ପୁଲିସ ଗୁଳିରେ ଦୁଇ ମାଓବାଦୀ ନିହତ
କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ପୁଲିସ ମାଓବାଦୀ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ବାଲିଗୁଡ଼ାସ୍ଥିତ ଗୁମ୍ମା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ପୁଲିସ ମାଓବାଦୀ ମଧ୍ୟ ଗୁଳି ବିନିମୟ ଘଟିଛି । ସୂଚନା ମୁତାବକ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇଜଣ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି ।
Powered by Froala Editor