Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, March 03, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସୁରକ୍ଷିତ ଭାବେ ଭାରତ ଫେରିଲେ ପିଭି ...

  • ଗେରାଶ ସହରରେ ଶକ୍ତିଶାଳୀ ଭୂମିକମ୍ପ, ଲୋକେ ...

  • ଗ୍ରହଣ ଦିନ ଜନ୍ମିତ ଶିଶୁ ହୋଇଥାନ୍ତି ...

  • ନିୟମିତ ମିଶ୍ରି ଖାଇଲେ ଦୃଷ୍ଟିଶକ୍ତିଜନିତ ...

  • ଯୁକ୍ତରାଷ୍ଟ୍ରର ପୃଥିବୀର ସବୁଠାରୁ ...

  • ଟେଲିଫୋନରେ ନେତାନ୍ୟାହୁ ଓ ମୋଦୀଙ୍କ ...

  • ନାଗରିକଙ୍କ ସୁରକ୍ଷା ଆମର ପ୍ରାଥମିକତା: ...

  • ରଶ୍ମିକାଙ୍କୁ ଶାଢ଼ୀ ଉପହାର

  • ଅରିଜିତଙ୍କ ପ୍ରଥମ ଇଣ୍ଡିପେଣ୍ଡେଣ୍ଟ ଗୀତ ...

  • ଦୁବାଇରେ ଫସିଛନ୍ତି ଷ୍ଟାର ପିଭି ସିନ୍ଧୁ

Home ›› ››ଗୁରୁବାର ଆସୁଛନ୍ତି ପୁଟିନ୍, ସୁରକ୍ଷା ବ୍ୟବସ୍ଥା କଡାକଡି

ଗୁରୁବାର ଆସୁଛନ୍ତି ପୁଟିନ୍, ସୁରକ୍ଷା ବ୍ୟବସ୍ଥା କଡାକଡି

2025-12-03 11:46:02
16205
Share:
Facebook
Twitter
E-Mail
WhatsApp
Telegram
ଗୁରୁବାର ଆସୁଛନ୍ତି ପୁଟିନ୍, ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ:ପୁଟିନଙ୍କ ଭାରତ ଗସ୍ତ ଉପରେ ସାରା ଦୁନିଆର ନଜର । ଗୁରୁବାର ଭାରତ ଆସିବେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ବନ୍ଧୁତା-ରାତ୍ରୀ ଭୋଜନ-କୂଟନୀତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ପୁଟିନ୍ ଭାରତ ଆସୁଛନ୍ତି । ୪-୫ ଭାରତ ଗସ୍ତରେ ରହିବେ ରୁଷ ରାଷ୍ଟ୍ରପତି ପୁଟିନ । ସେ ୨୩ତମ ଭାରତ-ରୁଷିଆ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବେ ।
ରିପୋର୍ଟ ଅନୁଯାୟୀ ଗସ୍ତ ସମୟରେ ରାଷ୍ଟ୍ରପତି ପୁଟିନ୍ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ । ପୁଟିନଙ୍କ ଭାରତ ଗସ୍ତକୁ ନେଇ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ପୁଟିନ ୪ ତାରିଖ ସଂଧ୍ୟରେ ଦିଲ୍ଲୀ ପହଞ୍ଚିବେ । ଏହା ପରେ ସଂଧ୍ୟା ୭ ଟାରେ ଲୋକ କଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ରାତ୍ରୀ ଭୋଜନ କରିବେ । ୫ ତାରିଖ ସକାଳ ୯ ଟାରେ ରାଷ୍ଟ୍ରପତି ଭବନରେ ତାଙ୍କୁ ସ୍ୱାଗତ କରାଯିବ ।

ପୁଟିନଙ୍କୁ ୩ ସେନା ପକ୍ଷରୁ ଗାର୍ଡ ଅଫ ଅନର ଦିଆଯିବ । ୧୦ ଟାରେ ରାଜଘାଟ ଯିବେ ପୁଟିନ । ୧୧ ଟାରେ ହାଇଦ୍ରାବାଦ ହାଉସରେ ପୁଟିନ ୨୩ ତମ ଭାରତ ରୁଷିଆ ଶିଖର ବୈଠକରେ ଯୋଗ ଦେବେ । ଏହି ବୈଠକରେ ପ୍ରତିରକ୍ଷା, ଶକ୍ତି, ବ୍ୟାପାର, ବୈଷୟିକ, ଅନ୍ତରୀକ୍ଷ, ସାମରିକ ସହଯୋଗ ପରି ଅନେକ କ୍ଷେତ୍ରରେ ମହତ୍ୱପୂର୍ଣ ଆଲୋଚନା ଏବଂ ନିଷ୍ପତ୍ତି ନିଆଯିବ । ଏହାପରେ ମିଳିତ ଭାବେ ଦୁଇ ନେତା ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ । ସନ୍ଧ୍ୟା ୪ ଟାରେ ଦୁଇ ନେତା ଭାରତ ରୁଷିଆ ବିଜନେସ ଫୋରମକୁ ସମ୍ବୋଧିତ କରିବେ । ୫ ତାରିଖ ସଂଧ୍ୟା ୭ ଟାରେ ପୁଟିନଙ୍କ ସମ୍ମାନ ପାଇଁ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ରାତ୍ର ଭୋଜନର ଆୟୋଜନ କରିବେ ।  

Powered by Froala Editor

Tags Putin

Related articles Odisha News Lens 4.1

  • ରଶ୍ମିକାଙ୍କୁ ଶାଢ଼ୀ ଉପହାର
    ମନୋରଞ୍ଜନ

    ରଶ୍ମିକାଙ୍କୁ ଶାଢ଼ୀ ଉପହାର

    15388
    Mar 01, 2026
  • ଗ୍ରହଣ ଦିନ ଜନ୍ମିତ ଶିଶୁ ହୋଇଥାନ୍ତି ଏମିତି
    ବିଶେଷ

    ଗ୍ରହଣ ଦିନ ଜନ୍ମିତ ଶିଶୁ ହୋଇଥାନ୍ତି ଏମିତି

    14370
    Mar 03, 2026
  • ନିୟମିତ ମିଶ୍ରି ଖାଇଲେ ଦୃଷ୍ଟିଶକ୍ତିଜନିତ ସମସ୍ୟା କମିଥାଏ
    ବିଶେଷ

    ନିୟମିତ ମିଶ୍ରି ଖାଇଲେ ଦୃଷ୍ଟିଶକ୍ତିଜନିତ ସମସ୍ୟା କମିଥାଏ

    13577
    Mar 02, 2026
  • ନାଗରିକଙ୍କ ସୁରକ୍ଷା ଆମର ପ୍ରାଥମିକତା: ମୋଦୀ
    ଦେଶ-ଦେଶାନ୍ତର

    ନାଗରିକଙ୍କ ସୁରକ୍ଷା ଆମର ପ୍ରାଥମିକତା: ମୋଦୀ

    15651
    Mar 02, 2026
  • ଗେରାଶ ସହରରେ ଶକ୍ତିଶାଳୀ ଭୂମିକମ୍ପ, ଲୋକେ ଆତଙ୍କିତ
    ଦେଶ-ଦେଶାନ୍ତର

    ଗେରାଶ ସହରରେ ଶକ୍ତିଶାଳୀ ଭୂମିକମ୍ପ, ଲୋକେ ଆତଙ୍କିତ

    13974
    Mar 03, 2026
  • ଦୁବାଇରେ ଫସିଛନ୍ତି ଷ୍ଟାର ପିଭି ସିନ୍ଧୁ
    ଦେଶ-ଦେଶାନ୍ତର

    ଦୁବାଇରେ ଫସିଛନ୍ତି ଷ୍ଟାର ପିଭି ସିନ୍ଧୁ

    14529
    Mar 01, 2026
  • ଟେଲିଫୋନରେ ନେତାନ୍ୟାହୁ ଓ ମୋଦୀଙ୍କ କଥାବାର୍ତ୍ତା
    ଦେଶ-ଦେଶାନ୍ତର

    ଟେଲିଫୋନରେ ନେତାନ୍ୟାହୁ ଓ ମୋଦୀଙ୍କ କଥାବାର୍ତ୍ତା

    14094
    Mar 02, 2026
  • ଅରିଜିତଙ୍କ ପ୍ରଥମ ଇଣ୍ଡିପେଣ୍ଡେଣ୍ଟ ଗୀତ
    ମନୋରଞ୍ଜନ

    ଅରିଜିତଙ୍କ ପ୍ରଥମ ଇଣ୍ଡିପେଣ୍ଡେଣ୍ଟ ଗୀତ "ରୈନା" ରିଲିଜ୍

    15115
    Mar 01, 2026
  • ଯୁକ୍ତରାଷ୍ଟ୍ରର ପୃଥିବୀର ସବୁଠାରୁ ଶକ୍ତିଶାଳୀ ସାମରିକ ବାହିନୀ ଅଛି
    ଦେଶ-ଦେଶାନ୍ତର

    ଯୁକ୍ତରାଷ୍ଟ୍ରର ପୃଥିବୀର ସବୁଠାରୁ ଶକ୍ତିଶାଳୀ ସାମରିକ ବାହିନୀ ଅଛି

    14516
    Mar 02, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଗେରାଶ ସହରରେ ଶକ୍ତିଶାଳୀ ଭୂମିକମ୍ପ, ଲୋକେ ଆତଙ୍କିତ

    13974
    Mar 03, 2026
  • ଦେଶ-ଦେଶାନ୍ତର

    ଟେଲିଫୋନରେ ନେତାନ୍ୟାହୁ ଓ ମୋଦୀଙ୍କ କଥାବାର୍ତ୍ତା

    14094
    Mar 02, 2026
  • ବିଶେଷ

    ନିୟମିତ ମିଶ୍ରି ଖାଇଲେ ଦୃଷ୍ଟିଶକ୍ତିଜନିତ ସମସ୍ୟା କମିଥାଏ

    13577
    Mar 02, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17358
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17426
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17772
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16245
    Apr 03, 2021

ବିଶେଷ

  • ଗ୍ରହଣ ଦିନ ଜନ୍ମିତ ଶିଶୁ ହୋଇଥାନ୍ତି ଏମିତି

    14370
    Mar 03, 2026
  • ନିୟମିତ ମିଶ୍ରି ଖାଇଲେ ଦୃଷ୍ଟିଶକ୍ତିଜନିତ ସମସ୍ୟା କମିଥାଏ

    13577
    Mar 02, 2026
  • ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ ଆପଣାନ୍ତୁ ଏହି ଉପାୟ....

    14816
    Feb 28, 2026
  • ଖାଲି ପେଟରେ ଉଷୁମ ପାଣି ପିଇଲେ ମିଳେ ଏହିସବୁ ଲାଭ

    14599
    Feb 27, 2026
  • ବାସି ଭାତ ଖାଇଲେ ମିଳିଥାଏ ଏହିସବୁ ପ୍ରୋଟିନ୍

    14401
    Feb 26, 2026

ବାଣିଜ୍ୟ

ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

ଭୁବନେଶ୍ୱର: ଖିମଜୀ ଜୁଏଲର୍ସ ପକ୍ଷରୁ ନିଜର ନୂଆ ବିବାହ ଅଭିଯାନ ‘ନିଭାୟେଙ୍ଗେ ଅଲଓ୍ୱେଜ୍’ ଉନ୍ମୋଚନ କରାଯାଇଛି। ଏହା ହେଉଛି ବିବାହର ଚିରସ୍ଥାୟୀ ପ୍ରତିଶ୍ରୁତି ପ୍ରତି ଏକ ହୃଦୟସ୍ପର୍ଶୀ ସମ୍ମାନ। ଏହା କ ...

  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15123
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14974
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14487
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16104
    Jan 28, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଗ୍ରହଣ ଦିନ ଜନ୍ମିତ ଶିଶୁ ହୋଇଥାନ୍ତି ଏମିତି

    14370
    Mar 03, 2026
  • ଗେରାଶ ସହରରେ ଶକ୍ତିଶାଳୀ ଭୂମିକମ୍ପ, ଲୋକେ ଆତଙ୍କିତ

    13974
    Mar 03, 2026
  • ରଶ୍ମିକାଙ୍କୁ ଶାଢ଼ୀ ଉପହାର

    15388
    Mar 01, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In