Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, January 23, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସିଇଓ ପଦରୁ ଇସ୍ତଫା ଦେଲେ ଦୀପିନ୍ଦର ଗୋୟଲ

  • ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିବା ...

  • ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ...

  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ...

  • ଦେଢ଼ ଲକ୍ଷ ପାର୍ କଲା ସୁନା ଦାମ୍

  • ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ

  • ଶୀତଦିନେ ଏପରି କରନ୍ତୁ ମେକଅପ

  • ଦେଶର ଉନ୍ନତ ଭବିଷ୍ୟତ ଲାଗି ନୂଆ ପିଢ଼ିକୁ ...

  • ଅଫିସ୍ ଭିତର ରାସଲୀଳା ଭିଡ଼ିଓ ଭାଇରାଲ: ...

  • ବିଜେପିର ୧୨ତମ ଅଧ୍ୟକ୍ଷଙ୍କ ନାଁ ଘୋଷଣା, ...

Home ›› ››ଶୀତଦିନେ ଏପରି କରନ୍ତୁ ମେକଅପ

ଶୀତଦିନେ ଏପରି କରନ୍ତୁ ମେକଅପ

2026-01-21 04:46:36
15333
Share:
Facebook
Twitter
E-Mail
WhatsApp
Telegram
ଶୀତଦିନେ ଏପରି କରନ୍ତୁ ମେକଅପ

ଶୀତଦିନ ଆସିଲେ ବିବାହ, ଉତ୍ସବ ଆଦି ବହୁତ ହୋଇଥାଏ । ତେଣୁ ମେକଅପ ନେବା ଜରୁରୀ ହୋଇପଡେ଼ । କିନ୍ତୁ ମେକଅପ କରିବା ପରେ ମଧ୍ୟ ଚେହେରା ଉଜ୍ଜ୍ୱଳ ଦେଖାଯିବା ବଦଳରେ ନିଷ୍ପ୍ରଭ ଦେଖାଗଲେ ମନ ଉଣା କରିବା ସ୍ୱାଭାବିକ । ଶୀତଦିନେ ତ୍ୱଚା ଶୁଷ୍କ ଥିବାରୁ ମେକଅପ ବ୍ୟବହାର ପରେ ଆହୁରି ଖରାପ ଲାଗିଥାଏ ଚେହେରା । ତେଣୁ ଆସନ୍ତୁ ଜାଣିବା ଶୀତଦିନରେ କିପରି ବ୍ୟବହାର କରିବା ମେକଅପ । 

ମେକଅପ ପୂର୍ବରୁ ମଏଶ୍ଚରାଇଜ
ଶୀତଦିନରେ ତ୍ୱଚାକୁ ମଏଶ୍ଚରାଇଜର କରିବା ଜରୁରୀ । ଥଣ୍ଡା ପବନ ଯୋଗୁ ତ୍ୱଚା ଶୁଖିଲା ଲାଗିଥାଏ । ଏମିତିରେ ଯଦି ଅଧିକ କେମିକାଲ ଥିବା ମେକଅପ ବ୍ୟବହାର କରିବା ତାହେଲେ ଚେହେରା ଆହୁରି ଖରାପ ଦେଖାଯିବ । ତେଣୁ ଶୀତଦିନରେ ମେକଅପ ବ୍ୟବହାର କରୁଥିଲେ ଭଲ କ୍ୱାଲିଟିର ମେକଅପ ବ୍ୟବହାର କରିବା ଉଚିତ । ଯାହାକି ସୁସ୍ଥ ତ୍ୱଚା ପାଇଁ ତିଆରି ହୋଇଥିବ । ଏହା ସହିତ ମେକଅପ କରିବା ପୂର୍ବରୁ ଚେହେରାକୁ ସଫା କରି ହାଲୁକା ମଏଶ୍ଚରାଇଜର ବ୍ୟବହାର କରିବାକୁ ହେଇଥାଏ । ଏହା ପରେ ଫାଉଣ୍ଡେସନ ଲଗାଇପାରିବେ ।

ଫାଉଣ୍ଡେସନରେ ମିଶାନ୍ତୁ ଫେସ୍‌ ଅଏଲ୍‌
ବେଳେବେଳେ ଗାଢ଼ ମେକଅପ୍‌ ଚେହେରାକୁ ଆହୁରି ଅସୁନ୍ଦର କରିଦିଏ । କାରଣ ଏହା ତ୍ୱଚା ସହିତ ମିଶି ନ ପାରିଲେ ଚେହେରାେ ମେକଅପ ପ୍ୟାଚ ନଜର ଆସିଥାଏ । ତେଣୁ ଯେବେ ବି ହେଭି ମେକଅପ କରିବାକୁ ମନ ଥିବ, ଫାଉଣ୍ଡେସନ ବ୍ୟବହାର କରିବା ସମୟରେ ଦୁଇ ବୁନ୍ଦା ଫେସ ତେଲ ମିଶାଇ ଦେବେ ।

ଲିକ୍ୱିଡ଼ ହାଇଲାଇଟର
ଶୀତଦିନରେ ମେକଅପ କିଟରେ ଏକ ଭଲ କ୍ୱାଲିଟିର ଲିକ୍ୱିଡ଼ ଫାଉଣ୍ଡେସନ ଥିବା ନିହାତି ଜରୁରୀ । ଏହାକୁ ସ୍ପଞ୍ଜ ସାହାଯ୍ୟରେ ମେକଅପ ଟଚ୍‌ ଦେଇପାରିବେ ।

ପାଉଡ଼ରଠାରୁ ଦୂରେଇ ରୁହନ୍ତୁ
ପାଉଡ଼ର ବ୍ୟବହାର କରିବା ଦ୍ୱାରା ତ୍ୱଚା ଆହୁରି ଶୁଷ୍କ ଏବଂ ନିଷ୍ପ୍ରଭ ଲାଗିଥାଏ । ତେଣୁ ଯେତେସମ୍ଭବ ଚେଷ୍ଟା କରିବେ ଏମିତି ମେକଅପ ସାମଗ୍ରୀ ବ୍ୟବହାର କରିବାକୁ ଯାହା ଲିକ୍ୱିଡ଼ କିମ୍ବା କ୍ରିମି ହୋଇଥିବ ।

ଶୁଷ୍କ ତ୍ୱଚା ପାଇଁ ଆଇ ମେକଅପ
ଶୁଷ୍କ ତ୍ୱଚାରେ ଆଇ ମେକଅପ କରିବା ସମୟରେ ସବୁବେଳେ କ୍ରିମି ଆଇସ୍ୟାଡେ଼ା ବ୍ୟବହାର କରନ୍ତୁ । ପେନସିଲ ଆଇ ଲାଇନର କିମ୍ବା କାଜଲ ପରିବର୍ତ୍ତେ ଲିକ୍ୱିଡ଼ ଆଇଲାଇନର ବ୍ୟବହାର କରନ୍ତୁ ।

Powered by Froala Editor

Tags Mekeup

Related articles Odisha News Lens 4.1

  • ବିଜେପିର ୧୨ତମ ଅଧ୍ୟକ୍ଷଙ୍କ ନାଁ ଘୋଷଣା, ଜାଣନ୍ତୁ କିଏ ?
    ଦେଶ-ଦେଶାନ୍ତର

    ବିଜେପିର ୧୨ତମ ଅଧ୍ୟକ୍ଷଙ୍କ ନାଁ ଘୋଷଣା, ଜାଣନ୍ତୁ କିଏ ?

    14841
    Jan 20, 2026
  • ଦେଶର ଉନ୍ନତ ଭବିଷ୍ୟତ ଲାଗି ନୂଆ ପିଢ଼ିକୁ ଠିକ୍ ସମୟରେ ବଡ଼ ଦାୟିତ୍ୱ ଦିଆଯିବା କଥା: ନୀତିନ ...
    ଦେଶ-ଦେଶାନ୍ତର

    ଦେଶର ଉନ୍ନତ ଭବିଷ୍ୟତ ଲାଗି ନୂଆ ପିଢ଼ିକୁ ଠିକ୍ ସମୟରେ ବଡ଼ ଦାୟିତ୍ୱ ଦିଆଯିବା କଥା: ନୀତିନ ...

    15762
    Jan 20, 2026
  • ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ...
    ଦେଶ-ଦେଶାନ୍ତର

    ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ...

    15667
    Jan 22, 2026
  • ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିବା ଦମ୍ପତିଙ୍କୁ ନେଇ ଏହି ଟିପ୍ପଣୀ ଦେଲେ ...
    ଦେଶ-ଦେଶାନ୍ତର

    ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିବା ଦମ୍ପତିଙ୍କୁ ନେଇ ଏହି ଟିପ୍ପଣୀ ଦେଲେ ...

    15250
    Jan 22, 2026
  • ସିଇଓ ପଦରୁ ଇସ୍ତଫା ଦେଲେ ଦୀପିନ୍ଦର ଗୋୟଲ
    ଦେଶ-ଦେଶାନ୍ତର

    ସିଇଓ ପଦରୁ ଇସ୍ତଫା ଦେଲେ ଦୀପିନ୍ଦର ଗୋୟଲ

    13490
    Jan 22, 2026
  • ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ
    ଦେଶ-ଦେଶାନ୍ତର

    ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ

    13586
    Jan 21, 2026
  • ଦେଢ଼ ଲକ୍ଷ ପାର୍ କଲା ସୁନା ଦାମ୍
    ଦେଶ-ଦେଶାନ୍ତର

    ଦେଢ଼ ଲକ୍ଷ ପାର୍ କଲା ସୁନା ଦାମ୍

    14534
    Jan 21, 2026
  • ଶୀତଦିନେ ଏପରି କରନ୍ତୁ ମେକଅପ
    ବିଶେଷ

    ଶୀତଦିନେ ଏପରି କରନ୍ତୁ ମେକଅପ

    15333
    Jan 21, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ...
    ବାଣିଜ୍ୟ

    ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ...

    14447
    Jan 22, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିବା ଦମ୍ପତିଙ୍କୁ ନେଇ ଏହି ଟିପ୍ପଣୀ ଦେଲେ ମାଡ୍ରାସ ହାଇକୋର୍ଟ

    15250
    Jan 22, 2026
  • ଦେଶ-ଦେଶାନ୍ତର

    ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ପ୍ରସ୍ତାବ ମାଗିଲେ ନିର୍ବାଚନ କମିଶନ

    15667
    Jan 22, 2026
  • ଦେଶ-ଦେଶାନ୍ତର

    ସିଇଓ ପଦରୁ ଇସ୍ତଫା ଦେଲେ ଦୀପିନ୍ଦର ଗୋୟଲ

    13490
    Jan 22, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17300
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17382
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17726
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16201
    Apr 03, 2021

ବିଶେଷ

  • ଶୀତଦିନେ ଏପରି କରନ୍ତୁ ମେକଅପ

    15334
    Jan 21, 2026
  • ସକାଳୁ ଖାଲି ପେଟରେ ଚା ପିଇବା ଦ୍ବାରା ହୋଇଥାଏ ଏହିସବୁ ସମସ୍ୟା

    15935
    Jan 19, 2026
  • ଅତ୍ୟଧିକ ମାତ୍ରାରେ ରସୁଣ ଖାଇବା ଶରୀର ପାଇଁ ହୋଇଥାଏ କ୍ଷତିକାରକ

    15649
    Jan 17, 2026
  • ଶୀତଦିନେ ଓଠ ଫାଟିବାର କାରଣ ଓ ନିରାକରଣ ଜାଣନ୍ତୁ.....

    16397
    Jan 16, 2026
  • ଶୀତଦିନେ ଏହି ଖାଦ୍ୟ ପ୍ରତି ରୁହନ୍ତୁ ସାବଧାନ!

    15222
    Jan 15, 2026

ବାଣିଜ୍ୟ

ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

ଭୁବନେଶ୍ୱର: ସାମ୍ପ୍ରତିକ ସମୟର ବିଳମ୍ବିତ ରାତି, ଅଧିକ ଚାପ ଏବଂ ପୋଷଣ ହ୍ରାସ ଖାଦ୍ୟ ଯୁଗରେ ସବୁଠାରୁ ସୁସ୍ଥ କେଶ, ତ୍ୱଚା ଏବଂ ନଖ ମଧ୍ୟ ସେଗୁଡିକର ମଜଭୁତପଣ ହରାଇପାରେ । ଉପଭୋକ୍ତାମାନେ ସମାଧାନଗୁଡିକ ଭିତରେ ଅଧିକର ...

  • ୧.୪୦ ଲକ୍ଷ ଟପିଲା ସୁନା

    15723
    Jan 12, 2026
  • ଆମୱେ ଇଣ୍ଡିଆ ଦ୍ରୁତ ଓ ସହଜ ସେବା ସହିତ ହୋମ୍‌ ଡେଲିଭରି ଅନୁଭୂତିକୁ ନୂଆ ରୂପ ପ୍ରଦାନ କରିଛି

    15474
    Jan 08, 2026
  • ଆଇଟିସି 'ଭିଟାମିନ୍ ଡି' ସହିତ ସନଫିଷ୍ଟ ମାରି ଲାଇଟ୍ ଶୁଭାରମ୍ଭ କରିଛି

    14439
    Jan 07, 2026
  • ୨୪ ଶହ ଟଙ୍କା ବଢ଼ିଲା ସୁନା

    14541
    Dec 23, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିଜେପିର ୧୨ତମ ଅଧ୍ୟକ୍ଷଙ୍କ ନାଁ ଘୋଷଣା, ଜାଣନ୍ତୁ କିଏ ?

    14841
    Jan 20, 2026
  • ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ପ୍ରସ୍ତାବ ମାଗିଲେ ନିର୍ବାଚନ କମିଶନ

    15667
    Jan 22, 2026
  • ଦେଶର ଉନ୍ନତ ଭବିଷ୍ୟତ ଲାଗି ନୂଆ ପିଢ଼ିକୁ ଠିକ୍ ସମୟରେ ବଡ଼ ଦାୟିତ୍ୱ ଦିଆଯିବା କଥା: ନୀତିନ ଗଡ଼କରୀ

    15762
    Jan 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In