Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, May 04, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କିଏ କେଉଁଠି ଆଗରେ ଜାଣନ୍ତୁ

  • ଆଜି କୋଲକାତାରେ ବିଜୟ ସେଲିବ୍ରେସନ ...

  • ବିଜୟ ଥାଲାପତିଙ୍କ ଘର ବାହାରେ ...

  • ୯୮ଟି ଆସନରେ ଆଗୁଆ କଂଗ୍ରେସ

  • ବିଚ୍ ରାସ୍ତାରେ ବର୍ବରତା : ପନିକିରେ ହାଣି ...

  • ଥିଏଟରକୁ ଆସିପାରେ ‘ସନା’

  • ଦୋଳି ଫାଶରେ ଚାଲିଗଲା ଜୀବନ

  • ଆଇଏଏସ୍ ଏକାଡେମୀ ନିର୍ଦ୍ଦେଶିକା ଶୁଭ୍ରା ...

  • ବିଜୟଙ୍କ ପାଇଁ ତିରୁପତି ପହଞ୍ଚିଲେ ତ୍ରିଶା

  • ତାମିଲନାଡୁରେ ଟିଭିକେ ମ୍ୟାଜିକ୍, ୧୦୦ ...

Home ›› ››ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ଆଗକୁ ବଢାଉଛି

ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ଆଗକୁ ବଢାଉଛି

2025-12-08 16:15:01
15242
Share:
Facebook
Twitter
E-Mail
WhatsApp
Telegram
ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ଆଗକୁ ବଢାଉଛି

ଭୁବନେଶ୍ୱର: ଗ୍ରୁପ ଅଫ ଏଇଟ୍‌ (ଜିଓ୮)ର ପ୍ରଥମ ପ୍ରତିଷ୍ଠାନ ଭାବରେ ୟୁନିଭରସିଟି ଅଫ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଭାରତରେ ତାହାର କ୍ୟାମ୍ପସ ସ୍ଥାପନ କରିବା ସହିତ ଭୁବନେଶ୍ୱରରେ ଏକାଧିକ ପର୍ଯ୍ୟାୟର ରୂପାନ୍ତରଣକାରୀ ନିୟୋଜନତା ସହିତ ବୈଶ୍ୱିକ ସୁଯୋଗ ସୃଷ୍ଟି ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବାର ପ୍ରତିବଦ୍ଧତାକୁ ମଜଭୁତ କରିଛି ।

ଜୀବନଗୁଡିକରେ ରୂପାନ୍ତରଣ ଆଣିବାରେ ଆନ୍ତର୍ଜାତିକ ଶିକ୍ଷା ଯେଉଁ ମୂଲ୍ୟ ବହନ କରୁଛି ସେହି ଯାତ୍ରାରେ ୟୁଡବ୍ଲୁ୍ଏର ଭାଇସ୍‌-ଚାନସେଲର ପ୍ରଫେସର ଅମିତ ଚକ୍‌ମାଙ୍କର ନିଜସ୍ୱ ଆନ୍ତର୍ଜାତିକ ଯାତ୍ରା ସହିତ ୟୁନିଭରସିଟିର ଏହି ଯାତ୍ରା ଗଭୀର ଭାବରେ ସଂଯୁକ୍ତ । “ଅନୁସନ୍ଧିତ୍ସୁ ମନୋଭାବ ଏବଂ ମଜଭୁତପଣ ମୋର ଗତିପଥକୁ ରୂପରେଖ ପ୍ରଦାନ କରିଛି,” ବୋଲି ପ୍ରଫେସର ଚକ୍‌ମା କହିଥିଲେ । “ଆକାଂକ୍ଷା ପୋଷଣ କରିବା ହେଉଛି ପ୍ରଥମ ସୋପାନ; ଦୃଢତା ଏହାକୁ ସଫଳତାରେ ପରିଣତ କରେ । ବୈଶ୍ୱିକ ଶିକ୍ଷାଲାଭ ସୁଯୋଗଗୁଡିକ ମୋ ଜୀବନରେ ପରିବର୍ତ୍ତନ ଆଣିଛି ଏବଂ ଯୁବପିଢି ସେହି ସୁଯୋଗ ପାଆନ୍ତୁ ବୋଲି ମୁଁ ଚାହେଁ ।”

ସେଞ୍ଚୁରିଅନ୍‌ ସ୍କଲାରସିପ୍‌ସ୍‌ ଏବଂ ଶିକ୍ଷାଗତ ମାର୍ଗ: ୟୁଡବ୍ଲୁ୍ଏ ଏହି ଗସ୍ତ କାଳରେ ସେଞ୍ଚୁରିଅନ ୟୁନିଭରସିଟି ଅଫ ଟେକ୍‌ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (ସିୟୁଟିଏମ୍‌)ର ଉଚ୍ଚ ପ୍ରଦର୍ଶନକାରୀ ସ୍ନାତକମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଭାବରେ ସ୍ନାତକୋତ୍ତର ସ୍କଲାରସିପ୍‌ ଘୋଷଣା କରିଛି । ଏହି ସ୍କଲାରସିପ୍‌ଗୁଡିକ ପର୍ଥ ଏବଂ ଭାରତରେ ଥିବା ୟୁଡବ୍ଲୁ୍ୟଏର ବୈଶ୍ୱିକ କ୍ୟାମ୍ପସ୍‌ଗୁଡିକ ନିମନ୍ତେ ପ୍ରବେଶ ପଥ ଯୋଗାଇଦେବା ସହିତ ଦକ୍ଷତା ବିକାଶକୁ ସମର୍ଥନ କରୁଛି ଏବଂ ରୂପାନ୍ତରଣକାରୀ ଆନ୍ତର୍ଜାତିକ ଶିକ୍ଷଣ ଅନୁଭୂତି ହାସଲରେ ଅଂଶଗ୍ରହଣ କରିବାକୁ ଛାତ୍ର ଛାତ୍ରୀଙ୍କୁ ସମର୍ଥ କରାଉଛି ।

“ବିଶ୍ୱବିଦ୍ୟାଳୟ ନିମନ୍ତେ ଅନ୍ତର୍ନିହିତ ସ୍ତରରେ ଅତ୍ୟନ୍ତ ମୂଲ୍ୟବାନ ତଥା ପିଏଚ୍‌ଡି ଏବଂ ପୋଷ୍ଟ ଗ୍ରାଜୁଏଟ ପାଠ୍ୟକ୍ରମ ନିମନ୍ତେ ଦୁଇଟି ସ୍କଲାରସିପ୍‌ ଅନୁମୋଦନ କରିବା ପାଇଁ ୟୁଡବ୍ଲୁ୍ଏର ବଦାନ୍ୟତା ନିମନ୍ତେ ସେଞ୍ଚୁରିଅନ ୟୁନିଭରସିଟି ଅତ୍ୟନ୍ତ କୃତଜ୍ଞ । ଏହା ମଧ୍ୟ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସମ୍ପର୍କକୁ ଅଧିକ ମଜଭୁତ କରୁଛି, ବିଶେଷକରି ଓଡ଼ିଶା ନିଜର ଖଣି ଖାଦାନ, କ୍ରୀଡା ଓ ସାମୁଦ୍ରିକ ପରିବ୍ୟବସ୍ଥା ଉପରେ ଦଷ୍ଟିନିବଦ୍ଧ କରିବା ନେଇ ପରିଚିତ ଥିବାବେଳେ ଏହି ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଛି । ଏହି ସହଭାଗୀ ବ୍ୟବସ୍ଥା ଉଭୟ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବୃଦ୍ଧି ଘଟାଇବା ନିମନ୍ତେ ଏକାଧିକ ସୁଯୋଗ ନିମନ୍ତେ ପଥ ପ୍ରସ୍ତୁତ କରିବ ଏବଂ ଏହା ଅନେକ ଉପାୟରେ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ସହଯୋଗୀତାର ବାଟ କଢାଇବ । ସେଞ୍ଚୁରିଅନ ୟୁନିଭରସିଟି ଏକ ଆଭ୍ୟନ୍ତରୀଣ ଏବଂ ଆଞ୍ଚଳିକ ସ୍ଥାନରେ ଅବସ୍ଥିତ ହୋଇଥିବାରୁ ଏହି ସ୍କଲାରସିପ୍‌ ଏଥିପାଇଁ ଆବେଦନ କରିବାକୁ ଆଗ୍ରହ ରଖୁଥିବା ଅଧ୍ୟାପକମଣ୍ଡଳୀ ଏବଂ କର୍ମଚାରୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଆଣିଦେଇଛି । ଏହି ସ୍କଲାରସିପ୍‌ ପ୍ରଦାନ ନେଇ ଆମେ ୟୁଡବ୍ଲୁ୍ଏର ଭାଇସ୍‌ ଚାନସେଲର (କୁଳପତି) ଏବଂ ଟିମ୍‌ଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରୁଛୁ,” ବୋଲି ଡ.ମୁକ୍ତି ମିଶ୍ର, ପ୍ରେସିଡେଣ୍ଟ, ସେଞ୍ଚୁରିଅନ ୟୁନିଭରସିଟି କହିଥିଲେ ।

Powered by Froala Editor

Tags UWA

Related articles Odisha News Lens 4.1

  • ଥିଏଟରକୁ ଆସିପାରେ ‘ସନା’
    ମନୋରଞ୍ଜନ

    ଥିଏଟରକୁ ଆସିପାରେ ‘ସନା’

    14114
    May 04, 2026
  •  ୯୮ଟି ଆସନରେ ଆଗୁଆ କଂଗ୍ରେସ
    ଦେଶ-ଦେଶାନ୍ତର

    ୯୮ଟି ଆସନରେ ଆଗୁଆ କଂଗ୍ରେସ

    13684
    May 04, 2026
  • ଆଇଏଏସ୍ ଏକାଡେମୀ ନିର୍ଦ୍ଦେଶିକା ଶୁଭ୍ରା ରଞ୍ଜନଙ୍କୁ ଅପହରଣ
    ଦେଶ-ଦେଶାନ୍ତର

    ଆଇଏଏସ୍ ଏକାଡେମୀ ନିର୍ଦ୍ଦେଶିକା ଶୁଭ୍ରା ରଞ୍ଜନଙ୍କୁ ଅପହରଣ

    14403
    May 04, 2026
  • ବିଜୟଙ୍କ ପାଇଁ ତିରୁପତି ପହଞ୍ଚିଲେ ତ୍ରିଶା
    ଦେଶ-ଦେଶାନ୍ତର

    ବିଜୟଙ୍କ ପାଇଁ ତିରୁପତି ପହଞ୍ଚିଲେ ତ୍ରିଶା

    14564
    May 04, 2026
  •  ଆଜି କୋଲକାତାରେ ବିଜୟ ସେଲିବ୍ରେସନ କରିବାକୁ ମନା
    ଦେଶ-ଦେଶାନ୍ତର

    ଆଜି କୋଲକାତାରେ ବିଜୟ ସେଲିବ୍ରେସନ କରିବାକୁ ମନା

    15124
    May 04, 2026
  • ବିଜୟ ଥାଲାପତିଙ୍କ ଘର ବାହାରେ ସେଲିବ୍ରେସନ୍
    ଦେଶ-ଦେଶାନ୍ତର

    ବିଜୟ ଥାଲାପତିଙ୍କ ଘର ବାହାରେ ସେଲିବ୍ରେସନ୍

    15178
    May 04, 2026
  • ତାମିଲନାଡୁରେ ଟିଭିକେ ମ୍ୟାଜିକ୍, ୧୦୦ ଅଙ୍କ କଲା ପାର୍
    ଦେଶ-ଦେଶାନ୍ତର

    ତାମିଲନାଡୁରେ ଟିଭିକେ ମ୍ୟାଜିକ୍, ୧୦୦ ଅଙ୍କ କଲା ପାର୍

    14747
    May 04, 2026
  • ବିଚ୍ ରାସ୍ତାରେ ବର୍ବରତା : ପନିକିରେ ହାଣି ବୁଲେଟ ଚଢ଼ାଇଦେଲେ
    ଜିଲ୍ଲା ପରିକ୍ରମା

    ବିଚ୍ ରାସ୍ତାରେ ବର୍ବରତା : ପନିକିରେ ହାଣି ବୁଲେଟ ଚଢ଼ାଇଦେଲେ

    15438
    May 04, 2026
  • ଦୋଳି ଫାଶରେ ଚାଲିଗଲା ଜୀବନ
    ଜିଲ୍ଲା ପରିକ୍ରମା

    ଦୋଳି ଫାଶରେ ଚାଲିଗଲା ଜୀବନ

    15342
    May 04, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଜିଲ୍ଲା ପରିକ୍ରମା

    ବିଚ୍ ରାସ୍ତାରେ ବର୍ବରତା : ପନିକିରେ ହାଣି ବୁଲେଟ ଚଢ଼ାଇଦେଲେ

    15438
    May 04, 2026
  • ଦେଶ-ଦେଶାନ୍ତର

    ୯୮ଟି ଆସନରେ ଆଗୁଆ କଂଗ୍ରେସ

    13684
    May 04, 2026
  • ଦେଶ-ଦେଶାନ୍ତର

    ତାମିଲନାଡୁରେ ଟିଭିକେ ମ୍ୟାଜିକ୍, ୧୦୦ ଅଙ୍କ କଲା ପାର୍

    14747
    May 04, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17455
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17506
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17861
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16335
    Apr 03, 2021

ବିଶେଷ

  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    14874
    May 03, 2026
  • ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....

    13816
    May 02, 2026
  • ଏପରି ନିଅନ୍ତୁ ନିଜର ଯତ୍ନ

    14037
    May 01, 2026
  • ମସ୍ତିଷ୍କକୁ ଗ୍ଲୁକୋଜ୍ ଯୋଗାଇଥାଏ ସକାଳ ଜଳଖିଆ

    14228
    Apr 30, 2026
  • ଶରୀରରେ ଇନ୍‌ସୁଲିନ୍‌କୁ ନିୟନ୍ତ୍ରଣରେ ରଖେ ହଳଦୀ

    16094
    Apr 28, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15374
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15109
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15605
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13918
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିଚ୍ ରାସ୍ତାରେ ବର୍ବରତା : ପନିକିରେ ହାଣି ବୁଲେଟ ଚଢ଼ାଇଦେଲେ

    15438
    May 04, 2026
  • ଆଇଏଏସ୍ ଏକାଡେମୀ ନିର୍ଦ୍ଦେଶିକା ଶୁଭ୍ରା ରଞ୍ଜନଙ୍କୁ ଅପହରଣ

    14403
    May 04, 2026
  • ଆଜି କୋଲକାତାରେ ବିଜୟ ସେଲିବ୍ରେସନ କରିବାକୁ ମନା

    15124
    May 04, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In