Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, April 13, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ଦ୍ଵାରା ...

  • ଠକାମୀ କରି ଆସନ କବଜା କରିବାକୁ ଯୋଜନା ...

  • ୧୬ ରୁ ୧୮ ପର୍ଯ୍ୟନ୍ତ ସମସ୍ତ ସାଂସଦ ଗୃହରେ ...

  • ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ...

  • ଲଦାଖକୁ ମିଳିଲା ସ୍ବତନ୍ତ୍ର ଆଧାର ପରିଚୟ

  • ଗାୟିକା ଆଶା ଭୋସଲେଙ୍କର ପରଲୋକ

  • ମୁକ୍ତିଲାଭ ପୂର୍ବରୁ ଲିକ୍ ହେଲା ‘ଜନ ...

  • ଏଚ୍‌ଆଇଭି ଇଞ୍ଜେକସନ୍ ଫୋଡିଦେଲା ବୋଲି ...

  • ପ୍ରଥମ ଥର ଏନ୍‌କ୍ଲୋଜର ବାହାରେ ୪ଟି ଚିତା ...

  • ଆଶା ଭୋସଲେଙ୍କୁ ହୃଦଘାତ

Home ›› ››ପୁଟିନଙ୍କ ପାଇଁ ଭାରତରେ ୫ସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ପୁଟିନଙ୍କ ପାଇଁ ଭାରତରେ ୫ସ୍ତରୀୟ ସୁରକ୍ଷା ବ୍ୟବସ୍ଥା

2025-12-04 11:42:57
15530
Share:
Facebook
Twitter
E-Mail
WhatsApp
Telegram
ପୁଟିନଙ୍କ ପାଇଁ ଭାରତରେ ୫ସ୍ତରୀୟ ସୁରକ୍ଷା ବ୍ୟବସ୍ଥା


ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ସୁରକ୍ଷା ସେବାର ଅତ୍ୟନ୍ତ ଉଚ୍ଚ ତାଲିମପ୍ରାପ୍ତ ଅଧିକାରୀ, ଭାରତର ଜାତୀୟ ସୁରକ୍ଷା ଗାର୍ଡର ବରିଷ୍ଠ କମାଣ୍ଡୋ, ସ୍ନିପର୍ସ, ଡ୍ରୋନ, ଜାମର୍ସ ଓ ଏଆଇ ମନିଟରିଂ ଭଳି ୫ ସ୍ତରୀୟ ସୁରକ୍ଷା ବଳୟ। ଭାରତ ଗସ୍ତରେ ଆସୁଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ଏପରି ୫ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ୫ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପୁଟିନ ଭାରତର ବିଭିନ୍ନ ସ୍ଥାନକୁ ଯିବେ। ଭାରତ-ରୁଷ ବାର୍ଷିକ ସମ୍ମିଳନୀରେ ଯୋଗ ଦେବାକୁ ନୂଆଦିଲ୍ଲୀ ଆସୁଛନ୍ତି ପୁଟିନ।  ସେ ଭାରତରେ ପାଦ ରଖିବା ମାତ୍ରେ ତାଙ୍କୁ ୫ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ। ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତ ଶେଷ ହୋଇଛି।

ସୂତ୍ର ଅନୁସାରେ, ରୁଷ ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରାତ୍ର ଭୋଜନ କରିବେ।  ଶୁକ୍ରବାର ରାଷ୍ଟ୍ରପତି ଭବନରେ ତାଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାଗତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଶୁକ୍ରବାର ସେ ରାଜ ଘାଟରେ ଥିବା ମହାତ୍ମା ଗାନ୍ଧି ସ୍ମାରକୀ ପରିଦର୍ଶନ କରିବେ। ହାଇଦ୍ରାବାଦ ହାଉସରେ ଆୟୋଜିତ ସମ୍ମିଳନୀରେ ଯୋଗଦେବେ ଓ ଭାରତ ମଣ୍ଡପମର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ। ପୁଟିନଙ୍କ ପାଇଁ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୋଟିଏ ଭୋଜିର ଆୟୋଜନ କରୁଛନ୍ତି। ଏଥିରେ ମଧ୍ୟ ଯୋଗ ଦେବେ ପୁଟିନ। ପୁଟିନ ଦୁଇ ଦିନ ଭାରତରେ ରହିବାକୁ ଥିବାରୁ ତାଙ୍କ ସୁରକ୍ଷାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ପ୍ରାୟ ୪ ଡଜନ ବରିଷ୍ଠ ସୁରକ୍ଷା ଅଧିକାରୀ ରୁଷରୁ ଆସି ଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ସେମାନେ ସବୁ କିଛିକୁ ତନତନ କରି ଯାଞ୍ଚ କରୁଛନ୍ତି। 

ରୁଷ ରାଷ୍ଟ୍ରପତି ପୁଟିନଙ୍କ କାରକେଡ ଯିବାକୁ ଥିବା ରାସ୍ତା ଗୁଡ଼ିକୁ ଦିଲ୍ଲୀ ପୁଲିସ୍‌ ଓ ଏନସିଜି ସହ ମିଶି ରୁଷ ଅଧିକାରୀମାନେ ଯାଞ୍ଚ କରିଛନ୍ତି। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଗୋଟିଏ କଣ୍ଟ୍ରୋଲ ରୁମ ପ୍ରତିଷ୍ଠା କରାଯାଇଛି। ସେ ଯିବାକୁ ଥିବା ମାର୍ଗଗୁଡ଼ିକ ଉପରେ ଡ୍ରୋନ ନଜର ରଖିବ। ଏହାର ସିଧା ପ୍ରସାରଣ କଣ୍ଟ୍ରୋଲରେ ଥିବା ଅଧିକାରୀମାନେ ଦେଖିପାରିବେ। ଜାମର୍ସ, ଏଆଇ ମନିଟରିଂ ଓ ମୁହଁ ଚିହ୍ନଟ କରୁଥିବା କ୍ୟାମେରାକୁ ମଧ୍ୟ ପୁଟିନଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସାମିଲ କରାଯାଇଛି।

ପୁଟିନଙ୍କ ପାଇଁ ୫ ସ୍ତରୀୟ ସୁରକ୍ଷା ବଳୟ ପ୍ରସ୍ତୁତ କରାଯାଇଥିବା ବେଳେ ସେ ଭାରତରେ ପହଞ୍ଚିବା କ୍ଷଣି ସବୁ କିଛି ସକ୍ରିୟ ହେବ। ସୁରକ୍ଷା ବ୍ୟବସ୍ଥା ସହ ଜଡ଼ିତ ସମସ୍ତ ଅଧିକାରୀ ଓ କର୍ମଚାରୀ ନିୟମିତ କଣ୍ଟ୍ରୋଲ ରୁମ ଯୋଗାଯୋଗରେ ରହିବେ। 

ପୁଟିନ ଯେଉଁ ହୋଟେଲରେ ରହିବେ, ତା’ର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି। ରୁଷୀୟ ସୁରକ୍ଷା ଅଧିକାରୀମାନେ ପୁଟିନ ଯିବାକୁ ଥିବା ପ୍ୟାଲେସର ସୁରକ୍ଷାକୁ ତନଖି କରିଛନ୍ତି। 

Powered by Froala Editor

Tags Putin

Related articles Odisha News Lens 4.1

  • ଏଚ୍‌ଆଇଭି ଇଞ୍ଜେକସନ୍ ଫୋଡିଦେଲା ବୋଲି ଆତ୍ମହତ୍ୟା କଲେ ଯୁବତୀ
    ଦେଶ-ଦେଶାନ୍ତର

    ଏଚ୍‌ଆଇଭି ଇଞ୍ଜେକସନ୍ ଫୋଡିଦେଲା ବୋଲି ଆତ୍ମହତ୍ୟା କଲେ ଯୁବତୀ

    13442
    Apr 12, 2026
  • ପ୍ରଥମ ଥର ଏନ୍‌କ୍ଲୋଜର ବାହାରେ ୪ଟି ଚିତା ଶାବକ ଜନ୍ମ
    ଦେଶ-ଦେଶାନ୍ତର

    ପ୍ରଥମ ଥର ଏନ୍‌କ୍ଲୋଜର ବାହାରେ ୪ଟି ଚିତା ଶାବକ ଜନ୍ମ

    14742
    Apr 12, 2026
  • ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ଦ୍ଵାରା ହୋଇଥାଏ ଏହି କ୍ଷତି
    ବିଶେଷ

    ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ଦ୍ଵାରା ହୋଇଥାଏ ଏହି କ୍ଷତି

    15364
    Apr 12, 2026
  • ୧୬ ରୁ ୧୮ ପର୍ଯ୍ୟନ୍ତ ସମସ୍ତ ସାଂସଦ ଗୃହରେ ରହିବା ବାଧ୍ୟତାମୂଳକ
    ଦେଶ-ଦେଶାନ୍ତର

    ୧୬ ରୁ ୧୮ ପର୍ଯ୍ୟନ୍ତ ସମସ୍ତ ସାଂସଦ ଗୃହରେ ରହିବା ବାଧ୍ୟତାମୂଳକ

    14601
    Apr 12, 2026
  • ଲଦାଖକୁ ମିଳିଲା ସ୍ବତନ୍ତ୍ର ଆଧାର ପରିଚୟ
    ଦେଶ-ଦେଶାନ୍ତର

    ଲଦାଖକୁ ମିଳିଲା ସ୍ବତନ୍ତ୍ର ଆଧାର ପରିଚୟ

    14084
    Apr 12, 2026
  • ମୁକ୍ତିଲାଭ ପୂର୍ବରୁ ଲିକ୍ ହେଲା ‘ଜନ ନାୟକନ’
    ମନୋରଞ୍ଜନ

    ମୁକ୍ତିଲାଭ ପୂର୍ବରୁ ଲିକ୍ ହେଲା ‘ଜନ ନାୟକନ’

    13998
    Apr 12, 2026
  • ଆଶା ଭୋସଲେଙ୍କୁ ହୃଦଘାତ
    ମନୋରଞ୍ଜନ

    ଆଶା ଭୋସଲେଙ୍କୁ ହୃଦଘାତ

    14032
    Apr 12, 2026
  • ଠକାମୀ କରି ଆସନ କବଜା କରିବାକୁ ଯୋଜନା କରୁଛି: ବିଜେପି
    ଦେଶ-ଦେଶାନ୍ତର

    ଠକାମୀ କରି ଆସନ କବଜା କରିବାକୁ ଯୋଜନା କରୁଛି: ବିଜେପି

    14303
    Apr 12, 2026
  • ଗାୟିକା ଆଶା ଭୋସଲେଙ୍କର ପରଲୋକ
    ଦେଶ-ଦେଶାନ୍ତର

    ଗାୟିକା ଆଶା ଭୋସଲେଙ୍କର ପରଲୋକ

    13974
    Apr 12, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ଆଶା ଭୋସଲେଙ୍କୁ ହୃଦଘାତ

    14032
    Apr 12, 2026
  • ଦେଶ-ଦେଶାନ୍ତର

    ଏଚ୍‌ଆଇଭି ଇଞ୍ଜେକସନ୍ ଫୋଡିଦେଲା ବୋଲି ଆତ୍ମହତ୍ୟା କଲେ ଯୁବତୀ

    13442
    Apr 12, 2026
  • ମନୋରଞ୍ଜନ

    ମୁକ୍ତିଲାଭ ପୂର୍ବରୁ ଲିକ୍ ହେଲା ‘ଜନ ନାୟକନ’

    13998
    Apr 12, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17414
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17471
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17825
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16299
    Apr 03, 2021

ବିଶେଷ

  • ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ଦ୍ଵାରା ହୋଇଥାଏ ଏହି କ୍ଷତି

    15364
    Apr 12, 2026
  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....

    14441
    Apr 11, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15581
    Apr 09, 2026
  • ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ନୁହେଁ

    14433
    Apr 08, 2026
  • ଆଳୁ ରସ କରିବ ତ୍ଵଚାକୁ ଗୋରା

    14619
    Apr 07, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15325
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15057
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15559
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13856
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୧୬ ରୁ ୧୮ ପର୍ଯ୍ୟନ୍ତ ସମସ୍ତ ସାଂସଦ ଗୃହରେ ରହିବା ବାଧ୍ୟତାମୂଳକ

    14601
    Apr 12, 2026
  • ଏଚ୍‌ଆଇଭି ଇଞ୍ଜେକସନ୍ ଫୋଡିଦେଲା ବୋଲି ଆତ୍ମହତ୍ୟା କଲେ ଯୁବତୀ

    13442
    Apr 12, 2026
  • ଠକାମୀ କରି ଆସନ କବଜା କରିବାକୁ ଯୋଜନା କରୁଛି: ବିଜେପି

    14303
    Apr 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In