପିଲା ସୁନା

    15746
    Jan 12, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମେଡିକାଲ ବିଶ୍ୱବିଦ୍ୟାଳୟରେ ଛୁରାମାଡ, ଚାରି ଭାରତୀୟ ଛାତ୍ରଙ୍କ ସମେତ ଅନେକ ଆହତ

    13616
    Feb 08, 2026
  • ପୁଣି ତାଲିମ ପ୍ରାପ୍ତ ବିମାନ ଦୁର୍ଘଟଣାଗ୍ରସ୍ତ

    13426
    Feb 08, 2026
  • ଜିଆଙ୍କ ସହ ନିର୍ବନ୍ଧ କଲେ କି ଏଲଭିଶ, ଫଟୋ ଭାଇରାଲ

    15563
    Feb 08, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In