Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, January 31, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଜୀବନ ପ୍ରତି ବିପଦ ଅଛି କହିଲେ, ଅନ୍ୟ ...

  • ଆୟକର ଚଢଉ ବେଳେ ମାନସିକ ଭାରସାମ୍ୟ ହରାଇ ...

  • କ୍ଷୀରକୁ କଦାପି ଖୋଲା ରଖନ୍ତୁ ନାହିଁ, ...

  • ସୋସିଆଲ ମିଡିଆର ଅପବ୍ୟବହାର ରୋକିବାକୁ ...

  • ମହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥିରେ ...

  • ଉପମୁଖ୍ୟମନ୍ତ୍ରୀ ପଦ ଲାଗି ସୁନେତ୍ରାଙ୍କ ...

  • ନୂଆ ୟୁଜିସି ନିୟମ ଉପରେ ...

  • ଭେନେଜୁଏଲା ସୀମାରେ ବିମାନ ଦୁର୍ଘଟଣା, ...

  • ଅଜିତ ପୱାରଙ୍କ ଶେଷକୃତ୍ୟ ସମ୍ପନ୍ନ

  • ଏମିତି କଲେ ହେବ ନାହିଁ ଗ୍ୟାସ୍

Home ›› ››ପରକୀୟା ପ୍ରୀତି: ସ୍ୱାମୀକୁ ବିରିୟାନିରେ ନିଦ ବଟିକା ଦେଇ ହତ୍ୟା କଲା ପତ୍ନୀ

ପରକୀୟା ପ୍ରୀତି: ସ୍ୱାମୀକୁ ବିରିୟାନିରେ ନିଦ ବଟିକା ଦେଇ ହତ୍ୟା କଲା ପତ୍ନୀ

2026-01-24 14:19:04
15621
Share:
Facebook
Twitter
E-Mail
WhatsApp
Telegram
ପରକୀୟା ପ୍ରୀତି: ସ୍ୱାମୀକୁ ବିରିୟାନିରେ ନିଦ ବଟିକା ଦେଇ ହତ୍ୟା କଲା ପତ୍ନୀ


ନୂଆଦିଲ୍ଲୀ: ପରକୀୟା ପ୍ରୀତିରେ ଉବୁଟୁବୁ ସ୍ତ୍ରୀ ଘଟାଇଲା ହତ୍ୟାକାଣ୍ଡ । ନିଜ ସିନ୍ଦୂର ନିଜ ହାତରେ ପୋଛିଲା । ସ୍ୱାମୀକୁ ସବୁଦିନ ପାଇଁ ଶୁଆଇ ଦେଲା । ପର ପୁରୁଷ ସହ ପ୍ରେମ ସମ୍ପର୍କରେ ବାଧା ସୃଷ୍ଟି କରୁଥିଲେ ସ୍ୱାମୀ । ସବୁ ଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କଲା ସ୍ତ୍ରୀ । ଧୀରେ ଧୀରେ ମୃତ୍ୟୁଜାଲ ବିଝାଇଲା ପତ୍ନୀ । ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲା ଦୁଗ୍ଗିରାଲା ମଣ୍ଡଳ ଚିଲୁଭୁରୁ ଗାଁରେ ଏକ ଭୟଙ୍କର ହତ୍ୟା ମାମଲା ସାମ୍ନାକୁ ଆସିଛି । ସ୍ୱାମୀକୁ ବିରିୟାନିରେ ନିଦ ବଟିକା ଦେଇ ହତ୍ୟା କରିଛି ପତ୍ନୀ । ଏ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ମୃତକ ହେଲେ ଜଣେ ପିଆଜ ବ୍ୟବସାୟୀ ଲୋକମ ଶିବନାଗରାଜୁ । ତାଙ୍କ ପତ୍ନୀ ଲକ୍ଷ୍ମୀ ମାଧୁରୀ ଏବଂ ପ୍ରେମିକ ଗୋପୀ ନିର୍ମମ ଭାବରେ ହତ୍ୟା କରିଛନ୍ତି । ହତ୍ୟା ଷଡ଼ଯନ୍ତ୍ର ଥ୍ରଲର୍‌ ଫିଲ୍ମ ପରି । ପୁଲିସ ତଦନ୍ତରୁ ଜଣାପଡିଛି ଯେ, ମାଧୁରୀ ତାଙ୍କ ସ୍ୱାମୀଙ୍କ ପାଇଁ ବିରିୟାନି ପ୍ରସ୍ତୁତ କରିଥିଲେ ଏବଂ ଏଥିରେ ପ୍ରାୟ ୨୦ଟି ନିଦ ବଟିକାର ପାଉଡର ମିଶାଇ ତାଙ୍କୁ ଖାଇବାକୁ ଦେଇଥିଲେ । ଘଟଣାଟି ଜାନୁଆରୀ ୧୮ ତାରିଖର ବୋଲି କୁହାଯାଉଛି । ଶିବନାଗରାଜୁ ବିରିୟାନି ଖାଇବା ପରେ ଗଭୀର ନିଦରେ ଶୋଇଯାଇଥିଲେ । ଏହା ପରେ ସବୁଦିନ ପାଇଁ ଶୋଇଯାଇଥିଲେ ଶିବନାଗରାଜୁ । ଏହାପରେ ମାଧୁରୀ ଗୋପୀକୁ ଘରକୁ ଡାକିଥିଲା । ଦୁହେଁ ମିଶି ଶୋଇଥିବା ଶିବନାଗରାଜୁଙ୍କ ମୁହଁରେ ତକିଆ ପକାଇ ଚାପିଥିଲେ । ଗୋପୀ ଶିବନାଗରାଜୁଙ୍କ ଛାତି ଉପରେ ବସି ମୁହଁରେ ତକିଆ ପକାଇଥିଲେ । ଯାହା ଫଳରେ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା ।
ଏହା ପରେ ରାତିସାରା ସ୍ୱାମୀ ଶବ ପାଖରେ ବସି ଫୋନରେ ଅଶ୍ଳୀଳ ଭିଡ଼ିଓ ଦେଖିଥିଲେ ଲକ୍ଷ୍ମୀ ମାଧୁରୀ । ସକାଳେ ଗାଁ ଲୋକଙ୍କ ମଧ୍ୟରେ ଗୁଜବ ପ୍ରଚାର କରିଥିଲେ ଯେ ତାଙ୍କ ସ୍ୱାମୀଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ହେଲେ ଶିବନାଗରାଜୁଙ୍କ ବାପା ଏବଂ ବନ୍ଧୁମାନଙ୍କର ସନ୍ଦେହ ହୋଇଥିଲା । ଶିବନାଗରାଜୁଙ୍କ ଦେହରେ କ୍ଷତ ଓ ରକ୍ତ ଦେଖି ହତ୍ୟା ସନ୍ଦେହ ସୃଷ୍ଟି କରିଥିଲେ । ସେମାନେ ଥାନାରେ ଅଭିଯୋଗ କରିଥିଲେ । ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ଶ୍ୱାସରୁଦ୍ଧ ଏବଂ ଛାତିରେ ଆଘାତ ବୋଲି ଜଣାପଡିଥିଲା । ଯାହା ସ୍ୱାଭାବିକ ମୃତ୍ୟୁ ଉପରେ ପ୍ରଶ୍ନ ଉଠାଇଥିଲା ।

ମୋବାଇଲ୍ ଫୋନ୍ ଫରେନ୍ସିଂକ ଯାଞ୍ଚର ଶିବନାଗରାଜୁଙ୍କ ପତ୍ନୀ ରାତିସାରା ଅଶ୍ଳୀଳ ଭିଡ଼ିଓ ଦେଖିଥିବାର ପ୍ରମାଣ ମିଳିଥିଲା । ପଚରାଉଚରା ସମୟରେ ମାଧୁରୀ ଅପରାଧ ସ୍ୱୀକାର କରିଥିଲେ । ଗୋପୀ ସହିତ ମିଶି ହତ୍ୟା ଷଡ଼ଯନ୍ତ୍ର କରିଥିବା ମାନିଥିଲେ । ଉଭୟଙ୍କୁ ପୁଲିସ୍ ଗିରଫ କରିଛି ।

Powered by Froala Editor

Tags Murder

Related articles Odisha News Lens 4.1

  • କ୍ଷୀରକୁ କଦାପି ଖୋଲା ରଖନ୍ତୁ ନାହିଁ, ପରିବାରରେ ସୃଷ୍ଟି ହୁଏ କଳହ
    ବିଶେଷ

    କ୍ଷୀରକୁ କଦାପି ଖୋଲା ରଖନ୍ତୁ ନାହିଁ, ପରିବାରରେ ସୃଷ୍ଟି ହୁଏ କଳହ

    14092
    Jan 31, 2026
  • ଭେନେଜୁଏଲା ସୀମାରେ ବିମାନ ଦୁର୍ଘଟଣା, ସାଂସଦଙ୍କ ସମେତ ୧୫ ମୃତ
    ଦେଶ-ଦେଶାନ୍ତର

    ଭେନେଜୁଏଲା ସୀମାରେ ବିମାନ ଦୁର୍ଘଟଣା, ସାଂସଦଙ୍କ ସମେତ ୧୫ ମୃତ

    14827
    Jan 29, 2026
  • ଅଜିତ ପୱାରଙ୍କ ଶେଷକୃତ୍ୟ ସମ୍ପନ୍ନ
    ଦେଶ-ଦେଶାନ୍ତର

    ଅଜିତ ପୱାରଙ୍କ ଶେଷକୃତ୍ୟ ସମ୍ପନ୍ନ

    15979
    Jan 29, 2026
  • ଏମିତି କଲେ ହେବ ନାହିଁ ଗ୍ୟାସ୍
    ବିଶେଷ

    ଏମିତି କଲେ ହେବ ନାହିଁ ଗ୍ୟାସ୍

    14276
    Jan 29, 2026
  • ସୋସିଆଲ ମିଡିଆର ଅପବ୍ୟବହାର ରୋକିବାକୁ ବିହାର ସରକାର ନେଲେ ଏହି ପଦକ୍ଷେପ
    ଦେଶ-ଦେଶାନ୍ତର

    ସୋସିଆଲ ମିଡିଆର ଅପବ୍ୟବହାର ରୋକିବାକୁ ବିହାର ସରକାର ନେଲେ ଏହି ପଦକ୍ଷେପ

    13578
    Jan 30, 2026
  • ଉପମୁଖ୍ୟମନ୍ତ୍ରୀ ପଦ ଲାଗି ସୁନେତ୍ରାଙ୍କ ନାମ !
    ଦେଶ-ଦେଶାନ୍ତର

    ଉପମୁଖ୍ୟମନ୍ତ୍ରୀ ପଦ ଲାଗି ସୁନେତ୍ରାଙ୍କ ନାମ !

    14314
    Jan 30, 2026
  • ଆୟକର ଚଢଉ ବେଳେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ରିୟଲ ଇଷ୍ଟେଟ ମାଲିକ
    ଦେଶ-ଦେଶାନ୍ତର

    ଆୟକର ଚଢଉ ବେଳେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ରିୟଲ ଇଷ୍ଟେଟ ମାଲିକ

    14041
    Jan 31, 2026
  • ମହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥିରେ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦୀ
    ଦେଶ-ଦେଶାନ୍ତର

    ମହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥିରେ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦୀ

    15236
    Jan 30, 2026
  •  ନୂଆ ୟୁଜିସି ନିୟମ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ଜାରି
    ଦେଶ-ଦେଶାନ୍ତର

    ନୂଆ ୟୁଜିସି ନିୟମ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ଜାରି

    14376
    Jan 29, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ନୂଆ ୟୁଜିସି ନିୟମ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ଜାରି

    14376
    Jan 29, 2026
  • ଦେଶ-ଦେଶାନ୍ତର

    ଭେନେଜୁଏଲା ସୀମାରେ ବିମାନ ଦୁର୍ଘଟଣା, ସାଂସଦଙ୍କ ସମେତ ୧୫ ମୃତ

    14827
    Jan 29, 2026
  • ଦେଶ-ଦେଶାନ୍ତର

    ସୋସିଆଲ ମିଡିଆର ଅପବ୍ୟବହାର ରୋକିବାକୁ ବିହାର ସରକାର ନେଲେ ଏହି ପଦକ୍ଷେପ

    13578
    Jan 30, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17320
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17393
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17737
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16212
    Apr 03, 2021

ବିଶେଷ

  • କ୍ଷୀରକୁ କଦାପି ଖୋଲା ରଖନ୍ତୁ ନାହିଁ, ପରିବାରରେ ସୃଷ୍ଟି ହୁଏ କଳହ

    14092
    Jan 31, 2026
  • ଏମିତି କଲେ ହେବ ନାହିଁ ଗ୍ୟାସ୍

    14276
    Jan 29, 2026
  • ଅଧିକ ପିଆଜ ଖାଆନ୍ତୁ ନାହିଁ ଏହି ରୋଗୀ

    15868
    Jan 28, 2026
  • ମନିପ୍ଲାଣ୍ଟକୁ ଶୟନ କକ୍ଷରେ ଏହି ଦିଗରେ ରଖିବା ସବୁଠାରୁ ଶୁଭ

    16283
    Jan 27, 2026
  • ବୈଦ୍ୟୁତିକ କେଟିଲର ବ୍ୟବହାର କରିବେ କିପରି, ଜାଣନ୍ତୁ....

    15678
    Jan 24, 2026

ବାଣିଜ୍ୟ

ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

କିଶୋରୀ ବାଳିକାମାନଙ୍କୁ ଶିକ୍ଷଣ, ଆବଶ୍ୟକ ପରାମର୍ଶ ଦେଇ ସଶକ୍ତ କରିବା ଏବଂ ଆର୍‌ସିବି ମହିଳା ଟିମ୍‌କୁ ପ୍ର୍ରତ୍ୟକ୍ଷ ଭେଟିବାର ସୁଯୋଗ ପ୍ରଦାନ ନିମନ୍ତେ ୧ଡର୍‌ଓମ୍ୟାନ୍‌ ଏକାଡେମୀ ଓ ଚାଟ୍&zw ...

  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15325
    Jan 22, 2026
  • ୧.୪୦ ଲକ୍ଷ ଟପିଲା ସୁନା

    15735
    Jan 12, 2026
  • ଆମୱେ ଇଣ୍ଡିଆ ଦ୍ରୁତ ଓ ସହଜ ସେବା ସହିତ ହୋମ୍‌ ଡେଲିଭରି ଅନୁଭୂତିକୁ ନୂଆ ରୂପ ପ୍ରଦାନ କରିଛି

    15482
    Jan 08, 2026
  • ଆଇଟିସି 'ଭିଟାମିନ୍ ଡି' ସହିତ ସନଫିଷ୍ଟ ମାରି ଲାଇଟ୍ ଶୁଭାରମ୍ଭ କରିଛି

    14450
    Jan 07, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କ୍ଷୀରକୁ କଦାପି ଖୋଲା ରଖନ୍ତୁ ନାହିଁ, ପରିବାରରେ ସୃଷ୍ଟି ହୁଏ କଳହ

    14092
    Jan 31, 2026
  • ଅଜିତ ପୱାରଙ୍କ ଶେଷକୃତ୍ୟ ସମ୍ପନ୍ନ

    15979
    Jan 29, 2026
  • ସୋସିଆଲ ମିଡିଆର ଅପବ୍ୟବହାର ରୋକିବାକୁ ବିହାର ସରକାର ନେଲେ ଏହି ପଦକ୍ଷେପ

    13578
    Jan 30, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In