Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, November 27, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୧.୧୭ କୋଟି ଟଙ୍କାରେ ବିକ୍ରି ହେଲା ‘HR88B8888’ ...

  • ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ

  • ଜମି ଆବଣ୍ଟନ ଅନିୟମିତତା ଅଭିଯୋଗରେ ...

  • ଘର ଋଣ ସୁଝିବାକୁ ରାପିଡୋ ଚଳାଉଛନ୍ତି ...

  • ସ୍ୱାମୀଙ୍କ ବିରୋଧରେ କୋର୍ଟ ଗଲେ ସେଲିନା

  • ଅହମଦାବାଦରେ ଆୟୋଜିତ ହେବ ୨୦୩୦ ...

  • ଓଡ଼ିଶାରେ ଚତୁର୍ଥ ଥର ପାଇଁ ଆୟୋଜିତ ହେବ ...

  • ଚାହୁଁଚାହୁଁ ଜଳିଲା ୭ ଅଟ୍ଟାଳିକା, ...

  • ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ

  • ବାତ୍ୟା ସେନୟାର: ୪ ରାଜ୍ୟକୁ ଆଲର୍ଟ ଜାରି

ମନୋରଞ୍ଜନ
Home ›› ମନୋରଞ୍ଜନ ››ସ୍ୱାମୀଙ୍କ ବିରୋଧରେ କୋର୍ଟ ଗଲେ ସେଲିନା

ସ୍ୱାମୀଙ୍କ ବିରୋଧରେ କୋର୍ଟ ଗଲେ ସେଲିନା

2025-11-27 18:45:51
14307
Share:
Facebook
Twitter
E-Mail
WhatsApp
Telegram
ସ୍ୱାମୀଙ୍କ ବିରୋଧରେ କୋର୍ଟ ଗଲେ ସେଲିନା

ବଲିଉଡ୍‌ ଅଭିନେତ୍ରୀ ସେଲିନା ଜେଟ୍‌ଲି ସ୍ୱାମୀ ତଥା ଅଷ୍ଟ୍ରେଲୀୟ ବ୍ୟବସାୟୀ ପିଟର ହାଗ୍‌ଙ୍କ ବିରୋଧରେ ମୁମ୍ବାଇର ଏକ କୋର୍ଟରେ ଘରୋଇ ହିଂସା ମାମଲା ରୁଜୁ କରିଛନ୍ତି । ମୁମ୍ବାଇର ଫ୍ୟାମିଲି କୋର୍ଟରେ ସେଲିନା ବିଭିନ୍ନ ସମୟରେ ସ୍ବାମୀ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା  ଦେଉଥିବାର କଥାକୁ ଉଲ୍ଲେଖ କରିଛନ୍ତି। ଏଥିସହିତ ୫୦ କୋଟି ଟଙ୍କା କ୍ଷତିପୂରଣ ଓ ପ୍ରତି ମାସ ୧୦ ଲକ୍ଷ ଟଙ୍କା ଭରଣପୋଷଣ ରାଶି ଦାବି କରିଛନ୍ତି ।

ତାଙ୍କ ଆବେଦନ ପରେ ମୁମ୍ବାଇର କୋର୍ଟ ହାଗଙ୍କୁ ଏକ ନୋଟିସ୍ ଜାରି କରିଛନ୍ତି। ସେଲିନା ନିଜ ଆବେଦନରେ କହିଛନ୍ତି, ୪୮ ବର୍ଷୀୟ ପିଟରଙ୍କର ନିଜ ସନ୍ତାନଙ୍କ ପ୍ରତି କୌଣସି ସହାନୁଭୂତି ନାହିଁ । ଶାରୀରିକ, ମାନସିକ ନିର୍ଯାତନା ଯୋଗୁ ତାଙ୍କୁ ଅଷ୍ଟ୍ରିଆରେ ନିଜ ଘର ଛାଡ଼ି ଭାରତ ଫେରିବାକୁ ପଡ଼ିଲା । ଏଥିସହିତ ତାଙ୍କର ମୁମ୍ବାଇ ସ୍ଥିତ ଘରେ ପିଟରଙ୍କ ପ୍ରବେଶ ରୋକିବାକୁ ସେ ଆବେଦନ କରିଛନ୍ତି । ଅଷ୍ଟ୍ରିଆରେ ପିଟରଙ୍କ ସହ ରହୁଥିବା ନିଜର ୩ ସନ୍ତାନଙ୍କ ହେପାଜତ ଲାଗି ମଧ୍ୟ ସେଲିନା ଆବେଦନ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ସନ୍ତାନ ଜନ୍ମ ପରେ ପିଟର ବିଭିନ୍ନ ବାହାନା କରି ତାଙ୍କୁ କାମ କରିବାରୁ ଅଟକାଇଲେ । ଏହା ଦ୍ୱାରା ତାଙ୍କର ଆର୍ଥିକ ସ୍ୱାଧୀନତା ଉପରେ ପ୍ରଭାବ ପଡ଼ିଲା ଏବଂ ତାଙ୍କ ସମ୍ମାନ ହାନି ହେଲା । ତାଙ୍କ ଆବେଦନ ଅନୁସାରେ, ପିଟର ଚଳିତ ବର୍ଷ ଅଗଷ୍ଟରେ ଅଷ୍ଟ୍ରିଆର ଏକ କୋର୍ଟରେ ଛାଡ଼ପତ୍ର ଆବେଦନ କରିଥିଲେ ।

ସେଲିନା ଓ ପିଟର ୨୦୧୦ରେ ଅଷ୍ଟ୍ରିଆରେ ବିବାହ କରିଥିଲେ । ଉଭୟଙ୍କର ୩ ସନ୍ତାନ ୱିନ୍‌ଷ୍ଟନ, ଭିରାଜ ଓ ଆର୍ଥର ଅଛନ୍ତି । ସେଲିନା ନୋ ଏଣ୍ଟ୍ରି, ଗୋଲମାଲ ରିଟର୍ଣ୍ଣସ୍, ଥାଙ୍କ୍ ୟୁ, ଅପନା ସପନା ମନି ମନି ପରି ଚଳଚିତ୍ରରେ ନିଜର ଅଭିନୟର ଯାଦୁକୁ ପ୍ରଦର୍ଶିତ କରିଛନ୍ତି ।

Powered by Froala Editor

Tags selina

Related articles Odisha News Lens 4.1

  • ଓଡ଼ିଶାରେ ଚତୁର୍ଥ ଥର ପାଇଁ ଆୟୋଜିତ ହେବ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ...
    ଖେଳ ଖବର

    ଓଡ଼ିଶାରେ ଚତୁର୍ଥ ଥର ପାଇଁ ଆୟୋଜିତ ହେବ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ...

    13998
    Nov 27, 2025
  • ସ୍ୱାମୀଙ୍କ ବିରୋଧରେ କୋର୍ଟ ଗଲେ ସେଲିନା
    ମନୋରଞ୍ଜନ

    ସ୍ୱାମୀଙ୍କ ବିରୋଧରେ କୋର୍ଟ ଗଲେ ସେଲିନା

    14307
    Nov 27, 2025
  • ବାତ୍ୟା ସେନୟାର: ୪ ରାଜ୍ୟକୁ ଆଲର୍ଟ ଜାରି
    ଦେଶ-ଦେଶାନ୍ତର

    ବାତ୍ୟା ସେନୟାର: ୪ ରାଜ୍ୟକୁ ଆଲର୍ଟ ଜାରି

    14590
    Nov 26, 2025
  • ଜମି ଆବଣ୍ଟନ ଅନିୟମିତତା ଅଭିଯୋଗରେ ହସିନାଙ୍କୁ ୨୧ ବର୍ଷ କାରାଦଣ୍ଡ
    ଦେଶ-ଦେଶାନ୍ତର

    ଜମି ଆବଣ୍ଟନ ଅନିୟମିତତା ଅଭିଯୋଗରେ ହସିନାଙ୍କୁ ୨୧ ବର୍ଷ କାରାଦଣ୍ଡ

    14188
    Nov 27, 2025
  • ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ
    ଦେଶ-ଦେଶାନ୍ତର

    ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ

    14104
    Nov 27, 2025
  • ଘର ଋଣ ସୁଝିବାକୁ ରାପିଡୋ ଚଳାଉଛନ୍ତି ଆଇଟି ଇଞ୍ଜିନିୟର
    ଦେଶ-ଦେଶାନ୍ତର

    ଘର ଋଣ ସୁଝିବାକୁ ରାପିଡୋ ଚଳାଉଛନ୍ତି ଆଇଟି ଇଞ୍ଜିନିୟର

    14896
    Nov 27, 2025
  • ଅହମଦାବାଦରେ ଆୟୋଜିତ ହେବ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା
    ଦେଶ-ଦେଶାନ୍ତର

    ଅହମଦାବାଦରେ ଆୟୋଜିତ ହେବ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା

    13795
    Nov 27, 2025
  • ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ
    ଦେଶ-ଦେଶାନ୍ତର

    ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ

    14463
    Nov 27, 2025
  • ଚାହୁଁଚାହୁଁ ଜଳିଲା ୭ ଅଟ୍ଟାଳିକା, ଚାଲିଗଲା ୪୪ ଜୀବନ
    ଦେଶ-ଦେଶାନ୍ତର

    ଚାହୁଁଚାହୁଁ ଜଳିଲା ୭ ଅଟ୍ଟାଳିକା, ଚାଲିଗଲା ୪୪ ଜୀବନ

    13785
    Nov 27, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ

    14463
    Nov 27, 2025
  • ଦେଶ-ଦେଶାନ୍ତର

    ବାତ୍ୟା ସେନୟାର: ୪ ରାଜ୍ୟକୁ ଆଲର୍ଟ ଜାରି

    14590
    Nov 26, 2025
  • ଖେଳ ଖବର

    ଓଡ଼ିଶାରେ ଚତୁର୍ଥ ଥର ପାଇଁ ଆୟୋଜିତ ହେବ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ଟୁର୍ଣ୍ଣାମେଣ୍ଟ

    13998
    Nov 27, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16864
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16960
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17305
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15777
    Apr 03, 2021

ବିଶେଷ

  • ଗ୍ୟାଷ୍ଟିକରୁ କେମିତି ପାଇବେ ଉପଶମ

    13692
    Nov 26, 2025
  • ଘରେ ପ୍ରବଳ ମଶା ହେଉଥିଲେ, ଏହି ଉପାୟ ନିଶ୍ଚିନ୍ତ କରନ୍ତୁ.....

    15575
    Nov 25, 2025
  • ଏହି ବାସ୍ତୁ ନିୟମକୁ ଆପଣେଇ ପଢ଼ନ୍ତୁ ପାଠ

    14894
    Nov 24, 2025
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଆନ୍ତୁ ନାହିଁ, ହୋଇଥାଏ ଏହି ଅସୁବିଧା

    15199
    Nov 23, 2025
  • ଶୀତଦିନେ ବରମ୍ବାର ପିଅନ୍ତୁନି ଚା ଓ କଫି

    15252
    Nov 23, 2025

ବାଣିଜ୍ୟ

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ୟୁନିଟ୍‌ ଆଦିତ୍ୟ ଆଲୁମିନିୟମ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ ୟୁଏନ୍‌ ଗ୍ଲୋବାଲ କମ୍ପାକ୍ଟ ନେଟୱର୍କ ଇଣ୍ଡିଆ (ୟୁଏନ୍‌ଜିସିଏନ୍& ...

  • ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

    14854
    Nov 15, 2025
  • ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

    14735
    Nov 10, 2025
  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14325
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13972
    Oct 27, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଘର ଋଣ ସୁଝିବାକୁ ରାପିଡୋ ଚଳାଉଛନ୍ତି ଆଇଟି ଇଞ୍ଜିନିୟର

    14896
    Nov 27, 2025
  • ଚାହୁଁଚାହୁଁ ଜଳିଲା ୭ ଅଟ୍ଟାଳିକା, ଚାଲିଗଲା ୪୪ ଜୀବନ

    13785
    Nov 27, 2025
  • ଓଡ଼ିଶାରେ ଚତୁର୍ଥ ଥର ପାଇଁ ଆୟୋଜିତ ହେବ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ଟୁର୍ଣ୍ଣାମେଣ୍ଟ

    13998
    Nov 27, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In