Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, March 13, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ରାଜ୍ୟଗୁଡିକୁ ୪୦,୦୦୦ ଲିଟର କିରାସିନି ...

  • ଏଲଓସି ନିକଟରୁ ଜବତ ହେଲା ୮ କୋଟିର ହେରୋଇନ

  • ନେତାଙ୍କ ଘରୁ ୫୫ ସିଲିଣ୍ଡର ଜବତ, ପ୍ରତି ...

  • ଭାରତରେ ପର୍ଯ୍ୟାପ୍ତ ଅଶୋଧିତ ତୈଳ ଅଛି : ...

  • ସେଲିବ୍ରେଶନ ସମୟରେ ଜାତୀୟ ପତାକାକୁ ...

  • ମାଲାୟଲମ ଅଭିନେତା ହରି ମୁରଲୀଙ୍କ ...

  • ହର୍ମୁଜ୍ ପ୍ରଣାଳୀରୁ ମୁମ୍ବାଇ ପହଞ୍ଚିଲା ...

  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

  • ପେଇଂ ଗେଷ୍ଟଙ୍କୁ ଦିନରେ କେବଳ ୨ ଥର ଖାଦ୍ୟ ...

  • ମୋଦୀଙ୍କ ପରାମର୍ଶ: ରନ୍ଧନ ଗ୍ୟାସ ଅଭାବକୁ ...

Home ›› ››ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

2026-01-28 16:08:40
16119
Share:
Facebook
Twitter
E-Mail
WhatsApp
Telegram
ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

କିଶୋରୀ ବାଳିକାମାନଙ୍କୁ ଶିକ୍ଷଣ, ଆବଶ୍ୟକ ପରାମର୍ଶ ଦେଇ ସଶକ୍ତ କରିବା ଏବଂ ଆର୍‌ସିବି ମହିଳା ଟିମ୍‌କୁ ପ୍ର୍ରତ୍ୟକ୍ଷ ଭେଟିବାର ସୁଯୋଗ ପ୍ରଦାନ ନିମନ୍ତେ ୧ଡର୍‌ଓମ୍ୟାନ୍‌ ଏକାଡେମୀ ଓ ଚାଟ୍‌ବଟ୍‌ ଉନ୍ମୋଚନ କଲେ

ନୂଆଦିଲ୍ଲୀ : ଭାରତର ୧ ନମ୍ବର ଫେସ୍‌ ୱାଶ୍‌ ବ୍ରାଣ୍ଡ୍‌ ହିମାଳୟ ୱେଲ୍‌ନେସ୍‌ ରାଷ୍ଟ୍ରୀ କନ୍ୟା ଶିଶୁ ଦିବସ ସହିତ ତାଳଦେଇ ୧ଡର୍‌ଓମ୍ୟାନ ଏକାଡେମୀ ଶୁଭାରମ୍ଭ କରିଛି । କିଶୋରୀ ବାଳିକାମାନଙ୍କୁ ଚାଲେଞ୍ଜର ଊଦ୍ଧ୍ୱର୍କୁ ଉଙ୍ଖିବା ନିମନ୍ତେ ସମର୍ଥନ ଦେଉଥବମା ଏବଂ ସେମାନଙ୍କର ପସନ୍ଦର କ୍ଷେତ୍ରରେ ୧ ନମ୍ବର ହେବାକୁ ଆକାଂକ୍ଷା ରଖିବା ନିମନ୍ତେ ପ୍ରେରଣା ଦେଉଥିବା ୧ଡର୍‌ଓମ୍ୟାନ ଇନିସିଏଟିଭ୍‌ର ଗତିଶୀଳତାକୁ ଆଧାର କରି ଏହି ପ୍ଲାଟଫର୍ମ କିଶୋରୀ ବାଳିକା ଏବଂ ସେମାନେ ପ୍ରଶଂସା କରୁଥିବା ତଥା ଲକ୍ଷ୍ୟ  ରଖୁଥିବା ମହିଳା କ୍ରିକେଟରଙ୍କ ମଧ୍ୟରେ ତାରତମ୍ୟ ଦୂର କରିବାକୁ ଡିଜାଇନ କରାଯାଇଛି ।

୧ଡର୍‌ଓମ୍ୟାନ ଏକାଡେମୀ ବାସ୍ତବ ସୁଯୋଗ ସୃଷ୍ଟି କରିବାର ପ୍ରତିବଦ୍ଧତା ଭାବରେ ଡିଜାଇନ କରାଯାଇଛି । ଏହି ପ୍ରୟାସର କେନ୍ଦ୍ରସ୍ଥଳରେ ରହିଛି ପୂର୍ବାପେକ୍ଷା ଅଧିକ ନିକଟତର ହେଉଥିବା ପରାମର୍ଶ ଓ ପ୍ରେରଣା ପ୍ରଦାନକାରୀ କଥୋପକଥନ ନେତୃତ୍ୱରେ ପରିଚାଳିତ ଅନୁଭୂତି । ୧ଡର୍‌ଓମ୍ୟାନ ଏକାଡେମୀ ଜରିଆରେ ହିମାଳୟ ୱେଲ୍‌ନେସ୍‌ ସମଗ୍ର ଭାରତରୁ ଆକାଂକ୍ଷୀ ଯୁବ କ୍ରିକେଟରମାନଙ୍କୁ ୧୦୦ଟି ସ୍କଲାରସିପ୍‌ ମଧ୍ୟରୁ ଗୋଟିଏ ହାସଲ କରିବା ସୁଯୋଗ ଲାଭ କରିବା ଏବଂ ସେହି ସମୟରେ ଆର୍‌ସିବି ମହିଳା ଟିମ୍‌ ନିକଟରୁ ପ୍ରତ୍ୟକ୍ଷ ଭାବରେ କ୍ରିକେଟ ଖେଳ ସମ୍ପର୍କିତ ଅନ୍ତର୍ଦୃଷ୍ଟି ଓ ଆତ୍ମବିଶ୍ୱାସ ସୃଷ୍ଟିକାରୀ ମାର୍ଗଦର୍ଶନ ହାସଲ କରିବା ପାଇଁ ନାମ ପଞ୍ଜିକୃତ କରିବାକୁ ଆହ୍ୱାନ କରୁଛି ।

ଏକ ଆନ୍ତଃକ୍ରିୟାଶୀଳ ଚାଟ୍‌ବଟ୍‌ ଭାବରେ ଡିଜାଇନ କରାଯାଇଥିବା ଏହି ଏକାଡେମୀ ବ୍ୟକ୍ତିଗତ ପ୍ରତିଜବାବ କ୍ଷେତ୍ରରେ ଆରସିବି ଟିମ୍‌ ନିକଟରୁ ଏକ ସ୍ୱାଗତ ବାର୍ତ୍ତା ଏବଂ ଆର୍‌ସିବି ମହିଳା ଖେଳାଳିମାନଙ୍କ ନିକଟରୁ ଉପାଦେୟ ସୂଚନାଗୁଡିକ ସହିତ ଖୋଲୁଛି । ଏହାର ଅନୁଭୂତି ଏଭଳି ନିଖୁଣ ଭାବରେ ପ୍ରସ୍ତୁତ କରାଯାଇଛି ଯାହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଏବଂ ହାସଲ ଯୋଗ୍ୟ ମନେହେବ, ଯାହା ପ୍ରେରଣାକୁ କାର୍ଯ୍ୟନ୍ୱୟନରେ ଏବଂ ରୋଲ୍‌ ମଡେଲମାନଙ୍କୁ ବାସ୍ତବ ପରାମର୍ଶଦାତାରେ ପରିଣତ କରିବ । ଏହି ଯାତ୍ରା ସମ୍ପୂର୍ଣ୍ଣ କରୁଥିବା ଅଂଶଗ୍ରହଣକାରୀ ଏକ ପ୍ରମାଣପତ୍ର ପ୍ରାପ୍ତ କରିବେ ଏବଂ ସେମାନଙ୍କ ଚୂଡାନ୍ତ ଦାଖଲ ସ୍କଲାରସିପ୍‌ ଆବେଦନ ଭାବରେ ବିବେଚିତ ହେବ ଏବଂ ଏହା ଅର୍ଥପୂର୍ଣ୍ଣ, ଦୀର୍ଘସୂତ୍ରୀ ପ୍ରଭାବ ପକାଇବା ନିମନ୍ତେ ହିମାଳୟର ପ୍ରତିବଦ୍ଧତାକୁ ପୁନଃଦୃଢୀଭୂତ କରୁଛି ।

ଏହାର ଶୁଭାରମ୍ଭ ସମ୍ପର୍କରେ ପ୍ରକାଶ କରି ରାଜେଶ କ୍ରିଷ୍ଣମୂର୍ତ୍ତି, ବିଜିନେସ୍‌ ଡାଇରେକ୍ଟର- କଞ୍ଜୁମର ପ୍ରଡକ୍ଟସ୍‌ ଡିଭିଜନ, ହିମାଳୟ ୱେଲ୍‌ନେସ୍‌ କମ୍ପାନୀ, କହିଥିଲେ, “ହିମାଳୟରେ ଆମର ଆଭିମୁଖ୍ୟ ପରିମାପଯୋଗ୍ୟ ପ୍ରଭାବ ପକାଉଥିବା ଉଦେ୍ଦଶ୍ୟଭିତ୍ତିକ ପ୍ରୟାସ ସୃଷ୍ଟି କରିବାରେ କେନ୍ଦ୍ରିତ ହୋଇଛି । ୧ଡର୍‌ଓମ୍ୟାନ ଏକାଡେମୀ ଶୁଭାରମ୍ଭ ସହିତ ଆମେ ପ୍ରେରଣାରୁ ଊଦ୍ଧ୍ୱର୍କୁ ଉଠି କାର୍ଯ୍ୟାନ୍ୱୟନ କରିବା, କିଶୋରୀ ବାଳିକାମାନଙ୍କ ନିମନ୍ତେ ଶିକ୍ଷଣ, ଆତ୍ମବିଶ୍ୱାସ ଏବଂ ଦୀର୍ଘସୂତ୍ରୀ ଅଭିବୃଦ୍ଧିକୁ ସମର୍ଥନ କରୁଥିବା ଏକ ସୁସଂରଚିତ ପଥ ନିର୍ମାଣ କରିବା ନିମନ୍ତେ ଏହି ପ୍ରତିବଦ୍ଧତାକୁ ମଜଭୁତ କରୁଛୁ ।”

ଏହି ପ୍ରୟାସ ପଛରେ ଥିବା ଉଦେ୍ଦଶ୍ୟ ସମ୍ପର୍କରେ ଆଲୋକପାତ କରି ରାଗିଣୀ ହରିହରନ୍‌, ମାର୍କେଟିଂ ଡାଇରେକ୍ଟର- ବିୟୁଟି ଆଣ୍ଡ୍‌ ପର୍ସନାଲ କେୟାର, ହିମାଳୟ ୱେଲ୍‌ନେସ୍‌ କହିଥିଲେ, “କିଶୋଳୀ ବାଳିକାମାନେ ସେମାନଙ୍କର ରୋଲ୍‌ ମଡେଲମାନଙ୍କୁ ଦୂରରେ ଥାଇ ପ୍ରଶଂସା କରିବେ ନାହିଁ, ବରଂ ଯେଭଳି ସେମାନଙ୍କ ନିଜର ଯାତ୍ରାରେ ସମର୍ଥନ ପାଉଥିବା ଅନୁଭବ କରିବେ ତାହା ସୁନିଶ୍ଚିତ କରିବାକୁ ୧ଡର୍‌ଓମ୍ୟାନ ସୃଷ୍ଟି କରାଯାଇଥିଲା । ଏହି ଏକାଡେମୀ ସାମ୍ପ୍ରତିକ ପିଢି ନିମନ୍ତେ ଭରସାଯୋଗ୍ୟ ସ୍ୱରଗୁଡିକ ସହିତ ପ୍ରଯୁକ୍ତିର ସମ୍ମିଶ୍ରଣ, ପରାମର୍ଶ ଦେବା ବ୍ୟବସ୍ଥାକୁ ସୁଲଭ୍ୟ, ସମ୍ପର୍କିତ ଓ ପ୍ରାସଙ୍ଗିକ କରି ଆମକୁ ଏହି ଉଦେ୍ଦଶ୍ୟ ଅଧିକ ପରିବ୍ୟାପ୍ତ କରିବାକୁ ସୁଯୋଗ ଦେଉଛି ।”

ଅଭିଷେକ ଆଶାତ୍‌, ଜେନେରାଲ ମ୍ୟାନେଜର- ବିୟୁଟି ଆଣ୍ଡ୍‌ ଫେସ୍‌ କେୟାର, ହିମାଳୟ ୱେଲ୍‌ନେସ୍‌ କହିଥିଲେ, “୧ଡର୍‌ଓମ୍ୟାନ ଏକାଡେମୀ କେବଳ ସଚେତନତା ନୁହେଁ, କାର୍ଯ୍ୟକୁ ପ୍ରେରଣା ଦେବା ନିମନ୍ତେ ଡିଜାଇନ କରାଯାଇଛି । ଉପଯୁକ୍ତ ମାର୍ଗଦର୍ଶନ ଭିତ୍ତିକ ଭାବ ବିନିମୟ, ସମ୍ବଳ ଏବଂ ସ୍କଲାରସିପ୍‌ ଜରିଆରେ ଆମେ କିଶୋରୀ ବାଳିକାମାନଙ୍କୁ ସେମାନଙ୍କ ଜୀବନର ଗଠନ ପର୍ଯ୍ୟାରେ ସମର୍ଥନ କରିବା ଲକ୍ଷ୍ୟ ରଖିଛୁ । ଏହା ଆମର ବ୍ରାଣ୍ଡ୍‌ ଉଦେ୍ଦଶ୍ୟର ଏକ ଅର୍ଥପୂର୍ଣ୍ଣ ସମ୍ପ୍ରସାରଣ ହୋଇଛି, ଯେଉଁଥିରେ ସୁସ୍‌ଥତା କେବଳ ଉତ୍ପାଦ ସମ୍ପର୍କିତ ନୁହେଁ, ବରଂ ତାହା ଆତ୍ମବିଶ୍ୱାସ, ସାମର୍ଥ ଏବଂ ଦୀର୍ଘସୂତ୍ରୀ ପ୍ରଭାବକୁ ପରିପୋଷଣ କରିବା ସମ୍ପର୍କିତ ଅଟେ ।”

ଏହି ପ୍ରୟାସକୁ ଡିଜିଟାଲ ଜଗତରୁ ଊଦ୍ଧ୍ୱର୍କୁ ନେଇ ହିମାଳୟ ୱେଲ୍‌ନେସ୍‌ ମଧ୍ୟ ମହିଳା କ୍ରିକେଟ ଏକାଡେମୀ ସହଯୋଗୀତାରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ଜରିଆରେ କ୍ଷେତ୍ରସ୍ତରରେ ୧ଡର୍‌ଓମ୍ୟାନ ପ୍ରୟାସକୁ ଜୀବନ୍ତ କରି ଗଢିତୋଳିଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ୨୦୦ରୁ ଅଧିକ ଖେଳାଳି ପଞ୍ଜିକରଣ କରିଥିବାବେଳେ ୨୫ଜଣ କିଶୋରୀ ବାଳିକା ଟିମ୍‌ ଆରସିବିକୁ ଭେଟିବାର ସୁଯୋଗ ପାଇଥିଲେ, ଯାହା ସେମାନଙ୍କ ପାଇଁ ପ୍ରେରଣାକୁ ସଂଯୋଗର ଏକ ପ୍ରଭାବଶାଳୀ ବାସ୍ତବ ଦୁନିଆଁ ମୁହୂର୍ତ୍ତରେ ରୂପାନ୍ତରିତ କରିଥିଲା ।

Powered by Froala Editor

Tags Himalaya Wellness

Related articles Odisha News Lens 4.1

  • ନେତାଙ୍କ ଘରୁ ୫୫ ସିଲିଣ୍ଡର ଜବତ, ପ୍ରତି ସିଲିଣ୍ଡରକୁ ୨୦୦୦ ଟଙ୍କା ମୂଲ୍ୟରେ ବିକ୍ରି ...
    ଦେଶ-ଦେଶାନ୍ତର

    ନେତାଙ୍କ ଘରୁ ୫୫ ସିଲିଣ୍ଡର ଜବତ, ପ୍ରତି ସିଲିଣ୍ଡରକୁ ୨୦୦୦ ଟଙ୍କା ମୂଲ୍ୟରେ ବିକ୍ରି ...

    15567
    Mar 13, 2026
  • ରାଜ୍ୟଗୁଡିକୁ ୪୦,୦୦୦ ଲିଟର କିରାସିନି ଯୋଗାଇ ଦେବାକୁ ନିଷ୍ପତ୍ତି
    ଦେଶ-ଦେଶାନ୍ତର

    ରାଜ୍ୟଗୁଡିକୁ ୪୦,୦୦୦ ଲିଟର କିରାସିନି ଯୋଗାଇ ଦେବାକୁ ନିଷ୍ପତ୍ତି

    13494
    Mar 13, 2026
  • ଏଲଓସି ନିକଟରୁ ଜବତ ହେଲା ୮ କୋଟିର ହେରୋଇନ
    ଦେଶ-ଦେଶାନ୍ତର

    ଏଲଓସି ନିକଟରୁ ଜବତ ହେଲା ୮ କୋଟିର ହେରୋଇନ

    14086
    Mar 13, 2026
  • ହର୍ମୁଜ୍ ପ୍ରଣାଳୀରୁ ମୁମ୍ବାଇ ପହଞ୍ଚିଲା ଭାରତ ତୈଳ ଟ୍ୟାଙ୍କର୍
    ଦେଶ-ଦେଶାନ୍ତର

    ହର୍ମୁଜ୍ ପ୍ରଣାଳୀରୁ ମୁମ୍ବାଇ ପହଞ୍ଚିଲା ଭାରତ ତୈଳ ଟ୍ୟାଙ୍କର୍

    15400
    Mar 12, 2026
  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା
    ବିଶେଷ

    ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    13574
    Mar 12, 2026
  •  ମୋଦୀଙ୍କ ପରାମର୍ଶ: ରନ୍ଧନ ଗ୍ୟାସ ଅଭାବକୁ ନେଇ କୌଣସି ପ୍ରକାର ଆତଙ୍କିତ ହେବାର ନାହିଁ
    ଦେଶ-ଦେଶାନ୍ତର

    ମୋଦୀଙ୍କ ପରାମର୍ଶ: ରନ୍ଧନ ଗ୍ୟାସ ଅଭାବକୁ ନେଇ କୌଣସି ପ୍ରକାର ଆତଙ୍କିତ ହେବାର ନାହିଁ

    15750
    Mar 12, 2026
  • ସେଲିବ୍ରେଶନ ସମୟରେ ଜାତୀୟ ପତାକାକୁ ଅସମ୍ମାନ
    ଖେଳ ଖବର

    ସେଲିବ୍ରେଶନ ସମୟରେ ଜାତୀୟ ପତାକାକୁ ଅସମ୍ମାନ

    13783
    Mar 12, 2026
  • ଭାରତରେ ପର୍ଯ୍ୟାପ୍ତ ଅଶୋଧିତ ତୈଳ ଅଛି : ପେଟ୍ରୋଲିୟମ ମନ୍ତ୍ରୀ
    ଦେଶ-ଦେଶାନ୍ତର

    ଭାରତରେ ପର୍ଯ୍ୟାପ୍ତ ଅଶୋଧିତ ତୈଳ ଅଛି : ପେଟ୍ରୋଲିୟମ ମନ୍ତ୍ରୀ

    15001
    Mar 12, 2026
  • ମାଲାୟଲମ ଅଭିନେତା ହରି ମୁରଲୀଙ୍କ ଦେହାନ୍ତ, କାରଣ ଜଣାପଡ଼ିନାହିଁ
    ଦେଶ-ଦେଶାନ୍ତର

    ମାଲାୟଲମ ଅଭିନେତା ହରି ମୁରଲୀଙ୍କ ଦେହାନ୍ତ, କାରଣ ଜଣାପଡ଼ିନାହିଁ

    14890
    Mar 12, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଏଲଓସି ନିକଟରୁ ଜବତ ହେଲା ୮ କୋଟିର ହେରୋଇନ

    14086
    Mar 13, 2026
  • ଖେଳ ଖବର

    ସେଲିବ୍ରେଶନ ସମୟରେ ଜାତୀୟ ପତାକାକୁ ଅସମ୍ମାନ

    13783
    Mar 12, 2026
  • ଦେଶ-ଦେଶାନ୍ତର

    ନେତାଙ୍କ ଘରୁ ୫୫ ସିଲିଣ୍ଡର ଜବତ, ପ୍ରତି ସିଲିଣ୍ଡରକୁ ୨୦୦୦ ଟଙ୍କା ମୂଲ୍ୟରେ ବିକ୍ରି କରୁଥିଲେ

    15567
    Mar 13, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17367
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17430
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17778
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16250
    Apr 03, 2021

ବିଶେଷ

  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    13574
    Mar 12, 2026
  • ଏହି ରୋଗୀ ଖାଆନ୍ତୁନି ତରଭୁଜ

    14248
    Mar 11, 2026
  • ପିଲାଙ୍କ ସୋସିଆଲ ସ୍କିଲ୍‌ ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ.....

    15058
    Mar 08, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ଖୋଲେ ପୂର୍ବଜନ୍ମର ରହସ୍ୟ

    14813
    Mar 07, 2026
  • ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ହୋଇପାରେ ସାଂଘାତିକ ରୋଗ

    15263
    Mar 05, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15675
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15136
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14987
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14498
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏଲଓସି ନିକଟରୁ ଜବତ ହେଲା ୮ କୋଟିର ହେରୋଇନ

    14086
    Mar 13, 2026
  • ରାଜ୍ୟଗୁଡିକୁ ୪୦,୦୦୦ ଲିଟର କିରାସିନି ଯୋଗାଇ ଦେବାକୁ ନିଷ୍ପତ୍ତି

    13494
    Mar 13, 2026
  • ଭାରତରେ ପର୍ଯ୍ୟାପ୍ତ ଅଶୋଧିତ ତୈଳ ଅଛି : ପେଟ୍ରୋଲିୟମ ମନ୍ତ୍ରୀ

    15001
    Mar 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In