Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, January 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଶୀତଦିନେ ଓଠର ଫାଟିବାର କାରଣ ଓ ନିରାକରଣ ...

  • ମଧ୍ୟପ୍ରାଚ୍ୟରେ ସେନା ଘାଟିଗୁଡିକରୁ ...

  • ଗ୍ରୀନଲାଣ୍ଡ ଦଖଲ ପାଇଁ ନାଟୋର ସହଯୋଗ ...

  • ହାଇକୋର୍ଟରେ ଖାରଜ ହେଲା ଟିଏମସି ଆବେଦନ

  • ମହାରାଷ୍ଟ୍ର ନିର୍ବାଚନ: ୨୯ଟି ପୌରନିଗମ ...

  • ଶୀତଦିନେ ଏହି ଖାଦ୍ୟ ପ୍ରତି ରୁହନ୍ତୁ ...

  • ମାଞ୍ଜା ସୂତାରେ କଟିଗଲା ବେକ

  • ୧୦ ମିନିଟ୍‌ରେ ଡେଲିଭରି ହେବନାହିଁ, ହେଲେ ...

  • ଭାରତୀୟ ଦୂତାବାସ ଆଡଭାଇଜରୀ ଜାରି, ତୁରନ୍ତ ...

  • ବିଷ ଇଞ୍ଜେକ୍ସନ ଦେଇ ୫୦୦ କୁକୁରଙ୍କୁ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ପୁଅ ଜନ୍ମ ପରେ ବାପା ଭୁଲିଗଲା ୧୦ ଝିଅଙ୍କ ନାଁ

ପୁଅ ଜନ୍ମ ପରେ ବାପା ଭୁଲିଗଲା ୧୦ ଝିଅଙ୍କ ନାଁ

2026-01-07 18:48:35
15258
Share:
Facebook
Twitter
E-Mail
WhatsApp
Telegram
ପୁଅ ଜନ୍ମ ପରେ ବାପା ଭୁଲିଗଲା ୧୦ ଝିଅଙ୍କ ନାଁ

ପୁଅ-ଝିଅ ଭିତରେ କିଛି ଫରକ ନାହିଁ । ସଭିଏଁ ସମାନ ବୋଲି ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଏହା କେବଳ କଥାରେ ବୋଲି ହରିୟାଣାର ଏହି ଘଟଣାରୁ ପ୍ରମାଣିତ ହୋଇଛି । ହରିୟାଣାର ଜିନ୍ଦ ଜିଲ୍ଲାର ସଞ୍ଜୟ ଓ ପତ୍ନୀ ସୁନୀତା ୧୦ ଝିଅଙ୍କ ଲାଳନପାଳନ ସମେତ ପରିବାରର ଆର୍ଥିକ ବୋଝ ପରେ ବି ପୁଅ ଆଶା ମଉଳି ନ ଥିଲା। ଶେଷରେ ବୟସର ଅପରାହ୍ନରେ ଏହି ଦମ୍ପତି ଏକ ପୁତ୍ର ସନ୍ତାନ ପ୍ରାପ୍ତ କରିଛନ୍ତି। ମାତ୍ର  ପୁଅ ପାଗଳ ସଞ୍ଜୟ ନିଜ ସମସ୍ତ ଝିଅଙ୍କ ନାଁ ମନେ ରଖି ପାରି ନଥିବା ସ୍ବୀକାର କରିଛନ୍ତି।

ସଞ୍ଜୟ ଏବଂ ତାଙ୍କ ପତ୍ନୀ ସୁନୀତା ୧୯ ବର୍ଷ ପୂର୍ବେ ବିବାହ କରିଥିଲେ। ନିଜ ବଂଶରକ୍ଷା ପାଇଁ ସେମାନେ ପୁଅ ଚାହୁଁଥିଲେ । ହେଲେ ପୁଅ ଆଶାରେ ୧୦ ଝିଅର ବାପାମା ହୋଇଥିଲେ। ।

ସ୍ଥାନୀୟ ଗଣମାଧ୍ୟମ ସହ ସାକ୍ଷାତକାରରେ ବ୍ୟକ୍ତି କହିଛନ୍ତି, ତାଙ୍କ ବଡ଼ ଝିଅ ଶ୍ରୀନା ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ଏକାଦଶରେ ପଢୁଛନ୍ତି ଅମ୍ରିତା । ଅନ୍ୟ ଝିଅଙ୍କ ନାଁ କହିବାକୁ ଚେଷ୍ଟା କଲେ, କିନ୍ତୁ ସବୁ ଝିଅଙ୍କ ନାଁ ତାଙ୍କର ମନେପଡ଼ିଲା ନାହିଁ । ସାକ୍ଷାତକାର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାଟି ଲୋକଙ୍କୁ ଚକିତ କରିଛି ।

ଓଜସ୍ ହସ୍ପିଟାଲରେ ତାଙ୍କର ଶିଶୁ ପୁତ୍ର ଜନ୍ମ ହୋଇଛି । ଡାକ୍ତର କହିଛନ୍ତି, ଗର୍ଭଧାରଣ ଓ ପ୍ରସବ ଉଭୟ ମା’ ଓ ନବଜାତକ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା । ଶିଶୁର ଶରୀରରେ ମାତ୍ର ୫ ଗ୍ରାମ୍ ରକ୍ତ ଥିଲା । ପ୍ରସବ ପରେ ମା’ ଓ ଶିଶୁ ଉଭୟ ଡାକ୍ତରଖାନାରେ ରହିଥିଲେ । ବ୍ୟକ୍ତିଙ୍କ ସାକ୍ଷାତକାର ଭିଡିଓ ଦେଖି ୟୁଜର୍ କ୍ରୋଧିତ ହୋଇଛନ୍ତି ଏବଂ ମା’ ଓ ଶିଶୁର ମଙ୍ଗଳ ପାଇଁ ଚିନ୍ତା ପ୍ରକଟ କରିଛନ୍ତି ।


Powered by Froala Editor

Tags father

Related articles Odisha News Lens 4.1

  • ୧୦ ମିନିଟ୍‌ରେ ଡେଲିଭରି ହେବନାହିଁ, ହେଲେ ଏବେବି ରହିଛି ଚାପ
    ଦେଶ-ଦେଶାନ୍ତର

    ୧୦ ମିନିଟ୍‌ରେ ଡେଲିଭରି ହେବନାହିଁ, ହେଲେ ଏବେବି ରହିଛି ଚାପ

    14356
    Jan 14, 2026
  • ଶୀତଦିନେ ଏହି ଖାଦ୍ୟ ପ୍ରତି ରୁହନ୍ତୁ ସାବଧାନ!
    ବିଶେଷ

    ଶୀତଦିନେ ଏହି ଖାଦ୍ୟ ପ୍ରତି ରୁହନ୍ତୁ ସାବଧାନ!

    14067
    Jan 15, 2026
  • ମଧ୍ୟପ୍ରାଚ୍ୟରେ ସେନା ଘାଟିଗୁଡିକରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ...
    ଦେଶ-ଦେଶାନ୍ତର

    ମଧ୍ୟପ୍ରାଚ୍ୟରେ ସେନା ଘାଟିଗୁଡିକରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ...

    14918
    Jan 15, 2026
  • ଶୀତଦିନେ ଓଠର ଫାଟିବାର କାରଣ ଓ ନିରାକରଣ ଜାଣନ୍ତୁ.....
    ବିଶେଷ

    ଶୀତଦିନେ ଓଠର ଫାଟିବାର କାରଣ ଓ ନିରାକରଣ ଜାଣନ୍ତୁ.....

    14900
    Jan 16, 2026
  • ଗ୍ରୀନଲାଣ୍ଡ ଦଖଲ ପାଇଁ ନାଟୋର ସହଯୋଗ ଲୋଡ଼ିଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଗ୍ରୀନଲାଣ୍ଡ ଦଖଲ ପାଇଁ ନାଟୋର ସହଯୋଗ ଲୋଡ଼ିଲେ ଟ୍ରମ୍ପ

    14344
    Jan 15, 2026
  • ବିଷ ଇଞ୍ଜେକ୍ସନ ଦେଇ ୫୦୦ କୁକୁରଙ୍କୁ ମାରିଦେଲେ ସରପଞ୍ଚ
    ଦେଶ-ଦେଶାନ୍ତର

    ବିଷ ଇଞ୍ଜେକ୍ସନ ଦେଇ ୫୦୦ କୁକୁରଙ୍କୁ ମାରିଦେଲେ ସରପଞ୍ଚ

    15011
    Jan 14, 2026
  • ଭାରତୀୟ ଦୂତାବାସ ଆଡଭାଇଜରୀ ଜାରି, ତୁରନ୍ତ ଇରାନ ଛାଡି ଦିଅନ୍ତୁ
    ଦେଶ-ଦେଶାନ୍ତର

    ଭାରତୀୟ ଦୂତାବାସ ଆଡଭାଇଜରୀ ଜାରି, ତୁରନ୍ତ ଇରାନ ଛାଡି ଦିଅନ୍ତୁ

    15605
    Jan 14, 2026
  • ମାଞ୍ଜା ସୂତାରେ କଟିଗଲା ବେକ
    ଦେଶ-ଦେଶାନ୍ତର

    ମାଞ୍ଜା ସୂତାରେ କଟିଗଲା ବେକ

    15705
    Jan 14, 2026
  • ମହାରାଷ୍ଟ୍ର ନିର୍ବାଚନ: ୨୯ଟି ପୌରନିଗମ ନିର୍ବାଚନ ପାଇଁ ହେଉଛି ଭୋଟ ଗ୍ରହଣ
    ଦେଶ-ଦେଶାନ୍ତର

    ମହାରାଷ୍ଟ୍ର ନିର୍ବାଚନ: ୨୯ଟି ପୌରନିଗମ ନିର୍ବାଚନ ପାଇଁ ହେଉଛି ଭୋଟ ଗ୍ରହଣ

    15230
    Jan 15, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମହାରାଷ୍ଟ୍ର ନିର୍ବାଚନ: ୨୯ଟି ପୌରନିଗମ ନିର୍ବାଚନ ପାଇଁ ହେଉଛି ଭୋଟ ଗ୍ରହଣ

    15230
    Jan 15, 2026
  • ଦେଶ-ଦେଶାନ୍ତର

    ଭାରତୀୟ ଦୂତାବାସ ଆଡଭାଇଜରୀ ଜାରି, ତୁରନ୍ତ ଇରାନ ଛାଡି ଦିଅନ୍ତୁ

    15605
    Jan 14, 2026
  • ଦେଶ-ଦେଶାନ୍ତର

    ହାଇକୋର୍ଟରେ ଖାରଜ ହେଲା ଟିଏମସି ଆବେଦନ

    14493
    Jan 15, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17293
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17373
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17719
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16193
    Apr 03, 2021

ବିଶେଷ

  • ଶୀତଦିନେ ଓଠର ଫାଟିବାର କାରଣ ଓ ନିରାକରଣ ଜାଣନ୍ତୁ.....

    14900
    Jan 16, 2026
  • ଶୀତଦିନେ ଏହି ଖାଦ୍ୟ ପ୍ରତି ରୁହନ୍ତୁ ସାବଧାନ!

    14067
    Jan 15, 2026
  • ମକର ସଂକ୍ରାନ୍ତି: ୩ରାଶିଙ୍କ ଭାଗ୍ୟ ହେବ ମାଲାମାଲ

    13857
    Jan 14, 2026
  • ଘରୋଇ ମଏଶ୍ଚରାଇଜର ଲଗାଇ ତ୍ଵଚାକୁ ରଖନ୍ତୁ ସୁସ୍ଥ

    14052
    Jan 13, 2026
  • ପ୍ରତିଦିନ ଖାଆନ୍ତୁ ଗୋଟିଏ କଞ୍ଚାକଦଳୀ

    16038
    Jan 10, 2026

ବାଣିଜ୍ୟ

୧.୪୦ ଲକ୍ଷ ଟପିଲା ସୁନା

ପୁଣି ବଢିଛି ସୁନା ଓ ରୂପା ଦାମ୍‌ । ସୁନା ଗତ ସପ୍ତାହରେ ସାମାନ୍ୟ କମିଥିବା ବେଳେ ଏବେ ପୁଣି ନୂଆ ରେକର୍ଡ ଆଡକୁ ମାଡିଯାଉଛି । ୨୪କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୧.୪୦ଲକ୍ଷ ଅତିକ୍ରମ କରିଛି । ସେହିପରି ରୂପା ଦର ୧୨୦୦୦ରୁ ଅଧିକ ବୃଦ୍ଧି ପାଇଛି ।

ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ୍&zw ...

  • ଆମୱେ ଇଣ୍ଡିଆ ଦ୍ରୁତ ଓ ସହଜ ସେବା ସହିତ ହୋମ୍‌ ଡେଲିଭରି ଅନୁଭୂତିକୁ ନୂଆ ରୂପ ପ୍ରଦାନ କରିଛି

    15462
    Jan 08, 2026
  • ଆଇଟିସି 'ଭିଟାମିନ୍ ଡି' ସହିତ ସନଫିଷ୍ଟ ମାରି ଲାଇଟ୍ ଶୁଭାରମ୍ଭ କରିଛି

    14428
    Jan 07, 2026
  • ୨୪ ଶହ ଟଙ୍କା ବଢ଼ିଲା ସୁନା

    14530
    Dec 23, 2025
  • ସିମେଣ୍ଟ ମାନୁଫାକ୍‌ଚରର୍ସ ଆସୋସିଏସନ (ସିଏମ୍‌ଏ) ପ୍ରେସିଡେଣ୍ଟ ଭାବରେ ଶ୍ରୀ ପାର୍ଥ ଜିନ୍ଦଲଙ୍କ ନାମ ଘୋଷଣା କଲା; ଡ. ରାଘବପତ୍‌ ସିଂଘାଣିଆ ଭାଇସ୍‌ ପ୍ରେସିଡେଣ୍ଟ ଘୋଷିତ

    14239
    Dec 18, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାରତୀୟ ଦୂତାବାସ ଆଡଭାଇଜରୀ ଜାରି, ତୁରନ୍ତ ଇରାନ ଛାଡି ଦିଅନ୍ତୁ

    15605
    Jan 14, 2026
  • ଗ୍ରୀନଲାଣ୍ଡ ଦଖଲ ପାଇଁ ନାଟୋର ସହଯୋଗ ଲୋଡ଼ିଲେ ଟ୍ରମ୍ପ

    14344
    Jan 15, 2026
  • ମାଞ୍ଜା ସୂତାରେ କଟିଗଲା ବେକ

    15705
    Jan 14, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In