Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, May 27, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଇରାନର ବନ୍ଦର ସହର ଉପରେ ଆମେରିକା ପକ୍ଷରୁ ...

  • ଟିଏମସିରୁ ଇସ୍ତଫା ଦେଲେ କାକଳି ଘୋଷ

  • ଜୁନ୍ ୧ ରୁ ମହିଳାମାନେ ପାଇବେ ୩,୦୦୦ ଟଙ୍କା

  • ନାବାଳିକା ଦୁଷ୍କର୍ମ ମାମଲା : ପ୍ରେସମିଟରେ ...

  • ୪୨ ଜଣ ବରଙ୍କୁ ଠକିଦେଲେ ମଧ୍ୟସ୍ଥି, ...

  • ୮୦ ବର୍ଷର ଜଟିଳ ଗଣିତ ସମାଧାନ କଲା ...

  • ସ୍ବାସ୍ଥ୍ୟ ପାଇଁ ଭିଟାମିନ୍‌ ‘ସି’ ଭାରି ...

  • କକ୍ରୋଚ ଜନତା ପାର୍ଟିକୁ ସମର୍ଥନ ଜଣାଇଲେ ...

  • ଏଆଇଏଡିଏମ୍‌କେର ୩ ବିଧାୟକ ଟିଭିକେରେ ...

  • ଏଣିକି ୫ ଟଙ୍କାରେ ଖାଇପାରିବେ ମାଛ ତରକାରୀ ...

Home ›› ››ଆମୱେ ଇଣ୍ଡିଆ ଦ୍ରୁତ ଓ ସହଜ ସେବା ସହିତ ହୋମ୍‌ ଡେଲିଭରି ଅନୁଭୂତିକୁ ନୂଆ ରୂପ ପ୍ରଦାନ କରିଛି

ଆମୱେ ଇଣ୍ଡିଆ ଦ୍ରୁତ ଓ ସହଜ ସେବା ସହିତ ହୋମ୍‌ ଡେଲିଭରି ଅନୁଭୂତିକୁ ନୂଆ ରୂପ ପ୍ରଦାନ କରିଛି

2026-01-08 08:54:25
15559
Share:
Facebook
Twitter
E-Mail
WhatsApp
Telegram
ଆମୱେ ଇଣ୍ଡିଆ ଦ୍ରୁତ ଓ ସହଜ ସେବା ସହିତ ହୋମ୍‌ ଡେଲିଭରି ଅନୁଭୂତିକୁ ନୂଆ ରୂପ ପ୍ରଦାନ କରିଛି

ପହଞ୍ଚ ଦୁଇଗୁଣ ହୋଇଛି ଏବଂ ସମ୍ପ୍ରତି ଏହା ଭାରତର ୯୦% ପିନ୍‌କୋଡରେ ସେବା ଯୋଗାଉଛି, ଏକ ଏକୀକୃତ ଡିଜିଟାଲ ଟ୍ରାକିଂ ପ୍ଲାଟଫର୍ମ ଏବଂ ପରିବର୍ଦ୍ଧିତ ଲଜିଷ୍ଟିକ୍ସ ଅଂଶୀଦାର ବ୍ୟବସ୍ଥା ଜରିଆରେ ଦ୍ରୁତ ଯୋଗାଣକୁ ଆଗେଇ ନେଉଛି

ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ କଲ୍ୟାଣ ଆବଶ୍ୟକତାକୁ ସମର୍ଥନ କରୁଥିବା ଅନ୍ୟତମ ଅଗ୍ରଣୀ କମ୍ପାନୀ ଆମୱେ ଇଣ୍ଡିଆ ତାହାର ହୋମ୍‌ ଡେଲିଭରି କାର୍ଯ୍ୟ ପରିଚାଳନାରେ ପ୍ରମୁଖ ପରିବର୍ଦ୍ଧନ ସମ୍ପର୍କରେ ସୂଚନା ଦେଇଛି । ଏହି ଉନ୍ନତିକରଣ ସମଗ୍ର ଦେଶରେ ବିତରକଗଣ ଏବଂ ସେମାନଙ୍କର ଗ୍ରାହକମାନଙ୍କ ନିମନ୍ତେ ସରଳ ଅର୍ଡର ଦେବାର ଅନୁଭୂତି ତଥା ଏକ ଦ୍ରୁତ, ଅଧିକ ଭରସାଯୋଗ୍ୟ ସେବା ଯୋଗାଣ ପ୍ରତି କମ୍ପାନୀର ପ୍ରତିବଦ୍ଧତା ସମ୍ପର୍କରେ ଉଲ୍ଲେଖ କରୁଛି । ବିଗତ ପାଞ୍ଚବର୍ଷ ମଧ୍ୟରେ ଆମୱେ ନିଜର ହୋମ୍‌ ଡେଲିଭରି ସାମର୍ଥ୍ୟକୁ ଉଲ୍ଲେଖନୀୟ ଭାବରେ ସୁଦୃଢ କରିଛି ଏବଂ ସେବା ଯୋଗାଣ ସମୟ ୪୮% (୩.୧ ଦିନରୁ ମାତ୍ର ୧.୬ ଦିନକୁ) ହ୍ରାସକରି ଏବଂ ପରବର୍ତ୍ତୀ ଦିବସରେ ସେବା ଯୋଗାଣକୁ ୨୯%ରୁ ୫୫%ରୁ ଅଧିକକୁ ବୃଦ୍ଧିକରି ସେବା ଯୋଗାଣ ବେଗରେ ବଡଧରଣର ଉନ୍ନତି ଆଣିଛି । ଏହି ପରିବର୍ଦ୍ଧିତ ଅନୁଭୂତିକୁ ଏହାର ସେବା ନେଟୱର୍କରେ ବଡଧରଣର ସମ୍ପ୍ରସାରଣ ସମର୍ଥନ ଯୋଗାଇ ଦେଉଛି ଏବଂ ସମ୍ପ୍ରତି ଏହା ଭାରତର ୯୦%ରୁ ଅଧିକ ପିନ୍‌କୋଡରେ ପହଞ୍ଚୁଛି, ଯାହା ୮୦୦୦ରୁ ବୃଦ୍ଧିପାଇ ୧୭,୫୦୦ରୁ ଅଧିକ ପିନ୍‌କୋଡରେ ପହଞ୍ଚିଛି । ଏହି ଉଲ୍ଲେଖନୀୟ ସଫଳତା ସମଗ୍ର ଭାରତରେ ଉପଭୋକ୍ତାମାନଙ୍କ ନିମନ୍ତେ ଗୁଣାତ୍ମକ କଲ୍ୟାଣକାରୀତାକୁ ସୁଲଭ୍ୟ କରିବା ପାଇଁ ଆମୱେର ଏକନିଷ୍ଠ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । 

ଏହି ରୂପାନ୍ତରଣ ସମ୍ପର୍କରେ ପ୍ରକାଶ କରି ରଜନୀଶ ଚୋପ୍ରା, ମ୍ୟାନେଜିଂ ଡାଇରେକ୍ଟର, ଆମୱେ ଇଣ୍ଡିଆ କହିଥିଲେ, “ଆମ ରଣକୋ÷ଶଳର ମୂଳ ସ୍ଥାନରେ ବିତରକଗଣ ଏବଂ ଗ୍ରାହକମାନେ ରହିଥିବାବେଳେ ଆମେ ହୋମ୍‌ ଡେଲିଭରିକୁ ଏକ ରଣକୋ÷ଶଳାତ୍ମକ ସ୍ତମ୍ଭ ଭାବରେ ନିର୍ମାଣ କରୁଛୁ- ଯାହା ଉତ୍ତମ ସେବା ଯୋଗାଣକୁ ସଶକ୍ତ କରୁଛି, ଉତ୍ପାଦ ପାଇବାରେ ଉନ୍ନତି ଆଣୁଛି ଏବଂ ସମଗ୍ର ଭାରତରେ ସହଜ ଅନୁଭୂତି ପ୍ରଦାନ କରୁଛି । ମଜଭୁତ ରାଷ୍ଟ୍ରୀୟ ଅଂଶୀଦାର ବ୍ୟବସ୍ଥା, ଏକ ମଜଭୁତ ଡିଜିଟାଲ ମେରୁଦଣ୍ଡ ଏବଂ ଅଧିକ ଶାଣିତ ଯୋଗାଣ ଶୃଙ୍ଖଳରେ ରଣକୋ÷ଶଳାତ୍ମକ ପୁଞ୍ଜିନିବେଶ ଦ୍ୱାରା ଏହି ରୂପାନ୍ତରଣ ପରିଚାଳିତ ହୋଇଛି, ଯାହା ଆମକୁ ଦ୍ରୁତ ଗତିରେ କର୍ତ୍ତବ୍ୟ ସମ୍ପାଦନ କରିବା, ଅଧିକ ସ୍ମାର୍ଟ ଭାବରେ କାର୍ଯ୍ୟ ପରିଚାଳନା ଏବଂ ଅଧିକ ସ୍ଥିରତାର ସହିତ ସେବା ଯୋଗାଣ ନିମନ୍ତେ ସୁଯୋଗ ଦେଉଛି । ଆମକୁ ଅଧିକ ଆସ୍ଥା ପ୍ରଦାନ କରୁଥିବା ବିଷୟ ହେଉଛି ବାସ୍ତବ କ୍ଷେତ୍ରରେ ଆମେ ଦେଖୁଥିବା ପରିବର୍ତ୍ତନ: ତାହା ହେଉଛି ଆମର ପହଞ୍ଚ ଅଧିକ ମଜଭୁତ, ଆମର ବ୍ୟବସ୍ଥାଗୁଡିକ ଅଧିକ ବୁଦ୍ଧିମାନ ଏବଂ ସମ୍ପ୍ରତି ଅନୁଭୂତି ପୂର୍ବାପେକ୍ଷା ଯଥେଷ୍ଟ ଅଧିକ ସହଜ ଓ ସାବଲୀଳ ହୋଇଛି । ଆମେ ଆଗକୁ ବଢୁଥିବା ସମୟରେ ଆମେ ଭରସାଯୋଗ୍ୟତାକୁ ମଜଭୁତ କରି, ବକ୍ସ ଖୋଲିବା ଅନୁଭୂତିରେ ପରିବର୍ଦ୍ଧନ କରି ଏବଂ ସମଗ୍ର ଭାରତରେ ଆମର ଗ୍ରାହକଙ୍କ ନିମନ୍ତେ ଭବିଷ୍ୟତ ନିମନ୍ତେ ପ୍ରସ୍ତୁତ ସେବା ଯୋଗାଣ ପରିବ୍ୟବସ୍ଥା ନିର୍ମାଣ କରି ଏହି ମାନଦଣ୍ଡ ଉପରକୁ ଉଠାଇବା ଉପରେ ଦୃଷ୍ଟିନିବଦ୍ଧ କରିଛୁ ।”

ଏଥିସହିତ ସଞ୍ଜୀବ ସୁରୀ, ସିନିୟର ଭାଇସ୍‌ ପ୍ରେସିଡେଣ୍ଟ, ଗ୍ଲୋବାଲ ଓମ୍‌ନି ଚାନେଲ ଲଜିଷ୍ଟିକ୍ସ, କଷ୍ଟମର ସର୍ଭିସେସ୍‌ ଆଣ୍ଡ ନର୍ଥ ରିଜନ, ଆମୱେ ଇଣ୍ଡିଆ କହିଥିଲେ, “ଯୋଗାଣ ଶୃଙ୍ଖଳ ମୂଲ୍ୟ କେନ୍ଦ୍ରଗୁଡିକରୁ ମୂଲ୍ୟ ସୃଷ୍ଟିକାରୀଙ୍କ ଆଡକୁ ନିରନ୍ତର ପରିବର୍ତ୍ତିତ ହେଉଥିବାବେଳେ ଆମୱେରେ ଆମର ଦୃଷ୍ଟି ସର୍ବଦା ପ୍ରକୃତ ଗ୍ରାହକ ମୂଲ୍ୟ ଯୋଗାଣ କରିପାରୁଥିବା ଏକ ବୁଦ୍ଧିମାନ, ସମ୍ବେଦୀ ଏବଂ ଲୋକ-କୈନ୍ଦ୍ରିକ ନେଟୱର୍କ ନିର୍ମାଣ ଉପରେ ନିବଦ୍ଧ ରହିଛି । ହୋମ୍‌ ଡେଲିଭରି ସେବା ଯୋଗାଣ ପରିଚାଳନାରେ ଏହି ଅଗ୍ରଗତି ଏହି ପରିବର୍ତ୍ତନକୁ ପ୍ରତିଫଳିତ କରୁଛି । ଉନ୍ନତ ଆନାଲିଟିକ୍ସ, ସମସ୍ତ ଟିମ୍‌ଗୁଡିକ ମଧ୍ୟରେ ମଜଭୁତ ସହଯୋଗୀତା ଏବଂ ରାଷ୍ଟ୍ରୀୟ ପରିବହନକାରୀଙ୍କ ସହିତ ଗଭୀର ଅଂଶୀଦାର ବ୍ୟବସ୍ଥା ସହିତ ଆମେ ସେବା ଯୋଗାଣ ବେଗ, ପରିବର୍ଦ୍ଧିତ ଭରସାଯୋଗ୍ୟତାରେ ଉନ୍ନତି ଆଣିଛୁ ଏବଂ ସମସ୍ତ ଅଞ୍ଚଳରେ ଗ୍ରାହକମାନଙ୍କୁ ସେବା ଯେଗାଇଦେବା ପାଇଁ ଆମର ସାମର୍ଥ୍ୟକୁ ସୁଦୃଢ କରିଛୁ । ବ୍ୟାଘାତ ସୃଷ୍ଟିକାରୀ ପର୍ଯ୍ୟାୟଗୁଡିକରେ ବାସ୍ତବ ସମୟ ଭିତ୍ତିକ ଦୃଶ୍ୟମାନତା, ସକାରାତ୍ମକ ଯୋଗାଯୋଗ ଏବଂ ନିର୍ଣ୍ଣାୟକ କାର୍ଯ୍ୟକାରିତା ଦ୍ୱାରା ଆମର ଯାତ୍ରା ଏହି ରୂପରେଖ ନେଇଛି । ଆମେ ଆଗକୁ ନଜର ପକାଉଥିବାବେଳେ ଏକ ସାବଲୀଳ, ଭବିଷ୍ୟତ ନିମନ୍ତେ ପ୍ରସ୍ତୁତ ସେବା ଯୋଗାଣ ଅନୁଭୂତି ସୃଷ୍ଟି କରିବାକୁ ଆମେ ନିରନ୍ତର ଏଆଇ, ଡିଜିଟାଲ ସାଧନସମୂହ ଏବଂ ସମ୍ମୁଖଭାଗ ସଶକ୍ତିକରଣକୁ ସମନ୍ୱିତ କରିବା ପ୍ରକ୍ରିୟା ଜାରି ରଖିବୁ ।”

Powered by Froala Editor

Tags Amway

Related articles Odisha News Lens 4.1

  • ନାବାଳିକା ଦୁଷ୍କର୍ମ ମାମଲା : ପ୍ରେସମିଟରେ ହସି ୩ IPS ସସପେଣ୍ଡ
    ଦେଶ-ଦେଶାନ୍ତର

    ନାବାଳିକା ଦୁଷ୍କର୍ମ ମାମଲା : ପ୍ରେସମିଟରେ ହସି ୩ IPS ସସପେଣ୍ଡ

    13490
    May 27, 2026
  • ଏଣିକି ୫ ଟଙ୍କାରେ ଖାଇପାରିବେ ମାଛ ତରକାରୀ ଓ ଭାତ
    ଦେଶ-ଦେଶାନ୍ତର

    ଏଣିକି ୫ ଟଙ୍କାରେ ଖାଇପାରିବେ ମାଛ ତରକାରୀ ଓ ଭାତ

    14756
    May 26, 2026
  •  ଜୁନ୍ ୧ ରୁ ମହିଳାମାନେ ପାଇବେ ୩,୦୦୦ ଟଙ୍କା
    ଦେଶ-ଦେଶାନ୍ତର

    ଜୁନ୍ ୧ ରୁ ମହିଳାମାନେ ପାଇବେ ୩,୦୦୦ ଟଙ୍କା

    14959
    May 27, 2026
  • ୮୦ ବର୍ଷର ଜଟିଳ ଗଣିତ ସମାଧାନ କଲା ଚାଟ୍‌ଜିପିଟି
    ଦେଶ-ଦେଶାନ୍ତର

    ୮୦ ବର୍ଷର ଜଟିଳ ଗଣିତ ସମାଧାନ କଲା ଚାଟ୍‌ଜିପିଟି

    13649
    May 27, 2026
  • ଏଆଇଏଡିଏମ୍‌କେର ୩ ବିଧାୟକ ଟିଭିକେରେ ଯୋଗଦେଲେ
    ଦେଶ-ଦେଶାନ୍ତର

    ଏଆଇଏଡିଏମ୍‌କେର ୩ ବିଧାୟକ ଟିଭିକେରେ ଯୋଗଦେଲେ

    13507
    May 26, 2026
  • ଟିଏମସିରୁ ଇସ୍ତଫା ଦେଲେ କାକଳି ଘୋଷ
    ଦେଶ-ଦେଶାନ୍ତର

    ଟିଏମସିରୁ ଇସ୍ତଫା ଦେଲେ କାକଳି ଘୋଷ

    15110
    May 27, 2026
  • କକ୍ରୋଚ ଜନତା ପାର୍ଟିକୁ ସମର୍ଥନ ଜଣାଇଲେ ମମତା
    ଦେଶ-ଦେଶାନ୍ତର

    କକ୍ରୋଚ ଜନତା ପାର୍ଟିକୁ ସମର୍ଥନ ଜଣାଇଲେ ମମତା

    13637
    May 26, 2026
  • ୪୨ ଜଣ ବରଙ୍କୁ ଠକିଦେଲେ ମଧ୍ୟସ୍ଥି, ଅପେକ୍ଷା କରି କରି ଫେରିଲେ
    ଦେଶ-ଦେଶାନ୍ତର

    ୪୨ ଜଣ ବରଙ୍କୁ ଠକିଦେଲେ ମଧ୍ୟସ୍ଥି, ଅପେକ୍ଷା କରି କରି ଫେରିଲେ

    15201
    May 27, 2026
  • ଇରାନର ବନ୍ଦର ସହର ଉପରେ ଆମେରିକା ପକ୍ଷରୁ ବିମାନ ଆକ୍ରମଣ
    ଦେଶ-ଦେଶାନ୍ତର

    ଇରାନର ବନ୍ଦର ସହର ଉପରେ ଆମେରିକା ପକ୍ଷରୁ ବିମାନ ଆକ୍ରମଣ

    14661
    May 27, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଏଆଇଏଡିଏମ୍‌କେର ୩ ବିଧାୟକ ଟିଭିକେରେ ଯୋଗଦେଲେ

    13507
    May 26, 2026
  • ଦେଶ-ଦେଶାନ୍ତର

    ଜୁନ୍ ୧ ରୁ ମହିଳାମାନେ ପାଇବେ ୩,୦୦୦ ଟଙ୍କା

    14959
    May 27, 2026
  • ଦେଶ-ଦେଶାନ୍ତର

    ୪୨ ଜଣ ବରଙ୍କୁ ଠକିଦେଲେ ମଧ୍ୟସ୍ଥି, ଅପେକ୍ଷା କରି କରି ଫେରିଲେ

    15201
    May 27, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16883
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17505
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17552
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17933
    Sep 06, 2023

ବିଶେଷ

  • ସ୍ବାସ୍ଥ୍ୟ ପାଇଁ ଭିଟାମିନ୍‌ ‘ସି’ ଭାରି ଉପକାରୀ

    14716
    May 27, 2026
  • ନିଜ ମନ ପସନ୍ଦର ଗୀତ ଶୁଣିଲେ ବୃଦ୍ଧି ହୁଏ ସ୍ମରଣ ଶକ୍ତି

    14649
    May 26, 2026
  • ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ଦୂରେଇ

    15746
    May 24, 2026
  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    15036
    May 21, 2026
  • ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ନିୟମିତ ଖାଆନ୍ତୁ କଖାରୁ ଫୁଲ

    14447
    May 20, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15425
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15168
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15657
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13994
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଜୁନ୍ ୧ ରୁ ମହିଳାମାନେ ପାଇବେ ୩,୦୦୦ ଟଙ୍କା

    14959
    May 27, 2026
  • ସ୍ବାସ୍ଥ୍ୟ ପାଇଁ ଭିଟାମିନ୍‌ ‘ସି’ ଭାରି ଉପକାରୀ

    14716
    May 27, 2026
  • ୮୦ ବର୍ଷର ଜଟିଳ ଗଣିତ ସମାଧାନ କଲା ଚାଟ୍‌ଜିପିଟି

    13649
    May 27, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In