ଏହି ଗୀତ ଥିଲା ହ୍ୟୁମାନଙ୍କ ଶେଷ ସଙ୍ଗୀତ
ଭୁବନେଶ୍ୱର: ଓଲିଉଡକୁ ଅନେକ ସୁପରହିଟ୍ ସଙ୍ଗୀତ ଭେଟି ଦେଇଛନ୍ତି ହ୍ୟୁମାନ ସାଗର । ହେଲେ ତାଙ୍କର ଶେଷ ଗୀତ ଥିଲା ଶରତ ସମ୍ରାଟ ଫିଲ୍ମର ‘ଦୀପ ଆଲୁଅରେ ଆଇନା ଆଗରେ ଠିଆ ହୁଅନାହିଁ ପ୍ରିୟା, ଇର୍ଷାରେ ଆଇନା ହେଇଯିବ ଚୁନା ଦୀପ ଲିଭି ହେବ ଧୂଆଁ’ । ଶରତ ସମ୍ରାଟ ଫିଲ୍ମ ପ୍ରଡକସନର ଆଗାମୀ ଚଳଚ୍ଚିତ୍ର ପାଇଁ ହ୍ୟୁମାନ ସାଗର ଏ ଗୀତଟି ଗାଇଥିଲେ ।
Powered by Froala Editor